Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୨୪ ଅଗଷ୍ଟରେ ରିଲିଜ ହେବ ଲାଇଗରର ହିନ୍ଦୀ ଭର୍ସନ

ମୁମ୍ବାଇ: ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେ ଅଭିନୀତ ଲାଇଗର ୨୫ ଅଗଷ୍ଟରେ ସବୁ ସ୍ଥାନରେ ରିଲିଜ ହେବ । ତେବେ ସୋମବାର ଏହାର ହିନ୍ଦୀ ଭର୍ସନ ରିଲିଜ ନେଇ ତାଜା ଅପଡେଟ ଆସିଛି । ସେନ୍ସର ବୋର୍ଡରୁ ୟୁ/ଏ ସାର୍ଟିଫିକେଟ ପାଇବା ପରେ ମେକର୍ସ ୨୪ ଅଗଷ୍ଟରେ ହିନ୍ଦର ଭର୍ସନକୁ ରିଲିଜ କରିବା ପାଇଁ…

ପୁରସ୍କାର ପାଇଁ ଚୟନ କରାଯିବା ନେଇ ଫିଲ୍ମ ଫେୟାର ଉପରେ କଙ୍ଗନା କ୍ଷୁବ୍ଧ, ମାନହାନୀ କେସ କରିବେ

ମୁମ୍ବାଇ: ବଲିଉଡରେ ଫିଲ୍ମ ଫେୟାର ପୁରସ୍କାର ପାଇବା ପାଇଁ ସମସ୍ତେ ବ୍ୟଗ୍ର ହେଉଥିବା ବେଳେ କଙ୍ଗନା ରାନାୱତଙ୍କ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ନିକଟରେ ଫିଲ୍ମ ଫେୟାର ତାଙ୍କୁ ଥାଲାଇଭି ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ରଖିଥିବାରୁ ସେ ରାଗି ଯାଇଛନ୍ତି । ମୁଁ କୌଣସି ଭ୍ରଷ୍ଟ ଏବଂ…

ନ୍ୟୁଡ ଫଟୋଶୁଟ ମାମଲା: ହାଜର ହେବାକୁ ୨ ସପ୍ତାହ ଅଧିକ ସମୟ ମାଗିଲେ ରଣବୀର

ନୂଆଦିଲ୍ଲୀ: ନ୍ୟୁଡ ଫଟୋ ଶୁଟ ମାମଲାରେ ଫସିଥିବା ବଲିଉଡ ଅଭିନେତା ରଣବୀର ସିଂ ପୋଲିସ ନିକଟରେ ହାଜର ହେବା ପାଇଁ ୨ ସପ୍ତାହ ଅଧିକ ସମୟ ମାଗିଛନ୍ତି । ଜୁଲାଇରେ ଏକ ବିଦେଶୀ ପତ୍ରିକା ପାଇଁ ସେ ନ୍ୟୁଡ ଫଟୋ ଶୁଟ କରିଥିଲେ ଏ ନେଇ ତାଙ୍କ ବିରୋଧରେ ଅନେକ ସ୍ଥାନରେ ମାମଲା ରୁଜୁ ହୋଇଥିଲା । ଅଗଷ୍ଟ…

ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋ ବନ୍ଧୁ ସମ୍ମାନରେ ସମ୍ମାନିତ ହେଲେ ଫଟୋଗ୍ରାଫର

ଭୁବନେଶ୍ୱର: ନବୀନ ସୂତ୍ରଧର(ନୂତନ ଭବିଷ୍ୟତ ନିର୍ମାଣ ର ସୂତ୍ରଧର )ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଆଧାରିତ ଦୁଇଦିନ ବ୍ୟାପି ଆୟୋଜିତ ଫଟୋପ୍ରଦର୍ଶନୀ ଗତକାଲି ଉଦଯାପୀତ ହୋଇଯାଇଥିଲା  । ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମର…

ମାଆ ହେଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କାପୁର ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ନୀତୁ କାପୁର ସୋସିଆଲ ମିଡିଆରେ ସମ୍ପର୍କରେ ଜଣାଇଛନ୍ତି । ସୋନମ ଏବଂ ଆନନ୍ଦ ଆହୁଜାଙ୍କ ପୁତ୍ର ସନ୍ତାନ ଜନ୍ମ ହେଇଥିବା ସେ ସ୍ପଷ୍ଟ କରିଛନ୍ତି । ଅଗଷ୍ଟ ୨୦ରେ ସୋନମ ଏକ ପୁତ୍ର ସନ୍ତାନର ମାଆ ହୋଇଛନ୍ତି ।…

ବାହୁବଳୀ, ଆରଆରଆର ଫେମ ଲେଖକ ବିଜେୟେନ୍ଦ୍ର ଆରଏସଏସ ଉପରେ ଲେଖିବେ ଫିଲ୍ମ, ୱେବ ସିରିଜ

ନାଗପୁର: ବାହୁବଳୀ ଓ ଆରଆରଆର ଫେମ ଲେଖକ ତଥା ଏସଏସ ରାଜମୌଲୀଙ୍କ ବାପା ବିଜେୟେନ୍ଦ୍ର ପ୍ରସାଦ ଖୁବ ଶୀଘ୍ର ଆରଏସଏସ ଉପରେ ଫିଲ୍ମ ଏବଂ ୱେବସିରିଜ କରିବା ପାଇଁ ଘୋଷଣା କରିଛନ୍ତି । ଆରଏସଏସର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦସ୍ୟ ରାମ ମାଧବଙ୍କ ପୁସ୍ତକ ଉନ୍ମୋଚନ ଅବସରରେ ଯୋଗ ଦେଇ ସେ ଏହା କହିଛନ୍ତି…

[ଦେଖନ୍ତୁ ଭିଡିଓ] ୧୦୦ କୋଟି ହରାଇଲେ ଆମୀର୍ ଖାନ

ମୁମ୍ବାଇ: ବକ୍ସ ଅଫିସରେ ସଂଘର୍ଷ କରୁଛି ଆମୀର ଖାନଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ଲାଲ୍ ସିଂହ ଚଡ୍ଡା’ । ଦୀର୍ଘ ୪ ବର୍ଷ ପରେ ଆମୀର ବଡ଼ ପରଦାକୁ ଫେରିଥିବା ବେଳେ ବଡ଼ ଧକ୍କା ଲାଗିଛି । ‘ଲାଲ୍ ସିଂହ ଚଡ୍ଡା’ ରିଲିଜ୍ ପୂର୍ବରୁ ଆରମ୍ଭ ହୋଇଥିବା ବୟକଟ୍ ଟ୍ରେଣ୍ଡ ବକ୍ସ ଅଫିସରେ ପ୍ରଭାବ ପକାଇଛି ।…

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍

ନୂଆଦିଲ୍ଲୀ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଗତ ୧୦ ଦିନ ଧରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଥିବା ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କର ପ୍ରଶଂସକ ଅପେକ୍ଷା କରିଛନ୍ତି। ଏବେ ତାଙ୍କ ସାନଭାଇ ଦୀପୁ ଶ୍ରୀବାସ୍ତବ ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ…

୪୦୦ କୋଟି ବଜେଟରେ ନିର୍ମିତ ହେବ ମୋହନଲାଲଙ୍କ ଲୁସିଫର ୨

ମାଡ୍ରାସ: ସାଉଥ ସୁପରଷ୍ଟାର ମୋହନଲାଲଙ୍କ ଆଗାମୀ ଫିଲ୍ମ ଲୁସିଫର ୨ : ଇମ୍ପୁରାନା ଏକ ବିଗ ବଜେଟ ଫିଲ୍ମ ହେବ । ପୃଥ୍ୱୀରାଜ ସୁକୁମାରନ ନିର୍ଦ୍ଦେଶିତ ଏହି ଫିଲ୍ମ ୪୦୦ କୋଟି ବ୍ୟୟରେ ନିର୍ମିତ ହେବ । ବୁଧବାର ମେକର୍ସଙ୍କ ପକ୍ଷରୁ ଏହା ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ମାଲାୟଲମ ଫିଲ୍ମ…

ଅମୀରଙ୍କ ଲାଲ ସିଂ ଚଢ଼ାକୁ ପସନ୍ଦ କଲେନି ଦର୍ଶକ

ମୁମ୍ବାଇ: ବିଭିନ୍ନ ସେଲିବ୍ରେଟିଙ୍କ ପ୍ରଚାର ଏବଂ ଉଦ୍ୟମ ସତ୍ୱେ ଅମୀର ଖାଁଙ୍କ ଲାଲ ସିଂ ଚଢ଼ା ଫିଲ୍ମକୁ ଦର୍ଶକ ପ୍ରତ୍ୟାଖ୍ୟାନ କରିଛନ୍ତି। ବୟକଟ ଟ୍ରେଣ୍ଡ ଯୋଗୁ ଫିଲ୍ମ ଫ୍ଲପ ହେବା କୁହାଯାଉଥିଲେ ମଧ୍ୟ ଏଥିରେ କେତେକ କ୍ରିଟିକ୍ସ ସହମତି ହୋଇ ନାହାନ୍ତି । ସେମାନଙ୍କ ମତରେ ପୂର୍ବରୁ ବି…