Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସାମ୍‌ନାକୁ ଆସିଲା ଅକ୍ଷୟ-ସାରାଙ୍କ ଅଭିନୀତ ‘ଅତରଙ୍ଗୀ ରେ’ ଫିଲ୍ମର ଫାଷ୍ଟ୍‌ ଲୁକ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଅତରଙ୍ଗୀ ରେ'ର ସୁଟିଂ ଆରମ୍ଭ କରିଛନ୍ତି। ସାରା ଅଲି ଖାନ ମଧ୍ୟ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଅକ୍ଷୟ କୁମାରଙ୍କ ସହ ସ୍କ୍ରିନ୍ ସେୟାର କରିବାକୁ ସାରା ଅଲି ଖାନ୍ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି।…

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ମାଧୁରୀଙ୍କ ହ୍ୟାରି ପୋଟର୍‌ ଲୁକ୍‌

ନୂଆଦିଲ୍ଲୀ: ଫିଲ୍ମରେ କମ୍‌ ନଜର ଆସିଲେ ବି ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହି ପ୍ରଶଂସକଙ୍କୁ ମନୋରଞ୍ଜନ କରନ୍ତି। ସେ ନିଜ ପରିବାର ସହ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତକୁ ମଧ୍ୟ ପ୍ରଶଂସକଙ୍କ ସହ ସେୟାର୍‌ କରିଥାନ୍ତି। ବେଳେବେଳେ ତାଙ୍କ ମଜାଳିଆ…

ଖୁବ୍‌ ଶୀଘ୍ର ହେବ ସିଦ୍ଧାର୍ଥଙ୍କ ଡିଜିଟାଲ୍‌ ଡେବ୍ୟୁ; ଏକତା କପୁରଙ୍କ ୱେବ୍‌ ସୋରେ ନଜର ଆସିବେ ସିଦ୍ଧାର୍ଥ ଶୁକ୍ଲା

ନୂଆଦିଲ୍ଲୀ: ବିଗ୍ ବସ୍ ୧୩ର ବିଜେତା ହେବା ପରେ ସିଦ୍ଧାର୍ଥ ଶୁକ୍ଲା ଅନେକ ସମୟରେ ଚର୍ଚ୍ଚାରେ ରହୁଛନ୍ତି।  ବିଗ୍‌ବସ୍‌ ସିଜିନ୍‌ ୧୩ ଜିତିବା ପରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବେଶ୍‌ ବଢିଯାଇଛି। ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି। ସିଦ୍ଧାର୍ଥଙ୍କୁ ଏବେ ଏକତା…

କରୋନା ଯୋଗୁ ଅଧାରୁ ଅଟକିଗଲା ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ର ସୁଟିଂ

ନୂଆଦିଲ୍ଲୀ: କରୋନାର ପ୍ରଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ‌ବେଳେ ଅନ୍ୟପଟେ କରୋନା ଯୋଗୁ ଫିଲ୍ମ ସୁଟିଂ ଅଧାରୁ ବନ୍ଦ ହୋଇଥିବା ଘଟଣା ସାମ୍‌ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଫିଲ୍ମ 'ଜୁଗ୍ ଜୁଗ୍ ଜିଓ'ର ସୁଟିଂ ସମୟରେ ବଲିଉଡ ଅଭିନେତା ନିତୁ କପୁର ଏବଂ ବରୁଣ ଧାୱନଙ୍କ କରୋନା…

ଦିଲଜିତ ସହ ପଙ୍ଗା ନେବା କଙ୍ଗନାଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ: କଙ୍ଗନା ଏବେ ଆଉ ଏକ ନୂଆ ବିବାଦରେ ଛନ୍ଦି ହୋଇଯାଇଥିବା ଜଣାପଡ଼ିଛି। ସମ୍ପ୍ରତି ସୋସିଆଲ ମିଡିଆ ପୋଷ୍ଟ ଯୋଗୁଁ କଙ୍ଗନା ଚର୍ଚ୍ଚାରେ। ସାଧାରଣତ ବଲିଉଡକୁ ଟାର୍ଗେଟ କରୁଥିବା କଙ୍ଗନା ଏଥର ପଞ୍ଜାବୀ ଫିଲ୍ମ ଜଗତର ତାରକାଙ୍କ ମୁହାଁମୁହିଁ ହୋଇଛନ୍ତି। କଙ୍ଗନା ନିକଟରେ କୃଷକଙ୍କ ବିରୋଧ…

କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟ ସସ୍‌ପେଣ୍ଡ୍‌ କରାଯାଉ; ମୁମ୍ବାଇ ହାଇକୋର୍ଟ

ନୂଆଦିଲ୍ଲୀ: ମୁମ୍ବାଇର ହାଇକୋର୍ଟ ପକ୍ଷରୁ କଙ୍ଗନା ରାଣାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସସ୍‌ପେଣ୍ଡ୍‌ କରିବାକୁ ଦାବି କରାଯାଇଛି। ହାଇକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି ଯେଉଁଥିରେ କୁହାଯାଇଛି ଯେ କଙ୍ଗନା ରାନାୱତ ତାଙ୍କ ଟ୍ୱିଟର ଆକାଉଣ୍ଟ ଜରିଆରେ ସାରା ଦେଶରେ ଘୃଣା ଏବଂ ଅସନ୍ତୋଷ ବିସ୍ତାର…

କୃଷକଙ୍କ ସମର୍ଥନରେ କଣ କହିଲେ ସୋନୁ….

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କ କରୋନା କାଳରେ ପ୍ରବାସୀଙ୍କ ପ୍ରତି ସାହାଯ୍ୟ ଏବଂ ସହାନୁଭୂତିର ଉଦ୍ୟମ କରି ସେମ‌ାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ସେ ନିଜ କାର୍ଯ୍ୟ ଦ୍ୱାରା ଏପରି ସମ୍ମାନ ହାସଲ କରିଛନ୍ତି ଯେ ବର୍ତ୍ତମାନ ତାଙ୍କର ଗୁରୁତ୍ୱ ପୂର୍ବ ଅପେକ୍ଷା ଅନେକ ଦୁଇ ଗୁଣା…

କଙ୍ଗନାଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କଲେ ଜାଭେଦ ଅଖତାର

ମୁମ୍ବାଇ:ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କଲେ ଗୀତିକାର ଜାଭେଦ ଅଖତାର । ଟେଲିଭିଜନ ସାକ୍ଷାତକାରରେ କଙ୍ଗନା ମୋ ବିରୋଧରେ ତଥ୍ୟ ଓ ଭିତିହୀନ ଅଭିଯୋଗ ଆଣିଥିଲେ । ସୂଚନାଯୋଗ୍ୟ, କଙ୍ଗନା କହିଥିଲେ ଜାଭେଦ ଅଖତାର ମୋତେ ଘରକୁ ଡାକି ଋତିକ ରୋଶନଙ୍କୁ କ୍ଷମା…

ଶାହରୁଖଙ୍କ ଫିଲ୍ମରେ ଡେବ୍ୟୁ କରିଥିଲେ , ଏବେ ୱେବ୍ ସିରିଜ୍ ସାହା

ମୁମ୍ବାଇ: ବଲିଉଡରେ ପରିଶ୍ରମ ଓ ଭାଗ୍ୟ ଏକାସହ ତାଳ ଦେଇ ଚାଲିଥାନ୍ତି । ଏମିତି ଅନେକ ଉଦାହରଣ ରହିଛି, ଯେଉଁଠି ଜଣେ କଳାକାରକୁ ବଡ ଫିଲ୍ମରେ ବ୍ରେକ୍ ମିଳିଥିଲେ ବି ସେମାନେ ନିଜକୁ ପ୍ରତିଷ୍ଠିତ କରାଇପାରିନଥିଲେ । ଅନ୍ୟପକ୍ଷେ ତାଙ୍କ ବନ୍ଧୁ, ସାଙ୍ଗ କି ପରିବାର ଲୋକ ସେହି ସୋପାନରେ…

କ୍ୟାଟ୍ରିନାଙ୍କ ଭଉଣୀ ମୋହରେ ସଲମାନ ଖାନ୍

ମୁମ୍ବାଇ: ବଲିଉଡରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ କିଛି ନୂଆ ଚେହେରା ନୁହଁନ୍ତି । ନିଜ ଅଭିନୟ ତଥା ଲୁକ୍ସ ଜରିଆରେ ସେ ଦର୍ଶକଙ୍କ ମନ ଜିଣିପାରିଛନ୍ତି । ଆଉ ଏବେ କ୍ୟାଟ୍ରିନାଙ୍କ ପଥକୁ ଅନୁସରଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ତାଙ୍କ ଭଉଣୀ ଇସାବେଲ୍ କୈଫ । ନିକଟରେ ଇସାବେଲ୍‌ଙ୍କର ଏକ…