Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶାହାରୁଖ ଖାନଙ୍କ ଫିଲ୍ମ ‘ଜୱାନ’ରେ ଦୀପିକାଙ୍କ ଏଣ୍ଟ୍ରି

ମୁମ୍ବାଇ:ବଲିଉଡ଼ର ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ଼ କରିଥିଲା । ଏବେ ପ୍ରଶଂସକମାନେ କିଙ୍ଗ ଖାନଙ୍କ ଆଗାମୀ ଫିଲ୍ମ ‘ଜୱାନ' କୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ବର୍ତ୍ତମାନ ‘ଜୱାନ'ର ଗୀତ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି, ଯାହା ପ୍ରଶଂସକଙ୍କୁ ଆହୁରି…

ଶ୍ରୀଦେବୀଙ୍କ ଭଉଣୀ ରୂପରେ ବଲିଉଡର ପ୍ରତିଷ୍ଠିତ କଳାକାର

ମୁମ୍ବାଇ: ଶ୍ରୀଦେବୀଙ୍କ ଭଉଣୀ ରୂପରେ ବଲିଉଡର ଜଣେ ପ୍ରତିଷ୍ଠିତ କଳାକାରଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଉକ୍ତ କଳାକାରଜଣଙ୍କ ଶ୍ରୀଦେବୀଙ୍କ ପରି ଦେଖାଯାଉଛନ୍ତି । ଆଉ ସେ କଳାକାରଜଣଙ୍କ ହେଲେ ଅନୁପମ ଖେର । ବିଶ୍ୱାସ ନ ହେଲେ ବି ଏହା ସତ । ଆପଣମାନେ ମଧ୍ୟ ଫଟୋକୁ ଦେଖି…

ମାଷ୍ଟରସେଫ୍ ସିଜିନ-୭ ବିଜେତା ହେଲେ ଆସାମର ନୟନଜ୍ୟୋତି

ମୁମ୍ବାଇ: ଭାରତର ଲୋକପ୍ରିୟ କୁକିଂ ରିଆଲିଟି ଶୋ’ ମାଷ୍ଟରସେଫ୍ ଇଣ୍ଡିଆ -୭ ଶେଷ ହୋଇଛି । ଏହି ଶୋ ରେ ନିଜର କମାଲ ଦେଖାଇ ଆସାମର ନୟନଜ୍ୟୋତି ସାଇକିଆ ଟ୍ରଫି ଜିତିଛନ୍ତି । ଏଥିସହ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ବି ମିଳିିଛି । ଅନେକ କଷ୍ଟଦାୟକ ଚ୍ୟାଲେଞ୍ଜ ସାମ୍ନା କରି ନୟନଜ୍ୟୋତି ଏବେ…

ଫିଲ୍ମ ‘ଆଶିକ୍ ୪’ ରେ ନଜର ଆସିବେ ବିଗ୍ ବସର ହିଟ୍ ଯୋଡି

ମୁମ୍ବାଇ: ଫିଲ୍ମ ‘ଆଶିକ୍ ୪’କୁ ନେଇ ନିର୍ମାତା ସାଜିଦ୍ ଖାନ୍ ଏବେ ଚର୍ଚ୍ଚାରେ । ଏହି ଫିଲ୍ମରେ ସେ ବିଗ୍ ବସ୍ ସିଜିନ୍ ୧୬ର ହିଟ୍ ଯୋଡ଼ି ଅଙ୍କିତ ଗୁପ୍ତା ଓ ପ୍ରିୟଙ୍କା ଚହର ଚୌଧୁରୀ ନଜର ଆସିବେ ବୋଲି ଆଲୋଚନା ହେଉଛି । ନିକଟରେ ଅଙ୍କିତ୍‌ଙ୍କ ଧାରାବାହିକ ଜୁନୋନିୟତ ସୁଟିଂ ସେଟ୍‌ରେ…

ଫ୍ଲପ୍ ହେଲା ଫିଲ୍ମ ଭିଡ଼୍ : ଟିମ୍ ସଦସ୍ୟଙ୍କୁ କ୍ଷମା ମାଗିଲେ ନିର୍ଦ୍ଦେଶକ ଅନୁଭବ ସିହ୍ନା

ମୁମ୍ବାଇ: କରୋନା ମହାମାରିର ପ୍ରଭାବକୁ ନେଇ ନିର୍ମିତ ଫିଲ୍ମ ‘ଭିଡ଼୍‌’ ବକ୍ସ ଅଫିସରେ ଏତେଟା ସଫଳତା ପାଇଲା ନାହିଁ । ସେହିପରି ଫିଲ୍ମ ‘ଉନ୍‌କେ’ ବି ଫ୍ଲପ୍ ହୋଇଛି । ଏହାକୁ ନେଇ ନିର୍ଦ୍ଦେଶକ ଅନୁଭବ ସିହ୍ନା ନିଜର ପ୍ରତିକ୍ରିୟା ଦେଇଛନ୍ତି । ନିର୍ଦ୍ଦେଶକ ଫିଲ୍ମର ଟିମ୍ ମେମ୍ବରମାନଙ୍କୁ…

୬ ବର୍ଷ ପରେ ଛୋଟ ପରଦାକୁ ଫେରିବେ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର

ମୁମ୍ବାଇ: ବଲିଉଡ଼ ତଥା ଛୋଟପରଦାର ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର ଏବେ ଖୁବ୍ ଚର୍ଚ୍ଚାରେ । କାରଣ ଦୀର୍ଘ ୬ ବର୍ଷ ପରେ ସେ ଛୋଟପରଦାକୁ ଫେରିବାକୁ ଯାଉଛନ୍ତି । ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଦ କପିଲ ଶର୍ମା ଶୋ’ର ଗୁଥୀ ଚରିତ୍ରରେ ଅଭିନୟ କରି ଲୋକଙ୍କୁ ହସାଇ ହସାଇ…

ଝିଅଙ୍କୁ ଧରି ପ୍ରଥମ ଥର ଭାରତ ଆସିଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଶୁକ୍ରବାର ତାଙ୍କ କୁନି ଝିଅ ମାଲ୍‌ତୀ ମ୍ୟାରୀଙ୍କୁ ଧରି ଭାରତ ଆସିଛନ୍ତି । ତାଙ୍କ ସ୍ୱାମୀ ନିକ୍ ଜୋନାସ୍ ବି ଆସିଛନ୍ତି । ମାଲ୍‌ତୀ ମ୍ୟାରିଙ୍କର ଏହା ହେଉଛନ୍ତି ପ୍ରଥମ ଭାରତ ଗସ୍ତ । ପ୍ର୍ରିୟଙ୍କା ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଓସ୍କାର ବିଜେତା

ନୂଆଦିଲ୍ଲୀ : ଓସ୍କାର ବିଜେତା ଫିଲ୍ମ ‘ଦି ଏଲିଫ୍ୟାଣ୍ଟ ହ୍ୱିସ୍‌ପର’ର ନିର୍ମାତା ଗୁନିତ ମୋଙ୍ଗା ଏବଂ ନିର୍ଦ୍ଦେଶକ କାର୍ତ୍ତିକି ଗୋନସାଲଭେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍ ଯୋଗେ ସାକ୍ଷାତ ସମୟର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ସେ…

ଆସନ୍ତୁ ଜାଣିବା କାଜଲ ଅଗ୍ରୱାଲ କ’ଣ କହିଲେ ହିନ୍ଦୀ ଫିଲ୍ମ ସମ୍ପର୍କରେ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ହୀରୋଇନ କାଜଲ ଅଗ୍ରୱାଲ ଶୁକ୍ରବାର ବଲିଉଡ ଫିଲ୍ମରେ କାମ କରିବା ସମ୍ପର୍କରେ ମୁହଁ ଖୋଲିଛନ୍ତି । ସେ ସିଧାସଳଖ କହିଛନ୍ତି ବଲିଉଡ ଅପେକ୍ଷା ମୋତେ ସାଉଥ ଫିଲ୍ମରେ କାମ କରିବାକୁ ଭଲ ଲାଗେ । ଏଠାକାର କଳାକାର ଏବଂ ଅନ୍ୟ ବହୁତ ଫ୍ରେଣ୍ଡଲୀ । ବଡ ଷ୍ଟାର ହେଲେ…

ରିଲିଜ୍ ହେଲା ଫିଲ୍ମ ‘କିସି କା ଭାଇ କିସି କି ଜାନ’ର ନୂଆ ଗୀତ : ଲୁଙ୍ଗି ଗାମୁଛାରେ ନଜର ଆସିଲେ ସଲମାନ

ମୁମ୍ବାଇ: ବଲିଉଡର ଭାଇଜାନ୍ ସଲମାନ ଖାନ ତାଙ୍କର ଆଗାମୀ ଫିଲ୍ମ ‘କିସି କା ଭାଇ କିସି କି ଜାନ'କୁ ନେଇ ଚର୍ଚ୍ଚାରେ ଅଛନ୍ତିି । ନିକଟରେ ଫିଲ୍ମର ଏକ ନୂଆ ଗୀତ ରିଲିଜ୍ ହୋଇଛି, ଯେଉଁଥିରେ ସଲମାନ ବହୁତ ସୁନ୍ଦର ଲୁକରେ ନଜର ଆସିଛନ୍ତି । ସଲମାନ ପ୍ରଥମ ଥର ପାଇଁ ଲୁଙ୍ଗି, ସାର୍ଟ ଓ ଗାମୁଛା…