Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଫୁଲ ପାଖୁଡାରେ ଡ୍ରେସ୍‌

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭିନ୍ନ ଭିନ୍ନ ଲୋକଙ୍କର ମାନସିକତା ଅନୁସାରେ ଭିନ୍ନ ଭିନ୍ନ ସଉକ ମଧ୍ୟ ଥାଏ । କେହି କେହି ପଶୁପକ୍ଷୀଙ୍କୁ ଭଲ ପାଉଥିବା ବେଳେ ଆଉ କିଏ ଗଛଲତାକୁ ଭଲ ପାଇଥାନ୍ତି । ଏମିତି ଜଣେ ମହିଳା ଯିଏକି ଗଛଲତାକୁ ଭଲ ତ ପାଇଥାନ୍ତି, ତାସହିତ ଭଲ ପାଇବାର ନିଦର୍ଶନ ସ୍ୱରୂପ ଫୁଲ…

ବିବାହ କରିବେ ପ୍ରଭାସ-କ୍ରିତି

ମୁମ୍ବାଇ: ଦକ୍ଷିଣ ଭାରତର ସୁପରଷ୍ଟାର ତଥା ବାହୁବଳୀ ଫେମ ପ୍ରଭାସ ଓ ବଲିଉଡ ଅଭିନେତ୍ରୀ କ୍ରିତି ସେନନ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଗୁଜବ ଉଠୁଥିଲା । ବିଦେଶୀ ସେନ୍ସର ବୋର୍ଡର ଏକ ସଦସ୍ୟ ଟୁଇଟ କରିଛନ୍ତି ଯେ,…

ରାଜକୀୟ ଠାଣିରେ କିଆରା ଓ ସିଦ୍ଧାର୍ଥଙ୍କ ବିବାହ, ମେନୁରେ ରହିଛି ୧୦୦ରୁ ଅଧିକ ବ୍ୟଞ୍ଜନ

ଜୟପୁର : ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା  । ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି।  ଦୁହିଁଙ୍କ ବିବାହ ମୁହୁର୍ତ୍ତକୁ ତାଙ୍କ ଫ୍ଯାନ୍ସ ମାନେ ଉତ୍ସାହ ସହକାରେ ଅପେକ୍ଷା କରି ରହିଥିଲେ । ଶେଷରେ ଫ୍ୟାନ୍ସଙ୍କ…

ରାକ୍ଷୀଙ୍କ ପତି ଆଦିଲ ଗିରଫ

ମୁମ୍ବାଇ: ବଲିଉଡରେ ମାତ୍ରାଧିକ ଡ୍ରାମା ରଚୁଥିବା ରାକ୍ଷୀ ସାୱନ୍ତଙ୍କ ପତି ଆଦିଲ ଖାନ ଦୁରାନୀଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି । ରାକ୍ଷୀଙ୍କ ଅଭିଯୋଗ କ୍ରମେ ଓସିସ୍ୱାରା ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛି । ତେବେ କେଉଁ କାରଣ ପାଇଁ ତାଙ୍କୁ ଗିରଫ କରାଯାଇଛି ତାହା ପୋଲିସ ପକ୍ଷରୁ…

ଚିକିତ୍ସା ପାଇଁ ଦିଲ୍ଲୀ ଗଲେ ଅଭିନେତା ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । କିଛି ଦିନ ଧରି ଲିଭର ସିରୋସିସ୍‌ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଯାଉଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ସେଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ୍‌ କରାଯିବ  ।  ରାଜଧାନୀର ଏକ ଘରୋଇ…

କିଆରା-ସିଦ୍ଧାର୍ଥଙ୍କ ବିବାହକୁ ନେଇ ବଡ଼ ଅପଡେଟ୍, ଆଜି ନୁହେଁ କାଲି ପଡ଼ିବ ହାତଗଣ୍ଠି

ମୁମ୍ବାଇ : କିଆରା-ସିଦ୍ଧାର୍ଥଙ୍କ ବିବାହକୁ ନେଇ ଆସିଲା ବଡ଼ ଖବର  । ଆଜି ନୁହେଁ କାଲି ସିଦ୍ଧାର୍ଥ ଓ କିଆରାଙ୍କ ବିବାହ । ବାହାଘର ପାଇଁ ସଜେଇ ହୋଇଛି ରାଜସ୍ଥାନର ଜୈସଲମେର୍‌ ପ୍ରସିଦ୍ଧ ପ୍ୟାଲେସ ସୂର୍ଯ୍ୟଗଡ। ପୂର୍ବରୁ ପ୍ରି ୱେଡିଂ ଉତ୍ସବ ଆରମ୍ଭ ହୋଇଯାଇଛି। ଲୋକପ୍ରିୟ ମେହେନ୍ଦୀ ଆର୍ଟିଷ୍ଟ…

ହାତ ଗୋଡ଼ ନ ଥାଇ ବି ମଡ଼େଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଭିତରେ ଏମିତି ଅନେକ ଅଛନ୍ତି, ଯେଉଁମାନେ ନିଜ ଭିତରେ ଥିବା ଛୋଟ ଛୋଟ ଅଭାବକୁ ନେଇ ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେଇଥାନ୍ତି । କଥା କଥାକେ ନିଜର ଅକ୍ଷମତା ବା ଅସର୍ମଥତାକୁ ନିନ୍ଦି ଥାନ୍ତି । ହେଲେ ଆଉ ଏମିତି ବି ଅନେକ ଅଛନ୍ତି ଯେଉଁମାନେ ନିଜର ଅକ୍ଷମତାକୁ…

ଖେଳ ଓ ଖାଦ୍ୟ ପ୍ରିୟ ଥିଲେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର୍‌

ମୁମ୍ବାଇ: ଆଜିବି ମନେ ପଡ଼ନ୍ତି ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କର  । ‘ମେରି ଆୱାଜ ହି ପେହେଚାନ ହୈ ମେରି..’ ବାସ୍ ଏଇ ଗୋଟିଏ ଧାଡି ହିଁ ତାଙ୍କର ପରିଚୟ । ଭାରତ ରତ୍ନ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପୁଣି ମନେ ପଡିଛନ୍ତି କୋକିଳ କଣ୍ଠି ଗାୟିକା ଲତା…

ମାମୁ ଅମୀରଙ୍କ ପରେ ଏବେ ଭଣଜା ଇମ୍ରାନ ବି ପଡିଛନ୍ତି ପ୍ରେମରେ

ମୁମ୍ବାଇ: ଅମୀର ଖାଁଙ୍କ ପରେ ଏବେ ତାଙ୍କ ଭଣଜା ଇମ୍ରାନ ଖାଁ ମଧ୍ୟ ପ୍ରେମରେ ପଡିଛନ୍ତି । ଇମ୍ରାନ ବଲିଉଡରେ ନିଜ ସ୍ଥିତି ଜାହୀର କରିଥିଲେ ମଧ୍ୟ ହଠାତ ବଲିଉଡରୁ ଦୂରେଇ ଯାଇଥିଲେ । ଏପରିକି ସେ ସୋସିଆଲ ମିଡିଆରେ ମଧ୍ୟ ଦୂରତା ଅବଲମ୍ବନ କରିଥିଲେ । ତେବେ ଦୀର୍ଘ ଦିନ ପରେ ଇମ୍ରାନଙ୍କୁ ଲେଖା…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଖ୍ୟାତ ଗାୟିକା ବାଣୀ ଜୟରାମଙ୍କ ଶେଷକୃତ୍ୟ ସମ୍ପନ୍ନ

ଚେନ୍ନାଇ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଖ୍ୟାତ ଗାୟିକା ବାଣୀ ଜୟରାମଙ୍କ ଶେଷକୃତ୍ୟ ସମ୍ପନ୍ନ। ଚେନ୍ନାଇର ବସନ୍ତ ନଗର ଶ୍ମାଶାନରେ ଇଲେକ୍ଟ୍ରିକ ଚୁଲାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ପଞ୍ଚଭୂତରେ ଲୀନ ହୋଇଛନ୍ତି ସ୍ୱରର ରାଣୀ ବାଣୀ। ଗତକାଲି ଚେନ୍ନାଇର ନୁଙ୍ଗବକ୍କମରେ ଥିବା…