Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶାହାରୁଖଙ୍କ ସ୍ୱର ଥିଲେ ଅଭିଜିତ୍ ଭଟ୍ଟାଚାର୍ଯ୍ୟ, ଗାଇଛନ୍ତି ଅନେକ ହିଟ୍ ଗୀତ

ମୁମ୍ବାଇ: ୯୦ ଦଶକର ଭେଟେରାନ୍ ଗାୟକ ଅଭିଜିତ୍ ଭଟ୍ଟାଚାର୍ଯ୍ୟଙ୍କ ଗୀତ କିଏ ଅବା ନଶୁଣିଛନ୍ତି। ଅଭିଜିତ୍ ତାଙ୍କ ସ୍ୱରରେ ବଲିଉଡ ଇଣ୍ଡଷ୍ଟ୍ରିରେ ଅନେକ ସୁପରହିଟ୍ ଗୀତ ଦେଇଛନ୍ତି। ଅଭିଜିତ୍ ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ସେ ୩୦ ଅକ୍ଟୋବର ୧୯୫୮ ରେ କାନପୁରରେ ଜନ୍ମଗ୍ରହଣ କରିଥିଲେ।…

ଅହମ୍ମଦାବାଦରେ କାର୍ତ୍ତିକ ଆର୍ୟାନଙ୍କ କ୍ରେଜ, ତାଙ୍କୁ ଫଲୋ କରୁଛନ୍ତି ଫ୍ୟାନ୍ସ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ନିଜ କାମ ଆଧାରରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଏହି ଅଭିନେତା ଖୁବ୍ କମ୍ ସମୟ ମଧ୍ୟରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। କାର୍ତ୍ତିକ ପ୍ରାୟତଃ ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାନ୍ତି। ଏହି ସମୟରେ କାର୍ତ୍ତିକ…

‘ରିଲାକ୍ସ ଆଣ୍ଡ ରିଫ୍ଲେକ୍ଟ’ ମରୁନ ସ୍ୱିମସୁଟରେ ରକୁଲଙ୍କ ହଟ୍ ବିଚ୍ ଲୁକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତରେ ଶୀତ ଋତୁ ଏବଂ ହଲିଡେ ସିଜିନରେ ଛୁଟିର ଚାହିଦା ବଢିଯାଏ। ଶୀତଦିନେ ବିଚ ହଲିଡେ ଖରାରେ ବସିବା ଏକ ନିଆରା ମଜା। ତେବେ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ମାଲଦୀପରେ ଛୁଟି ବିତାଉଛନ୍ତି। ବିଚ୍ ଫ୍ୟାଶନକୁ ଶୀର୍ଷକୁ ନେଇଯାଇଥିବା ଅଭିନେତ୍ରୀଙ୍କୁ ଡାର୍କ ରେଡ ରଙ୍ଗର…

ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କଲେ କୁଇନ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା କୁଇନ କଙ୍ଗନା ରାନାୱତ ଏବେ ପୁନର୍ବାର ଚର୍ଚ୍ଚାରେ । ହିମାଚଳ ପ୍ରଦେଶରେ ନିର୍ବାଚନ ଲଢ଼ିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ମଣ୍ଡିରୁ ଯଦି ବିଜେପି ମୋତେ ଟିକେଟ ଦେବ ତାହାହେଲେ ନିଶ୍ଚିତ ଭାବେ ଲଢ଼ିବି । ଏକ କାର୍ଯ୍ୟକ୍ରମରେ ସେ ସ୍ପଷ୍ଟ…

କମେଡ଼ି କୁଇନ୍‌ ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷଙ୍କ ଉପରେ ଏନ୍‌ସିବିର ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ : ଅସୁବିଧାରେ ପଡ଼ିଲେ କମେଡ଼ି କୁଇନ୍‌ ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା । ଡ୍ରଗ୍ସ ମାମଲା ନେଇ ଏନ୍‌ସିବି   ଭାରତୀ ସିଂହ ତାଙ୍କ ସ୍ବାମୀ ହର୍ଷ ଉପରେ ୨୦୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଛି । ସୂଚନା ଅନୁଯାୟୀ ୨୦୨୦ରେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିଲେ…

ସଲମାନଙ୍କ ବିନା ବୋନୀ କାପୁର ଆରମ୍ଭ କରିବେ ନୋ ଏଂଟ୍ରିର ସିକ୍ୱେଲ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାଁ ଅଭିନୀତ ନୋ ଏଂଟ୍ରିର ସିକ୍ୱେଲକୁ ଦର୍ଶକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରି ଅଛନ୍ତି । ସଦ୍ୟ ରିପୋର୍ଟ ମୁତାବକ ବୋନୀ କାପୁର ଏହାର ସିକ୍ୱେଲ ସଲମାନଙ୍କ ବିନା କରିବା ପାଇଁ ନିଷ୍ପତି ନେଇଛନ୍ତି । ସଲମାନ ଏବଂ ବୋନୀଙ୍କ ମଧ୍ୟରେ ଏହି ଫିଲ୍ମ ନେଇ ବିବାଦୀୟ…

ଖୁବ ଶୀଘ୍ର ଓଟିଟି ରେ ନଜର ଆସିବ ଫିଲ୍ମ ‘ଥ୍ୟାଙ୍କ୍ ଗଡ୍’

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦିପାବଳୀ ଅବସରରେ ମୁକ୍ତିଲାଭ କରିଥିବା ଅଜୟ ଦେବଗନ ଏବଂ ସିଦ୍ଧାର୍ଥ ମଲହୋତ୍ରା ଅଭିନୀତ 'ଥ୍ୟାଙ୍କ ଗଡ୍' ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିପାରି ନାହାଁନ୍ତି। ନିର୍ଦ୍ଦେଶକ ଇନ୍ଦ୍ର କୁମାର ୭୦ କୋଟି ଟଙ୍କର ବଜେଟରେ ଏହି ଚଳଚ୍ଚିତ୍ର ନିର୍ମାଣ କରିଥିଲେ।…

ରଣଭୀର ସିଂଙ୍କୁ ମାରାକେଶ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ କରାଯିବ ସମ୍ମାନିତ

ମୁମ୍ବାଇ: ବଲିଉଡ ଅଭିନେତା ରଣଭୀର ସିଂ ତାଙ୍କର ଦମଦାର ଅଭିନୟ ସହ ତାଙ୍କର ଅତରଙ୍ଗି ଫ୍ୟାଶନ ସେନ୍ସ ପାଇଁ ଜଣାଶୁଣା। ଅଭିନେତା ଯେଉଁଆଡେ ଯାଆନ୍ତି ସମସ୍ତଙ୍କୁ ନିଜର କର ନିଅନ୍ତି। ରଣଭୀର ସିଂଙ୍କୁ ବଲିଉଡର ମୋଷ୍ଟ ଏନାର୍ଜେଟିକ ଅଭିନେତା ମଧ୍ୟ କୁହାଯାଏ। ରଣଭୀର ପ୍ରତ୍ୟେକ କାର୍ଯ୍ୟ ପାଇଁ…

ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା ଗିରଫ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା କମଲ କିଶୋର ମିଶ୍ରା ଗତ ଦୁଇ ଦିନ ଧରି କ୍ରମାଗତ ଭାବରେ ଚର୍ଚ୍ଚାରେ ଅଛନ୍ତି। ନିର୍ମାତା ତାଙ୍କ ପତ୍ନୀ ଯାସ୍ମିନଙ୍କ ଉପରେ କାର ଚଢାଇ ହତ୍ୟା ଉଦ୍ୟମ କରିଥିଲେ। କମଲଙ୍କ ଏହି କାର୍ଯ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହା ସହିତ ଯାସ୍ମିନ୍ ମଧ୍ୟ ଥାନାରେ…

‘ପଦ୍ମାବତ’ର ମେହରୁନିସା ବାସ୍ତବ ଜୀବନରେ ରାଜକୁମାରୀ

ମୁମ୍ବାଇ: ୨୮ ଅକ୍ଟୋବର ୨୦୨୨ ରେ ବଲିଉଡ ଅଭିନେତ୍ରୀ ଆଦିତୀ ରାଓ ହୈଦରୀ ନିଜର ୩୬ତମ ଜନ୍ମଦିନ ପାଳନ କରୁଛନ୍ତି। ୨୦୦୬ ମସିହାରୁ ତାଙ୍କ ଅଭିନୟ କ୍ୟାରିଅର୍ ଆରମ୍ଭ କରିଥିବା ଆଦିତୀ ବାସ୍ତବ ଜୀବନରେ ଜଣେ ରାଜକୁମାରୀ ଅଟନ୍ତି। ସେ ବିଳାଶପୂର୍ଣ୍ଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି। ବଲିଉଡ…