Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କେଦାରନାଥରେ ସୁଶାନ୍ତଙ୍କ ନାମରେ ହେବ ସେଲଫି ପଂଏଟ

ମୁମ୍ବାଇ:ଆରପାରିରେ ଥିବା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ଉତରାଖଣ୍ଡ ସରକାର ଏକ ସେଲଫି ପଂଏଟ କରିବା ପାଇଁ ନିଷ୍ପତି ନେଇଛନ୍ତି । ସୁଶାନ୍ତଙ୍କ ସ୍ମୃତିରେ ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ପର୍ଯ୍ୟଟନ ମନ୍ତ୍ରୀ ସତପାଲ ମହାରାଜା ଏହି…

ଶୁଟିଂ କରୁଥିବା ବେଳେ ଆହତ ହେଲେ ସାମନ୍ଥା-ବିଜୟ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଶ୍ଟ୍ରିର ଦୁଇ ଲୋକପ୍ରିୟ କଳାକାର ସାମନ୍ଥା ରୁଥ ପ୍ରଭୁ ଓ ବିଜୟ ଦେବରକୋଣ୍ଡା କୁଶୀ ଫିଲ୍ମ ଶୁଟିଂ ଅବସରରେ ଆହତ ହୋଇଛନ୍ତି । କଶ୍ମୀରର ପହଲାମ ଅଂଚଳରେ ଏକ ଷ୍ଟଂଟ ଦୃଶ୍ୟ ଶୁଟିଂ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଉଭୟ ଯେଉଁ କାରରେ ବସି ଶୁଟିଂ…

“ଦୃଷ୍ଟିକୋଣ” ସରିଲା ସ୍ପେଶାଲ୍ ସ୍କ୍ରିନିଂ, ଏବେ ରିଲିଜ୍‌କୁ ଅପେକ୍ଷା

ଭୁବନେଶ୍ୱର: ଓଲିଉଡରେ ବିପ୍ଳବ ଆଣିବ ଜଣାଶୁଣା ଫିଲ୍ମ ନିର୍ମାତା ଅକ୍ଷୟ ପରିଜାଙ୍କ ଆଗାମୀ ଫିଲ୍ମ "ଦୃଷ୍ଟିକୋଣ" । ମୁଖ୍ୟସ୍ରୋତକୁ ଫେରିବ କି ଓଡିଆ ଫିଲ୍ମ ଜଗତ ? ସମଗ୍ର ଓଡିଶାରେ ହଇଚଇ ସୃଷ୍ଟି କରିବା ସହ ଦର୍ଶକଙ୍କ ମନରେ ଉନ୍ମାଦନା ସୃଷ୍ଟି କରିଛି ବହୁଚର୍ଚ୍ଚିତ ଫିଲ୍ମ ଦୃଷ୍ଟିକୋଣ । ତେବେ…

ଜୁନ ୧ରେ ବିବାହ କରିବେ ଦୀପକ-ଜୟା: ସାମ୍ନାକୁ ଆସିଲା ବାହାଘର କାର୍ଡ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ଦୀପକ ଚାହର ଜୁନ ୧ରେ ଜୟାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଗତ ବର୍ଷ ଆଇପିଏଲ ଅବସରରେ ଜୟାକୁ ପ୍ରେମ ନିବେଦନ କରିଥିଲେ ଦୀପକ । ଅଭିନେତା ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ ହେଲେ ଜୟା । ସେ ଏକ ଟେଲିକମ କମ୍ପାନୀର ଡିଜିଟାଲ ମୁଖ୍ୟ…

ମାଏରାଙ୍କୁ ଫଲୋ କରିବାକୁ କହିଲେ ଅର୍ଜୁନ

ଭୁବନେଶ୍ୱର: ବଲିଉଡ ଅଭିନେତା ଆଗରୁ ଝିଅ-ପୁଅଙ୍କୁ ଫିଲ୍ମ ଯୋଗାଡ଼ କରିଦେଉଥିଲେ । ଏବେ ସୋସିଆଲ ମିଡିଆରେ ଫଲୋୟର୍ସ ବଢ଼ାଇବାକୁ ବି ଦାୟିତ୍ୱ ଭାବିନେଲେଣି । ଶୁକ୍ରବାର ମଡେଲ ତଥା ଅଭିନେତା ଅର୍ଜୁନ ରାମପଲ ଝିଅ ମାଏରାଙ୍କୁ ଫଲୋ କରିବାକୁ ନେଟିଜେନଙ୍କୁ ଅନୁରୋଧ କରିଛନ୍ତି । ମାଏରା…

ପୁନମ ଢ଼ିଲୋଁଙ୍କ ଝିଅ ପଲୋମା, ସନ୍ନୀ ଦେଓଲଙ୍କ ପୁଅ ରାଜବୀରଙ୍କୁ ନେଇ ଫିଲ୍ମ କରିବ ରାଜଶ୍ରୀ ପ୍ରଡକ୍ସନ

ମୁମ୍ବାଇ: ରାଜଶ୍ରୀ ପ୍ରଡକ୍ସନ ସନ୍ନି ଦେଓଲଙ୍କ ପୁତ୍ର ରାଜବୀର ଦେଓଲ ଓ ପୁନମ ଢ଼ିଲୋଁଙ୍କ ଝିଅ ପଲୋମାଙ୍କୁ ନେଇ ଏକ ଫିଲ୍ମ କରିବାକୁ ଯାଉଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଏହି ଫିଲ୍ମର ନିର୍ଦ୍ଦେଶନା ସୁରଜ ବଡଜାତ୍ୟାଙ୍କ ପୁତ୍ର ଅବନୀଶ ଦେବେ । ଫିଲ୍ମର ଟାଇଟଲ ଘୋଷଣା କରାଯାଇ ନ…

ଜନ୍ମ ଦିନରେ କେଜିଏଫ ଫେମ ପ୍ରଶାନ୍ତଙ୍କ ଫିଲ୍ମ ସାଇନ କଲେ ଜୁନିୟର ଏନଟିଆର

ମୁମ୍ବାଇ: ଫିଲ୍ମ ପ୍ରେମୀମାନଙ୍କ ପାଇଁ ଖୁସି ଖବର । ଆରଆରଆର ଓ କେଜିଏଫ ଚ୍ୟାପ୍ଟର ୨ ଫିଲ୍ମର ସଫଳତା ପରେ ଜୁନିୟର ଏନଟିଆର ଓ ପ୍ରଶାନ୍ତ ନୀଲ ଏକତ୍ର ହୋଇଛନ୍ତି । ଜୁନିୟର ଏନଟିଆରଙ୍କ ଜନ୍ମ ଦିିବସ ଅବସରରେ ଏହି ଫିଲ୍ମର ଘୋଷଣା କରାଯାଇଥିଲା । ଏନଟିଆର ୩୧ ଲେଖା ସହ ଏହାର ଫାର୍ଷ୍ଟ ଲୁକ ଜାରୀ…

ଓଡିଶାରେ ଡିଜନୀ ଷ୍ଟାର୍ ଲଂଚ କଲା ମନୋରଂଜନ ଟିଭି ଚ୍ୟାନେଲ୍ “ଷ୍ଟାର୍ କିରଣ”

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ବୃହତ ତଥା ମନୋରଂଜନ ଧର୍ମୀ ଟିଭି ନେଟୱାର୍କ ଡିଜନୀ ଷ୍ଟାର୍ । ଏହି ସଂସ୍ଥା ଓଡିଶାରେ ଏଣ୍ଟରଟେନମେଣ୍ଟ ଟିଭି ଚ୍ୟାନେଲ୍ ଷ୍ଟାର୍ କିରଣ ଲଂଚ କରିବା ନେଇ ଗତକାଲି ଘୋଷଣା କରିଥିଲା । ଆସନ୍ତା ମାସ ତଥା ଜୁନ୍ ୬ ତାରିଖଠୁ ଏହି ଟିଭି ଚ୍ୟାନେଲ୍ ଜରିଆରେ ଦର୍ଶକମାନେ…

ବିବାହ ପାଇଁ ଅର୍ଜୁନ ଆଶ୍ଚର୍ଯ୍ଯ

ଭୁବନେଶ୍ୱର : ବଲିଉଡରେ ସବୁଠାରୁ ଅଧିକ ଚର୍ଚ୍ଚିତ ଯୋଡିଙ୍କ ମଧ୍ୟରୁ ଅର୍ଜୁନ କପୁର ଏବଂ ମଲାଇକା ଏବେ ଆଗରେ। ମଲାଇକା ଏବଂ ଅର୍ଜୁନ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ଆନୁଷ୍ଠାନିକ ଭାବରେ ୨୦୧୯ରେ ସେମାନଙ୍କର ସମ୍ପର୍କ ଘୋଷଣା କରିଥିଲେ। ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବେ…

ବଲିଉଡ ଫିଲ୍ମ ନୁହେଁ ପାନ ମସଲା ବିଜ୍ଞାପନ କରିବେ ମହେଶ ବାବୁ

ଭୁବନେଶ୍ୱର: ବଲିଉଡ୍ ପାଖେ ସେତେ ଟଙ୍କା ନାହିଁ ଯେ ମହେଶ ବାବୁଙ୍କୁ ନେଇ ଫିଲ୍ମ କରିପାରିବ । ମେ ୧୦ ତାରିଖରେ ଏଭଳି ମନ୍ତବ୍ୟ ଦେଇ ବିବାଦ ଭିତରେ ଫସିଯାଇଥିଲେ ଏହି ଦକ୍ଷିଣ ଭାରତ ଅଭିନେତା । ପରେ ସ୍ପଷ୍ଟୀକରଣ ଦେବା ପରେ ନେଟିଜେନ୍ ତାଙ୍କ ଉପରେ କିଛି ମାତ୍ରା ଶିଥିଳ ହୋଇଥିଲେ । କିନ୍ତୁ…