Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଯିବା ପୂର୍ବରୁ ଭାରତୀୟଙ୍କ ସମସ୍ୟା ବଢାଇଲେ ଟ୍ରମ୍ପ୍‌

ୱାଶିଂଟନ୍: ଆମେରିକା H1B ଭିସା ସହିତ ଜଡିତ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ନୂତନ ନିୟମ ଅନୁଯାୟୀ, ବିଦ୍ୟମାନ ଲଟେରୀ ସିଷ୍ଟମ ଉପରେ ଦରମା ଏବଂ କୌଶଳକୁ ପ୍ରାଥମିକତା ଦିଆଯିବ। ଭାରତୀୟ ଆଇଟି ପ୍ରଫେସନାଲମାନେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବିଶ୍ୱାସ କରାଯାଉଛି। ନିୟମର…

ପୁଅ ଭିଆନ୍‌ଙ୍କୁ ୩ କୋଟିର କାର୍‌ ଉପହାର ଦେଲେ ଅଭିନେତ୍ରୀ ଶିଳ୍ପା?

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରା ତାଙ୍କ ପୁଅ ଭିଆନ୍‌ ରାଜ କୁନ୍ଦ୍ରାଙ୍କୁ ୩ କୋଟି ଟଙ୍କାର ବିଳାସମୟ ଲମ୍ବୋର୍ଗିନି ଉପହାର ଦେଇଥିବା ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ମାଗାଜିନରେ ପ୍ରକାଶିତ ଏକ ଆର୍ଟିକିଲର ଖବରକୁ ରାଜ କୁନ୍ଦ୍ରା ଖାରଜ…

କଙ୍ଗନାଙ୍କ ସଙ୍ଗୀନ ଅଭିଯୋଗ; ମୋତେ ନିର୍ଯାତନା ଦିଆଯାଉଛି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ଭଉଣୀ ରଙ୍ଗୋଲିଙ୍କ ସହ ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ବୟାନ ଦେଇଛନ୍ତି। ଗତ ବର୍ଷ ସେ ସମାଜରେ ଘୃଣାଭାବ ପ୍ରସାର କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ବାନ୍ଦ୍ରାସ୍ଥିତ ପୋଲିସ କୋର୍ଟରେ ଏକ ମାମଲା ରୁଜୁ କରିବାକୁ ପୋଲିସକୁ ନିର୍ଦ୍ଦେଶ…

ଦିଲୀପ ଛାବ୍ରିଆଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଲେ ହାସ୍ୟ ଅଭିନେତା କପିଲ୍‌

ନୂଆଦିଲ୍ଲୀ: ଠକେଇ ଏବଂ ଟଙ୍କା ଅପବ୍ୟବହାର ଅଭିଯୋଗରେ କାର ଡିଜାଇନର୍ ଦିଲୀପ ଛାବ୍ରିଆଙ୍କୁ ପୋଲିସ ଗିରଫ କରିଛି। ବର୍ତ୍ତମାନ ପ୍ରସିଦ୍ଧ ହାସ୍ୟ ଅଭିନେତା ତଥା ଅଭିନେତା କପିଲ ଶର୍ମା ତାଙ୍କୁ ଭ୍ୟାନିଟି ଭ୍ୟାନ୍‌ ତିଆରି ନାମରେ ୫.୭ କୋଟି ଟଙ୍କା ଠକିଥିବା ଅଭିଯୋଗ କରିଛନ୍ତି। ଯାହା ପରେ…

ବଲିଉଡରେ ପାଦ ଥାପିବେ ଗୁଲଶନ୍ କୁମାରଙ୍କ ଲାଡ୍‌ଲି

ମୁମ୍ବାଇ: ବଲିଉଡରେ ଡେବ୍ୟୁ କରିବେ ଭଜନ ସମ୍ରାଟ୍ ଗୁଲଶନ କୁମାରଙ୍କ ଝିଅ ଖୁସାଲୀ କୁମାର । ନିଜ ଭଉଣୀକୁ ବଲିଉଡରେ ଲଂଚ କରିବାକୁ ଟି-ସିରିଜ୍ ବ୍ୟାନର ତଳେ ଫିଲ୍ମ ନିର୍ମାଣ କରିବେ ଭୂଷଣ କୁମାର । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଥଲାବେଳେ ସୁଟିଂ ବି ଆରମ୍ଭ ହୋଇସାରିଛି ।…

ନିର୍ମାଣ ହେବ ମିଷ୍ଟର ଇଣ୍ଡିଆ ରିମେକ୍‌, ଶ୍ରୀଦେବୀଙ୍କ ଭୂମିକାରେ କିଏ ?

ମୁମ୍ବାଇ: ତିନୋଟି ଭାଗରେ ନିର୍ମିତ ହେବ ଫିଲ୍ମ ମିଷ୍ଟର ଇଣ୍ଡିଆର ରିମେକ ଭର୍ସନ୍ । କିଛି ଏପରି ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ ନିର୍ଦ୍ଦେଶକ ଅବାସ୍ ଜାଫର । ସେବେଠୁ ଏହି ଫିଲ୍ମରେ କିଏ ଓ କେଉଁ ଭୂମିକାରେ ଅଭିନୟ କରିବେ, ସେ ନେଇ କଳ୍ପନାଜଳ୍ପନା ଜାରି ରହିଛି । ରିମେକ ଭର୍ସନରେ ଅନୀଲ…

ରଘୁ ରାମଙ୍କ ସହ ଫୁର୍‌ସତ୍‌ରେ ରିୟା ଚକ୍ରବର୍ତ୍ତୀ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଓ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ପରେପରେ ତାଙ୍କ ଭାଇ ବି ଏହି ବିବାଦୀୟ ଘଟଣାରେ ଏକ ଚରିତ୍ର ପାଲଟିଥିଲେ । ହେଲେ ବହୁ ତନାଘନା ପରେ ଏବେ ରିୟା ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି ।…

ମହିଳା ଆୟୋଗ ସଦସ୍ୟଙ୍କ ଉପରେ ବର୍ଷିଲେ ଅଭିନେତ୍ରୀ ପୂଜା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଦାଉନ୍ ଜିଲ୍ଲାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ଏଠାରେ ପ୍ରାୟ ୫୦ ବର୍ଷ ବୟସ୍କା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହି ଘଟଣାରେ…

ଅଭିନେତ୍ରୀରୁ ରାଜନେତ୍ରୀ ପର୍ଯ୍ୟନ୍ତ କେମିତି ଥିଲା ନୁସ୍‌ରତ୍‌ଙ୍କ ଜୀବନ ଯାତ୍ରା

ନୂଆଦିଲ୍ଲୀ: ଅଭିନୟ ଜଗତରେ ନିଜର ଅଭିନୟର ଦକ୍ଷତା ପ୍ରତିପାଦନ କରିବ‌ା ପରେ ରାଜନୈତିକ ଦୁନିଆରେ ପାଦ ଦେଇଥିବା ନୁସରତଙ୍କର ଆଜି ୩୧ତମ ଜନ୍ମଦିନ। ସେ ଆଜି ତାଙ୍କ ୩୧ ତମ ଜନ୍ମଦିନ ପାଳନ କରୁଛନ୍ତି। ନୁସ୍‌ରତ ବଙ୍ଗଳା ସିନେମାର ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି। ଏହା ପରେ ସେ…

ଛୋଟେ ନବାବ୍ ତୈମୁର୍‌ଙ୍କ ପ୍ରେମରେ ଡ୍ୟାନ୍ସ କୁଇନ୍‌ ନୋରା

ନୂଆଦିଲ୍ଲୀ: ନିଜର ସୌନ୍ଦର୍ଯ୍ୟ ଏବଂ ନୃତ୍ୟ ଶୈଳୀ ଦ୍ୱାରା ସମସ୍ତଙ୍କ ଆକର୍ଷିତ କରୁଥିବା ନୋରା ଫତେହି ଶେଷରେ ନିଜର ମନର କଥା ପ୍ରକାଶ କରିଛନ୍ତି। ସେ ବଲିଉଡ୍‌ର ଲୋକପ୍ରିୟ ଷ୍ଟାର୍‌ କିଡ୍ କରୀନା ଏବଂ ସୈଫ୍‌ଙ୍କ ପୁଅ ତୈମୁର୍‌ଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏ ନେଇ ନୋରା ନିଜେ…