Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଜାଣନ୍ତୁ ଆଲିଆ ଭଟ୍ଟଙ୍କର ସଫଳତା ପଛର କାହାଣୀ

ମୁମ୍ୱାଇ: "ହାତରେ ପମପମ୍ ଧରି ପୁଅଙ୍କ ପାଇଁ ପାଟି କରିବା ମୋର ଷ୍ଟାଇଲ ନୁହେଁ । ସେମାନେ ମୋ ପାଇଁ ପାଟି କରିବେ, ସିଟି ବଜେଇବେ, ଦାଟସ୍ ମାଇଁ ଥିଙ୍ଗ।" ଏପରି କିଛି ଡାଏଲଗ ସହ 'ଷ୍ଟୁଡେଣ୍ଟ ଅଫ୍ ଦ ଇୟର' ଚଳଚ୍ଚିତ୍ରରେ ଏଣ୍ଟ୍ରି ମାରିଥିଲେ ସେଲିବ୍ରିଟି ଆଲିଆ ଭଟ୍ଟ । ଫିଲ୍ମରେ ଆଲିଆ ଜଣେ ଧନୀ…

ପୁନଃ ରିଲିଜ ହେଲା ଧନୁଷଙ୍କ ଥ୍ରୀ, କୋଲାଭରି ଡି ଗୀତ ପାଇଁ ଥିଲା ଚର୍ଚ୍ଚିତ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ନାୟକ ଧନୁଷଙ୍କ ଥ୍ରୀ ଫିଲ୍ମ ପୁନଃ ରିଲିଜ କରାଯାଇଛି । ପ୍ରଥମ ଥର ରିଲିଜ ବେଳେ ଏହା ଭଲ ବ୍ୟବସାୟ କରି ନ ଥିବା ବେଳେ ଏଥର କିନ୍ତୁ ଚମତ୍କାର ବିଜନେସ କରୁଛି । ୨୦୧୨ରେ ଥ୍ରୀ ଫିଲ୍ମ ଯେତେ ଚର୍ଚ୍ଚିତ ନ ଥିଲା ତାଠାରୁ ଅଧିକ ଚର୍ଚ୍ଚିତ ଥିଲା ହ୍ୱାଇ ଦିସ…

ଦର୍ଶକଙ୍କୁ ଆକୃଷ୍ଟ କରୁଛି ଫିଲ୍ମ ‘କଠପୁତଲୀ’, ପସନ୍ଦ କରୁଛନ୍ତି ମର୍ଡର ମିଷ୍ଟ୍ରି

ମୁମ୍ବାଇ: ବଲିଉଡ଼କୁ ଲାଗିଛି 'ଫ୍ଲପ୍' ଗ୍ରହଣ । ଯେଉଁ ବଲିଉଡ଼ କୋଟି କୋଟି ଟଙ୍କାର ବିଜନେସ କରୁଥିଲା, ଏବେ ଭୟଙ୍କର କ୍ଷତିରେ ରହିଛି । ଅନେକ ଫିଲ୍ମକୁ ଦର୍ଶକ ମୁହଁ ମୋଡି ଦେଇଛନ୍ତି । ଷ୍ଟାର ହିରୋଙ୍କ ପିଲ୍ମ ବି ପିଟି ହୋଇ ଯାଇଛି ବକ୍ସ ଅଫିସରେ । ବକ୍ସ ଅଫିସରେ ବଲିଉଡ୍ ସେଭଳି କିଛି…

ତେଲୁଗୁ ଫିଲ୍ମରେ ଚମକିବେ ବାବୁଶାନ, ଆସୁଛି ‘ଅନ୍ତର୍ଯ୍ୟାମୀ’

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ବାବୁଶାନ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଚମକିବେ । ଓଡିଆ ଷ୍ଟାର ବାବୁଶାନ ଆସୁଛନ୍ତି ତାଙ୍କ ତେଲୁଗୁ ଫିଲ୍ମ ପ୍ରଜେକ୍ଟ 'ଅନ୍ତର୍ଯ୍ୟାମୀ' ରେ । ଏବେ ଏହାର ପୋଷ୍ଟର ରିଲିଜ ହୋଇଛି । ଯେଉଁଥିରେ ଓଲିଉଡ ସୁପରଷ୍ଟାର…

ରଣବୀରଙ୍କ ୧୧ ବର୍ଷ ପୁରୁଣା ମନ୍ତବ୍ୟ ଲାଗି ବୟକଟ୍‌ ହେବ କି ‘ବ୍ରହ୍ମାସ୍ତ୍ର’ !

ମୁମ୍ବାଇ: ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଲାଲ୍ ସିଂହ ଚଡ୍ଡା ଓ ରକ୍ଷାବନ୍ଧନ ଚଳଚ୍ଚିତ୍ର ବକ୍ସ ଅଫିସରେ ବିଫଳ ହେବା ପରେ ଫ୍ୟାନ୍ସଙ୍କଠୁ ନେଇ ସେଲିବ୍ରିଟି ସମସ୍ତେ ବ୍ରହ୍ମାସ୍ତ୍ର ପ୍ରଦର୍ଶନ ଉପରେ ନଜର ରଖିଛନ୍ତି । ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବହୁ…

ପୁଷ୍ପା ଦି ରାଇଜ ପାଇଁ ଅଲ୍ଲୁ ଅର୍ଜୁନ ନେବେ ୧୨୫ କୋଟି !

ମୁମ୍ବାଇ: ପୁଷ୍ପା ଫିଲ୍ମର ଅଦ୍ଭୁତପୂର୍ଣ୍ଣ ସଫଳତା ପରେ ଏହାର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନ ଏହାର ଦ୍ୱିତୀୟ ପାର୍ଟ ପୁଷ୍ପା ଦି ରାଇଜ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଦେଖି ମେକର୍ସ ଏହି ଫିଲ୍ମ ପାଇଁ ତାଙ୍କୁ ୧୨୫ କୋଟି ଟଙ୍କା ଦେବା ପାଇଁ ରାଜି ହୋଇ…

ବୟକଟ୍ ଭିତରେ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ?

ମୁମ୍ବାଇ: ୨୦୨୨ର ସବୁଠୁ ବଡ଼ ଫିଲ୍ମ ବ୍ରହ୍ମାସ୍ତ୍ର ହିଟ୍ ହେବ ନା ଫ୍ଲପ୍ ? ବ୍ରହ୍ମାସ୍ତ୍ରକୁ ବୟକଟ୍ ଟ୍ରେଣ୍ଡ ଭିତରେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ରହିଛି । କିନ୍ତୁ ଏହାର ଜବାବ ଶୀଘ୍ର ହିଁ ମିଳିଯିବ । ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ର ଆସନ୍ତା ୯…

ଓଡ଼ିଶୀ ଶାସ୍ତ୍ରୀୟ ସଙ୍ଗୀତ ସହିତ ଭାରତନାଟ୍ୟମ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର : ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ  ରବୀନ୍ଦ୍ର ମଣ୍ଡପରେ ୨୮ ତମ ଓ.ଏମ୍‌.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସନ୍ଧ୍ୟା ଆୟୋଜନ କରିଥିଲେ । ଉଦ୍‌ଘାଟନୀ ସନ୍ଧ୍ୟାରେ ବଂଶୀ ଉପରେ ପଣ୍ଡିତ ରୋନୁ ମଜୁମଦାର, ଜେମ୍ବେରେ ଉସ୍ତାଦ୍ ତୋଫିକ୍ କୁରେଶି ଏବଂ…

କଙ୍ଗନାଙ୍କ ତେଜସ ଫିଲ୍ମର ରିଲିଜ ଡେଟ ଘୁଂଚିଲା

ମୁମ୍ବାଇ: ବଲିଉଡର କୁଇନ କଙ୍ଗନା ରାନାୱତଙ୍କ ଆଗାମୀ ଫିଲ୍ମ ତେଜସର ରିଲିଜ ଡେଟ ଘୁଂଚାଇ ଦିଆଯାଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଅକ୍ଟୋବର ବଦଳରେ ଏବେ ତେଜସ ଜାନୁୟାରୀ ୨୦୨୩ରେ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଅବଶ୍ୟ ଏ ନେଇ ମେକର୍ସଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି…

ଆଶୀକ ୩ରେ କାର୍ତିକ

ମୁମ୍ବାଇ: କାର୍ତିକ ଆର୍ଯ୍ୟନଙ୍କ ପ୍ରଶଂସକଙ୍କ ପାଇଁ ବଡ ଖବର । ଟିସିରିଜ ଓ ବିଶେଷ ଫିଲ୍ମସ ଆଶୀକ ୩ରେ ସେ ମୂଖ୍ୟ ଭୂମିକା କରିବାକୁ ଯାଉଛନ୍ତି । ୧୯୯୦ ଦଶକରେ ଚହଳ ସୃଷ୍ଟି କରିଥିବା ଆଶୀକ ଫିଲ୍ମର ପରବର୍ତୀ ସଂସ୍କରଣ ମଧ୍ୟ ସୁପରହିଟ ହୋଇଥିଲା । ଆଶୀକ ୩ର ନିର୍ଦ୍ଦେଶନା ଦାୟିତ୍ୱ ଅନୁରାଗ…