Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କପିଲଙ୍କ ସୋ’କୁ ଯିବେ ନି କିଙ୍ଗଖାନ, କ’ଣ ରହିଛି କାରଣ?

ମୁମ୍ବାଇ: ଖୁବ୍ ଶିଘ୍ର ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ‘ପଠାନ’। ଜବରଦସ୍ତ ଆକ୍ସନ ସହ ଭରପୁର ରୋମାନ୍ସର ମଜାଉଠାଇବେ ଦର୍ଶକ  । ଏଥିରେ ଲିଡ୍ ରୋଲରେ ଶାହରୁଖ ଖାନ, ଦିପିକା ପାଦୁକୋନ ଏବଂ ଜନ୍ ଆବ୍ରାହମ ରହିଛନ୍ତି । ଫିଲ୍ମର ଗୀତ ଓ ଟ୍ରେଲର ରିଲିଜ ହେବା ପରେ ଏହାର ଲୋକପ୍ରିୟତା…

ଶାହରୁଖ କିଏ ମୁଁ ଜାଣିନି ବୋଲି କହିବା ପରେ ରାତି ୨ଟାରେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କଲେ ଅଭିନେତା

ନୂଆଦିଲ୍ଲୀ: ଆସାମ ଥିଏଟରେ ଲାଗିଥିବା ଶାହରୁଖ ଖାନ୍‌ଙ୍କ ଫିଲ୍ମ ପଠାନର ପୋଷ୍ଟର ଚିରିବା ଓ ନିଆଁ ଲଗାଇବା ଘଟଣାରେ ଗତକାଲି ସମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଥିଲେ ଶାହରୁଖ ଖାନ୍ କିଏ ମୁଁ ଜାଣିନି। ତାଙ୍କ ଫିଲ୍ମ ବିଷୟରେ ବି ମୋତେ ଜଣା…

ଅଭୁଲା ଗୀତ : ମୟୂରୀ ଗୋ

ବନ୍ଦିତା ଦାଶଙ୍କ ଅନୁରୋଧରେ.... ଗୀତ: ଜୀବନାନନ୍ଦ ପାଣି ସଙ୍ଗୀତ : ଶାନ୍ତନୁ ମହାପାତ୍ର ଗାୟନ: ମହମ୍ମଦ ରଫି ଅରୁନ୍ଧତୀ , ୧୯୬୮ ମୟୂରୀ ଗୋ! ମୟୂରୀ ଗୋ! ତୁମ ଆକାଶେ ମୁଁ ଦିନେ ମଲ୍ଲାରେ ମେଘ ସାଜିଲି ଚନ୍ଦ୍ରିକା ତୋଳି ନାଚିଲ ତୁମେ ଇନ୍ଦ୍ରଧନୁ ମୁଁ ଆଙ୍କିଲି ମୟୂରୀଗୋ!…

ସ୍ୱାମୀ ହ୍ୟୁମାନ ସାଗରଙ୍କ ପରକୀୟା ପ୍ରୀତିର ପ୍ରମାଣ ରଖିଛି: ଶ୍ରେୟା

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। କେବଳ ସେଲିବ୍ରିଟି ସ୍ୱାମୀଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁ ନ ଥିବାରୁ ଦୀର୍ଘ ଦିନ ଧରି ନିର୍ଯାତନା ବାବଦରେ କିଛି ନକହି ଚୁପ୍…

କାନ୍ତରା-୨ ଫିଲ୍ମ ସ୍କ୍ରିପ୍ଟ ପାଇଁ କର୍ଣ୍ଣାଟକ ଜଙ୍ଗଲ ବୁଲି ଦେଖିଲେ ରିଷଭ ସେଟ୍ଟି

ମୁମ୍ବାଇ: ଖୁବ୍‌ ଶୀଘ୍ର ପରଦାକୁ ଆସିବାକୁ ଯାଉଛି ରିଷଭ ସେଟ୍ଟିଙ୍କ ବ୍ଲକବଷ୍ଟର ଫିଲ୍ମ କାନ୍ତାରା-୨  । ଦର୍ଶକଙ୍କ ହୃଦୟରେ ଏକ ଭିନ୍ନ ସ୍ଥାନ ତିଆରି କରିପାରିଛି ଏହି କାନ୍ତରା ଫିଲ୍ମ । ରିଷଭ ସେଟ୍ଟି କାନ୍ତାରା-୨ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲେଣି । ରିଷଭ ସେଟ୍ଟି ଫିଲ୍ମର…

ଅଡ଼ୁଆରେ ପଡ଼ିଲେ ଜ୍ୟାକ୍‌ଲିନ୍‌, ମାନହାନୀ କେସ୍‌ କଲେ ନୋରା ଫତେହୀ

ମୁମ୍ବାଇ: ପୁଣି ଅଡ଼ୁଆରେ ଛନ୍ଦି ହୋଇଗଲେ ବଲିଉଡ ଅଭିନେତ୍ରୀ ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । ବଲିଉଡ ଡ୍ୟାନ୍ସିଂ ଷ୍ଟାର ନୋରା ଫତେହି ଅଭିନେତ୍ରୀ ଜ୍ୟାକଲିନଙ୍କ ନାଁରେ ମାନହାନି ମାମଲା କରିଛନ୍ତି । ସୁକେଶ ଚନ୍ଦ୍ରଶେଖରଙ୍କ ୨୦୦ କୋଟି ଠକେଇ ମାମଲା ଯୋଗୁ ଏବେ ବଲିଉଡରେ ଏହି ଦୁଇଜଣ…

‘ଏମର୍ଜେନ୍ସି’ ପାଇଁ ସଂପତ୍ତି ବନ୍ଧକ ରଖିଲେ କଙ୍ଗନା

ମୁମ୍ବାଇ: ଆଜିକାଲି ଫିଲ୍ମ ଏମର୍ଜେନ୍ସି କୁ ନେଇ ବେଶ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ  । ଦୀର୍ଘଦିନ ଧରି ଏହି ଫିଲ୍ମର ସୁଟିଂ ଚାଲିଥିଲା । ଇତିମଧ୍ୟରେ କଙ୍ଗନା ଏହାର ସୁଟିଂ ଶେଷ କରିଛନ୍ତି । ସୁଟିଂ ଶେଷ ହେବା ପରେ କଙ୍ଗନା ସୋସିଆଲ ମିଡିଆରେ ଏକ ଲମ୍ବା ଚଉଡା ପୋଷ୍ଟ ସେୟାର…

ଅଜୟ ଦେବଗନ ଭଣଜାଙ୍କ ସହ ସ୍କ୍ରିନ୍‌କୁ ଆସିବେ ରବିନା ଟଣ୍ଡନଙ୍କ ଝିଅ

ମୁମ୍ବାଇ: ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଝିଅ ରାଶା ଖୁବ୍ ଶୀଘ୍ର ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ସ୍କ୍ରିନ୍‌ରେ ତାଙ୍କ ସହିତ ଅଜୟ ଦେବଗନଙ୍କ ଭଣଜା ଅମନ ଦେବଗନ ନଜରକୁ ଆସିବେ । ଅମନଙ୍କର ମଧ୍ୟ ଏହା ଡ଼େବ୍ୟୁ ଫିଲ୍ମ । ନିର୍ଦ୍ଦେଶକ ଅଭିଷେକ କପୁର ତାଙ୍କ ପରବର୍ତ୍ତୀ ସିନେମାରେ ଉଭୟଙ୍କୁ…

ଶାଶୁ-ବୋହୁର ନୂଆ କାହାଣୀକୁ ନେଇ ଆସୁଛି ନୂଆ ଫିଲ୍ମ ‘କନ୍ୟାଦାନ’

ଭୁବନେଶ୍ୱର: ସାଧାରଣତଃ ଅନେକ ଫିଲ୍ମରେ ଶାଶୁ- ବୋହୂଙ୍କର ଝଗଡ଼ାକୁ ନେଇ କାହାଣୀ ଦେଖିବାକୁ ମିଳେ । କିନ୍ତୁ ଖୁବ୍‌ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି ଜୀ ସାର୍ଥକ ଫିଲ୍ମସର ନୂଆ ମୁଭିି ଯେଉଁଥିରେ ଶାଶୁ-ବୋହୁ ଭିତରେ ଝଗଡ଼ା ନାହିଁ । ବରଂ କାହାଣୀ ଅନୁସାରେ ଶାଶୁ କିପରି ନିଜ ବୋହୂର କନ୍ୟାଦାନ…

ପର ହୋଇଗଲେ ପରୀ ରାଇଜର ପରୀ, ଏବେ ଖାଲି କଳି ଆଉ କଳି…

ଭୁବନେଶ୍ୱର: ଓଲିଉଡର ଦାମ୍ପତ୍ୟ ଝଡ । ଉଜୁଡି ଯାଉଛି ସ୍ୱାମୀ-ସ୍ତ୍ରୀ ସମ୍ପର୍କ । ଗୋଟିଏ ପରେ ଗୋଟିଏ ପାରିବାରିକ ବିବାଦକୁ ନେଇ ଓଲିଉଡ ଏବେ ପଡୁଛି ଉଠୁଛି । ପ୍ରଥମେ ବର୍ଷା-ଅନୁଭବ ସମ୍ପର୍କ । ଏହା ପରେ ବାବୁଶାନ-ତୃପ୍ତି । ଆଉ ଏବେ ହ୍ୟୁମାନ ସାଗର ଏବଂ ଶ୍ରୀୟା । ଅବଶ୍ୟ ବାବୁଶାନ-ତୃପ୍ତି…