Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କାଚା ବାଦାମ୍ ଫେମ୍ ସିଙ୍ଗର୍ ଭୁବନ ବାଦ୍ୟକର

ଭୁବନେଶ୍ୱର: ଶଯ୍ୟାଶାୟୀ ସୋସିଆଲ୍ ମିଡିଆ ସେନ୍ସେସନ୍ ତଥା କାଚା ବାଦାମ୍ ଫେମ୍ ସିଙ୍ଗର୍ ଭୁବନ ବାଦ୍ୟକର୍ । ଗତ ସୋମବାର ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ରହିଛି । ତାଜା ସୂଚନା ଅନୁଯାୟୀ ତାଙ୍କ ଛାତିରେ ଆଘାତ ଲାଗିଥିବା ଜଣାପଡିଛି । ଗତକାଲି ନୂଆ…

ବିଦ୍ୟା ବାଲନଙ୍କ ଅପକମିଂ ଫିଲ୍ମ ‘ଜଲସା’ର ପୋଷ୍ଟର ରିଲିଜ

ମୁମ୍ବାଇ : ବିଦ୍ୟା ବାଲନଙ୍କ ଅପକମିଂ ଫିଲ୍ମ 'ଜଲସା'ର ପୋଷ୍ଟର ରିଲିଜ ହୋଇଯାଇଛି । ଏହି ମୁଭିଟିର ନିର୍ଦ୍ଦେଶନା ଶୁରେସ ତ୍ରୀବେଣୀ ଦେଇଛନ୍ତି । ଫିଲ୍ମରେ ବିଦ୍ୟା ବାଲନ୍ , ସୈଫାଲି ଶାହ,ମାନବ କୌଲ,ରୌହିଣି ହଟଗଡି , ଇକବାଲ ଖାନ୍ , ବିଧାତ୍ରୀ ବନ୍ଦୀ, ଶ୍ରୀକାନ୍ତ ମୋହନ, ସଫନ ରଟେଲ ଏବଂ…

ମେ ୨୭ରେ ରିଲିଜ ହେବ କଙ୍ଗନାଙ୍କ ଧାକଡ

ମୁମ୍ବାଇ: କୁଇନ କଙ୍ଗନା ରାନାୱତଙ୍କ ବହୁ ଚର୍ଚ୍ଚିତ ଆକ୍ସନ ଫିଲ୍ମ ଧାକଡର ନୂତନ ରିଲିଜ ତାରିଖ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ମେ ୨୭ରେ ଧାକଡ ଥିଏଟରରେ ମୁକ୍ତିଲାଭ କରିବ ବୋଲି କଙ୍ଗନା ସୋସିଆଲ ସାଇଟ ମାଧ୍ୟମରେ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ଏଜେଂଟ ଅଗ୍ନିର ଫୋର୍ସକୁ କେହି…

ଅପକମିଂ ଫିଲ୍ମ ‘ଫାଇଟର’ରେ ପ୍ରଥମ ଥର ପାଇଁ ହ୍ରିତିକ୍ ରୋଶନଙ୍କ ସହ ନଜର ଆସିବେ ଦୀପିକା

ମୁମ୍ବାଇ : ପ୍ରଥମ ଥର ପାଇଁ ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ସହ ସ୍କ୍ରିନ ସେୟାର କରିବେ ବଲିଉଉ ବିୟୁଟି ଦୀପିକା ପଦୁକୋନ୍ । ଅପକମିଂ ବଲିଉଡ୍ ଫିଲ୍ମ ‘ଫାଇଟର’ରେ ହ୍ରିତିକ ରୋସନଙ୍କ ସହ ଦୀପିକା ନଜର ଆସିବେ । ଏହି ମୁଭିର ସୁଟିଂ କୁ ନେଇ ବ୍ୟସ୍ତ ଅଛି ଟିମ୍ । ଏହି ''ଫାଇଟର''…

ପୁଷ୍ପାକୁ ପଛରେ ପକାଇଲା ଭାଲିମାଇ

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରି ଗୋଟିଏ ପରେ ସୁପରହିଟ ଫିଲ୍ମ ଦେଇ ବଲିଉଡକୁ ପଛରେ ପକାଇ ଦେଇଛି । ବାହୁବଳୀଠାରୁ ଆରମ୍ଭ କରି ଅନ୍ନାଥେ, ପୁଷ୍ପା ଦି ରାଇଜିଂ ଷ୍ଟାର ଏହାର ଜ୍ୱଳନ୍ତ ଉଦାହରଣ । ଶୁକ୍ରବାର ରିଲିଜ ହୋଇଥିବା ଅଜିତ କୁମାର, ହୁମା କ୍ୟୁରେଶୀ ଅଭିନୀତ ଭାଲିମାଇ ଫିଲ୍ମ…

ଫିଲ୍ମ “ବିଶ୍ୱନାଥ“ରେ ନଜର ଆସିବେ ମିହିର ଦାସ ଓ ସଲିଳ ମିତ୍ର, ଟ୍ରେଲର୍ ଲୋକାର୍ପିତ

ଭୁବନେଶ୍ୱର: ଓଲିଉଡର ତାଜା ଖବର । ବହୁଦିନ ଅପେକ୍ଷାର ଅନ୍ତ ଘଟାଇ ରିଲିଜ୍ ହେଲା ଫିଲ୍ମ ବିଶ୍ୱନାଥର ଟ୍ରେଲର୍ । ଭୁବନେଶ୍ୱରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଫିଲ୍ମର ଟ୍ରେଲର୍ ରିଲିଜ୍ ହୋଇଥିଲାବେଳେ ଅତିଥୀ ଭାବେ ଷ୍ଟାରକାଷ୍ଟ ଓ ଅନ୍ୟ ଜଣାଶୁଣା ବ୍ୟକ୍ତିତ୍ୱ ନଜର ଆସିଥିଲେ । ଉପସ୍ଥିତ…

ଅନୁରାଗଙ୍କ ଆଗାମୀ ଫିଲ୍ମରେ ହଲିଉଡ ଷ୍ଟାରଙ୍କ ସହ ଅଭିନୟ କରିବେ ଟାଇଗର

ମୁମ୍ବାଇ: ଆକ୍ସନ ହୀରୋ ଭାବେ ଟାଇଗର ଶ୍ରଫ ବଲିଉଡରେ ସ୍ୱତନ୍ତ୍ର ଛାପ ଛାଡି ସାରିଛନ୍ତି । ପ୍ରାୟ ଅଧିକାଂଶ ଫିଲ୍ମମେକର ତାଙ୍କ ସହ କାମ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଅକ୍ଷୟ କୁମାର ଅଭିନୀତ କେସରୀ ଫିଲ୍ମ ଫେମ ନିର୍ଦ୍ଦେଶକ ଅନୁରାଗ ସିଂ ତାଙ୍କ ଆଗାମୀ ଫିଲ୍ମ ପାଇଁ ଜୋରଦାର…

ମୁକ୍ତିଲାଭ ଅପେକ୍ଷାରେ ଓଲିଉଡ୍ ଫିଲ୍ମ ଦୃଷ୍ଟିକୋଣ, ଚର୍ଚ୍ଚାରେ ନବାଗତା ଲିଜା ନାୟକ

ଭୁବନେଶ୍ୱର: ରିଲିଜ୍ ଅପେକ୍ଷାରେ ରହିଛି ଓଲିଉଡର ବିଗ୍ ବଜେଟ୍ ମୁଭି ଦୃଷ୍ଟିକୋଣ । ଅକ୍ଷୟ ପରିଜା ପ୍ରଡକ୍ସନ୍ସ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମରେ ଜଣେ ଓଡିଆ ଅଭିନେତ୍ରୀ ଡେବ୍ୟୁ କରିଛନ୍ତି । ଚଳଚ୍ଚିତ୍ର ଦୁନିଆରେ ସେ ନୂଆ ଚେହେରା ହୋଇଥିଲେ ହେଁ, ଅଭିନୟ ଦୁନିଆରେ କିନ୍ତୁ ସେ ଅଜଣା…

ଠକ ସୁକେଶଙ୍କ ଟାର୍ଗେଟରେ ଥିଲେ ସାରା, ଜାହ୍ନବୀ, ଭୂମି !

ମୁମ୍ବାଇ: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ପରେ ୨୦୦ କୋଟି ଟଙ୍କାର ଠକେଇ କରିଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ନଜର ପଡିଥିଲା ସାରା ଅଲୀ ଖାଁ, ଜାହ୍ନବୀ କାପୁର ଓ ଭୂମି ପେଡେନକର । ଇଡି ତଦନ୍ତରୁ ଏହି ଚାଂଚଲ୍ୟକର ତଥ୍ୟ ସମ୍ମୁଖକୁ ଆସିଛି । ମେ ୨୧ରେ ସାରାଙ୍କୁ ହ୍ୱାଟସଆପରେ ମେସେଜ ପଠାଇଥିଲା ।…

ମହେଶ ମଂଜ୍ରେକରଙ୍କ ବିରୋଧରେ ରୁଜୁ ହେଲା କେସ

ମୁମ୍ବାଇ: ମହାରାଷ୍ଟ୍ର ପୋଲିସ ଫିଲ୍ମମେକର ଓ ଅଭିନେତା ମହେଶ ମଂଜ୍ରେକରଙ୍କ ବିରୋଧରେ ଆଇପିସି ଧାରା ୨୯୨, ୩୪, ପୋକ୍ସ ଧାରା ୧୪, ଆଇଟି ଧାରା ୬୭, ୬୭ବି ଅନୁସାରେ କେସ ରୁଜୁ କରାଯାଇଛି । ମରାଠୀ ଫିଲ୍ମ ନାୟ ଭାରନ ଭାତ ଲୋଂଚା କୋନ ନାୟ କୋଂଚାରେ ନାବାଳକଙ୍କ ସହ ଆପତିଜନକ ଦୃଶ୍ୟ ଶୁଟିଂ କରିବା…