Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କାନ୍ସ ଫେଷ୍ଟିଭାଲରେ ଐଶ୍ୱର୍ଯ୍ୟା ପିନ୍ଧିଥିବା ଡ଼୍ରେସକୁ ନେଇ ଚର୍ଚ୍ଚା

ମୁମ୍ବାଇ: କାନ୍ସ ଫେଷ୍ଟିଭାଲରେ ଅଭିନେତ୍ରୀମାନେ ନିଜ ନିଜ ଜଲୱା ଦେଖାଉଛନ୍ତି । ଏଥିରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବି ସାମିଲ ହୋଇଛନ୍ତି । ଆଉ ସେ ଯେଉଁଭଳି ପୋଷାକ ପିନ୍ଧି କାନ୍ସ ଫେଷ୍ଟିଭାଲରେ ଓହ୍ଲାଇଥିଲେ ତାହା ଲୋକଙ୍କୁ ପସନ୍ଦ ଆସି ନ ଥିବା ଜଣାଯାଇଛି । କାନ୍ସ ଫେଷ୍ଟିଭାଲର ତୃତୀୟ…

ଟାଇଗର-୩’ର ସୁଟିଂ ସେଟ୍‌ରେ ଆହତ ହେଲେ ସଲମାନ

ମୁମ୍ବାଇ: ବଲିଉଡର ଭାଇଜାନ୍ ତଥା ସୁପରଷ୍ଟାର ସଲମାନ ଖାନ ଏବେ ତାଙ୍କ ନୂଆ ଚଳଚ୍ଚିତ୍ର ‘ଟାଇଗର-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ସୁଟିଂ ଚାଲିଥିବା ବେଳେ ସଲମାନ ଆହତ ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ପାଞ୍ଚ କିଲୋ ଓଜନର ଡମ୍ବଲ ଉଠାଇ…

ଆରପାରିରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ବାପା

ମୁମ୍ବାଇ: ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ବାପା ତଥା ଜ୍ୟୋତିଷାଚାର୍ଯ୍ୟ ପି ଖୁରାନାଙ୍କର ଶୁକ୍ରବାର ସକାଳେ ପଞ୍ଜାବର ମୋହାଲିରେ ପରଲୋକ ହୋଇଯାଇଛି । ଏହି ଖବରପାଇ ଅନେକ ଅଭିନେତା,ଅଭିନେତ୍ରୀ,ପ୍ରଯୋଜକ ଓ ସମ୍ପର୍କୀୟ ପହଞ୍ôଚ ପି. ଖୁରାନାଙ୍କ ଶେଷ ଦର୍ଶନ କରିଥିଲେ । ସନ୍ଧ୍ୟାରେ ଚଣ୍ଡିଗଡ଼ର…

ମିଛ ନୁହେଁ ‘ ଦ କେରଳ ଷ୍ଟାେରି’..ସାମ୍ବାଦିକ ସମ୍ମିଳନୀରେ ଦୁଃଖ ବଖାଣିଲେ ୨୬ ପୀଡିତା

ମୁମ୍ବାଇ: ଯେତେ ବିବାଦ ସେତେ ସଫଳତା  । ଏମିତି ସ୍ଥିତିରେ ଦର୍ଶକଙ୍କ ହୃଦୟ ଜିତୁଛି ’ଦ କେରଳ ଷ୍ଟୋରି । ସାଉଁଟି ଚାଲିଛି ପ୍ରଶଂସା । ବିବାଦ ଭିତରେ ନିଜର ଏକ ପରିଚୟ ସୃଷ୍ଟି କରି ସାରିଲାଣି ଦ କେରଳ ଷ୍ଟୋରି । ଇତିମଧ୍ୟରେ ପୁଣି ମିଡିଆ ଏବଂ ଦର୍ଶକଙ୍କୁ ଟାଣିଛି ଦ କେରଳ ଷ୍ଟୋରିର ଆଉ ଏକ…

ଗୋଦଭରାଇରେ ଖୁସିରେ ନାଚିଲେ ଅଭିନେତ୍ରୀ ଇଶିତା

ମୁମ୍ବାଇ: ବଲିଉଡ ଫିଲ୍ମ ଦୃଶ୍ୟମ୍ ଓ ଦୃଶ୍ୟମ ୨ରେ ଅଭିନୟ କରି ଲୋକପ୍ରିୟ ହୋଇଛନ୍ତି ଅଭିନେତ୍ରୀ ଇଶିତା ଦତ୍ତା । ସେ ଏହି ଫିଲ୍ମରେ ସୁପରଷ୍ଟାର ଅଜୟ ଦେବଗନଙ୍କ ଝିଅ ଭୂମିକାରେ ଅଭିନୟ କରିଥିଲେ , ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ନିକଟରେ ଇଶିତାଙ୍କ ଗୋଦଭରାଇ କାର୍ଯ୍ୟକ୍ରମ…

ସେଲ୍‌ଫି ନେବାରୁ ପ୍ରଶଂସକଙ୍କୁ ଧକ୍କା ଦେଲେ ରଶ୍ମିକାଙ୍କ ବଡିଗାର୍ଡ଼

ମୁମ୍ବାଇ: ପୁଷ୍ପାର ସଫଳତା ପରେ ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବେ ଖୁବ୍ ଚର୍ଚ୍ଚାରେ । ଜଣେ ପ୍ରଶଂସକ ଅଭିନେତ୍ରୀ ରଶ୍ମିକାଙ୍କ ସହ ସେଲ୍‌ଫି ନେବାରୁ ତାଙ୍କ ବଡ଼ିଗାର୍ଡ଼ ଜୋରରେ ଧକ୍କା ମାରିଛନ୍ତି । ହେଲେ ରଶ୍ମିକା ଏହାକୁ ବିରୋଧ କରିଛନ୍ତି । ଅଭିନେତ୍ରୀଙ୍କ ଏପରି ଉଦ୍ୟମକୁ…

କ୍ୟାଟ୍‌ରିନାଙ୍କୁ ଛାଡପତ୍ର ଦେବେ : ଭିନ୍ନ ଢଙ୍ଗରେ ଉତ୍ତର ଦେଲେ ଭିକି

ମୁମ୍ବାଇ: ୩ ବର୍ଷ ପରେ ବଲିଉଡ ଅଭିନେତା ଭିକି କୌଶଲ ପୁଣି ଫିଲ୍ମ ଦୁନିଆକୁ ଫେରିବା ପରେ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ତାଙ୍କର ଦୁଇଟି ଫିଲ୍ମ ଓଟିଟିରେ ରିଲିଜ୍ ହୋଇଥିବା ବେଳେ ଆଗକୁ ତାଙ୍କର ୪ଟି ଫିଲ୍ମ ରିଲିଜ୍ ହେବାକୁ ଯାଉଛି, ଯାହାକୁ ନେଇ ସେ ଖୁବ୍ ବ୍ୟସ୍ତ ରହୁଛନ୍ତି । ହେଲେ ସେ…

ରଜରେ ଆସୁଛି ଅନୁଭବଙ୍କ ନୂଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’: ମ୍ୟୁଜିକ ରିଲିଜ

ଭୁବନେଶ୍ୱର: ରଜରେ ଆସୁଛି ଅନୁଭବଙ୍କ ନୂଆ ଓଡ଼ିଆ ଫିଲ୍ମ ‘ଲଭ୍ ଇନ୍ ଲଣ୍ଡନ’ । ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରେମ, ରୋମାନ୍ସ, ସସପେନ୍ସ ଓ ଫାଇଟ୍ ରହିଛି, ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିବ । ରଜ ତଥା ଜୁନ ୧୪ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବ ବୋଲି ପ୍ରଯୋଜନା ସଂସ୍ଥା…

ଚୋରି ହୋଇଗଲା ସଲମାନ ଖାନଙ୍କ ଉଉଣୀଙ୍କର ହୀରା କାନଫୁଲ

ମୁମ୍ବାଇ: ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ମୁମ୍ବାଇ ଘରେ ଚୋରି ହୋଇଛି। କୁହାଯାଉଛି ଯେ ଅର୍ପିତାଙ୍କ ଘରୁ ତାଙ୍କ ହୀରା କାନଫୁଲ ଚୋରି ହୋଇଛି। ଏହି ମାମଲାରେ ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଅର୍ପିତା ଖାନ ମୁମ୍ବାଇର ଖାର ପୋଲିସ ଷ୍ଟେସନକୁ ଯାଇ କାନଫୁଲ ଚୋରି ହେବା ପରେ…

କାନ୍ସ ଫେଷ୍ଟିଭାଲ ରେଡ୍‌ କାର୍ପେଟରେ ଜଲଓ୍ବା ଦେଖାଇବେ ଅନୁଷ୍କା ଓ ମାନୁଷୀ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ଼ ଫେଷ୍ଟିଭାଲ କାନ୍ସ ଫେଷ୍ଟିଭାଲ । ୧୬ରୁ ଆାରମ୍ଭ ହୋଇଯାଇଛି ଏହି ଫେଷ୍ଟିଭାଲ । ଏହି ଫେଷ୍ଟିଭାଲ ସମସ୍ତ ତାରକା ଯୋଗଦେବେ । ଗତ କାନ୍ସ ଫେଷ୍ଟିଭାଲରେ ଐଶ୍ୱରୀୟା ରାୟ ଏବଂ ଦୀପିକା ପାଦୁକାନ ନଜର ଆସିଥିଲେ । ପୂର୍ବରୁ ଏମାନେ କାନ୍ସରେ ଯୋଗଦେଇ ବଲିଉଡକୁ…