Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବାହା ହେବା ପାଇଁ କାର୍ତିକଙ୍କୁ ୨୦ କୋଟି ଟଙ୍କାର ଅଫର !

ମୁମ୍ବାଇ: ବଲିଉଡର ଉଦୀୟମାନ ଏବଂ ଲୋକପ୍ରିୟ କଳାକାର କାର୍ତିକ ଆର୍ଯ୍ୟନଙ୍କୁ ତାଙ୍କର ଏକ ମହିଳା ପ୍ରଶଂସିକା ବାହା ହେବା ପାଇଁ ୨୦ କୋଟି ଟଙ୍କାର ଅଫର ଦେଇଛନ୍ତି । ଏହାର ଉତରରେ କାର୍ତିକ ଲେଖିଛନ୍ତି କେବେ ? ଏହା ପରେ ପ୍ରଶଂସିକା ଜଣଙ୍କ ହସର ଇମୋଜି ଶେୟାର କରିଛନ୍ତି । କାର୍ତିକ ଏକ…

ବାହାଘରରେ ପିନ୍ଧିଥିବା ଶାଢ଼ୀ ବି ଫେରାଇବେ ସାମନ୍ଥା !

ମୁମ୍ବାଇ: ଦକ୍ଷିଣ ଭାରତ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ଗତ ବର୍ଷ ଅକ୍ଟୋବରରେ ଘଟିଥିଲା । ସାମନ୍ଥା ବିବାହ ଏବଂ ନାଗା ଚୈତନ୍ୟଙ୍କ ପରିବାର ସହ ଜଡିତ ସମସ୍ତ ସାମଗ୍ରୀ ଫେରାଇବାରେ ଲାଗିଛନ୍ତି । ଏପରିକି ପ୍ରକାଶିତ ରିପୋର୍ଟ ଅନୁସାରେ ବିବାହ ଦିନ ସେ…

ସ୍ୱୟମ୍ବର ପାଇଁ ମିକା ନେଇଛନ୍ତି ୫୦ କୋଟି !

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ମିକା ସିଂଙ୍କ ସ୍ୱୟମ୍ବର ଏବେ ପ୍ରଶଂସକ ମହଲରେ ଚର୍ଚ୍ଚାର କାରଣ ସାଜିଛି । ରିପୋର୍ଟ ମୁତାବକ ମିକା ଏହି କାର୍ଯ୍ୟକ୍ରମ ପାଇଁ ୫୦ କୋଟି ଟଙ୍କା ନେଇଛନ୍ତି । ଅବଶ୍ୟ ଏ ନେଇ ଶୋର ନିର୍ମାତା କିମ୍ବା ମିକାଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ଜାରୀ କରାଯାଇ ନାହିଁ ।…

ମାର୍ଚ୍ଚ ୩୧ରେ ରିଲିଜ ହେବ ରିଷି କାପୁରଙ୍କ ଶେଷ ଫିଲ୍ମ ଶର୍ମାଜୀ ନମକୀନ

ମୁମ୍ବାଇ: ମହାନ ଅଭିନେତା ରିଷି କାପୁରଙ୍କ ଅନ୍ତିମ ଫିଲ୍ମ ଶର୍ମାଜୀ ନମକୀନ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ମାର୍ଚ୍ଚ ୩୧ରେ ଏହା ଆମାଜନ ପ୍ରାଇମରେ ରିଲିଜ ହେବ ବୋଲି ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଫିଲ୍ମର ଶୁଟିଂ ଅଧା ହୋଇଥିବା ବେଳେ ରିଷିଙ୍କ ଏପ୍ରିଲ ୨୦୨୦ରେ ନିଧନ ହୋଇ…

[ଭିଡିଓ]ବାଦଶାହଙ୍କ ନୂଆ ସଙ୍ଗ୍ ”ତବାହୀ” ରିଲିଜ୍ , ତମନ୍ନାଙ୍କ ସହ ବାଦଶାହଙ୍କ ଜବରଦସ୍ତ କେମେଷ୍ଟ୍ରି

ମୁମ୍ବାଇ : ବଲିଉଡ୍ ସିଙ୍ଗର ବାଦଶାହ ଲଗାତର ସୁପରହିଟ୍ ଗୀତ ଦେଇ ଆସୁଛନ୍ତି । ତାଙ୍କ ଗୀତ ବଲିଉଡରେ ଧୁମ୍ ମଚଉଛି । ଜୁଗ୍ନୁର ଜବରଦସ୍ତ ସଫଳତା ପରେ ଏବେ ବାଦଶାହଙ୍କ ମ୍ୟୁଜିକ୍ ଭିଡିଓ ''ତବାହୀ'' ରିଲିଜ୍ ହୋଇଛି ।ଏହି ଗୀତରେ ବାଦଶାହଙ୍କ ସହ ତମନ୍ନା ଭାଟିଆଙ୍କ ଜବରଦସ୍ତ କେମେଷ୍ଟ୍ରି…

ସାରେଗାମାପା ସହ ୧୫ ବର୍ଷର ସମ୍ପର୍କ କାଟିଲେ ଆଦିତ୍ୟ ନାରାୟଣ

ମୁମ୍ବାଇ: ସିଙ୍ଗିଙ୍ଗ ରିଆଲିଟି ସୋ’ ସାରେଗାମାପ ସହ ୧୫ ବର୍ଷର ସମ୍ପର୍କ କାଟିଲେ ଉଦିତ ନାରାୟଣ । ହୋଷ୍ଟ ଭାବରେ ଏହି ସୋ’କୁ ବାଏ ବାଏ କହିଛନ୍ତି । ଇନଷ୍ଟାଗ୍ରାମରେ ନିଜେ ଏହି ଘୋଷଣା କରିଛନ୍ତି ଉଦିତ ନାରାୟଣ । ତାଙ୍କୁ ୧୮ ବର୍ଷ ହୋଇଥିବା ବେଳେ ସାରେଗାମାପା ରିଆଲିଟି ସୋରେ ସେ ହୋଷ୍ଟ…

ହଲିଉଡରେ ଏଣ୍ଟ୍ରି ମାରିବେ ଆଲିୟା

ମୁମ୍ବାଇ: ବଲିଉଡ ପରେ ହଲିଉଡରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ଆଲିୟା ଭଟ୍ଟ । ଖୁବଶୀଘ୍ର ହଲିଉଡ ପ୍ରୋଜେକ୍ଟରେ ସେ କାମ କରିବେ । ସ୍ପାଇ ଥ୍ରୀଲର ଫିଲ୍ମ ହାର୍ଟ ଅଫ୍ ଷ୍ଟୋନରେ ଅଭିନୟର ଯାଦୁ ଦେଖାଇବେ ସୁନ୍ଦରୀ ଆଲିୟା । ହଲିଉଡ ଅଭିନେତା ଗଲ୍ ଗଡୋଟଙ୍କ ସହ ନଜର ଆସିବେ । ଏହି ଫିଲ୍ମର…

ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ହ୍ରିତିକ୍ , ଗର୍ଲଫ୍ରେଣ୍ଡ ସବାଙ୍କ ଗୀତ ଶୁଣି ହେଲେ ଫିଦା

ମୁମ୍ବାଇ : ହ୍ୟାଣ୍ଡ ସମ୍ ହଙ୍କ୍ ହ୍ରିତିକ ରୋଶନ ଏବେ ପର୍ସିନାଲ ଲାଇଫକୁ ନେଇ ବେଶ୍ ଚର୍ଚ୍ଚାରେ । ଶୁଣିବାକୁ ମିଳିଛି କୁଆଡେ ହ୍ରିତିକ୍ ଗାୟିକା ସବା ଆଜାଦଙ୍କୁ ଡେଟ୍ କରୁଛନ୍ତି ।ଉଭୟଙ୍କ ଫଟୋ ଏବେ ସୋସିଆଲ ମଡିଆେରେ ବେଶ୍ ଭାଇରାଲ ହେଉଛି । ସବା ଜଣେ ଫେମସ୍ ଗାୟିକା । ତାଙ୍କ ବଙ୍ଗାଳୀ ଗୀତ…

ଆଜି ଅନୁପମଙ୍କ ଜନ୍ମଦିନ, ୬୭ ବୟସରେ ଶରୀର ଦେଖି ପ୍ରଶଂସକ ଚକିତ

ମୁମ୍ବାଇ: ବଲିଉଡର ମହାନ କଳାକାର ଶ୍ରେଣୀରେ ସାମିଲ ଅନୁପମ ଖେରଙ୍କ ଆଜି(ମାର୍ଚ୍ଚ ୭) ଜନ୍ମ ଦିନ । ୬୭ ବର୍ଷରେ ଅନୁପମଙ୍କ ନୂତନ ଟ୍ରାନ୍ସଫରମେସନ ଦେଖି ପ୍ରଶଂସକମାନେ ଚକିତ ହୋଇ ଉଠିଛନ୍ତି । ସେ ତାଙ୍କର ଏହି ଫିଟ ବଡି ସୋସିଆଲ ସାଇଟରେ ଶେୟାର କରିବା ସହ ନିଜକୁ ନିଜେ ଜନ୍ମ ଦିବସର ଶୁଭେଚ୍ଛା…

ଅମିତାଭଙ୍କ ପରେ ଅମୀରଙ୍କ ସହ ଫିଲ୍ମ କରିବା ନେଇ ଆଗ୍ରହ ପ୍ରକାଶ କଲେ ଝୁଣ୍ଡ ନିର୍ଦ୍ଦେଶକ

ମୁମ୍ବାଇ: ଅମିତାଭ ବଚ୍ଚନ ଅଭିନୀତ ଝୁଣ୍ଡ ଫିଲ୍ମ ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ଏପରି କି ଅମିତାଭଙ୍କ ଭଲ ଫିଲ୍ମ ମଧ୍ୟରେ ଏହା ଗୋଟିଏ ହେବ ବୋଲି ସମୀକକ୍ଷମାନେ କହିଛନ୍ତି । ୩ଥର ଜାତୀୟ ଫିଲ୍ମ ପୁରସ୍କାର ବିଜେତା ନାଗରାଜ ମଂଜୁଲେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ । ଝୁଣ୍ଡ…