Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରିଲିଜ୍ ହେଲା ନୂଆ ଓଡ଼ିଆ ଫିଲ୍ମ ‘ଡେଲିଭରି ବୟ’: ଦେଖିବାକୁ ମିଳିଛି ଡ଼େଲିଭରି ବୟର ସଂଘର୍ଷର କାହାଣୀ

ଭୁବନେଶ୍ୱର: ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ‘ଡେଲିଭରି ବୟ’ ଶୁକ୍ରବାର ରିଲିଜ୍ ହୋଇଛି । ଏକ ବାସ୍ତବ ଘଟଣାକୁ ନେଇ ଫିଲ୍ମ୍ରଟି ନିର୍ମିତ ହୋଇଛି । ସାଧାରଣତଃ ଲୋକେ ଅନଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି । ଉକ୍ତ ସାମଗ୍ରୀକୁ ସଠିକ ସମୟରେ ସଠିକ ଲୋକ ପାଖରେ ପହଁଚାଇବା ଡେଲିଭରି ବୟର ଦାୟିତ୍ୱ…

ଟାଇମ ପତ୍ରିକାର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ଶୀର୍ଷରେ ରହିଲେ କିଙ୍ଗ ଖାଁ

ଲଣ୍ଡନ: ଟାଇମ ମ୍ୟାଗାଜିନର ରିଡର୍ସ ପୋଲରେ ଭାରତର ଅଭିନେତା ଶାହାରୁଖ ଖାଁ ବାଜି ମାରିଛନ୍ତି । ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ କିଙ୍ଗ ଖାଁ ଶୀର୍ଷରେ ରହିଛନ୍ତି । ତାଙ୍କୁ ଓଭରାଲ ୪ ପ୍ରତିଶତ ଭୋଟ ମିଳିଥିଲା । ହିଜାବ ବିରୋଧ ଆନ୍ଦୋଳନରେ ସାମିଲ ହୋଇଥିବା ଇରାନ ମହିଳାମାନଙ୍କୁ ଦ୍ୱିତୀୟ…

ଭାଇରାଲ ହେଉଛି ତାପସୀଙ୍କ ୬ ପ୍ୟାକ ଚେହେରା

ମୁମ୍ବାଇ: ତାପସୀ ପାନ୍ନୁଙ୍କ ୬ ପ୍ୟାକ ଚେହେରା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାପସୀ ତାଙ୍କର ଏହି ଫଟୋ ଇନଷ୍ଟାଗ୍ରାମରେ ଛାଡିବା ପରେ ପ୍ରଶଂସକମାନେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଏପରିକି କେତେଜଣ ତାଙ୍କୁ ଟାଇଗର ଶ୍ରଫଙ୍କ ସହ ତୁଳନା କରିଛନ୍ତି । ଏହି ଫଟୋରେ ସେ ଜିମ…

ନିର୍ବନ୍ଧ କରିବେ ସାଂସଦ ରାଘବ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା…ଜାଣନ୍ତୁ କେବେ ?

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ସାଂସଦ ରାଘବ ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରା । ଏପ୍ରିଲ ୧୦ରେ ଦୁହେଁ କରିପାରନ୍ତି ନିର୍ବନ୍ଧ । ସେଥିପାଇଁ ଚାଲିଛି ସମସ୍ତ ପ୍ରସ୍ତୁତି । ଗତ କିଛି ଦିନ ହେବ ଦୁଇଜଣଙ୍କ ମିଳାମିଶାକୁ ନେଇ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଥିଲା ।…

ଜନ ଶୀନା, ଇଦ୍ରିସଙ୍କ ସହ ହଲିଉଡ ଫିଲ୍ମ ହେଡ୍ସ ଅଫ ଷ୍ଟେଟରେ ଅଭିନୟ କରିବେ ପ୍ରିୟଙ୍କା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କର ଆଗାମୀ ଗ୍ଲୋବାଲ ସ୍ପାଇ ସିରିଜ ସିଟିଡେଲର ପ୍ରମୋଶନ ପାଇଁ ଭାରତ ଆସିଛନ୍ତି । ଗୁରୁବାର ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଜନ ଶୀନା ଓ ଆକ୍ସନ ହୀରୋ ଇଦ୍ରିସ ଏଲବାଙ୍କ ସହ ପ୍ରିୟଙ୍କା ହେଡ୍ସ ଅଫ ଷ୍ଟେଟରେ ଅଭିନୟ କରିବାକୁ ଯାଉଛନ୍ତି । ଏହି…

ଧୂମ ୪ କରିବା ପାଇଁ ଆଦିତ୍ୟଙ୍କୁ ଅନୁରୋଧ କଲେ ଅମୀର

ମୁମ୍ବାଇ: ଲାଲ ସିଂ ଚଢ଼ା ଫ୍ଲପ ହେବା ପରେ ଅମୀର ଖାଁ ଏବେ କିଛି ଦିନ ଫିଲ୍ମଠାରୁ ଦୂରେଇ ରହିଛନ୍ତି । ସ୍ପେନିଶ ଫିଲ୍ମ କ୍ୟାମ୍ପିୟୋନିସର ହିନ୍ଦୀ ରିମେକ ପ୍ରତି ସେ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଶେଷ ମୂହର୍ତରେ ଏଥିରୁ ଓହରି ଯାଇଥିଲେ । ପଠାନ ଫିଲ୍ମର ସଫଳତା ପରେ ଅମୀର ଏବେ ଆଦିତ୍ୟ ଚୋପ୍ରା…

ଖତୋରୋ କେ ଖିଲାଡ଼ିରେ ନଜର ଆସିବେ ଛୋଟ ପରଦାର ହିଟ୍ ଯୋଡ଼ି

ମୁମ୍ବାଇ: ରୋହିତ ଶେଟ୍ଟୀ ତାଙ୍କ ରିଅଲିଟି ଶୋ’ ଖତୋରୋ କେ ଖିଲାଡି ପାଇଁ ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି । ପ୍ରଶଂସକମାନେ ଉତ୍ସାହର ସହିତ ଖତୋରୋ କେ ଖିଲାଡି ସିଜିନ ୧୩ କୁ ଅପେକ୍ଷା କରିଛନ୍ତି । ଛୋଟପରଦାରେ ଏହା ସବୁଠାରୁ ଲୋକପ୍ରିୟ ରିଅଲିଟି ଶୋ । ବିଗ୍ ବସ୍ ପରି ଏହି ଶୋ’ର ନିଜସ୍ୱ…

ସବାଙ୍କ ଜୋତା ଧରି ବୁଲିଲେ ହ୍ରିତିକ୍

ମୁମ୍ବାଇ: ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ ଓ ସବା ଆଜାଦଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ହ୍ରିତିକଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ହଇଚଇ ସୃଷ୍ଟି କରିିଛିି । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସବାଙ୍କ ଜୋତା ଧରି ହ୍ରିତିକ୍ ବୁଲୁଥିବାର ଦେଖିବାକୁ ମିଳିଛି ।…

ଶ୍ରେୟାଶଙ୍କ ସ୍ଥାନରେ କେକେଆର ଦଳରେ ଯୋଗ ଦେଲେ ଜାସନ

କୋଲକାତା: କୋଲକାତା ନାଇଟ ରାଇଡର୍ସ ଚଳିତ ଆଇପିଏଲରେ ଆଘାତପ୍ରାପ୍ତ ଶ୍ରେୟାଶ ଆୟରଙ୍କ ସ୍ଥାନରେ ଇଂଲଣ୍ଡର ଜାସନ ରାୟଙ୍କୁ ସାମିଲ କରିଛି । ପୂର୍ବରୁ ଶ୍ରେୟାଶଙ୍କ ପରେ ଶକିବ ଉଲ ହାସନ ଆଇପିଏଲରୁ ନାମ ପ୍ରତ୍ୟାହାର କରିନେବା ପରେ କୋଲକାତା ଟିମ ଚିନ୍ତାରେ ପଡିଥିଲା । ଜାସନଙ୍କୁ ଏବେ ଦଳ ୨.୮…

ରିଲ ନୁହେଁ ରିଅଲ ବଲିଉଡ କାହାଣୀ..ସୁଟିଂ ସେଟରେ ନାୟିକାଙ୍କୁ ଚାପୁଡା ମାରିଲେ ନିର୍ଦ୍ଦେଶକଙ୍କ ପତ୍ନୀ

ମୁମ୍ବାଇ:ବଲିଉଡର କାହାଣୀ । ନାୟିକାଙ୍କ ପ୍ରେମରେ ପାଗଳ ହୋଇଗଲେ ଫିଲ୍ମ ଡାଇରେକ୍ଟର । ତାଙ୍କର ସବୁ ଫିଲ୍ମରେ ତାଙ୍କୁ ହିଁ ନେବାକୁ ଚାହିଁଲେ । ଗୋଟିଏ ପରେ ଗୋଟିଏ ଫିଲ୍ମ ବି ସଫଳ ହେବାକୁ ଲାଗିଲା । ତାଙ୍କର କ୍ୟାରିଅରରେ ଚାର ଚାନ୍ଦ ଲାଗିଗଲା । କମ ବୟସରେ ଏତେ ନେମ..ଫେମ.. । ନାୟିକା ବି…