Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅପକମିଂ ରୋମାଣ୍ଟିକ୍ ଫିଲ୍ମର ଫଟୋ ସୋସିଆଲ ମିଡିଆରେ ସେୟାର କଲେ ଭିକି-ସାରା

ମୁମ୍ବାଇ : ଆସୁଛି ବଲିଉଡ ବିୟୁଟି ସାରା ଅଲ୍ଲୀ ଖାନ୍ ଓ ଭିକି କୌଶଲଙ୍କ ନୂଆ ମୁଭି । ଏହି ଫିଲ୍ମର ଏକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଉଭୟ ଷ୍ଟାରକାଷ୍ଟ ସେୟାର କରିଛନ୍ତି ।ଏହି ଫିଲ୍ମର ନିର୍ଦ୍ଦେଶନା ଲକ୍ଷ୍ମଣ ଉଟେକର ଦେଇଛନ୍ତି ।ସେପଟେ ଏହି ଫିଲ୍ମର ନାଁ ଏର୍ପ୍ୟନ୍ତ ଜଣାପଡିନଥିବା ବେଳେ…

ଏକାଠି ଟିିଭି ପରଦାରେ ନଜର ଆସିବେ ସୁପରଷ୍ଟାର ଅନୁଭବଙ୍କ ସହ ରଚନା ବାନାର୍ଜୀ

ଭୁବନେଶ୍ୱର : ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଟିଭି ପରଦାରେ ଏକାଠି ନଜର ଆସିବେ ଅଭିନେତା ଅନୁଭବ ଓ ଅଭିନେତ୍ରୀ ରଚନା ବାନାର୍ଜୀ । କୌଣସି ବଡ ପରଦା ବା ନୂଆ  ଫିଲ୍ମ ପ୍ରୋଜେକ୍ଟରେ ନୁହେଁ ।ଏବେ ଆରମ୍ଭ ହୋଇଥିବା ପପୁଲାର ରିଆଲିଟି ସୋ ‘ଦାଦାଗିର ’ ରେ ଏକ ଏପିସୋଡରେ ରଚନା ବାନାର୍ଜୀଙ୍କୁ…

ହାପି ବାର୍ଥ ଡେ’ ଶ୍ରୁତି ହାସନ

ମୁମ୍ବାଇ : ଆଜି ହେଉଛି ତାମିଲ ବିୟୁଟି ଶ୍ରୁତି ହାସନଙ୍କ ବର୍ଥ ଡେ' । ୩୬ ବର୍ଷ ବୟସରେ ପାଦ ଥାପିଛନ୍ତି  ଶ୍ରୁତି । ନିଜ ଜନ୍ମ ଦିନକୁ ନିଆରା ଢଙ୍ଗରେ ସେଲିବ୍ରେସନ କରୁଛନ୍ତି ଶ୍ରୁତି । ଏନେଇ ସୋସିଆଲ ମିଡିଆରେ ଶ୍ରୁତି ନିଜର ଫଟୋ ପୋଷ୍ଟ କରିବା ସହତି ତାଙ୍କୁ ଜନ୍ମ ଦିନ ନେଇ ଶୁଭେଚ୍ଛା…

ଘୁଞ୍ଚିଲା ଆଲିଆଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ରିଲିଜ ଡେଟ

ମୁମ୍ବାଇ : ବହୁ ପ୍ରତୀକ୍ଷିତ ଓଲିଉଡ ଫିଲ୍ମ 'ଗଙ୍ଗୁବାଇ କାଠିଆୱାଡି'ର ରିଲିଜ ଡେଟ ଘୋଷଣା କରାଯାଇଛି । ଆଲିଆଭଟଙ୍କ ଏହି ଷ୍ଟାର ଫିଲ୍ମ ଜାନୁଆରୀ ଶେଷକୁ ରିଲିଜ ହେବାକୁ ଥିଲା । ହେଲେ ଏହି ଫିଲ୍ମର ରିଲିଜ ଡେଟ  ଫେବୃଆରୀ ୨୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । କରୋନା ସଂକ୍ରମଣ ବୃଦ୍ଧି ସହ ଥିଏଟର…

ବିବାଦୀୟ ବୟାନ ଦେଇ ଅଡୁଆରେ ଶ୍ୱେତା: ରୁଜୁ ହେଲା ଏଫଆଇଆର

ମୁମ୍ବାଇ: ବିବାଦୀୟ ବୟାନ ଦେଇ ଅଡୁଆରେ ପଡିଛନ୍ତି ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ । ମଙ୍ଗଳବାର ତାଙ୍କ ବିରୋଧରେ ଭୋପାଳର ଶ୍ୟାମଳା ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଛି । ପୂର୍ବରୁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତମ ମିଶ୍ର ଘଟଣାର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । କଣ କହିଥିଲେ…

ପୁଅ-ବୋହୂଙ୍କ ଛାଡ଼ପତ୍ର ନେଇ ମୁହଁ ଖୋଲିଲେ ନାଗାର୍ଜୁନ

ମୁମ୍ବାଇ: ପୁଅ-ବୋହୂଙ୍କ ଛାଡ଼ପତ୍ର ନେଇ ଦକ୍ଷିଣୀ ସୁପରଷ୍ଟାର ନାଗାର୍ଜୁନ ଆଜି ମୁହଁ ଖୋଲିଛନ୍ତି । କେତେକ ଟିଭି ଚ୍ୟାନେଲ ଓ ୱେବ ଚ୍ୟାନେଲରେ ତାଙ୍କ ପୁଅ ନାଗା ଚୈତନ୍ୟ ଓ ବୋହୂ ସାମନ୍ଥାଙ୍କ ଛାଡ଼ପତ୍ରକୁ ନେଇ ଖବର ପ୍ରଚାର ପ୍ରସାର କରିଥିଲେ । ହେଲେ ଏହାକୁ ନାଗାର୍ଜୁନ ମିଛ ବୋଲି ସ୍ପଷ୍ଟ…

୧୧ ବର୍ଷ ପୁନର୍ବାର ଏକତ୍ର ଅଭିନୟ କରିବେ ସୁନୀଲ, ସଞ୍ଜୟ

ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଭେଟେରାନ ଆକ୍ସନ ହୀରୋ ସଞ୍ଜୟ ଦତ ଓ ସୁନୀଲ ସେଟ୍ଟୀ ପୁନର୍ବାର ଏକତ୍ର ଅଭିନୟ କରିବାକୁ ଯାଉଛନ୍ତି । ଶେଷ ଥର ଉଭୟ ନୋ ପ୍ରୋବ୍ଲେମ ଫିଲ୍ମରେ ଅଭିନୟ କରିଥିଲେ । ୟମଲା ପଗଲା ଦିୱାନା ଫେମ ସମୀର କର୍ଣ୍ଣିକ ଏହି ଫିଲ୍ମର…

5G ନେଟୱାର୍କିଂ ମାମଲାରେ ଜୁହିଙ୍କୁ ଆଶ୍ୱସ୍ତି, ୨୦ ଲକ୍ଷ ଟଙ୍କା ଜରିମାନାକୁ ୨ ଲକ୍ଷ କଲେ ହାଇକୋର୍ଟ

ଦିଲ୍ଲୀ :୫ଜି ନେଟୱାର୍କିଂ ମାମଲାରେ ଜୁହିଙ୍କୁ ଆଶ୍ୱସ୍ତି ।୫ ଜି ନେଟୱାର୍କିଂ ମାମଲାରେ ଅଭିନେତ୍ରୀ ଜୁହି ଚାୱଲାଙ୍କ ଉପରେ କରାଯାଇଥିବା ୨୦ ଲକ୍ଷ ଟଙ୍କା ଜରିମାନାକୁ ହ୍ରାସ କରିଛନ୍ତି ହାଇକୋର୍ଟ । ଏହି ଜରମାନାକୁ ଦିଲ୍ଲୀ ହାଇକୋର୍ଟ ୨ ଲକ୍ଷ ଟଙ୍କାକୁ ହ୍ରାସ କରିଛନ୍ତି । ଏହା ସହିତ କିଛି…

କାହାକୁ ବିବାହ କଲେ ଅଭିନେତ୍ରୀ ମୌନୀ ରୟ ?

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିବାହ କଲେ ଟେଲି ତଥା ଟିଭି ଅଭିନେତ୍ରୀ ମୌନୀ ରୟ । ନିକଟରେ ମୌନୀଙ୍କର ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ସାଉଣ୍ଟିଛି । ସୁରଜ ନାମ୍ବିଆର୍ ନାମକ ଜଣେ ଦୁବାଇର ବିଜନେସ୍ ମ୍ୟାନ୍ ତଥା ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କର୍‌ଙ୍କ ହାତ…

ଶେହନାଜ୍ ଗିଲଙ୍କ ବର୍ଥ ଡ଼େ

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲଙ୍କୁ କିଏ ବା ନଜାଣିଛି । ନିଜର ଅଭିନୟ ଦ୍ୱାରା ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିିତିଥିବା ଶେହନାଜ୍ ତାଙ୍କ ଚୁଲବୁଲି ଅନ୍ଦାଜ ପାଇଁ ବେଶ୍ ପରିଚିତ ହୋଇପାରିଛନ୍ତି । ବିଗ ବସରେ ‘ପଞ୍ଜାବ କି କ୍ୟାଟରୀନା’ ନାମରେ ପ୍ରସିଦ୍ଧ ଲାଭ କରିଥିବା ଶେହନାଜଙ୍କ ଟିଭି…