Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ତାଲିବାନ ସହ ଆର୍‌ଏସ୍‌ଏସ୍‌ର ତୁଳନା ଜାଭେଦଙ୍କୁ ପଡ଼ିଲା ମହଙ୍ଗା, କ୍ଷମା ନମାଗିଲେ…

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନକୁ ତାଲିବାନ ସହିତ ତୁଳନା କରିବା ନେଇ ଗୀତିକାର ଜାଭେଦ ଅଖତରଙ୍କ ଅଡୁଆ ବଢିବାରେ ଲାଗିଛି। ଆରଏସଏସ ବିରୋଧରେ ଦେଇଥିବା ମନ୍ତବ୍ୟ ପାଇଁ ଜଣେ ଓକିଲ ଜାଭେଦ ଅଖତରଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହାସହ ତାଙ୍କୁ କ୍ଷମା ମାଗିବାକୁ ମଧ୍ୟ କୁହାଯାଇଛି।…

ପାଇକ ବିଦ୍ରୋହରେ ବୀରତ୍ୱର କାହାଣୀ ’ବିଦ୍ରୋହୀ’

ଭୁବନେଶ୍ୱର: ସାରା ଦେଶ ଦେଖିବ ପାଇକ ବିଦ୍ରୋହ । ପାଇକ ସଂଗ୍ରାମରେ ଦେଖିବ ବିଦ୍ରୋହୀଙ୍କ ବୀରତ୍ୱର କାହାଣୀ । ଏକ ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବାକୁୂ ଯାଉଛି ପାଇକ ବିଦ୍ରୋହକୁ ନେଇ ଧାରାବାହିକ ’ବିଦ୍ରୋହୀ’ । ପାଇକମାନଙ୍କର ଅସାଧାରଣ ବୀରତ୍ୱରୁ ନେଇ ରହିଛି କିଛି ଐତିହାସିକ କଥା । ୧୮୧୭…

ଅର୍ଜୁନ ବିଜ୍‌ଲାନି ହେଲେ ଖ‌ତ୍‌ରୋଁ କେ ଖିଲାଡି’ ସିଜିନ ୧୧ର ବିଜେତା

ମୁମ୍ବାଇ: ଅଭିନେତା ଅର୍ଜୁନ ବିଜଲାନି ଷ୍ଟଣ୍ଟ ଭିତ୍ତିକ ରିଆଲିଟି ସୋ ଫିୟର ଫ୍ୟାକ୍ଟର: ଖ‌ତ୍‌ରୋଁ କେ ଖିଲାଡି’ର ୧୧ତମ ସିଜନରେ ବିଜୟ ହାସଲ କରିଛନ୍ତି। ସେ ଦିବ୍ୟଙ୍କା ତ୍ରିପାଠୀ, ଶ୍ୱେତା ତିୱାରୀ, ବରୁଣ ସୁଦ, ବିଶାଲ ଆଦିତ୍ୟ ସିଂ ଏବଂ ରାହୁଲ ବୈଦ୍ୟଙ୍କୁ ପରାସ୍ତ କରି ବିଜେତା ଟ୍ରଫି…

ଅଭିନେତ୍ରୀ ପାୟଲଙ୍କ ଉପରେ ଏସିଡ୍‌ ଆକ୍ରମଣ ଉଦ୍ୟମ!

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍ ଆକ୍ରମଣ ଉଦ୍ୟମ ହୋଇଛି ବୋଲି ପାୟଲ ଦାବି କରିଛନ୍ତି। ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା କହିଛନ୍ତି। ପାୟଲ ଏକ ଭିଡିଓରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ତାଙ୍କୁ ରଡ୍‌ରେ ମାରିବାକୁ ଚେଷ୍ଟା କରିଥିଲେ।…

୧୧୯ଟି ଅଶ୍ଳୀଳ ଭିଡିଓକୁ ୯ କୋଟିରେ ବିକ୍ରି କରିଥାନ୍ତେ ରାଜ୍‌

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ଗିରଫ ହୋଇଥିବା ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରାଙ୍କୁ ସୋମବାର ଜାମିନ ମିଳିଲା। ଯାହା ପରେ ସେ ଆଜି ଜେଲରୁ ମୁକୁଳି‌ଛନ୍ତି। ମୁମ୍ବାଇ ପୋଲିସର କ୍ରାଇମ ବ୍ରାଞ୍ଚ ପ୍ରକାଶ କରିଛି ଯେ ସେମାନେ ରାଜ କୁନ୍ଦ୍ରାଙ୍କ ଠାରୁ ୧୧୯ ଟି…

ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶୀଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜୁ କୁନ୍ଦ୍ରାଙ୍କ ଆଜି ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ଜାମିନ ମିଳିଛି । ମୁମ୍ବାଇ ହାଇକୋର୍ଟ ୨ ମାସ ହେବ ଜେଲରେ ରହିବା ପରେ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିବା ସହ ୫୦,୦୦୦ ଟଙ୍କାର ବଣ୍ଡ ଦେବାକୁ କହିଛନ୍ତି । ଜୁଲାଇରେ ରାଜ…

ଜାଭେଦ-କଙ୍ଗନା ମୁହାଁମୁହିଁ , ଜାଭେଦଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ କଙ୍ଗନା ରଣାୱତ

ମୁମ୍ବାଇ : ବଲିଉଡ୍ ର ଫେମସ୍ ଗୀତିକାର ତଥା ଲେଖକ ଜାଭେଦ ଅଖତର ଓ ଅଭିନେତ୍ରୀ କଙ୍ଗନା ରଣାୱତ ମାନହାନୀ ମାମଲା ।ଏହି ମାମଲାର ଶୁଣାଣି ଆଜି ମୁମ୍ବାଇ ସ୍ଥିତ ଅନ୍ଧେରୀ କୋର୍ଟରେ ହୋଇଛି । ଜାଭେଦ କଙ୍ଗନାକୁ ଘରକୁ ଡାକି ଧମକ ଦେଇଥିବା ନେଇ କଙ୍ଗନା ରାଣାୱତ ଅଭିଯୋଗ ଆଣିଛନ୍ତି। କଙ୍ଗନା ରଣାୱତ…

ମାନହାନୀ ମାମଲାକୁ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିବାକୁ କଙ୍ଗନାଙ୍କ ନିବେଦନ

ନୂଆଦିଲ୍ଲୀ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ଗୀତିକାର ଜାଭେଦ ଅଖତର୍‌ଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ କଙ୍ଗନା ରାନାୱତ ଏବଂ ଜାଭେଦ ଅଖତର ଆଜି କୋର୍ଟରେ ହାଜର ହୋଇଥିଲେ। ଏହାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧ ହେବାର ଅଛି। ତେବେ କଙ୍ଗନା ଏବେ ଜାଭେଦ ଅଖତରଙ୍କ…

୧୫ରେ ରିଲିଜ କରିବ ତାପସୀଙ୍କ ‘ରଶ୍ମୀ ରକେଟ୍’

ନୂଆଦିଲ୍ଲୀ: ତାପସୀ ପନ୍ନୁଙ୍କ ଅଭିନୀତ 'ରଶ୍ମୀ ରକେଟ୍' ଅକ୍ଟୋବର ୧୫ ରେ ଜି୫ ରେ ରିଲିଜ୍ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆକର୍ଷ ଖୁରାନା। ଏଥିରେ ତାପସୀଙ୍କ ସମେତ ଏବଂ ପ୍ରିୟଙ୍କା, ଅଭିଷେକ ବାନାର୍ଜୀ ଏବଂ ସୁପ୍ରିୟା ପାଠକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି…

ଆଇଟି ସର୍ଭେକୁ ନେଇ ନୀରବତା ଭାଙ୍ଗିଲେ ସୋନୁ

ମୁମ୍ବାଇ: ମୁମ୍ବାଇ, ଲକ୍ଷ୍ନ‌ୌ, କାନପୁର, ଜୟପୁର, ଦିଲ୍ଲୀ ଏବଂ ଗୁରୁଗାଓଁରେ ଥିବା ସୋନୁ ସୁଦଙ୍କ ସମ୍ପତ୍ତି ଉପରେ ଆୟକର ବିଭାଗର ଚଢଉ ପରେ ପ୍ରଥମ ଥର ପାଇଁ ନୀରବତା ଭାଙ୍ଗିଛନ୍ତି ସୋନୁ ସୁଦ। ସେ କହିଛନ୍ତି ଯେ ସମୟ ତାହା ପାର୍ଶ୍ୱର କାହାଣୀ ସମୟ କହିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ…