Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦୃଶ୍ୟମ ୩ର ମାଲାୟଲମ, ହିନ୍ଦୀ ସଂସ୍କରଣ ଏକତ୍ର ହେବ ଶୁଟିଂ

ମୁମ୍ବାଇ: ଦୃଶ୍ୟମର ମାଲାୟଲମ ଏବଂ ଏହାର ହିନ୍ଦୀ ରିମେକକୁ ଦର୍ଶକମାନେ ବେଶ ପସନ୍ଦ କରୁଛନ୍ତି । ୨ଟି ଯାକ ପାର୍ଟ ସୁପରହିଟ ହେବା ପରେ ଏବେ ମେକର୍ସ ଏହାର ୩ୟ ପାର୍ଟ ପାଇଁ ଉଦ୍ୟମ ଆରମ୍ଭ କରିଲେଣି । ପୂର୍ବରୁ ମୋହନଲାଲ ଅଭିନୀତ ଦୃଶ୍ୟମର ରିଲିଜ ପରେ ଅଜୟ ଦେବଗାନ ଅଭିନୀତ ହିନ୍ଦୀ ସଂସ୍କରଣ…

‘ତୁ ଭିକ ମାଗିବୁ’ ମା’ଙ୍କ ଏଭଳି କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଗୋବିନ୍ଦା

ମୁମ୍ବାଇ: ବଲିଉଡର ଜଣେ ଲୋକପ୍ରିୟ ଅଭିନେତା ଭାବରେ ଗୋବିନ୍ଦାଙ୍କର ନାମ ରହିଛି । ନିଜର ଡ୍ୟାନ୍ସ ସହ ଅଭିନୟ ମାଧ୍ୟମରେ ସେ ଅନେକଙ୍କ ହୃଦୟ ଜିତିଥିବାବେଳେ ଏବେ ଗୋବିନ୍ଦ ତାଙ୍କ ଜୀବନର ଏମିତି ଏକ ମୁହୂର୍ତ୍ତକୁ ନେଇ ଖୁଲାସା କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦା…

ରିଲିଜ ହେଉ ହେଉ ଅନ୍‌ଲାଇନରେ ଲିକ୍‌: ଚିନ୍ତାରେ ପ୍ରଯୋଜନା ସଂସ୍ଥା

ମୁମ୍ବାଇ: ବହୁ ପ୍ରତିକ୍ଷିତ ହିନ୍ଦି ଫିଲ୍ମ ‘ତୁ ଝୁଠି ମୈ ମକ୍କାର’ ହୋଲି ଅବସରରେ ମୁକ୍ତିଲାଭ କରିଛି । ଅଭିନେତା ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ପୂର୍ବ ଘୋଷଣା ଅନୁସାରେ ମୁକ୍ତିଲାଭ ମଧ୍ୟ କରିଛି । କିନ୍ତୁ ଏହାକୁ ନେଇ ଏହାର ପ୍ରଯୋଜକଙ୍କୁ ଝଟକା ଲାଗିଛି । କାରଣ…

ନୂଆ ଘର ଓ କାର୍‌ କିଣିଲେ ରାକ୍ଷୀ ସାଓ୍ୱନ୍ତ, ସ୍ୱାମୀଙ୍କ କଥା କହି ହେଲେ ଭାବପ୍ରବଣ

ମୁମ୍ବାଇ : ବଲିଉଡ୍‌ର ଡ୍ରାମା କ୍ଵିନ୍‌ ରାକ୍ଷୀ ସାୱନ୍ତ । ମା’ ଚାଲିଯିବା ପରେ ରାକ୍ଷୀ ସାଓ୍ବନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । କିନ୍ତୁ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନରେ ଆସିଥିବା ଝଡ଼କୁ ସାମ୍ନା କରିଛନ୍ତି ରାକ୍ଷୀ । ଅନେକ ଥର କାନ୍ଦୁ ଥିବାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ…

ଅମୀର ହଁ ଶାହାରୁଖ୍‌ଙ୍କୁ ନାଁ

ମୁମ୍ବାଇ: ଗତ କିଛି ସମୟ ଧରି ବଲିଡଉ୍‌ ଓ ସାଉଥ୍‌ କଳାକାରଙ୍କୁ ଏକାଠି ଦେଖିବାକୁ ମିଳୁଛି। ତେବେ ଦର୍ଶକଙ୍କ ଭିତରେ ମଧ୍ୟରେ ସାଉଥ୍‌ ଫିଲ୍ମର କ୍ରେଜ୍ ବେଶ୍ ରହିଛି । ତେବେ ଚର୍ଚ୍ଚାର ବିଷୟ ହେଉଛି ପୁଣି ଥରେ ବଲିଉଡ୍‌ ଓ ଟଲିଉଡ୍‌ର ଯୁଗଳବନ୍ଦୀ ଦେଖିବାକୁ ମିଳିପାରେ। ଖବର ମୁତାବକ ଅମୀର…

ପ୍ରଭାବଶାଳୀ ଅନ୍ତରାଷ୍ଟ୍ରୀୟ ମହିଳା ତାଲିକାରେ ଆଲିଆ ଭଟ୍ଟ

ମୁମ୍ବାଇ: ପ୍ରଭାବଶାଳୀ ଅନ୍ତରାଷ୍ଟ୍ରୀୟ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଏବେ ସବୁଠି ତାଙ୍କର ଢେର ପ୍ରଶଂସା । ଏହି ସଫଳତା କାରଣରୁ ସୋସିଆଲ ମିଡ଼ିଆରେ ଖୁବ୍ ପଜେଟିଭ୍ କମେଣ୍ଟ ପାଉଛନ୍ତି ଆଲିଆ । ନିକଟରେ ପ୍ରକାଶ ପାଇଛି ଭେରାଇଟି ୨୦୨୩ର ପ୍ରଭାବଶାଳୀ ମହିଳା…

ପଠାନ ପରେ ଧୂମ ୪ରେ ଶାହାରୁଖ-ସିଦ୍ଧାର୍ଥ ଯୋଡି

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ପରେ ପଠାନ ଫିଲ୍ମ ମାଧ୍ୟମରେ ଶାହାରୁଖ ଖାଁ ସଫଳତାର ସହ ପ୍ରତ୍ୟାବର୍ତନ କରିଛନ୍ତି । ତାଜା ରିପୋର୍ଟ ଅନୁସାରେ ଧୂମ ୪ରେ ୟଶରାଜ ପ୍ରଡକ୍ସନ ଶାହାରୁଖଙ୍କୁ ନେବା ଚୂଡାନ୍ତ ହୋଇଛି । ଏହାର ନିର୍ଦ୍ଦେଶନା ସିଦ୍ଧାର୍ଥ ଆନନ୍ଦ ଦେବେ । ପଠାନ ପରେ ୟଶରାଜ ବ୍ୟାନରର…

ହୋଲିରେ ମୁକ୍ତିଲାଭ କରିବ ‘ତୁ ଝୁଠି ମୈ ମକ୍କାର’

ମୁମ୍ବାଇ: ରଣବୀର କପୁର ଏବଂ ଶ୍ରଦ୍ଧା କପୁରଙ୍କ ଫିଲ୍ମ ‘ତୁ ଝୁଠି ମୈ ମକ୍କାର' ହୋଲିରେ ମୁକ୍ତିଲାଭ କରିବ । ଏହି ଫିଲର ଆଡ଼ଭାନ୍ସ ବୁକିଂ ଜୋରସୋରରେ ଚାଲିଛି । ଫିଲ୍ମ ‘ପଠାନ' ପରି ଏହି ଚଳଚ୍ଚିତ୍ରର ଆଡଭାନ୍ସ ବୁକିଂ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତିି । ନିକଟରେ ମୁକ୍ତିଲାଭ କରିଥିବା…

ତାହାହେଲେ ସାରା ନୁହେଁ ଏହି ହୀରୋଇନଙ୍କୁ ଭଲ ପାଉଛନ୍ତି ଶୁଭମନ

ମୁମ୍ବାଇ: ଯୁବ କ୍ରିକେଟର ଶୁଭମନ ଗିଲଙ୍କ ପ୍ରେମ ସମ୍ପର୍କ ଏବେ ବେଶ ଚର୍ଚ୍ଚାର କାରଣ ସାଜିଛି । ସାରା ଅଲୀ ଖାଁଙ୍କ ସହ ତାଙ୍କ ସମ୍ପର୍କ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ଏବେ ରଶ୍ମିମା ମାନ୍ଦନାଙ୍କ ସହ ତାଙ୍କ ସମ୍ପର୍କ ଏଥିରେ ଆଉ ଏକ ଅଧ୍ୟାୟ ଯୋଡିଛି । ଏହା ସତ ନା ଗୁଜବ ତାହା…

୧୦୦ କୋଟି କ୍ଲବରେ ସାମିଲ ହେଲା ‘ସାର’

ଚେନ୍ନାଇ: ସାଉଥ ସୁପରଷ୍ଟାର ଧନୁଷଙ୍କ ଫିଲ୍ମ 'ସାର' ବକ୍ସଅଫିସରେ କମାଲ କରିଛି । ଖୁବ କମ ପ୍ରମୋସନ ସତ୍ତ୍ୱେ ଫିଲ୍ମଟି ବକ୍ସଅଫିସରେ ୧୦୦ କୋଟି କ୍ଲବରେ ସାମିଲ ହୋଇପାରିଛି । ଏହି ଫିଲ୍ମଟି ୧୭ ଫେବୃୟାରୀରେ ରିଲିଜ ହୋଇଥିବାବେଳେ କେବଳ ଭାରତ ନୁହେଁ ବରଂ ବିଦେଶରେ ମଧ୍ୟ ଭଲ ରେସପନ୍ସ ମିଳିଛି ।…