Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବାପା-ମା’ଙ୍କୁ ଦେଢ଼ ଶହ କୋଟିର ଘର ଉପହାର ଦେଲେ ଧନୁଷ  

ମୁମ୍ବାଇ : ସାଉଥ୍‌ର ଲୋକପ୍ରିୟ ଅଭିନେତା ଧନୁଷ । ସେ ସବୁବେଳେ ଲୁକ୍‌ ଏବଂ ଷ୍ଟାଇଲ୍‌କୁ ନେଇ ଫ୍ୟାନ୍ସଙ୍କ ନଜରରେ ରହିଥିବା ବେଳେ ବର୍ତ୍ତମାନ ଏପରି କିଛି କାମ କରିଛନ୍ତି ଯାହା ଫ୍ୟାନ୍ସଙ୍କ ମନ ଜିତିନେଇଛନ୍ତି  । ଧନୁଷ ନିଜ ବାପା-ମା’ଙ୍କୁ ଆଲିସାନ୍‌ ବଙ୍ଗଳା ଉପହାର ଦେଇଛନ୍ତି । ଯାହାର…

କାନ୍ତାରା ୨ରେ ଅଭିନୟ କରିବେକି ରଜନୀକାନ୍ତ?

ମାଡ୍ରାସ: କାନ୍ତାରା ଫିଲ୍ମର ଅପୂର୍ବ ସଫଳତା ପରେ କନ୍ନଡ ନିର୍ଦ୍ଦେଶକ ତଥା ଅଭିନେତା ରିଷଭ ଶେଟ୍ଟୀ ଏହାର ସିକ୍ୱେଲ ଉପରେ କାମ ଆରମ୍ଭ କରି ଦେଇଛନ୍ତି । ଏକ ସାକ୍ଷାତକାରରେ ସେ କହିଥିଲେ କାନ୍ତାରା ୨ରେ ଦର୍ଶକମାନେ ଏପରି ଜଣେ ହୀରୋଙ୍କୁ ଦେଖିବେ ଯେ, ଖୁସିରେ ପାଗଳ ହୋଇ ଉଠିବେ । ରିପୋର୍ଟ…

ଛୋଟ ପରଦାର ‘ଗୋପୀ ବୋହୁ’ଙ୍କୁ ମିଳୁନି କାମ

ମୁମ୍ବାଇ: ଛୋଟ ପରଦାର ‘ଗୋପୀ ବୋହୁ' ଭାବେ ବେଶ୍ ପରିଚିତ ଜିଆ ମାନେକ୍ । ‘ସାଥ୍ ନିଭାନା ସାଥିଆ' ଧାରାବାହିକରେ ଶାନ୍ତ ସରଳ ଓ ସଂସ୍କାରୀ ବୋହୂ ଭାବେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ । ଜିଆଙ୍କୁ ଅନେକ ଟିଭି ଶୋ’ରେ ଦେଖିବାକୁ ମିଳିଥିଲେ ମଧ୍ୟ ‘ସାଥ୍ ନିଭାନା ସାଥିଆ' ଧାରାବାହିକ…

ଭୂକମ୍ପ ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଲେ ଅଭିନେତ୍ରୀ ସନ୍ନି ଲିଓନି

ମୁମ୍ବାଇ : ତୁର୍କୀ ଏବଂ ସିରିଆ ଭୁକମ୍ପ ପ୍ରଭାବିତଙ୍କୁ ସହାୟତାର ହାତ ବଢାଇଛନ୍ତି ଅଭିନେତ୍ରୀ ସନ୍ନି ଲିଓନି । କସମେଟିକ ବ୍ରାଣ୍ଡର ରୋଜଗାରର ୧୦ ପ୍ରତିଶତ ଦାନ କରିବେ ବୋଲି ଅଭିନେତ୍ରୀ ସନ୍ନି ଓ ତାଙ୍କ ସ୍ୱାମୀ ଡାନିଏଲ ୱେବର ଘୋଷଣା କରିଛନ୍ତି । ଭୁକମ୍ପ ପୀଡ଼ିତଙ୍କ ଲାଗି ଅନ୍ୟମାନେ ସହାୟତା…

କେଉଁ କାରଣରୁ ଅଭିନେତା ପପୁ ପମ୍‌ ପମ୍‌ଙ୍କୁ ପଥର ମାଡ଼ ?

ଚିକିଟି: ହଟହଟା ହେଲେ ଅଭିନେତା ପପୁ ପମ୍‌ ପମ୍‌। ପଥର ମାଡ଼ ହୋଇଥିବା ଅଭିଯୋଗ । ଗତକାଲି ଗଞ୍ଜାମ ଚିକିଟି ବ୍ଲକର ସୋରଳ ଗାଁରେ ମହାଶିବରାତ୍ରୀ ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନେତା ପପୁ ପମ୍‌ ପମ୍‌ଙ୍କ ଉପରକୁ ପଥର ମାଡ଼ ହୋଇଛି । କେବଳ ଏତିକି ନୁହେଁ ପପୁଙ୍କୁ ପାଣି…

ପୁଣି ଏକାଠି ସ୍କ୍ରିନ ସେୟାର କରିବେ ଅକ୍ଷୟ-ପରେଶ-ସୁନୀଲ

ମୁମ୍ବାଇ: ‘ହେରାଫେରି’ ଫିଲ୍ମରେ ଅଭିନୟ କରିଥିବା ଅକ୍ଷୟ କୁମାର, ପରେଶ ରାୱଲ୍ ଓ ସୁନୀଲ ସେଟ୍ଟୀଙ୍କୁ ଦର୍ଶକ ଏବେ ବି ଭୁଲି ନାହାନ୍ତି । କାରଣ ସେ ଫିଲ୍ମରେ ତିନି ଜଣଙ୍କ ଜବରଦସ୍ତ ଅଭିନୟର ଛାପ ରହିଛି । ଖୁସିର କଥା ସିନେପ୍ରେମୀ ପୁଣି ଥରେ ଏହି ତିନି ଅଭିନେତାଙ୍କୁ ଏକାଠି ଦେଖିବାକୁ ପାଇବେ…

ଅଭୁଲା ଗୀତ : ଜାଣେନା ଜାଣେନା

ଗୀତ: ପ୍ରମୋଦ କୁମାର ପାଣିଗ୍ରାହୀ ସଙ୍ଗୀତ : ବାଳକୃଷ୍ଣ ଦାଶ ଗାୟନ: ସିପ୍ରା ବୋଷ ଚଳଚ୍ଚିତ୍ର: ସାଧନା, ୧୯୬୪ ଜାଣେନା ଜାଣେନା ଜାଣେନା ଜାଣେନା ମୁଁ ସିନା ପାରିନି ବୁଝି ସେ କି ସତେ ବୁଝେନା ମୁଁ ସିନା ପାରିନି ବୁଝି ସେ କି ସତେ ବୁଝେନା ଫଗୁଣର ଏଇ ଲଗନେ ଜାଣେନା ଜାଣେନା…

ଅସ୍ତ୍ରୋପଚାର କରି ବିଶ୍ୱ ରେକର୍ଡ଼ କଲେ, ହେଲେ ଚେହେରା ଦେଖି ଲୋକେ ଭୟ କରୁଛନ୍ତି

ନିଜକୁ ସୁନ୍ଦର କରିବା ପାଇଁ ଆଗ୍ରହ ସହ ସେ ଉଦ୍ୟମ ଆରମ୍ଭ କଲେ । ଏଥିପାଇଁ ଏକାଧିକବାର ତାଙ୍କୁ ଶରୀରରେ ଅସ୍ତ୍ରୋପଚାର କରିବାକୁ ପଡ଼ିଲା । ତାହାସହିତ ପାଣି ପରି ପଇସା ବି ଖର୍ଚ୍ଚ କଲେ । ହେଲେ ଫଳ ହେଲା ଓଲଟା । ଏବେ ତାଙ୍କ ଶରୀର ଏମିତି ଆକୃତି ହୋଇଯାଇଛି, ଯାହାକୁ ଦେଖିଲେ ଲୋକେ ଆଶ୍ଚର୍ଯ୍ୟ…

ମାଧୁରୀ, ବିଦ୍ୟା, ନୀନାଙ୍କୁ ନେଇ ଫିଲ୍ମ କରିବେ କରନ

ମୁମ୍ବାଇ: ବଲିଉଡରେ ରିମେକର ଟ୍ରେଣ୍ଡ ଚାଲିଛି । ପ୍ରତିଷ୍ଠିତ ଫିଲ୍ମ ମେକର ମାଧୁରୀ ଦୀକ୍ଷିତ, ବିଦ୍ୟା ବାଲାନ ଓ ନୀନା ଗୁପ୍ତାଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛନ୍ତି । ଏହା ମରାଠା ଫିଲ୍ମ ଝିମ୍ମାର ରିମେକ ହେବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଫିଲ୍ମର କନସେପ୍ଟ ତାଙ୍କୁ ପସନ୍ଦ ଆସିବାରୁ…

ବିଗ୍ ବସ୍ ଜିତିବା ପରେ ଷ୍ଟାନଙ୍କ ବଢ଼ିଲା ଚାହିଦା, ଶାହାରୁଖଙ୍କ ରେକର୍ଡକୁ ବି ଭାଙ୍ଗିଲେ

ମୁମ୍ବାଇ: ରିୟଲିଟି ସୋ’ ବିଗ୍‌ବସ ସିଜିନ୍ ୧୬ର ବିଜେତା ହେବା ପରେ ଏମ୍‌ସି ଷ୍ଟାନ ଓରଫ ଅଲତାଫ ଶେଖ୍‌ଙ୍କ ଚାହିଦା ବଢିବାରେ ଲାଗିଛି । ବିଗ୍ ବସ୍‌ରେ ବେଶୀ ସକ୍ରିୟ ନ ରହି ବି ଷ୍ଟାନ୍ ବିଜୟୀ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଇନଷ୍ଟାଗ୍ରାମରେ ଥିବା ତାଙ୍କର ୭୦ଲକ୍ଷ ଫଲୋୱର୍ସଙ୍କ…