Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଶାଳିନୀ ପାଣ୍ଡେଙ୍କ ସହ ଫିଲ୍ମ ପଦାର୍ପଣ କରିବେ ଅମୀରଙ୍କ ପୁଅ ଜୁନୈଦ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ହୀରୋ ଅମୀର ଖାଁଙ୍କ ପୁତ୍ର ଜୁନୈଦ ଖାଁ ଖୁବ୍ ଶୀର୍ଘ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ ପଦାର୍ପଣ ଫିଲ୍ମରେ ସେ ତେଲୁଗୁ ସୁପରହିଟ ଅର୍ଜୁନ ରେଡ୍ଡୀରେ କାମ କରିଥିବା ହିରୋଇନ ଶାଳିନୀ ପାଣ୍ଡେଙ୍କ ସହ ଅଭିନୟ କରିବେ । ୟଶରାଜ…

ଭାଇରାଲ ହେଉଛି ସୁଶାନ୍ତଙ୍କ ନୂତନ ଫଟୋ.. ହାତର ରେଖା କାଟି ଲେଖିଥିଲେ, ମୃତ୍ୟୁ ଭେଦଭାବ କରେନି

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଏକ ଫଟୋ ଏବେ ଭାଇରାଲ ହେଉଛି । ମୃତ୍ୟୁର ୬ ମାସ ପୂର୍ବରୁ କେଦାରନାଥ ଫିଲ୍ମ ଅବସରରେ ସେ ଏହା ଶେୟାର କରିଥିଲେ । କେଦାରନାଥର ଡାଇରେକ୍ଟର ଅଭିଷେକ କାପୁର ଫିଲ୍ମର ୨ ବର୍ଷ ପୂର୍ଣ୍ଣ ଅବସରରେ ସେ ସୁଶାନ୍ତଙ୍କ ଏହି ଫଟୋ ଶେୟାର କରିଛନ୍ତି ।…

AK Vs AK: ବର୍ଦ୍ଦି ପିନ୍ଧ ସୀମା ଲଙ୍ଘିଲେ ଅନିଲ କପୁର! ଆପତ୍ତି ଜଣାଇଲା ବାୟୁସେନା, ସିନ୍ ହଟାଇବାକୁ ଦାବି

ନୂଆଦିଲ୍ଲୀ: ଅଭିନେତା ଅନିଲ କପୁରଙ୍କ ଆଗାମୀ ପ୍ରୋଜେକ୍ଟ  AK Vs AK । ଏଥିରେ ମୁଖ୍ୟ ଭୁମିକାରେ ଅଛନ୍ତି ଅନିଲ କପୁର । ରିଲିଜ୍ ହୋଇଥିବା ଟ୍ରେଲରରେ ତାଙ୍କୁ ବାୟୁସେନା ଅଧିକାରୀଙ୍କ ୟୁନିଫର୍ମରେ ଦେଖିବାକୁ ମିଳିଛି । ଏହି ସିନକୁ ନେଇ ଭାରତୀୟ ବାୟୁସେନା ଆପତ୍ତି ଜଣାଇଛି । ସିନକୁ ଫିଲ୍ମରୁ…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ବଲିଉଡ୍‌ କୋରିଓଗ୍ରାଫର୍‌

ନୂଆଦିଲ୍ଲୀ: ଖୁବ୍‌ ଶିଘ୍ର ବାହା ହେବେ ଆକ୍ଟର ତଥା କୋରିଓଗ୍ରାଫର୍‌ ପୁନିତ ପାଠକ। କୋରିଓଗ୍ରାଫର, ଆକ୍ଟର ଏବଂ ଖତ୍‌ରୋ ଖେଳାଳି ସିଜନ୍‌ ୯ର ବିଜେତା ପୁନିତ୍‌ ପଠକ ୧୧ ଡିସେମ୍ବର ୨୦୨୦ ରେ ତାଙ୍କ ପ୍ରେମିକା ନିଧିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ଅଗଷ୍ଟ…

ଫୋର୍ବସ: ବିଶ୍ୱର ୪୧ତମ ଶକ୍ତିଶାଳୀ ମହିଳା ଅର୍ଥମନ୍ତ୍ରୀ ସୀତାରମଣ

ନୂଆଦିଲ୍ଲୀ: ଫୋର୍ବସ୍ ତାଲିକାରେ ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକା ପ୍ରକାଶ ପାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍, ବାୟୋକନ୍ ପ୍ରତିଷ୍ଠାତା କିରଣ ମଜୁମଦାର ଖାଁ ଏବଂ ଏଚ୍‌ସିଏଲ୍‌ ଏଣ୍ଟରପ୍ରାଇଜେସ୍ ସିଇଓ ରୋଶନୀ ନାଦର…

୧୯ ବର୍ଷ ପୂର୍ବେ ମାତ୍ର ୧୯ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ହିନ୍ଦୀ ସିନେମାର ଜଣେ ପ୍ରସିଦ୍ଧ ତଥା ସୁନ୍ଦର ଅଭିନେତ୍ରୀ। ମିସ୍ ଏସିଆ ପାସିଫିକ୍ ଇଣ୍ଟରନ୍ୟାସନାଲ୍ ଜିତିବାର ଏକ ବର୍ଷ ପରେ ଦିୟା ୨୦୦୦ରେ ବଲିଉଡରେ ଡେବ୍ୟୁ କରିଥିଲେ। ଆଜି, ଡିସେମ୍ବର ୯ରେ, ଦିୟା ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଦିୟା…

ସାଉଥ୍ ଷ୍ଟାର ବିଜୟଙ୍କ ଏହି ସେଲ୍‌ଫି ୨୦୨୦ରେ ସର୍ବାଧିକ ଥର ରିଟ୍ୱିଟ୍‌ ହୋଇଛି

ନୂଆଦିଲ୍ଲୀ: ଫେବୃଆରୀ ମାସରେ ଫିଲ୍ମ 'ମାଷ୍ଟର' ସେଟରୁ ବିଜୟ ଏକ ସେଲଫି ନେଇଥିଲେ, ଯେଉଁଠାରେ ତାଙ୍କ ସମର୍ଥନରେ ବହୁ ସଂଖ୍ୟାରେ ସମର୍ଥକ ପହଞ୍ଚିଥିଲେ। ଯେତେବେଳେ ତାଙ୍କ କାର୍ଯ୍ୟାଳୟ ଏବଂ ଘରେ ଆଇଟି ଅଧିକାରୀ ଚଢାଉ କରିଥିଲେ ସେତେବେଳେ ବିଜୟ ଜନସାଧାରଣଙ୍କ ଏହି ସମର୍ଥନ ପାଇଥିଲେ। ସାଉଥ୍…

ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ‘ପାଇକ ବିଦ୍ରୋହ’କୁ ସ୍ୱତନ୍ତ୍ର ଜୁରି ପୁରସ୍କାର

ଭୁବନେଶ୍ୱର: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଶା ପାଇଁ ଅନେକ ସମ୍ମାନ ଓ ସ୍ୱୀକୃତି ଆଣିଦେଇଥିବା ଅକ୍ଷୟ ପରିଜା ପ୍ରଡକ୍ସନକୁ ଆଉ ଏକ ସଫଳତା ମିଳିଛି। ୯ମ ମୁମ୍ବାଇ ଅନ୍ତର୍ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ଅକ୍ଷୟ ପରିଜା ପ୍ରଡକ୍ସନ ଦ୍ୱାରା ନିର୍ମିତ 'ପାଇକ ବିଦ୍ରୋହ'…

ଏକାଠି ଆସୁଛନ୍ତି ମନୋଜ, ପ୍ରାଚୀ ଦେଶାଇ ଓ ଅର୍ଜୁନ ମାଥୁର

ମୁମ୍ବାଇ: ଫିଲ୍ମର ଟାଇଟଲ୍ ରହିଛି "ସାଇଲେନ୍ସ" । ପ୍ରଥମ ଥର ପାଇଁ ପ୍ରମୁଖ ଭୂମିକାରେ ଏକାଠି ଅଭିନୟ କରିବେ ମନୋଜ ବାଜପାୟୀ, ପ୍ରାଚୀ ଦେଶାଇ ଓ ଅର୍ଜୁନ ମାଥୁର । ତା ଛଡା ଅନ୍ୟ ସପୋର୍ଟିଂ ରୋଲ୍‌ରେ ନଜର ଆସିବେ ସାହିଲ୍ ବୈଦ, ୱକାର୍ ସେଖ୍ ଓ ଶିଶିର ଶର୍ମା । ସେହିଭଳି ଫିଲ୍ମର କାହାଣୀ ଓ…

କରୋନା କବଳରେ ଆଉ ଜଣେ ଅଭିନେତା !

ମୁମ୍ବାଇ: ସତରେ ଯେମିତି ଏବେ ବଲିଉଡରେ ପଡିଛି କରୋନା ଚଡକ । ଜଣକ ପରେ ଜଣେ ଅଭିନେତା ଓ ଅଭିନେତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହି ଧାରାରେ ଜଣେ ଜଣାଶୁଣା ଅଭିନେତା ବି ସାମିଲ ହୋଇଛନ୍ତି । ଅନ୍ୟ କେହି ନୁହେଁ ବରଂ ଅଭିନେତା ତଥା ହୋଷ୍ଟ ମନିଷ ପୌଲ କରୋନାଭାଇରସ୍ ଦ୍ୱାରା ସଂକ୍ରମିତ…