Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୫୦୦ରୁ ଅଧିକ ଫିଲ୍ମରେ ଅଭିନୟ କରି ବି ଭଡା ଘରେ ରୁହନ୍ତି ଅନୁପମ ଖେର

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଜୀବନରେ ନିଜର ଏକ ଘରକୁ ନେଇ ସ୍ବପ୍ନ ଦେଖିଥାନ୍ତି, ଯେଉଁଠାରେ ସେମାନେ ନିଜର ପରିବାର ଲୋକଙ୍କ ସହିତ ଖୁସିରେ ବଞ୍ଚିପାରିବେ | ଲୋକମାନେ ପ୍ରଥମେ ଘର କିଣିବା ପାଇଁ କଠିନ ପରିଶ୍ରମ କରନ୍ତି, ତା’ପରେ ଏହାକୁ ନିର୍ମାଣ କିମ୍ବା କିଣିବା ପାଇଁ ସେମାନଙ୍କର ପୁରା…

କାନାଡ଼ା ନାଗରିକତା ତ୍ୟାଗ କରିବେ ଅକ୍ଷୟ କୁମାର; କହିଲେ, ଭାରତ ମୋ ପାଇଁ ସବୁକିଛି

ମୁମ୍ବାଇ: କାନାଡ଼ା ନାଗରିକତା ତ୍ୟାଗ କରିବେ ବଲିଉଡ୍‌ ଷ୍ଟାର୍ ଅକ୍ଷୟ କୁମାର। ଭାରତୀୟ ନାଗରିକତା ପାଇଁ ସେ ଆବେଦନ କରିସାରିଛନ୍ତି ବୋଲି ଅକ୍ଷୟ ନିଜେ ସୂଚନା ଦେଇଛନ୍ତି। ଜାତୀୟ ଗମଣାଧ୍ୟମରେ ଏକା କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଦେଶ ପ୍ରତି ଥିବା ତାଙ୍କର ଭଲପାଇବାକୁ ସେ ପ୍ରମାଣିତ…

ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଓଡ଼ିଶାର ୫ ପ୍ରତିଭାଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା କେନ୍ଦ୍ର ସଂଗୀତ ଏକାଡେମୀ ପକ୍ଷରୁ ଓଡ଼ିଶାର ୫ ଜଣ ବିଶିଷ୍ଟ କଳାକାରଙ୍କୁ ୨୦୨୦ ଓ ୨୦୨୧ ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଓଡିଶାରୁ ୫ ଜଣଙ୍କୁ ଏହି ପୁରସ୍କାର ମିଳିଥିବାରୁ ଏହା ରାଜ୍ୟ ପାଇଁ ଏକ…

ସବୁଠାରୁ ବଡ଼ ଥାଳିର ନାମ ‘ସୋନୁ ସୁଦ’

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ଗରିବମାନଙ୍କ ପାଇଁ ଭଗବାନ ସାଜିଥିଲେ ଅଭିନେତା ସୋନୁ ସୁଦ । ଶ୍ରମିକମାନଙ୍କ ପାଇଁ ସେ ରାସ୍ତାକୁ ଓହ୍ଲାଇ ଥିଲେ । ସୋନୁ ସୁଦ ପରଦାରେ ହିରୋ ହେବା ସହ ଖଳନାୟକ ଭୂମିକାରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ବର୍ତ୍ତମାନ ସେ ଏକ ଫଟୋ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଏକ…

ୱେଲକମ ୩ରେ ଏକାଠି ହେବେ ଅକ୍ଷୟ, ଅରଶାଦ, ସଞ୍ଜୟ

ମୁମ୍ବାଇ: ୨୦୦୭ରେ ରିଲିଜ ହୋଇଥିବା ୱେଲକମ ଫିଲ୍ମକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ । ଅନୀଲ କାପୁର, ନାନା ପାଟେକର ଓ ଫିରୋଜ ଖାଁଙ୍କ ଏହି ଫିଲ୍ମ ସୁପରହିଟ ହୋଇଥିଲା । ୨୦୧୫ରେ ଏହାର ଦ୍ୱିତୀୟ ସଂସ୍କରଣ ମଧ୍ୟ ହିଟ ହୋଇଥିଲା । ଏଥିରେ ଅକ୍ଷୟ କୁମାର ଅଭିନୟ କରି ନ ଥିଲେ । ଏବେ ପ୍ରକାଶିତ…

ଅମିତାଭ, ଟାଇଗରଙ୍କ ଗଣପତ ଦଶହରାରେ ହେବ ରିଲିଜ

ମୁମ୍ବାଇ: ଅମିତାଭ ବଚ୍ଚନ ଓ ଟାଇଗର ଶ୍ରଫ ଅଭିନୀତ ବହୁ ପ୍ରତୀକ୍ଷିତ ଗଣପତ ଦଶହରାରେ ରିଲିଜ ହେବ । ମେକର୍ସ ପୂଜା ଏଂଟରଟେନମେଂଟ ପକ୍ଷରୁ ବୁଧବାର ଏହି ଘୋଷଣା କରାଯାଇଛି । ୨୦ ଅକ୍ଟୋବର ୨୦୨୩ରେ ୫ଟି ଭାଷାରେ ଗଣପତି ରିଲିଜ ହେବ । ଏ ନେଇ ଏକ ଭିଡିଓ ମଧ୍ୟ ଜାରୀ କରାଯାଇଛି । ଟାଇଗର ଓ କୃତି…

୩ ମିନିଟ୍‌ରେ ୧୮୪ ସେଲ୍‌ଫି : ବିଶ୍ୱ ରେକର୍ଡ଼ କଲେ ଅଭିନେତା ଅକ୍ଷୟ କୁମାର

ମୁମ୍ବାଇ: ମାତ୍ର ୩ ମିନିଟ୍‌ରେ ୧୮୪ଟି ସେଲ୍‌ଫି ନେଇ ଗିନିଜ୍ ୱାର୍ଲଡ଼ ରେକର୍ଡ଼ କଲେ ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାର । ତାଙ୍କର ଫିଲ୍ମ ‘ସେଲଫି' କୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ଦେଇଥିବା ଅକ୍ଷୟ ନିକଟରେ ଫିଲ୍ମ ‘ସେଲଫି’ର ପ୍ରମୋଶନ ପାଇଁ ମୁମ୍ବାଇରେ…

ଖାଲି ପାଦରେ ଆମେରିକା ଗଲେ ସାଉଥ ସୁପରଷ୍ଟାର ରାମଚରଣ: ଷ୍ଟାଇଲକୁ ନେଇ ଚର୍ଚ୍ଚା

ବେଳେବେଳେ ବିଭିନ୍ନ ହରକତ୍ କରି ଚର୍ଚ୍ଚାକୁ ଆସନ୍ତି ସିଲଭର ସ୍କ୍ରିନ୍‌ର ନାୟକ ଓ ନାୟିକା । କାରଣ ସେମାନଙ୍କ ଫ୍ୟାନ ଓ ଫଲୋରଙ୍କ ସଂଖ୍ୟା ଢେର ଅଧିକ । ତେଣୁ ଷ୍ଟାରମାନଙ୍କର ଛୋଟମୋଟ ଷ୍ଟାଇଲ, ନଖରା କିମ୍ବା ମନ୍ତବ୍ୟ ଚର୍ଚ୍ଚାକୁ ଆସିଥାଏ । ଏବେ ସେମିତି କିଛି ଚର୍ଚ୍ଚାକୁ ଆସିଛନ୍ତି ସାଉଥର…

‘ହେରା ଫେରି-୩’ରେ ଅକ୍ଷୟ ଇନ୍ କାର୍ତ୍ତିକ ଆଉଟ୍

ମୁମ୍ବାଇ: ଖୁବ ଶୀଘ୍ର ପରଦାକୁ ଆସିବ ଲୋକପ୍ରିୟ ଫିଲ୍ମ ‘ହେରା ଫେରି-୩’। ଏହି ଫିଲ୍ମରେ ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ବଦଳରେ ଅଭିନେତା କାର୍ତ୍ତିକ ଆରୟନ ନଜର ଆସିବେ। ହେଲେ ଏବେ ନିଷ୍ପତ୍ତି ବଦଳିଥିବା କୁହାଯାଉଛି। ‘ଭୁଲ ଭୁଲୈୟା-୨’ରେ ଅକ୍ଷୟଙ୍କ  ସ୍ଥାନ ନେଇଥିଲେ କାର୍ତ୍ତିକ।…