Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସବାଙ୍କୁ ବିବାହ କରିବେ ହ୍ରିିତିକ

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି । ସେ ଆସନ୍ତା ନଭେମ୍ବରରେ ଅଭିନେତ୍ରୀ ସବା ଆଜାଦଙ୍କୁ ବିବାହ କରିବେ । ନିକଟରେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ପରସ୍ପରକୁ ଏକା ସଙ୍ଗରେ ଦେଖିବାକୁ ମିଳିଥିଲା । ଉଭୟ ଡେଟ୍ କରୁଥିବା…

କର୍କଟ ରୋଗୀଙ୍କ ପାଇଁ ରାମ୍ପରେ ଚାଲିଲେ ଅମିତାଭଙ୍କ ଝିଅ ଓ ନାତୁଣୀ

ମୁମ୍ବାଇ : ବଲିଉଡ଼ର ସୁପରଷ୍ଟାର ବିଗ୍ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଶ୍ୱେତା ବଚ୍ଚନଙ୍କ ଝିଅ ନବୟା ନାଭେଲି ନନ୍ଦା ଏବେ ବେଶ୍ ଚର୍ଚ୍ଚାରେ । ଏବେ ଏକ ଫ୍ୟାଶନ ଶୋରେ ଶ୍ୱେତା ଓ ନବୟାଙ୍କୁ ଦେଖିବାକୁ ମିଳିଛି । ଉଭୟଙ୍କୁ ଷ୍ଟାଇଲିସ୍ ଲୁକ୍‌ରେ ଦେଖିବାକୁ ମିଳିଥିଲା । ଡିଜାଇନର୍ ଆବୁ ଜାନି…

ରେଡ଼୍ ଲେହେଙ୍ଗା ପିନ୍ଧି ନୃତ୍ୟ କଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଫିଲ୍ମ ‘ସେଲଫି' ଫ୍ଲପ୍ ନେଇ ଆଜିକାଲି ବେଶ୍ ଚର୍ଚ୍ଚାରେ । ଏବେ ସେ ପୁଣି ଚର୍ଚ୍ଚାରେ ଆଉ ଏକ ଭିନ୍ନ କାରଣ ନେଇ । କାରଣ ହେଲା ରେଡ଼୍ କଲର ଲେହେଙ୍ଗା ପିନ୍ଧି ନୃତ୍ୟ ପରିବେଷଣ କରିଛନ୍ତି ଅକ୍ଷୟ । ତାଙ୍କ ସହିତ ଥିଲେ ଅଭିନେତ୍ରୀ ନୋରା ଫତେହି ।…

ହୃଦଘାତ ପରେ ଭାଇ ଭାଉଜଙ୍କ ଭାବପୂର୍ଣ୍ଣ ପୋଷ୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ସବୁବେଳେ ନିଜକୁ ଫିଟ୍ ରଖିବା ସହ ସେ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ । ହେଲେ କିଛି ଦିନ ତଳେ ସୁସ୍ମିତା ସେନଙ୍କୁ ହାର୍ଟ ଆଟାକ ଆସିଥିଲା । ଏ ନେଇ ଗୁରୁବାର ସେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ମେସେଜ ଦେଇ ଏ ସମ୍ପର୍କରେ ଜଣାଇଥିଲେ ।…

‘ମୋତେ ଡାକ ନାହିଁ ଅଙ୍କଲ’, ଏଭଳି କାହିଁକି କହିଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ତାଙ୍କ ଫିଲ୍ମ 'ତୁ ଝୁଠି ମେ ମକ୍କାର'ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଆଉ ଏଥିପାଇଁ ସେ ଅଲଗା ଅଲଗା ସହର ସହ ବିଭିନ୍ନ ଇଭେଣ୍ଟସରେ ଯୋଗ ଦେଉଛନ୍ତି । ତେବେ ନିକଟରେ ସେ ଇଣ୍ଡିଆନ ଆଇଡ଼ଲ ସିଜିନ-୧୩ ସୋ'ରେ ପହଞ୍ଚିଥିଲେ। ତେବେ ଏଠାରେ ଜଣେ…

ଓସ୍କାର ଉତ୍ସବରେ ଦୀପିକା ହେବେ ଉଦ୍‌ଘୋଷିକା

ମୁମ୍ବାଇ: ମର୍ଯ୍ୟାଦାଜନକ ଫିଲ୍ମ ଆୱାର୍ଡ଼ ‘ଓସ୍କାର ୨୦୨୩’ରେ ଉଦ୍‌ଘୋଷିକା ଭାବେ ନଜରକୁ ଆସିବେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଏହାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ରେ ଢେର ଚର୍ଚ୍ଚା ହେଉଛି । କାରଣ ଇଏ ଏମିିତି ଏକ ମଞ୍ଚ ଯେଉଁଠି ଉଦ୍‌ଘୋଷିକା ଭାବେ ଯୋଗ ଦେବା ପାଇଁ କ୍ୱଚିତ୍ ଅଭିନେତା…

ମାଆଙ୍କୁ ଭେଟିବାକୁ ଯାଇଥିଲେ, ଭାଇ ଫେରାଇ ଦେଲେ

ମୁମ୍ବାଇ: ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ହୃଦୟରେ ମିଆରା ପରିଚୟ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଜୀବନରେ ଏବେ ଉଠିଛି ଝଡ଼ । ପତ୍ନୀଙ୍କ ଅଭିଯୋଗ ପରେ ବଢି ଚାଲିଛି ଅଡୁଆ । ପତ୍ନୀଙ୍କ ପରେ ଏବେ ଭାଇ ଭାଇଙ୍କ ସଂପର୍କରେ ପଡିଛି ଫାଟ । ଗତ ରାତିରେ ନୱାଜୁଦ୍ଦି ନିଜ…

ଭୂଷଣଙ୍କ ମେଗା ବଜେଟ ଫିଲ୍ମ ମାଧ୍ୟମରେ ବଲିଉଡରେ ଏଂଟ୍ରି କରିବେ ଅଲ୍ଲୁ ଅର୍ଜୁନ !

ମୁମ୍ବାଇ: ଶାହାରୁଖ ଖାଁଙ୍କ ଜବାନ ମାଧ୍ୟମରେ ବଲିଉଡରେ ଏଂଟ୍ରି କରିପାରି ନ ଥିବା ଅଲ୍ଲୁ ଅର୍ଜୁନଙ୍କୁ ଏବେ ଆଉ ଏକ ମେଗା ବଜେଟର ଫିଲ୍ମ ଅଫର ହୋଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ରିପୋର୍ଟ ଅନୁସାରେ ପୁଷ୍ପା ଷ୍ଟାରଙ୍କ ସହ ଟି ସିରିଜ ମୂଖ୍ୟ ଭୂଷଣ କୁମାର ଏକ ପ୍ୟାନ ଇଣ୍ଡିଆ ଫିଲ୍ମ କରିବା…

ଶାହରୁଖଙ୍କ ଘର ‘ମନ୍ନତ’ରେ ପଶି ଦୁଇ ପ୍ରଶଂସକ ଗିରଫ

ମୁମ୍ବାଇ: କିଙ୍ଗ ଖାନଙ୍କ ଘର ପଶି ଗିରଫ ହେଲେ ଦୁଇ ପ୍ରଶଂସକ । ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କର ସାରା ବିଶ୍ୱରେ ଅନେକ ପ୍ରଶଂସକ ଅଛନ୍ତି । ବେଳେବେଳେ ଅନେକ ପ୍ରଶଂସକ ସୁପରଷ୍ଟାରଙ୍କୁ ଭେଟିବାକୁ ସୀମା ପାରି କରିଦିଅନ୍ତି । ଏଭଳି ଏକ ମାମଲା ସାମ୍ନାକୁ ଆସିଛି । ଶାହରୁଖ ଖାନଙ୍କ ଘରେ…

ହାର୍ଟଆଟାକ ପରେ ସୁସ୍ଥ ହେଲେ ସୁସ୍ମିତା ସେନ

ମୁମ୍ବାଇ: ପୂର୍ବତନ ମିସ ୟୁନିଭର୍ସ ଓ ପ୍ରତିଷ୍ଠିତ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ହାର୍ଟ ଆଟାକ ଆସିଥିଲା । ଏଞ୍ଜିୟୋପ୍ଲାଷ୍ଟି କରିବା ପରେ ସେ ଏବେ ସୁସ୍ଥ ଅଛନ୍ତି । ଗୁରୁବାର ସେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ମେସେଜ ଦେଇ ଏ ସମ୍ପର୍କରେ ଜଣାଇଥିଲେ । ଏହା ବ୍ୟତୀତ ପ୍ରଶଂସକଙ୍କୁ ନିଜର…