Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମହିଳା କ୍ରିକେଟରଙ୍କ ଫି’ ଉପରେ ନିଆଯାଇଥିବା ନିଷ୍ପତ୍ତି ନେଇ ଖୁସି ବ୍ୟକ୍ତ କଲେ ଶାହାରୁଖ ଖାନ

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ମହିଳା ଖେଳାଳୀଙ୍କ ପାଇଁ ଏପରି ନିଷ୍ପତ୍ତି ନେଇଛି ଯାହା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛି। ବୋର୍ଡର ନିଷ୍ପତ୍ତିରେ ସମସ୍ତେ ବହୁତ ଖୁସି ଅଛନ୍ତି। ଭାରତରେ କ୍ରିକେଟ୍ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଘୋଷଣା କରିଥିଲା ​​ଯେ ବର୍ତ୍ତମାନ ଭାରତୀୟ ମହିଳା…

ଦି ଇର୍ମୋଟାଲ ଅଶ୍ୱଥାମାରୁ ହଟିଲେ ସାରା

ମୁମ୍ବାଇ: ଫିଲ୍ମମେକର ଆଦିତ୍ୟ ଧରଙ୍କ ଡ୍ରିମ ପ୍ରୋଜେକ୍ଟ ଦି ଇର୍ମୋଟାଲ ଅଶ୍ୱଥାମାରୁ ସାରା ଅଲୀ ଖାଁଙ୍କୁ ହଟେଇ ଦିଆଯାଇଛି । ତାଙ୍କ ସ୍ଥାନରେ ଜଣେ ବଡ ଅଭିନେତ୍ରୀଙ୍କୁ କାଷ୍ଟ କରାଯିବ । ଭିକ୍କି କୌଶଳ ଏଥିରେ ମୂଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଷ୍ଟାରକାଷ୍ଟରେ ପରିବର୍ତନ କରାଯିବା ନେଇ…

ବିଗ୍ ବସ୍ ୧୬ରେ ମିଳିଲା ନୂତନ ଟାସ୍କ, ନିମ୍ରିତ ଓ ଗୌତମଙ୍କ ମଧ୍ୟରେ କଡ଼ା ଟକ୍କର

ମୁମ୍ବାଇ: ବିଗ୍ ବସ୍ ୧୬ ରେ ଆଗାମୀ ଦିନରେ ନୂଆ ନୂଆ ଟାସ୍କ ଘରର ସଦସ୍ୟଙ୍କ ମଧ୍ୟରେ ମତଭେଦ ସୃଷ୍ଟି କରୁଛି। ଗତକାଲି ରାତି ଶୋ’ରେ ପୁଣି ଥରେ ସାଙ୍ଗମାନଙ୍କ ମଧ୍ୟରେ ଜୋରରେ ଶୁଣିବାକୁ ମିଳିଲା। ଘରେ ତିଆରି ବନ୍ଧୁମାନେ ବର୍ତ୍ତମାନ ପରସ୍ପର ବିରୁଦ୍ଧରେ ଠିଆ ହୋଇଥିବା ଦେଖାଯାଉଛି। ଶୋ ଆରମ୍ଭରେ…

ଜ୍ୟାକି ଶ୍ରଫଙ୍କ ସହ ନଜର ଆସିଥିବା ପାକିସ୍ତାନୀ ସୁନ୍ଦରୀ ଦିନେ ଭାରତୀୟଙ୍କ ମନ କିଣିଥିଲେ

ନୂଆଦିଲ୍ଲୀ: ଜ୍ୟାକି ଶ୍ରଫଙ୍କ ସହ ଫଟୋରେ ଦେଖାଯାଇଥିବା ଏହି ପାକିସ୍ତାନୀ ସୁନ୍ଦରୀ ଏକଦା ଭାରତୀୟ ପ୍ରଶଂସକଙ୍କ ହୃଦୟର ମାଲିକ ପାଲଟିଥିଲେ। ଏହି ଅଭିନେତ୍ରୀ କେବଳ ଅଳ୍ପ କିଛି ଚଳଚ୍ଚିତ୍ର କରିଥିଲେ, କିନ୍ତୁ ସେହି ଚଳଚ୍ଚିତ୍ରଗୁଡ଼ିକ ସ୍ମରଣୀୟ ହୋଇଗଲା। ତାଙ୍କ ଦ୍ୱାରା ଅଭିନିତ…

ନ୍ୟାଶା ଦେବଗନ ଏବଂ ବନ୍ଧୁମାନଙ୍କ ସହ ପାର୍ଟି କଲେ ଆର୍ଯ୍ୟାନ୍ ଖାନ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ନ୍ୟାସା ଦେବଗାନଙ୍କ ବନ୍ଧୁ ଓରହାନ ଅବତରମାଣି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପ୍ରାୟତଃ ଫୋ ଏବଂ ଭିଡିଓ ସେୟାର କରନ୍ତି। ପାର୍ଟି କରିବା ସମୟରେ ସେ ସେଲିବ୍ରିଟିମାନଙ୍କ ସହିତ ଫଟୋ ସେୟାର୍ କରନ୍ତି। ନିକଟରେ ସେ ରବିବାର ଦିନ ନିର୍ମାତା-ଲେଖକ ଅମୃତ ପାଲ ବିନ୍ଦ୍ରାଙ୍କ ଦିପାବଳୀ…

ସରୋଗେସୀ କେସ: କୌଣସି ନିୟମ ଭାଙ୍ଗି ନାହାନ୍ତି ନୟନତାରା-ବିଘ୍ନେଶ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଓ ତାଙ୍କ ପତି ବିଘ୍ନେଶ ଶିବନଙ୍କୁ ସରୋଗେସୀ କେସରେ ବଡ ଆଶ୍ୱସ୍ତି ମିଳିଛି । ନିକଟରେ ଏହି ବିବାହିତ ଯୋଡି ସରୋଗେସୀ ମାଧ୍ୟମରେ ଯମଜ ସନ୍ତାନର ମାଆ ଏବଂ ବାପା ହୋଇଥିଲେ । ତେବେ ବିବାହର ଚଳିତ ବର୍ଷ ଜୁନ ୯ରେ ବିବାହ କରିଥିବାରୁ କିପରି…

ପ୍ରଥମ ଦିନରେ ୧୫ କୋଟି ଟଙ୍କା ଆୟ କଲା ଅକ୍ଷୟଙ୍କ ଫିଲ୍ମ ‘ରାମ ସେତୁ’

ନୂଆଦିଲ୍ଲୀ: ଅକ୍ଷୟ କୁମାର ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମ ସେତୁ' ପ୍ରେକ୍ଷାଳୟକୁ ଆସିଛି। ଚଳଚ୍ଚିତ୍ରର ଟ୍ରେଲର ରିଲିଜ ହେବା ପରଠାରୁ ଲୋକମାନେ ଏହି ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଥିଲେ। ଦିପାବଳୀର ବିଶେଷ ଉତ୍ସବରେ ଏହି ଫିଲ୍ମ ମୁକ୍ତିଲାଭ…

ଫିଲ୍ମ ‘ଗଜନି’ରୁ ଅସିନଙ୍କ କ୍ୟାରିୟର ଆରମ୍ଭ, ବିବାହ ପରେ ପରିବାର ସହ ବିତାଉଛନ୍ତି ସମୟ

ମୁମ୍ବାଇ: ସୁପରଷ୍ଟାର ଆମୀର ଖାନଙ୍କ ଫିଲ୍ମ 'ଗଜନି'ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଅସିନ ଆଜି ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି। ଅସିନ ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଥିଲେ, କିନ୍ତୁ ବର୍ତ୍ତମାନ ସେ ବହୁତ ଦିନ ପର୍ଯ୍ୟନ୍ତ ବଡ ପରଦାରୁ ଦୂରେଇ ରହିଛନ୍ତି। ୨୦୧୬…

ଛାଡପତ୍ର ପରେ ମଧ୍ୟ ହ୍ରିତିକ ରୋଶନ ଏବଂ ସୁଜୈନ ଖାନ ଭଲ ବନ୍ଧୁ

ମୁମ୍ବାଇ: ଆଜି ହ୍ରିତିକ ରୋଶନଙ୍କ ପୂର୍ବ ପତ୍ନୀ ସୁଜୈନ ଖାନଙ୍କ ଜନ୍ମଦିନ। ମୁମ୍ବାଇର ପ୍ରସିଦ୍ଧ ଇଣ୍ଟେରିୟର ଡିଜାଇନରଙ୍କୁ ୪୪ ବର୍ଷ ବୟସ ହୋଇଛି। ହ୍ରିତିକ ରୋଶନଙ୍କ ସହ ଛାଡପତ୍ର ପରେ ସୁଜୈନ, ଅର୍ସଲାନ ଗୋନିଙ୍କୁ ଡେଟ କରୁଛନ୍ତି। ବିବାହର ୧୪ ବର୍ଷ ପରେ ହ୍ରିତିକ ଏବଂ ସୁଜୈନ ଅଲଗା…

କମ ବୟସରେ ବଡ଼ ତାରକା ହୋଇଥିଲେ ରବିନା ଟଣ୍ଡନ୍, ବଡ଼ ଚଳଚ୍ଚିତ୍ରରେ ପାଇଥିଲେ କାମ

ମୁମ୍ବାଇ: ୯୦ ଦଶକର ସୁନ୍ଦର ଅଭିନେତ୍ରୀ ରବିନା ଟଣ୍ଡନ୍ ଏବେ ମଧ୍ୟ ନିଜ କାମରେ ଲୋକଙ୍କୁ ମନୋରଞ୍ଜନ କରୁଛନ୍ତି। ଅଭିନେତ୍ରୀ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। ରବିନା ଟଣ୍ଡନ ନିଜ କ୍ୟାରିଅରରେ ଅନେକ ଭଲ ଭଲ ଚଳଚ୍ଚିତ୍ର କରିଛନ୍ତି। ସେଥିମଧ୍ୟରୁ ଏପରି ଟପ୍ ଚଳଚ୍ଚିତ୍ର ଅଛି ଯାହା ଏଭର ଗ୍ରିନ…