Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କାହାକୁ ଗୁଲ୍ଲୁ ତ କାହା ନାମ ଆଲୁ: ବଲିଉଡ ଅଭିନେତ୍ରୀମାନଙ୍କ ଡାକନାମ ଜାଣିଲେ ଆପଣ ବି ହସିବେ

ମୁମ୍ବାଇ: ସମସ୍ତଙ୍କର କିଛି ଡାକ ନାମ ଥାଏ | ତେବେ ଆପଣ ଜାଣିଛନ୍ତି କି ବଲିଉଡ ଅଭିନେତ୍ରୀମାନଙ୍କର ମଧ୍ୟ କିଛି ଡାକନାମ ରହିଛି | ଆଜି ଆମେ ଏପରି କିଛି ଅଭିନେତ୍ରୀଙ୍କ ଡାକନାମ(ପରିବାର ସଦସ୍ୟ ଯେଉଁନାମରେ ଡାକନ୍ତି) ବାବଦରେ କହିବୁ | ବଲିଉଡର ଦେଶୀ ଗାର୍ଲ କୁହାଯାଉଥିବା ପ୍ରିୟଙ୍କା…

ଅଭିନୟ ଶିଖାଇବେ ରାକ୍ଷୀ ସାଓ୍ୱନ୍ତ, ଦୁବାଇରେ ଖୋଲିଲେ ଆକ୍ଟିଂ ଏକାଡେମୀ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ଡ୍ରାମା କ୍ୱିନ୍‌ ରାକ୍ଷୀ ସାୱନ୍ତ । ନିଜ ବ୍ୟକ୍ତିଗତ ଜୀବନରେ ଆସିଥିବା ଝଡ଼କୁ ସାମ୍ନା କରିଛନ୍ତି ରାକ୍ଷୀ । ଅନେକ ଥର କାନ୍ଦୁ ଥିବାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ଅଣ୍ଟା ସଳଖିଛନ୍ତି ରାକ୍ଷୀ । ନିଜ ଦୁଃଖରୁ ମୁକ୍ତି ପାଇବା…

ସୈଫଙ୍କ ପୂର୍ବରୁ ସହିଦ କପୁରଙ୍କ ସହ ଥିଲା ନିବିଡ ପ୍ରେମ, ମା’ଙ୍କ ପାଇଁ ଅଲଗା ହୋଇଯାଇଥିଲେ କରୀନା!

ମୁମ୍ବାଇ: କରୀନା କପୁର ଏବଂ ସହିଦ କପୁରଙ୍କ ସମ୍ପର୍କ ବିଷୟରେ ସମସ୍ତେ ଜାଣନ୍ତି | କରୀନା କପୁରଙ୍କ ମା ବବିତା କପୁର ସହିଦ କପୁରଙ୍କୁ ଆଦୌ ପସନ୍ଦ କରୁନଥିଲେ। ସେ ସେମାନଙ୍କ ସମ୍ପର୍କର ବିରୋଧୀ ଥିଲେ | କୁହାଯାଏ ସହିଦ କପୁର ୨୦୧୫ ପୂର୍ବରୁ ଅନେକ ଅଭିନେତ୍ରୀଙ୍କୁ ଡେଟ କରିଥିଲେ। କିନ୍ତୁ…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଅଭିନେତ୍ରୀ ଲିପ୍ସା

ଭୁବନେଶ୍ବର : ବାଜିଲା ସାହାନାଇ । ପଡ଼ିଲା ହାତଗଣ୍ଠି  । ବିବାହ ବନ୍ଧନ ରେ ବାନ୍ଧି ହେଲେ ଅଭିନେତ୍ରୀ ଲିପ୍ସା । ଓଡ଼ିଆ ଓ ହିନ୍ଦୀ ସିନେମା ଜଗତର ଚର୍ଚିତ ଟିଭି ଓ ସିନେମା ଅଭିନେତ୍ରୀ ଲିପସା ମିଶ୍ରଙ୍କ ଆକାଶ ଆଚାର୍ଯ୍ୟଙ୍କ ବିବାହ ସମ୍ପନ୍ନ ହୋଇଛି  । ସାତ ଜନ୍ମର ସାଥି ଭାବେ ଆକାଶ…

ଦାଦା ସାହେବ ଫାଲକେ ପୁରସ୍କାର ଫେରାଇଲେ ନିକିତା

ମୁମ୍ବାଇ: ଉଭୟ ବ୍ରେନି ଓ ବିଉଟି ଭାବେ ପରିଚିତ ମଡ଼େଲ ତଥା ସାମାଜିକ କର୍ମୀ ନିକିତା ଘାଗ ଏବେ ଚର୍ଚ୍ଚାରେ । କାରଣ ହେଲା ଭାରତ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ଫେରାଇଛନ୍ତି । ଗତବର୍ଷ ସେ ଏହି ପୁରସ୍କାର ପାଇଥିଲେ । ଏ ନିଷ୍ପତ୍ତି…

ମାଆ ହେବା ପରେ ପ୍ରଥମ ଥର ମଞ୍ଚରେ ନାଚିଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ମାଆ ହେବା ପରେ ପ୍ରଥମ ଥର ପାଇଁ ମଞ୍ଚ ଉପରେ ନୃତ୍ୟ ପରିବେଷଣ କରିଛନ୍ତିି । ନାଟୁ-ନାଟୁ ଗୀତରେ ଜବରଦସ୍ତ ନାଚୁଥିବା ଦେଖିବାକୁ ମିଳିଛି । ମୁମ୍ବାଇରେ ଆୟୋଜିତ ଜି ସିନେମା ପୁରସ୍କାର ବିତରଣ ଉତ୍ସବରେ ଆଲିଆ ଏହି ନୃତ୍ୟ ପରିବେଷଣ କରିଥିଲେ । ନାଟୁ-ନାଟୁ…

ଫ୍ଲପ୍ ହେଲା ସେଲ୍‌ଫି, ନିଜକୁ ଦୋଷୀ କଲେ ଅକ୍ଷୟ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ନିକଟରେ ରିଲିଜ୍ ହୋଇଥିଲା ଫିଲ୍ମ ‘ସେଲଫି' ଫ୍ଲପ୍ ହୋଇଛି । ରିଲିଜ୍ ର ପ୍ରଥମ ଦିନରେ ମାତ୍ର ୩ କୋଟି ଟଙ୍କା ବ୍ୟବସାୟ କରିପାରିଥିଲା ଏହି ଫିଲ୍ମ । କିନ୍ତୁ ବକ୍ସ ଅଫିସରେ ଫିଲ୍ମଟି ଫ୍ଲପ୍ ହେଲା । ଏଥିପାଇଁ ସଂପୂର୍ଣ୍ଣ ଭାବେ ନିଜକୁ ଦୋଷୀ…

ଗୋବିନ୍ଦାଙ୍କ ବୋହୂ ହେବା ପୂର୍ବରୁ ଏହି ବ୍ୟକ୍ତିଙ୍କୁ ବିବାହ କରିଥିଲେ କଶ୍ମିରା

ମୁମ୍ବାଇ: ଆପଣ ତ କମେଡିଆନ କୃଷ୍ନାଙ୍କ ପତ୍ନୀ କଶ୍ମିରାଙ୍କ ବାବଦରେ ଅଳ୍ପବହୁତେ ଜାଣିଥିବେ | କଶ୍ମିରା ବିଗବସରେ ଭାଗ ନେଇଥିବା ସହ ଅନେକ ସମୟରେ କୃଷ୍ନା ଅଭିଷେକଙ୍କ ସହ ନଜର ଆସନ୍ତି | ତେବେ କଶ୍ମିରାଙ୍କ ବାବଦରେ ଆଜି ଆମେ ଆପଣଙ୍କୁ ଏମିତି କିଛି ସୂଚନା ଦେବୁ ଯାହା ଆପଣ ଜାଣିନଥିବେ |…

ବଲିଉଡ ପରେ ଟିଭି ଦୁନିଆରେ ପାଦ ଦେଲେ ସୁଭାଷ ଘାଇ

ମୁମ୍ବାଇ: ‘କରଜ', ‘ହିରୋ', ‘ତାଲ', ‘ରାମ ଲଖନ' ଭଳି ହିଟ୍ ଫିଲ୍ମ୍ର ନିର୍ମାଣ କରି ପ୍ରସିଦ୍ଧିଲାଭ କରିଥିବା ଅଭିନେତା ଓ ପ୍ରଯୋଜକ ସୁଭାଷ ଘାଇ ଏବେ ଟିଭି ଇଣ୍ଡଷ୍ଟ୍ରିରେ ପାଦ ରଖୁଛନ୍ତି । ଏବେ ସେ ମହିଳା ସଶକ୍ତିକରଣକୁ ନେଇ ଏକ ଶୋ’ କରିବାକୁ ଯାଉଛନ୍ତି, ଯାହାର ନାଁ ହେଉଛି ‘ଜାନକୀ’ । ଏହି…

ଅବ୍ଦୁ ଭାରତରେ ଖୋଲିବେ ରେସ୍ତୋରାଁ

ମୁମ୍ବାଇ: ବିଗ୍‌ବସ ସିଜିନ୍‌-୧୬ର ପ୍ରତିଯୋଗୀ ସାଜିଥିବା ତାଜିକ୍‌ସ୍ତାନର ଅବ୍ଦୁ ରୋଜିକ୍ ଏହି ଶୋ’ ଜରିଆରେ ଭାରତରେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି । ଏହି ସଫଳତା ଆଧାରରେ ବଲିଉଡ଼ରେ ତାଙ୍କୁ ଫିଲ୍ମରେ ଅଭିନୟ ଅଫର ମିଳିବା ସହିତ ଏକାଧିକ ବିଜ୍ଞାପନ ଓ ମ୍ୟୁଜିକ୍ ଭିଡ଼ିଓରେ ଅଭିନୟ କରିଛନ୍ତି…