Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ରାଜକୁମାର ସନ୍ତୋଷୀଙ୍କୁ ହତ୍ୟା ଧମକ

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ରାଜକୁମାର ସନ୍ତୋଷୀଙ୍କୁ ଆଜି ମିଳିଛି ହତ୍ୟା ଧମକ । ତାଙ୍କର ଆଗାମୀ ଫିଲ୍ମ ଗାନ୍ଧୀ ଗଡସେ: ଏକ ଯୁଦ୍ଧ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ସେ ମୁମ୍ବାଇ ପୋଲିସଙ୍କୁ ସୁରକ୍ଷା ମାଗିଛନ୍ତି । ୨୦ ଜାନୁୟାରୀରେ ମେକର୍ସଙ୍କ…

ସାମ୍ନାକୁ ଆସିଲା କେ.ଏଲ୍ ରାହୁଲ୍ ଓ ଆଥିଆଙ୍କ ଫଟୋ; ଲେହେଙ୍ଗା ଓ ଶେରୱାନୀରେ ଦମ୍ପତିଙ୍କ ଜବରଦସ୍ତ ଲୁକ୍

ମୁମ୍ବାଇ: କ୍ରିକେଟର କେଏଲ୍‌ ରାହୁଲ ଓ ଅଭିନେତା ସୁନୀଲ ଶେଟ୍ଟୀଙ୍କ ଝିଅ ଅଥିଆ ଶେଟ୍ଟୀଙ୍କର ସରିଛି ବାହାଘର। ସୁନୀଲଙ୍କର ଖଣ୍ଡାଲା ସ୍ଥିତ ବାସବଭବନରେ ଉଭୟଙ୍କ ବିବାହ ହୋଇଛି। ଝିଅ ବାହାଘର ସମ୍ପର୍କରେ ସୂଚନା ଦେଇଥିଲେ ବାପା ସୁନୀଲ ଶେଟ୍ଟୀ। ଅଳ୍ପ ବନ୍ଧୁ ପରିବାର ବର୍ଗଙ୍କ…

ଐଶ୍ୱର୍ଯ୍ୟା ରିଜେକ୍ଟ କରିଥିବା ଫିଲ୍ମ କରିସ୍ମାଙ୍କୁ କରିଥିଲା ରାତାରାତି ସୁପରଷ୍ଟାର

ନୂଆଦିଲ୍ଲୀ : ଏମିତି ବି ହୋଇଥିଲା ଜଣେ ଆଗଧାଡ଼ିର ଅଭିନେତ୍ରୀ ପ୍ରତ୍ୟାଖ୍ୟାନ କରିଥିବା ସିନେମା ଆଉ ଜଣେ ଅଭିନେତ୍ରୀଙ୍କୁ ସୁପରଷ୍ଟାର କରିପାରିଥିଲା । ଘଟଣା ଥିଲା ହିନ୍ଦି ଫିଲ୍ମ ‘ରାଜା ହିନ୍ଦୁସ୍ଥାନୀ’ର । ୧୯୯୬ ମସିହାର ଘଟଣା । ସେ ସମୟରେ ମିସ୍‌ୱାର୍ଲ୍ଡ ଟାଇଟଲ ହାସଲ କରିଥିବା ଅଭିନେତ୍ରୀ…

ସରିଲା ଆଥିୟା ଓ ରାହୁଲ୍‌ଙ୍କ ବାହାଘର: ରିସେପ୍‌ସନ୍ ନେଇ ସୂଚନା ଦେଲେ ସୁନୀଲ ଶେଟ୍ଟୀ

ଖଣ୍ଡାଲା: ସରିଲା ଆଥିୟା ଶେଟ୍ଟୀ ଓ କ୍ରିକେଟର କେଏଲ୍ ରାହୁଲ୍‌ଙ୍କ ବାହାଘର। ବଲିଉଡ୍ ଅଭିନେତା ସୁନୀଲ ଶେଟ୍ଟୀ ବାହାଘର ନେଇ ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ଖଣ୍ଡାଲାରେ ଥିବା ସୁନୀଲଙ୍କ ଫାର୍ମ ହାଉସ୍‌ରେ ଉଭୟଙ୍କର ବିବାହ ହୋଇଛି। ଝିଅ ବାହାଘର ସମ୍ପର୍କରେ ସୁନୀଲ ନିଜେ…

ପ୍ରେକ୍ଷାଳୟରେ ୫୦ ଦିନରେ ପହଞ୍ଚିଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

ଭୁବନେଶ୍ୱର: ବହୁଦିନ ପରେ ଓଡିଶାରେ ଓଡ଼ିଆ ସିନେମାର ସ୍ୱର୍ଣ୍ଣୀମ ଯୁଗ ଫେରିଛି । ରାଜ୍ୟରେ ପୂର୍ଣ୍ଣ ପ୍ରେକ୍ଷାଳୟ ସହ ୫୦ ଦିନ ସମ୍ପୂର୍ଣ୍ଣ କରିଛି ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା\' । ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଚଳଚ୍ଚିତ୍ର ସାରା ରାଜ୍ୟରେ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ…

ନିଜ ବୋହୂଙ୍କ ନାମରେ ଅଭିଯୋଗ ଆଣିଲେ ନୱାଜୁଦ୍ଦିନଙ୍କ ମା’

ମୁମ୍ବାଇ: କଳା ଜଗତରେ ନିଜର ଦମଦାର ଅଭିନୟ  ପାଇଁ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି  ନୱାଜୁଦ୍ଦିନ ସିଦ୍ଦିକି । ହେଲେ ନୱାଜୁଦ୍ଦିନ ସିଦ୍ଦିକି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଠିକ ନଥିବା କୁହାଯାଉଛି। ଏଥିପାଇଁ ନିଜ ବୋହୂ ବିରୋଧରେ ଅଭିଯୋଗ କରିଛନ୍ତି ନୱାଜୁଦ୍ଦିନଙ୍କ ମା’। ଏହି…

କେ.ଏଲ ରାହୁଲ ଓ ଆଥିଆ ଶେଟ୍ଟିଙ୍କ ବିବାହରେ ମୋବାଇଲ ବାରଣ

ନୂଆଦିଲ୍ଲୀ : ଜାନୁଆରୀ ୨୩ରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଷ୍ଟାର ଇଣ୍ଡିଆନ କ୍ରିକେଟର କେ.ଏଲ ରାହୁଲ ଏବଂ ବଲିଉଡର ଅଭିନେତ୍ରୀ ଆଥିଆ ଶେଟ୍ଟି । ସାତ ଘେରା ବୁଲି ସାରା ଜୀବନ ପାଇଁ ସାଥି ହୋଇ ରହିବେ କେ.ଏଲ ରାହୁଲ  ଓ ଆଥିଆ  । ଖଣ୍ଡାଲା ସ୍ଥିତ ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଠାରେ ବିବାହ…

କୁମ୍ଭୀର ପିଠିରେ ବସି ଚଲାଇଲେ ବାଇକ୍, ଭିଡିଓ ଭାଇରାଲ

ଅନେକ ସମୟରେ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ | ସେଥିରୁ  କିଛି ଭିଡିଓ ଭଲ ହୋଇଥିବାବେଳେ କିଛି ଭିଡିଓ ବେଶ୍ ଆଶ୍ଚର୍ଯ୍ୟ ଜନକ ହୋଇଥାଏ ।  ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି।  ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି କୁମ୍ଭୀର ଉପରେ ବସି ବାଇକ୍…

ହସ୍ପିଟାଲରେ ଭର୍ତ୍ତି ହେଲେ ଶିଜାନଙ୍କ ଭଉଣୀ, ସୋସିଆଲ ମିଡିଆରେ ମା’ଙ୍କ ପୋଷ୍ଟ

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିବା ଘଟଣାକୁ ପ୍ରାୟ ଏକ ମାସ ବିତିଛି । ଆତ୍ମହତ୍ୟା ଘଟଣାରେ ତାଙ୍କ ପ୍ରେମିକ ଶିଜାନ ଖାନଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ ବି ଏପର୍ଯ୍ୟନ୍ତ ତାଙ୍କୁ ଜାମିନ ମିଳିନାହିଁ। ଏସବୁ ମଧ୍ୟରେ ଏବେ ଶିଜାନଙ୍କ ଭଉଣୀ ଫଲକ ନାଜଙ୍କ…

୩୦ରେ ଥାନାରେ ହାଜର ହୋଇ ପକ୍ଷ ରଖିବେ ହ୍ୟୁମାନ-ଶ୍ରେୟା

ଭୁବନେଶ୍ୱର : ହ୍ୟୁମାନ ସାଗରଙ୍କ ପାରିବାରିକ ବିବାଦ ମାମଲା । ଆସନ୍ତା ୩୦ରେ ଥାନାରେ ହାଜର ହେବେ ହ୍ୟୁମାନ-ଶ୍ରେୟା । ପୂର୍ବରୁ ୨ ଦିନ ନେଇଥିଲେ ଉଭୟ । ଗତ ୧୯ ତାରିଖରେ ପୋଲିସ ଉଭୟଙ୍କୁ କାଉନସେଲିଂ କରିଥିବା ବେଳେ ଗତକାଲି ଶ୍ରେୟା ପ୍ରେସମିଟ୍‌ କରି ଗଣମାଧ୍ୟମକୁ ସମସ୍ତ କଥା ଜଣାଇଛନ୍ତି  ।…