Latest Odisha News

BREAKING NEWS

Browsing Category

ମନୋରଞ୍ଜନ

“ଲଭ ଗ୍ୟାରେଜ” ଓ “ପ୍ରେମ ଫର ସେଲ” ଚଳଚିତ୍ରର ଶୁଭ ମହୁରତ

ମୟୁରଭଞ୍ଜ: ସିନେମା ଜଗତକୁ ଫିକା କରିଦେଇଛି କରନା । କଟକଣା ଉଠିଲା ପରେ ପୁଣି ଚଳଚିତ୍ର ଜଗତରେ ନୂଆ ଆଶା ବାନ୍ଧିଛନ୍ତି ପ୍ରଯୋଜକ, ନିର୍ଦେଶକ ଏବଂ କଳାକାର। କରୋନା ଯୋଗୁଁ ଦୀର୍ଘ ଦିନରୁ ଅଟକି ରହିଥିବା ଓମ୍ ପ୍ରଡକ୍ସନର ଦୁଇଟି ଓଡ଼ିଆ ଚଳଚିତ୍ରର ଆଜି ବାରିପଦା ସ୍ଥିତି ହରିହର ମନ୍ଦିରରେ ଆଜି…

ନୀଳ ନୟନା ଐଶ୍ୱର୍ଯ୍ୟାଙ୍କ ଅପକମିଂ ଫିଲ୍ମ ‘ପୋନ୍ନିୟିନ୍‌ ସେଲ୍‌ଭାନ ଆଇ’ର ଫାଷ୍ଟ ଲୁକ୍ ରିଲିଜ

ମୁମ୍ବାଇ : ନୀଳ ନୟନା ଐଶ୍ୱର୍ଯ୍ୟା ରାୟଙ୍କ ଅପକମିଂ ଫିଲ୍ମ ''ପୋନ୍ନିୟିନ୍‌ ସେଲଭାନ୍ ଆଇ'' ର ଫାଷ୍ଟା ଲୁକ୍ ରିଲିଜ ହୋଇଯାଇଛି । ଏହି ପୋଷ୍ଟର ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଫିଲ୍ମର ରିଲିଜ ଡେଟ ମଧ୍ୟ ଘୋଷଣା ହୋଇଯାଇଛି । ୨୦୨୨ ସେପ୍ଟେମ୍ବର ୩୦ ତାରିଖରେ ଫିଲ୍ମଟି…

ବାପା ହେଲେ ଗାୟକ ଆଦିତ୍ୟ ନାରାୟଣ

ମୁମ୍ବାଇ: ଲୋକପ୍ରିୟ ଗାୟକ ଆଦିତ୍ୟ ନାରାୟଣ ଆଜି ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପତ୍ନୀ ଶ୍ୱେତା ଅଗ୍ରୱାଲ କନ୍ୟା ସନ୍ତାନ ଜନ୍ମ କରି ମୋ ଜୀବନରେ ଆହୁରି ଅଧିକ ଖୁସି ଆଣି ଦେଇଛନ୍ତି ବୋଲି ସେ କହିଛନ୍ତି । ମୋ ବନ୍ଧୁ ବାନ୍ଧବ ଏକ ପୁତ୍ର ସନ୍ତାନ ଚାହୁଁଥିଲେ, ମୁଁ କିନ୍ତୁ ମନେ ମନେ…

ଗଙ୍ଗାରେ ବାପି ଲାହିରିଙ୍କ ଅସ୍ଥି ବିସର୍ଜନ କଲେ ପରିବାର ଲୋକ

ମୁମ୍ବାଇ : ବାପି ଲାହିରିଙ୍କ ଅନ୍ତିମ ସଂସ୍କାର ସରିଯାଇଛି । ସେ ଆମ ଗ୍ରହଣରେ ଆଉ ନାହାନ୍ତି । ଗୁରୁବାର ଗଙ୍ଗା ନଦୀର ଆଉଟରାମ ଘାଟରେ ତାଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପରିବାର ଲୋକ । ବାପି ଲହରିଙ୍କ ପୁରା ପରିବାର ବର୍ଗ ଦମଦମ ବିମାନ ବନ୍ଦରରେ ପହଁଞ୍ଚିଥିଲେ । ସେହି ସମୟରେ ପାଖରେ ବିମାନ…

କରନଙ୍କ ବେଧଡକରେ ନୂଆ ମୁହଁ ଲକ୍ଷ୍ୟ, ଶାନାୟା, ଗୁରଫତେହ

ମୁମ୍ବାଇ: ବଲିଉଡର ପ୍ରତିଷ୍ଠିତ ଫିଲ୍ମମେକର କରନ ଜୋହର ୩ଜଣ ନୂଆ ମୁହଁଙ୍କୁ ନେଇ କରିବେ ବେଧଡକ ଫିଲ୍ମ । ଏ ନେଇ ସେ ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କୁ ଜଣାଇବା ସହ ଏହାର ପୋଷ୍ଟର ମଧ୍ୟ ଜାରୀ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେବେ ଶଶାଙ୍କ ଖୈତାନ । ୩ ନୂଆ ମୁହଁ ହେଲେ ଶାନାୟା କାପୁର, ଲକ୍ଷ୍ୟ…

ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ”ପୃଥ୍ୱୀରାଜ”ର ରିଲିଜ ଡେଟ୍ ବଦଳିଲା

ମୁମ୍ବାଇ : ବଲିଉଡ୍ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ''ପୃଥ୍ୱୀରାଜ'' ର ରିଲିଜ୍‌ ଡେଟ୍ ପୁଣି ବଦଳିଲା । ଅକ୍ଷୟଙ୍କ ଏହି ଫିଲ୍ମ ଜୁନ୍ ୩ରେ ରିଜିଜ ହେବ । ପୂର୍ବରୁ ଏହି ଫିଲ୍ମ ୨୦୨୨ ଜୁନ୍ ୧୦ରେ ରିଲିଜ ହେବାର ଥିଲା । ଘୋଷଣା ତାରିଖ ପୂର୍ବରୁ ଫିଲ୍ମ ରିଲିଜ ହେବ…

ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ରଣବୀର ଓ ଶ୍ରଦ୍ଧା , ଆସନ୍ତା ବର୍ଷ ହୋଲିରେ ରିଲିଜ ହେବ ଫିଲ୍ମ

ମୁମ୍ବାଇ : ବଡ ପରଦାରେ ଏକାଠି ନଜର ଆସିବେ ରଣବୀର କପୁରଙ୍କ ସହ ଶ୍ରଦ୍ଧା କପୁର । ଉଭୟ ଯୋଡିଙ୍କୁ ଏକାଠି ବଡ ପରଦାରେ ଦେଖିବା ପାଇଁ ଫ୍ୟାନ୍ ମାନଙ୍କ ଉତ୍ସାହ ବଢିବାରେ ଲାଗିଛି । ଏହି ଫିଲ୍ଲରେ ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ । ଫିଲ୍ମର ନାଁ ଏପର୍ଯ୍ୟନ୍ତ ଡିକ୍ଲାର ହୋଇନାହିାଁ ଆସନ୍ତା ବର୍ଷ…

ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ”ଝୁଣ୍ଡ”ର ସ୍କ୍ରିନିଂରେ ଇମୋସନାଲ୍ ହେଲେ ଆମୀର ଖାନ୍

ମୁମ୍ବାଇ : ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘'ଝୁଣ୍ଡ'’ର ସ୍କ୍ରିନିଂ ଦେଖି ଭାବବିହ୍ୱଳ ହେଲେ ଆମୀର ଖାନ୍ ।ଅମିତାଭ୍ ବଚ୍ଚନଙ୍କ ଅପକମିଂ ଫିଲ୍ମ ‘'ଝୁଣ୍ଡ'’ ର ସ୍କ୍ରିନିଂ ରିଲିଜର ଗୋଟିଏ ଦିନ ପୂର୍ବରୁ ରଖାଯାଇଥିଲା । ଏହି ସ୍କ୍ରିନିଂ ଚାଲିଥିବା ସମୟରେ ବଲିଉଡର ମିଷ୍ଟରପରଫେକ୍ସନ ଆମୀର…

ଏନସିବି ସ୍ପଷ୍ଟ କଲା, ଆର୍ଯ୍ୟନଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ କହିବା ମୂର୍ଖାମୀ

ମୁମ୍ବାଇ: ଅଭିନେତା ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁ ବିରୋଧରେ ତରବରିଆ ଭାବେ କୌଣସି ପ୍ରମାଣ ନାହିଁ କହିବା ମୂର୍ଖାମୀର ପରିଚୟ ବୋଲି ଏନସିବି ପକ୍ଷରୁ କୁହାଯାଇଛି । ଏହାର ତଦନ୍ତ କରୁଥିବା ଏସଆଇଟି ଆର୍ଯ୍ୟନଙ୍କ ଇଂଟରନ୍ୟାଶନାଲ ଡ୍ରଗ୍ସ କାରୋବାର ନେଇ କୌଣସି ଲିଙ୍କ ଥିବାର ପ୍ରମାଣ…

ଡବଲ୍ ଧମାକା ନେଇ ଖୁବଶୀଘ୍ର ଆସୁଛନ୍ତି ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ପ୍ରଯୋଜନା ମାମଲାରେ ଗିରଫ ହୋଇଥିଲେ ଶିଳ୍ପାଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ତଥାପି ଭାଙ୍ଗିନପଡି ଆଗକୁ ବଢିଥିଲେ ଶିଳ୍ପା ସେଟ୍ଟୀ । ଡାନ୍ସ ରିୟାଲିଟି ସୋ’ରେ ଜଜ୍ ଭାବେ ପୁଣି ହାତେଇଥିଲେ ଆସନ, ଆରମ୍ଭ କରିଛନ୍ତି ଟକ୍ ସୋ ‘ସେପ୍ ଅଫ୍ ୟୁ’ । ଯାହା ଜଣାପଡୁଛି ଚଳିତବର୍ଷ…