Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭୋଜପୁରୀ ଫିଲ୍ମରେ ଅଭିନୟ କରିବେ ସପନା ଚୌଧୁରୀ

ଚଣ୍ଡୀଗଡ: ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ସପନା ଚୌଧୁରୀ ଖୁବ୍ ଶୀଘ୍ର ଭୋଜପୁରୀର ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ମେଗା ବଜଟେ ଫିଲ୍ମରେ ଭୋଜପୁରୀ ଫିଲ୍ମର ସୁପରଷ୍ଟାର ଦୀନେଶ ଲାଲ ଯାଦବ ନିରହୁଆଙ୍କ ସହ ସେ ଅଭିନୟ କରିବେ । ନିଜ ଡ୍ୟାନ୍ସ ବଳରେ ସପନା ଏକ ସ୍ୱତନ୍ତ୍ର ପରିଚୟ…

ଏହି ଦିନ ରିଲିଜ ହେବ ଫିଲ୍ମ ‘ବଚ୍ଚନ ପାଣ୍ଡେ’

ନୂଆଦିଲ୍ଲୀ: ଅକ୍ଷୟ କୁମାର ତାଙ୍କର ପରବର୍ତ୍ତୀ ଫିଲ୍ମ ବଚ୍ଚନ ପାଣ୍ଡେଙ୍କ ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଗଣତନ୍ତ୍ର ଦିବସ ପୂର୍ବରୁ ସେ ଏହି ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଜାନୁଆରୀ ୨୬ ରେ ପ୍ରେକ୍ଷାଳୟକୁ ଆସିବ। ଟ୍ୱିଟରରେ ନିଜେ ଏକ କ୍ଲୋଜଅପ୍ ସେୟାର କରି ଅକ୍ଷୟ…

ବିବାହ ବାର୍ଷିକୀ ଅବସରରେ ନିଅ‌ାରା ଢଙ୍ଗରେ ରିଷି କପୁରଙ୍କୁ ମନେ ପକାଇଲେ ପତ୍ନୀ ନିତୁ

ନୂଆଦିଲ୍ଲୀ: ବଲିଉଡର ଭେଟେରାନ ଅଭିନେତା  ରିଷି କପୁରଙ୍କ ମୃତ୍ୟୁ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଝଟକା ଥିଲା। ଅଭିନେତାଙ୍କୁ ମନେ ପକାଇ ତାଙ୍କ ପରିବାର ଏବଂ ପ୍ରଶଂସକମାନେ କ୍ରମାଗତ ଭାବରେ ପୋଷ୍ଟ ସେୟାର କରୁଥିବା ଦେଖିବାକୁ ମିଳିଥିଲା। ଆଜି ରିଷି କପୁର ଏବଂ ନିତୁ ସିଂଙ୍କ…

ଆରପାରିରେ ଭଜନ ଗାୟକ ନରେନ୍ଦ୍ର ଚଂଚଲ

ଚଣ୍ଡୀଗଡ:ଭଜନ ସମ୍ରାଟ ନରେନ୍ଦ୍ର ଚଂଚଲଙ୍କ ୮୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସେ ଅନେକ ଲୋକପ୍ରିୟ ଭଜନ ସହ ହିନ୍ଦୀ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି । ଶାସ୍ତ୍ରୀୟ ସଙ୍ଗୀତ, ଲୋକ ସଙ୍ଗୀତରେ ସେ ବେଶ୍ ସୁନାମ ଅର୍ଜନ କରିଥିଲେ । ଚାଲେ ବୁଲାୱା ଆୟ ହେ, ଓ ଜଙ୍ଗଲ କେ ରାଜା ମେରେ ମୈୟା କୋ…

ଯେପର୍ଯ୍ୟନ୍ତ ଗଣତନ୍ତ୍ର ଅଛି ସେ ପର୍ଯ୍ୟନ୍ତ ଲୋକମାନେ ଜବାବ୍‌ ଦେବା ଉଚିତ; ରିଚା ଚଢା

ମୁମ୍ବାଇ: ଗତ ବର୍ଷ ମୁକ୍ତିଲାଭ କରିଥିବା ଫିଲ୍ମ 'ଶକିଲା' ପରେ ରିଚା ଚଢା ଏବେ 'ମ୍ୟାଡାମ୍ ଚିଫ୍‌ ମିନିଷ୍ଟର୍‌' କେନ୍ଦ୍ରୀୟ ଭୂମିକାରେ ନଜର ଆସିବେ। ଏହା ପରେ ତାଙ୍କୁ ୱେବ୍ ସିରିଜ୍ 'କ୍ୟାଣ୍ଡି'ରେ ଜଣେ ପୋଲିସ ଅଫିସର ଭାବେ ଦେଖିବାକୁ ମିଳିବ। ଏହା ବ୍ୟତୀତ 'ଇନ୍ସାଇଡ୍ ବୟ ସିଜନ୍ ୩' ପାଇଁ…

ବିବାହ ପ୍ରସ୍ତୁତି ପାଇଁ ଆଲିବାଗ ପହଞ୍ଚିଲେ ନତାଶା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ବରୁଣ ଧାୱନ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଏକ ବଡ଼ ଗୁଜବ ସୃଷ୍ଟି ହୋଇଛି। ଜାନୁଆରୀ ୨୪ ରେ ମୁମ୍ବାଇ ନିକଟ ଆଲିବାଗ ନିକଟ ମେନ୍‌ସନ୍‌ ହାଉସରେ ବରୁଣ ଏବଂ ନତାଶା ସାତ୍‌ ଫେରେ ନେବାକୁ ଯାଉଛନ୍ତି। ଉଭୟଙ୍କ ବିବାହ…

ବିକାଶ ବେହଲଙ୍କ ଗଣପତ ଫିଲ୍ମରେ ଅଭିନୟ କରିବେ ଟାଇଗର

ମୁମ୍ବାଇ: ବିକାଶ ବେହଲଙ୍କ ଗଣପତ ଫିଲ୍ମରେ ଟାଇଗର ଶ୍ରଫ ଅଭନିୟ କରିବେ । ଏହା ସମ୍ପୂର୍ଣ୍ଣ ଭାବେ ଏକ ଆକ୍ସନ ଫିଲ୍ମ । ଏଥିରେ ଫାଇଟମାଷ୍ଟର ପିତାଙ୍କ ହତ୍ୟାର ପ୍ରତିଶୋଧ ସେ ନେଉଥିବା ଦେଖିବାକୁ ମିଳିବ । ଏହି ଆକ୍ସନ ଫିଲ୍ମ ପାଇଁ ଅବଶ୍ୟ ହିରୋଇନ ଚୂଡାନ୍ତ ହୋଇ ନାହିଁ । ୪ ଦିନ ପୂର୍ବେ ଏ ନେଇ…

ଫିଲ୍ମ ‘ଦ ହ୍ୱାଇଟ୍‌ ଟାଇଗର୍‌ ଉପରେ ଲାଗିଥିବା ଆବେଦନ ଖାରଜ କଲେ ଏଚ୍‌ସି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଚଳଚ୍ଚିତ୍ର ଅଭିନେତା ରାଜକୁମାର ରାଓଙ୍କ ଫିଲ୍ମ 'ହ୍ୱାଇଟ୍‌ ଟାଇଗର୍‌'କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। 'ହ୍ୱାଇଟ୍‌ ଟାଇଗର'ର ମୁକ୍ତିଲାଭ ପାଇଁ ହଲିଉଡ ନିର୍ମାତା ଜନ୍ ହାର୍ଟ ଜ୍ରୁଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ…

ଫୋନ ଭୂତ ଫିଲ୍ମ ଶୁଟିଂରେ ବ୍ୟସ୍ତ କ୍ୟାଟ୍ରିନା,ସିଦ୍ଧାନ୍ତ

ମୁମ୍ବାଇ: କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚର୍ତୁବେଦୀ ଓ ଈଶାନ ଖଟ୍ଟର ଅଭିନୀତ ଫିଲ୍ମର ଶୁଟିଂ ଜୋରସୋରରେ ଆରମ୍ଭ ହୋଇଯାଇଛି । ଗୁରୁବାର ଶୁଟିଂ ସେଟରୁ ଏହି ୩ କଳାକାରଙ୍କ ଫଟୋ ସମ୍ମୁଖକୁ ଆସିଛି । ଇଟାଇମ୍ସ ପକ୍ଷରୁ ଏହି ଫଟୋ ଶେୟାର କରାଯାଇଛି । ସିଦ୍ଧାନ୍ତ ଓ ଈଶାନ ବ୍ଲୁ ଜମ୍ପସୁଟ…

ବୟସ୍କ ମାରାଥନ ଦୌଡାଳୀ ଫୌଜା ସିଂଙ୍କ ଜୀବନୀ ଉପରେ ନିର୍ମିତ ହେବ ଫିଲ୍ମ

ମୁମ୍ବାଇ: ବିଶ୍ୱର ସବୁଠାରୁ ବୟସ୍କ ମାରାଥନ ଧାବକ ଫୌଜା ସିଂଙ୍କ ଜୀବନୀ ଉପରେ ଖୁବ୍ ଶୀଘ୍ର ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ସେ ୮୯ ବର୍ଷରେ ମାରାଥନ ଧାବକ ଭାବେ ତାଙ୍କର କ୍ୟ।।ରିୟର ଆରମ୍ଭ କରିଥିଲେ । ଏହି ଭାରତୀୟ ବଂଶୋଦ୍ଭବ ବ୍ରିଟେନରେ ରହୁଛନ୍ତି । ଫିଲ୍ମଟିକୁ ନିର୍ଦ୍ଦେଶକ ଓମାଙ୍ଗ…