Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସରିଲା ସୁଟିଂ; ରିଲିଜ ଅପେକ୍ଷାରେ ଐଶ୍ୱର୍ଯ୍ୟାଙ୍କ ‘ପୋନିୟିନ୍ ସେଲଭାନ୍’

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟଙ୍କ ଆଗାମୀ ଚଳଚ୍ଚିତ୍ର 'ପୋନିୟିନ୍ ସେଲଭାନ୍'ର ସୁଟିଂ ଶେଷ ହୋଇଛି। ଐଶ୍ୱର୍ଯ୍ୟା  ଫିଲ୍ମର ଏକ ପୋଷ୍ଟର ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି। ଏହା ସହ ଫିଲ୍ମ କେବେ ରିଲିଜ ହେବ ତାହା ମଧ୍ୟ ପ୍ରଶଂସକଙ୍କୁ ଜଣାଇଛନ୍ତି। ନିକଟରେ ଐଶ୍ୱର୍ଯ୍ୟା ଫିଲ୍ମର ସୁଟିଂ…

ସସ୍‌ପେନ୍ସ ବଢାଉଛି ଶିଳ୍ପାଙ୍କ ପୋଷ୍ଟ

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ଓ ଭିଡିଓ ନିର୍ମାଣ ଓ ପ୍ରସାରଣ ଦୁର୍ନୀତିକୁ ନେଇ ରାଜ କୁନ୍ଦ୍ରାଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଲିଉଡ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଶନିବାର ଦିନ, ସେ ନିଜ ଇନ୍‌ଷ୍ଟାରେ ଉଲ୍ଲେଖ…

ବଢୁଛି ଅଭିନେତା ସୋନୁ ସୁଦଙ୍କ ଅଡୁଆ; ଗୁମର ଖୋଲୁଛି ଆୟକର ବିଭାଗର

ନୂଆଦିଲ୍ଲୀ: ବଢିବାରେ ଲାଗିଛି ଅଭିନେତା ସୋନୁ ସୁଦଙ୍କ ଅଡୁଆ। ସୋନୁଙ୍କ ବାସଭବନରେ ଆୟକର ବିଭାଗର ୨ ଦିନିଆ ଚଢଉ ପର ଶନିବାର ଆୟକର ବିଭାଗ କହିଛି ଯେ ସୋନୁ ସୁଦଙ୍କ ବିରୋଧରେ ୨୦ କୋଟି ଟଙ୍କାରୁ ଅଧିକ ଟିକସ ଛାଡ ମାମଲା ସାମ୍ନାକୁ ଆସିଛି। ଆୟକର ବିଭାଗ କହିଛି ଯେ (ଏଫସିଆରଏ) ର ଉଲ୍ଲଂଘନ…

ଟାଇଗରଙ୍କ ଲୁକ୍‌କୁ କରୀନାଙ୍କ ସହ ତୁଳନା କରିବା ନେଇ ଟ୍ରୋଲର୍‌ଙ୍କ ଉପରେ ବର୍ଷିଲେ ଜ୍ୟାକି ଶ୍ରଫ୍‌

ନୂଆଦିଲ୍ଲୀ: ସଲମାନ ଖାନଙ୍କ 'ରାଧେ'ରେ ଜ୍ୟାକି ଶ୍ରପ୍‌ଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ତେବେ ଜ୍ୟାକି ଶ୍ରଫ୍‌ଙ୍କ ପୁଆ ଟାଇଗର୍‌ ଲୁକ୍‌କୁ ନେଇ ଟ୍ରୋଲର୍‌ଙ୍କ ମନ୍ତବ୍ୟ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଜ୍ୟାକି। ଟ୍ରୋଲ୍‌ର ଟାଇଗର୍‌ଙ୍କ ଲୁକ୍‌କୁ କରୀନା କପୁରଙ୍କ ସହ…

ଜିୟା ଖାନ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚକୁ କୋର୍ଟଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଳ୍ଲୀ: ବହୁଚର୍ଚ୍ଚିତ ବଲିଉଡ ଅଭିନେତ୍ରୀ ଜିୟା ଖାନଙ୍କ ଆତ୍ମହତ୍ୟା ମାମଲାର ଅଧିକ ଯାଞ୍ଚ ପାଇଁ ଅନୁମତି ମାଗିଥିବା ଆବେଦନକୁ ଗୁରୁବାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଖାରଜ କରିଦେଇଛନ୍ତି। ଏହି ମାମଲାର ଶୁଣାଣି ଚାଲିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ଜିୟାଙ୍କ ମା ରବିୟା…

ଅଭିନେତା ନୁହେଁ ଆଇଏଫ୍‌ଏସ୍‌ ଅଧିକାରୀ ହେବାକୁ ଚାହୁଁଥିଲେ ବିଗ୍‌ ବି

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ କୌନ ବନେଗା କରୋଡ୍‌ପତି ୧୩ ଉପସ୍ଥାାପନା କରୁଛନ୍ତି। ତେବେ ଆପଣ ଜାଣିଛନ୍ତି କି ଅମିତାଭ ଅଭିନେତା ନୁହେଁ ବରଂ ଆଇଏଫ୍‌ଏସ୍‌ ଅଧିକାର ହେବାକୁ ଚାହୁଁଥିଲେ। ତାଙ୍କର ପ୍ରଥମ ପସନ୍ଦ ଥିଲା ଜଣେ ଆଇଏଫ୍‌ଏସ୍‌ ଅଫିସର୍‌ ହେବା। ସୁପରଷ୍ଟାର…

ମାଆ ହେବେ କାଜଲ ଅଗ୍ରୱାଲ !

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲ ମାଆ ହେବାକୁ ଯାଉଛନ୍ତି । ଗତବର୍ଷ ଅକ୍ଟୋବରରେ ସେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଥିଲେ । ଉଭୟଙ୍କ କେମେଷ୍ଟ୍ରି ସୋସିଆଲ ସାଇଟରେ ମଧ୍ୟ ଆଦୃତ ହେଉଛି । ତେବେ କାଜଲ-ଗୌତମ କିମ୍ବା ସେମାନଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ମନ୍ତବ୍ୟ…

ସୋନୁ ସୁଦଙ୍କ ମୁମ୍ବାଇ ବାସଭବନ, ଅଫିସରେ ଆୟକର ଚଢ଼ାଉ

ମୁମ୍ବାଇ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇସ୍ଥିତ ବାସଭବନ ଓ ଅଫିସରେ ଆୟକର ବିଭାଗ ଚଢ଼ାଉ କରିଛି । ତାଙ୍କ ପ୍ରପର୍ଟି ଆକାଂଉଟ ବୁକରେ ହେରଫେର ଥିବା ଅଭିଯୋଗ ଆସିବା ପରେ ଆଇଟି ବିଭାଗ ଏହାର ଯାଂଚ ଆରମ୍ଭ କରିଛି । ସୋନୁଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ବିଭାଗ ସର୍ଭେ କରୁଛି । ଏ…

“ବ୍ରେକ୍ ପଏଣ୍ଟ” ଦୁନିଆ ଜାଣିବ ଦୁଇ ଟେନିସ୍ ତାରକାଙ୍କ ଅଜଣା କାହାଣୀ

ମୁମ୍ବାଇ: ଖୁବଶୀଘ୍ର ଦୁଇ ଟେନିସ୍ ଷ୍ଟାର ଲିଆଣ୍ଡର୍ ପେସ୍ ଓ ମହେଶ ଭୂପତିଙ୍କ ଅଜଣା କାହାଣୀ ସାରା ବିଶ୍ୱ ଜାଣିବ । ରିଲିଜ୍ ଅପେକ୍ଷାରେ ରହିଛି ୱେବ୍ ସିରିଜ୍ ବ୍ରେକ୍ ପଏଣ୍ଟ । ୱେବ୍ ସିରିଜ୍‌ର ରିଲିଜ ତାରିଖ ଘୋଷଣା ହୋଇନଥିଲେ ବି ନିକଟରେ ଏହାର ନୂଆ ପୋଷ୍ଟର ସାମ୍ନାକୁ ଆସିଛି । ପ୍ରଥମ…

ପ୍ରଡ୍ୟୁସରସ୍‌ ଗିଲ୍ଡ ଅଫ୍‌ ଆମେରିକାର ସଦସ୍ୟ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରଡ୍ୟୁସରସ୍‌ ଗିଲ୍ଡ ଅଫ୍‌ ଆମେରିକାର ସଦସ୍ୟ ହେଲେ ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରା। ଏ ନେଇ ‌ପ୍ରୋଡ୍ୟୁସର୍‌ସ ଗିଲ୍ଡ ଅଫ୍‌ ଆମେରିକା ପକ୍ଷରୁ ଘୋଷଣା କରାଯାଇଛି। ଏହା ଏକ ନନ୍‌ ପ୍ରଫିଟ୍‌ ଟ୍ରେଡ୍‌ ସଂସ୍ଥା ଯେଉଁଥିରେ ଚଳଚ୍ଚିତ୍ର, ଟେଲିଭିଜନ୍ ଏବଂ ନ୍ୟୁ ମିଡିଆ…