Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଇଣ୍ଟରନେଟ୍‌ରେ ଭାଇରାଲ୍ ପୌରଷପୁର ଟ୍ରେଲର୍‌

ମୁମ୍ବାଇ: ସାମ୍ନାକୁ ଆସିଛି ବହୁଚର୍ଚ୍ଚିତ ୱେବ୍ ସିରିଜ୍ ପୌରଷପୁର‌ର ଟ୍ରେଲର୍ । ଅଭିନେତା ଅନୁ କାପୁରଙ୍କ କ୍ୟାରେକ୍ଟର ରାଜା ଭଦ୍ରପ୍ରତାପ ସିଂଙ୍କଠାରୁ ଏହାର ଟ୍ରେଲର୍ ଆରମ୍ଭ ହୋଇଛି । ଏହି ୱେବ୍ ସିରିଜରେ ଶିଳ୍ପା ସିନ୍ଦେ, ସାହିର ସେଖ, ଅନନ୍ତ ଜୋଶୀ, ପୌଲମୀ ଦାସ ଓ ସାହିଲ୍ ସଲାଠିଆଙ୍କୁ…

ଅନୁଭବଙ୍କ ଫେସବୁକ ପ୍ରଶଂସକଙ୍କ ବିରୋଧରେ ବର୍ଷାଙ୍କ ଏତଲା

କଟକ: ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସୋସିଆଲ ମିଡିଆରେ ତାଙ୍କ ବିରୋଧରେ କରାଯାଉଥିବା ଖରାପ ମନ୍ତବ୍ୟକୁ ନେଇ ସ୍ୱାମୀ ଅନୁଭବ ମହାନ୍ତିଙ୍କ ଫେସବୁକ ପ୍ରଶଂସକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ଓଲିଉଡ ତାରକା ତଥା ସାଂସଦ ଅନୁଭବ ମହାନ୍ତିଙ୍କ କିଛି ଫେସବୁକ…

ଅନୁଷ୍କାଙ୍କ ପ୍ରେଗ୍ନେନ୍ସି ଆନାଉନ୍ସମେଣ୍ଟ ଟ୍ବିଟକୁ ୨୦୨୦ରେ ସବୁଠୁ ଅଧିକ ଲାଇକ୍

ମୁମ୍ବାଇ: ବର୍ଷ ୨୦୨୦ ସରିବାକୁ ଯାଉଛି । ବର୍ଷର ଶେଷ ମାସ ଚାଲିଛି । ଆଉ ଦିନ କେଇଟା ପରେ ବିଦାୟ ନେଇଯିବ ବର୍ଷ୨୦୨୦ । ଏହା ଏପରି ଏକ ବର୍ଷ ଥିଲା ଯାହାକୁ ଆପଣମାନେ କେବେ ବି ଭୁଲି ପାରିବେ ନାହିଁ । ଏହାରି ଭିତରେ ଟ୍ବିଟର ଇଣ୍ଡିଆ ମଧ୍ୟ ପୂରା ବର୍ଷର ରେକର୍ଡ ପ୍ରସ୍ତୁତ କରିଛି । ଏହା ମଧ୍ୟରେ…

[ଭିଡିଓ] ଅଭିନେତ୍ରୀ ଦିବ୍ୟାଙ୍କ ସ୍ୱାମୀ ବିରୋଧରେ ଦେବୋଲିନାଙ୍କ ସଙ୍ଗୀନ ଅଭିଯୋଗ

ମୁମ୍ବାଇ: ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗରଙ୍କର ଅଚାନକ ମୃତ୍ୟୁ ଅନେକଙ୍କୁ ଚକିତ କରିଥିଲା । ୟେ ରିସ୍ତା କ୍ୟା କେହଲାତା ହୈ ଭଳି ପପୁଲାର ସିରିଜରେ ଅଭିନୟ କରିଥିବା ଦିବ୍ୟାଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଥିଲା ଟିଭି ଇଣ୍ଡଷ୍ଟ୍ରୀ । ଦୀର୍ଘ ୧୫ଦିନ ଧରି ସେ କରୋନା ଭାଇରସ୍ ସହ ଜୁଝୁଥିଲେ ।…

ଭାବପ୍ରବଣ ବାର୍ତ୍ତା ଲେଖି ଧର୍ମେନ୍ଦ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ‌ଣାଇଲେ ବବି

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ତାଙ୍କର ୮୫ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର କୋଟି ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଏହି କ୍ରମରେ ଧର୍ମେନ୍ଦ୍ରଙ୍କ ପୁଅ ବବି ଦେଓଲ ମଧ୍ୟ ସୋସିଆଲ ମିଡିଆ ପୋଷ୍ଟ କରି ତାଙ୍କ…

ଅଭିନେତ୍ରୀ କ୍ରିତି ସାନନ୍ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବଲିଉଡ ତାରକାମାନଙ୍କର କରୋନା ପଜିଟିଭ୍ ହେବାର ଧାରା ଜାରି ରହିଛି। ନିକଟରେ ଜୁଗ୍-ଜୁଗ୍ ଜିଓ ଚଳଚ୍ଚିତ୍ରର ଦୁଇଟି ପ୍ରମୁଖ ଭୂମିକା ବରୁଣ ଧାୱନ ଏବଂ ନୀତୁ କପୁର କରୋନା ସଂକ୍ରମିତ ହୋଇଥିଲେ। ବର୍ତ୍ତମାନ ଆଉ ଏକ ଖବର ସାମ୍‌ନାକୁ ଆସିଛି। ଅଭିନେତ୍ରୀ କ୍ରିତି ସାନନ୍ ମଧ୍ୟ କରୋନା…

ଇର୍‌ଫାନ୍‌ଙ୍କ ଫିଲ୍ମ ଦେଖିବାକୁ ପ୍ରଶଂସକଙ୍କୁ ଅପିଲ୍‌ କଲେ ପୁଅ ବାବିଲ୍‌

ନୂଆଦିଲ୍ଲୀ: ବଲିଉଡର ଦିଗ୍‌ଗଜ ଅଭିନେତା ଇରଫାନ୍ ଖାନ୍ ଏପ୍ରିଲ୍ ୨୯ ରେ ନ୍ୟୁରୋଏଣ୍ଡୋକ୍ରାଇନ୍ ଟ୍ୟୁମରରେ ପୀଡିତ ହେବା ପରେ ତାଙ୍କ ପରିବାର ଏବଂ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଅଲ୍‌ବିଦା କହିଥିଲେ। ଇରଫାନଙ୍କ ଦେହାନ୍ତ ହେବାର ବହୁ ଦିନ ବିତିଛି, କିନ୍ତୁ ସ୍ୱର୍ଗତ ଅଭିନେତାଙ୍କୁ ତାଙ୍କ…

ଭାରତ ବନ୍ଦକୁ ନେଇ କଙ୍ଗନାଙ୍କ ବିଭ୍ରାନ୍ତିକର ବୟାନବାଜି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଆରମ୍ଭରୁ କୃଷକ ଆନ୍ଦୋଳନକୁ ବିରୋଧ କରିଆସୁଛନ୍ତି। ସେ ଏହା ବିଷୟରେ ଅନେକ ଟ୍ୱିଟ୍ ମଧ୍ୟ କରିଥିଲେ, ଯେଉଁଥିପାଇଁ ତାଙ୍କର ଅନେକ ସେଲିବ୍ରେଟିଙ୍କ ସହ ଝଗଡା ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ କୃଷକ ଆନ୍ଦୋଳନ ଏହାର ସ୍ରୋତରେ ଆଗକୁ…

ରାଜନୀତି ଆରମ୍ଭ କରିବା ପୂର୍ବରୁ ବଡ ଭାଇଙ୍କ ପାଦ ଛୁଇଁଲେ ରଜନୀକାନ୍ତ

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ରଜନୀକାନ୍ତ ରାଜନୈତିକ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ବଡ ଭାଇ ସତ୍ୟନାରାୟଣ ରାଓ ଗାଏକ୍ୱାଡଙ୍କ ଆଶୀର୍ବାଦ ନେବା ପାଇଁ ରଜନୀକାନ୍ତ ତାଙ୍କ ଘରକୁ ଯାଇଥିଲେ । ବଡ ଭାଇଙ୍କ ପାଦ ଛୁଇଁ ସେ ଏଥିନେଇ ଆଶୀର୍ବାଦ ମାଗିଥିଲେ । ଏହି ଫଟୋ…

ଚଳଚ୍ଚିତ୍ର AK Vs AKର ଟ୍ରେଲର୍‌ ରିଲିଜ୍‌

ନୂଆଦିଲ୍ଲୀ: ରବିବାର ଦିନ ଅନିଲ କପୁର ଏବଂ ଅନୁରାଗ କାଶ୍ୟପଙ୍କ ମଧ୍ୟରେ ଜୋର୍‌ଦାର୍‌ ଟ୍ୱିଟର ୱାର୍‌ ଦେଖିବାକୁ ମିଳିଥିଲା। ନଜର ଆସିବାର କାରଣ ପ୍ରକାଶ ପାଇଛି। ପ୍ରକୃତରେ, ଅନିଲ ଏବଂ ଅନୁରାଗଙ୍କ ମଧ୍ୟରେ ହୋଇଥିବା ଟ୍ୱିଟର ଯୁଦ୍ଧ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର AK Vs AK ର ଟ୍ରେଲରର…