Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପ୍ରିୟଙ୍କା ଘଟଣାରେ କରନଙ୍କୁ ଖୋଲାଖୋଲି ଭାବେ ଟାର୍ଗେଟ କଲେ କଙ୍ଗନା

ମୁମ୍ବାଇ: ବଲିଉଡ ରାଜନୀତିରେ ଅତିଷ୍ଠ ହୋଇ ମୁମ୍ବାଇ ଛାଡିଥିଲି ବୋଲି ପ୍ରିୟଙ୍କା ଚୋପ୍ରା ବୟାନ ଦେଇଛନ୍ତି । ଏହି ବୟାନ ଏବେ ଝଡ ସୃଷ୍ଟି କରିଛି କହିଲେ ଭୁଲ ହେବନି । ଏବେ ଏହି ଘଟଣାରେ ବିବାଦୀୟ କୁଇନ କଙ୍ଗନା ରାନାୱାତ ପାଦ ଥାପିଛନ୍ତି । ସେ ସିଧାସଳଖ ପ୍ରିୟଙ୍କା ଘଟଣାରେ କରନ ଜୋହରଙ୍କୁ…

ରାଘବ-ପରିଣୀତି ସମ୍ପର୍କରେ ମୋହର ମାରିଲେ ଆପ ଏମପି ସଞ୍ଜୀବ

ମୁମ୍ବାଇ:ଆମ ଆଦମୀ ପାର୍ଟିର ଯୁବନେତା ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉଭୟ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ଖୁଲାସା କରି ନ ଥିଲେ ମଧ୍ୟ ଆପର ଏମପି ସଞ୍ଜୀବ ଆରୋରା ଏଥିରେ ମୋହର ଲଗାଇଛନ୍ତି । ମଙ୍ଗଳବାର ସକାଳ ୧୧ଟା ବେଳେ…

ପାକିସ୍ତାନ ବେଳାଭୂମିରେ ଶାହରୁଖଙ୍କ ଚିତ୍ର

ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ଚାହିଦା କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ରହିଛି । ନିକଟରେ ଜଣେ ପାକିସ୍ତାନୀ ପ୍ରଶଂସକଙ୍କ ଭଲପାଇବାର ଏକ ଉଦାହରଣ ଦେଖିବାକୁ ମିଳିଛି । ସମୁଦ୍ରକୂଳରେ ଶାହରୁଖଙ୍କ ଏକ ବିଶାଳ ବାଲୁକାଚିତ୍ର ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।…

ବଲିଉଡର ମୁଖା ଖୋଲିଲେ ଦେଶୀ ଗର୍ଲ: ଆଣିଲେ ସାଂଘାତିକ ଅଭିଯୋଗ

ମୁମ୍ବାଇ:ବଲିଉଡର ମୁଖା ଖୋଲିଲେ ଦେଶୀ ଗର୍ଲ । କହିଲେ ବଲିଉଡରେ ରାଜନୀତି ଚାଲିଛି । ଏପରି ରାଜନୀତିରେ ସେ ଥକି ଗଲେଣି । ବର୍ଷ ବର୍ଷ ଧରି ବଲିଉଡ ବିରୋଧରେ ଚାଲି ଆସୁଥିବା ସଙ୍ଗୀନ ଅଭିଯୋଗ ସତ ବୋଲି କହିଲେ ପ୍ରିୟଙ୍କା ଚୋପ୍ରା । ଏହି ରାଜନୀତି ପାଇଁ ସେ ବଲିଉଡ ଛାଡିଛନ୍ତି ବୋଲି…

ଓସ୍କାର ବିଜେତା ଏମଏମ କୀରାଭାନୀ କରୋନା ସଂକ୍ରମିତ

ମାଡ୍ରାସ:ଆରଆରଆର ଫିଲ୍ମର ନାଟୁ ନାଟୁ ସଙ୍ଗୀତ ପାଇଁ ଓସ୍କାର ପୁରସ୍କାର ଜିତିଥିବା ସଙ୍ଗୀତକାର ଏମଏମ କୀରାଭାନୀ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଫିଲ୍ମ ଇଣ୍ଡଷ୍ଟ୍ରିର କେତେ ଜଣ ଏଥିରେ ସଂକ୍ରମିତ ହୋଇ ସାରିଲେଣି । କୀରାଭାନୀଙ୍କୁ…

ଏମପି ରାଘବ ଚଢ଼ାଙ୍କ ସହ ଅଭିନେତ୍ରୀ ପରିଣୀତିଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଲା

ମୁମ୍ବାଇ: ଅଭିନେତ୍ରୀ ପରିଣୀତି ଚୋପ୍ରା ଏବେ ବେଶ୍ ଚର୍ଚ୍ଚାରେ । ଆମ୍ ଆଦମୀ ପାର୍ଟି (ଆପ୍‌) ନେତା ରାଘବ ଚଢ଼ାଙ୍କ ସହ ତାଙ୍କର ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ବାସଭବନରେ ପରିଣୀତିଙ୍କୁ ଦେଖିବାକୁ ମିଳିଥିଲା । ଯାହାର ଏକ ଭିଡ଼ିଓ…

ଫିଲ୍ମର ସଫଳତା ପାଇଁ ସ୍ୱର୍ଣ୍ଣ ମନ୍ଦିରରେ ସୋନୁ ସୁଦ୍ -ଜ୍ୟାକଲିନ

ମୁମ୍ବାଇ: ଆଗକୁ ଆସୁଛି ଫିଲ୍ମ ‘ଫତେହ’ । ଏଥିରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଓ ସୋନୁ ସୁଦ୍ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମକୁ ନେଇ ଉଭୟ ଚର୍ଚ୍ଚାରେ ଅଛନ୍ତି । ଏବେ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି । ଏହାର ଶୁଟିଂ ପାଇଁ ଉଭୟ ଅମୃତସରରେ ପହଞ୍ଚିଛନ୍ତି । ପରେ…

ବିବାହ ବନ୍ଧନରେ ବାନ୍ଧିହେବେ ଅଭିନେତ୍ରୀ ଶ୍ରୀଜିତା ଦେ

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଜିତା ଦେ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେ ତାଙ୍କ ପ୍ରେମିକ ଜର୍ମାନୀର ମାଇକେଲ ବ୍ଲୋମ ପେପଙ୍କୁ ବିବାହ କରିବେ । ଆସନ୍ତା ଜୁଲାଇ ୧ ତାରିଖରେ ଉଭୟ ବିବାହ କରିବେ ବୋଲି ସ୍ପଷ୍ଟ କରିଛନ୍ତି । ବିବାହ ଆଉ ମାତ୍ର ୩…

ରାମଚରଣଙ୍କ ଆଗାମୀ ଫିଲ୍ମ ଆରସି ୧୫ର ନାମ ଦିଆଗଲା ଗେମ ଚେଞ୍ଜର

ମାଡ୍ରାସ: ଓସ୍କାର ପୁରସ୍କାର ବିଜେତା ଫିଲ୍ମ ଆରଆରଆରର ଗ୍ଲୋବାଲ ସଫଳତା ପରେ ରାମଚରଣ ଏବେ ତାଙ୍କର ଆଗାମୀ ଫିଲ୍ମର ଶୁଟିଂ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ରାମଚରଣ ଓ କିଆରା ଆଡଭାନୀ ଅଭିନୀତ ଆରସି ୧୫ର ନାମ ଏବେ ଗେମ ଚେଞ୍ଜର ଦିଆଯାଇଛି । ରାମଚରଣଙ୍କ ୩୮ତମ ଜନ୍ମ ଦିବସ ଅବସରରେ…

ଫିଲ୍ମ ‘ଛତ୍ରପତି’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ: ଅଧିକାଂଶ ଟଲିଉଡ ଅଭିନେତା ଏବେ ବଲିଉଡ଼ ମୁହାଁ ହେଉଛନ୍ତି । ସେଥିମଧ୍ୟରୁ ବେଲାମକୋଣ୍ଡା ସାଇ ଶ୍ରୀନିବାସ ଖୁବ୍‌ଶୀଘ୍ର ବଲିଉଡ଼ରେ ନଜର ଆସିବେ । ସେ ତେଲୁଗୁ ଫିଲ୍ମ ‘ଛତ୍ରପତି'ର ହିନ୍ଦୀ ରିମେକେରେ ନଜର ଆସିବେ । ନିକଟରେ ଫିଲ୍ମର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ଏହି ଫିଲ୍ମ…