Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ପରି ଓଟିଟି ପ୍ଲାଟଫର୍ମର ପାସୱାର୍ଡ ସେୟାର କଲେ ହେବ ଜେଲ୍ ଦଣ୍ଡ!

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ପରି ଓଟିଟି ପ୍ଲାଟଫର୍ମର ପାସୱାର୍ଡ ସାଙ୍ଗ ଏବଂ ସମ୍ପର୍କୀୟଙ୍କ ସହ ସେୟାର କରନ୍ତି କି? ଯଦି ହଁ, ତେବେ ଜାଣନ୍ତୁ ଯେ ଏବେ ଏପରି କଲେ ଆପଣଙ୍କୁ ଜେଲ ହୋଇପାରେ । ଆପଣ କୋର୍ଟ କଚେରୀ ଦୌଡ଼ିପାରନ୍ତି। ତଥାପି ଏପରି ନିୟମ ବ୍ରିଟେନରେ…

ଅବତାର ୨ର କଲେକ୍ସନ ୫୦୦୦ କୋଟି ଛୁଇଁଲା

ମୁମ୍ବାଇ: ଜେମ୍ସ କାମେରୁନଙ୍କ ଅବତାର ୨ ସାରା ବିଶ୍ୱରେ ଧମାକାଦାର ବିଜିନେସ କରୁଛି । ରିପୋର୍ଟ ମୁତାବକ ଏବେ ଏହା ୬୦୦ ମିଲିୟନ ଡଲାର ତଥା ୫୦୦୦କୋଟି ଟଙ୍କାର ବ୍ୟବସାୟ କରିସାରିଛି । ଭାରତରେ ମଧ୍ୟ ଅବତାର ୨ର ବକ୍ସ ଅଫିସ କଲେକ୍ସନ ୨୦୦ କୋଟି ଛୁଇଁଛି । ଏଥିସହ ପ୍ରଥମ ସପ୍ତାହରେ ଭାରତରେ ୨ୟ…

ଖୁବ୍‌ ଶୀଘ୍ର ହାତକୁ ଦି ହାତ ହେବେ ଅନୁଷ୍କା ଶେଟ୍ଟୀ

ନୂଆଦିଲ୍ଲୀ : ଚାଲିଛି ବିବାହ ଋତୁ  । ପୁଣି ଚର୍ଚ୍ଚାରେ ବାହୁବଲୀର ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ  । ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଅନୁଷ୍କା  । ତାଙ୍କ ବିବାହ ଖବରକୁ ନେଇ ଏବେ ସେ ଚର୍ଚ୍ଚାରେ ଅଛନ୍ତି । ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ ଅନୁଷ୍କା ଶେଟ୍ଟୀ ।…

୨୧ ବର୍ଷ ପରେ ପୁନର୍ବାର ଏକତ୍ର ହେବେ ଅନୀଲ-ଜ୍ୟାକି ଯୋଡି

ମୁମ୍ବାଇ: ୨୧ ବର୍ଷ ପରେ ବଲିଉଡର ଦୁଇ ମହାନ ଅଭିନେତା ଅନୀଲ କାପୁର ଓ ଜ୍ୟାକୀ ଶ୍ରଫ ପୁନର୍ବାର ଆଉ ଏକ ଫିଲ୍ମରେ ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସୁଭାଇ ଘାଇ ଏହି ଫିଲ୍ମରେ ଅନୀସ ୱାଜମୀ ନିର୍ଦ୍ଦେଶନା ଦେବେ । ଏହି କମେଡୀ ଫିଲ୍ମର ନାମ ଚୋର ଔର ପୋଲିସ ରହିଛି ।…

ବାଇଶିର ବେଦନା..ଛଡାଇ ନେଇଗଲା ଏଇ ଲୋକପ୍ରିୟ କଳାକାରଙ୍କୁ

ଯିବ ଯିବ ହେଉଛି ୨୦୨୨ । ଆଉ ମାତ୍ର ଦିନ କେଇଟା ପରେ ଅତୀତ ହୋଇଯିବ । ହେଲେ ଦେଇଯାଇଥିବା ଘଟଣା, ଦୁର୍ଘଟଣା ପାଇଁ ସବୁଦିନ ସ୍ୃତି ହୋଇ ରହିଥିବ ଏ ବର୍ଷ ।  ୨୦୨୨ ଆମଠୁ ଛଡେଇ ନେଇଛି ଅନେକ ବ୍ୟକ୍ତିତ୍ୱଙ୍କୁ । ଅନେକ ପ୍ରିୟ ମଣିଷଙ୍କୁ । ଆସିବାର ଅଳ୍ପ ଦିନ ପରେ ଏ ବର୍ଷ ଆମଠୁ ଛଡେଇ ନେଇଛ…

ଦୀପିକାଙ୍କ ଭଳି ବେଳାଭୂମିରେ ଗେରୁଆ ରଙ୍ଗର ବିକିନି ପିନ୍ଧି ଫଟୋ ସେୟାର କଲେ ନେହା ଶର୍ମା

ମୁମ୍ବାଇ: ଫିଲ୍ମ 'ପଠାନ'ରେ ଗେରୁଆ ରଙ୍ଗର ବିକିନି ପିନ୍ଧି ବେସରମ ରଙ୍ଗର ଗୀତକୁ ନେଇ ବିବାଦୀୟ ହୋଇ ପଡ଼ିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଏହି ପ୍ରସଙ୍ଗ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ କିଛି ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରୁଛନ୍ତି। ଏହି ରଙ୍ଗୀନ ବିକିନି…

ପ୍ରଶ୍ନଥିଲା ଶାହାରୁଖ ବଦଳରେ ନାଁ ଶେଖର ରାଧାକୃଷ୍ଣ ହୋଇଥିଲେ ? କିଙ୍ଗ ଖାନଙ୍କ ଉତ୍ତର ହୃଦୟ ଛୁଇଁଗଲା

ମୁମ୍ବାଇ: ଅପକମିଂ ଫିଲ୍ମ ପଠାନକୁ ନେଇ ଏବେ ବେଶ ଚର୍ଚ୍ଚାରେ କିଙ୍ଗଖାନ ଶାହରୁଖ  । ବିଶେଷ କରି ମୁଭିର ‘ବେସରମ ରଙ୍ଗ’ ଗୀତକୁ ନେଇ ସବୁଆଡେ ପ୍ରତିବାଦର ସୁଅ । ଏହି ଗୀତକୁ ଅକ୍ଳୀଳ ବୋଲି କହି ଏହାକୁ ହଟାଇବା ପାଇଁ ଦାବି କରିଛନ୍ତି ଅନେକ ହିନ୍ଦୁ ସଂଗଠନ । ନ ହେଲେ ଫିଲ୍ମକୁ ରିଲିଜ କରିବାକୁ…

ଲାଇଗର ଫ୍ଲପ ହେବା ସତ୍ୱେ ପୁରୀ ଜଗନ୍ନାଥଙ୍କ ଫିଲ୍ମରେ ଅଭିନୟ କରିବେ ସଲମାନ

ମୁମ୍ବାଇ: ବିଜୟ ଦେବରକୋଣ୍ଡ ଓ ଅନନ୍ୟା ପାଣ୍ଡେ ଅଭିନୀତ ଲାଇଗର ଫ୍ଲପ ହେବା ପରେ ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତାଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ବଡ ବଡ ହୀରୋ ରାଜି ହେଉ ନାହାନ୍ତି । ତେବେ ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସୁପରଷ୍ଟାର…

ଏମାନେ ଭାରତର ପ୍ରତିଷ୍ଠିତ କଳାକାର କିନ୍ତୁ ଦେଇ ପାରିବେନି ଭୋଟ

ମୁମ୍ବାଇ:ବଲିଉଡର ଏପରି କେତେକ କଳାକାର ଅଛନ୍ତି ଯେଉଁମାନେ ଆମର ମନୋରଞ୍ଜନ ପାଇଁ ସମସ୍ତ ଉଦ୍ୟମ କରିଥାନ୍ତି । କିନ୍ତୁ ଆପଣମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ,  କେତେକ କଳାକାର ଅଛନ୍ତି ଯେଉଁମାନେ ଭାରତରେ ରହୁଛନ୍ତି ଅଥଚ ଭୋଟ ଦେଇପାରିବେ ନାହିଁ । ଆସନ୍ତୁ ଜାଣିବା ସେମାନଙ୍କ…

ଆଧୁନିକ ଫିଲ୍ମରେ ଭୌତିକ ଜୀବନର ଅନୁଭବ ଦେଉଛି ‘ଅବତାର: ଦ ଓ୍ୱେ ଅଫ୍ ଓ୍ୱାଟର’

ନୂଆଦିଲ୍ଲୀ : ‘ଅବତାର: ଦ ଓ୍ୱେ ଅଫ୍ ଓ୍ୱାଟର’ । ଏକ ଆଧୁନିକ ଫିଲ୍ମ ହେଲେ ବି ଜଳରାଶି ଭିତରେ ଜୀବମାନଙ୍କର ଜୀବନଶୈଳୀକୁ ବଖାଣୁଛି । କାହାଣୀରେ ମଣିଷ ନିଜକୁ ସମ୍ପୃକ୍ତି କରୁଛି । ସିନେମା ହଲରେ ଅନେକ ଭିଡ଼ ଦେଖିବାକୁ ମିଳୁଛି । ଅବତାର-୧ରେ ପେଣ୍ଡୋରା ଆୟାର୍ଲାଣ୍ଡର ନିଆରା ଓ ରହସ୍ୟମୟ…