Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଗ୍ୟାଙ୍ଗସ୍ ଅଫ୍ ୱାସେପୁର ଅଭିନେତାଙ୍କ ବିରୋଧରେ ଠକେଇ ଅଭିଯୋଗ

ମୁମ୍ବାଇ: ଅନୁରାଗ କଶ୍ୟପଙ୍କ ବହୁଚର୍ଚ୍ଚିତ ଫିିଲ୍ମ "ଗ୍ୟାଙ୍ଗସ୍ ଅଫ୍ ୱାସେପୁର" । ଏହି ଫିଲ୍ମର କାହାଣୀ ଭାର ସମ୍ଭାଳିବା ସହ ଅଭିନୟରେ ନଜର ଆସିଥିଲେ ଜୀଶନ୍ କାଦ୍ରୀ । ଫିଲ୍ମରେ ତାଙ୍କ ଡେଫିନାଇଟ୍ କିର୍ଦାରକୁ ଲୋକେ ଖୁବ ପସନ୍ଦ ବି କରିଥିଲେ । ହେଲେ ନିକଟରେ ଏହି ଅଭିନେତାଙ୍କ ବିରୋଧରେ…

ବର୍ଷକୁ କେତେ ଆୟ କରନ୍ତି ପାୱାର କପଲ୍ ବିରାଟ୍ ଓ ଅନୁଷ୍କା ?

ମୁମ୍ବାଇ: ଭାରତ ତଥା ବିଶ୍ୱରେ ବହୁଚର୍ଚ୍ଚିତ ଦମ୍ପତ୍ତି ତାଲିକାରେ ସାମିଲ ଅଛନ୍ତି ବିରାଟ ଓ ଅନୁଷ୍କା । ଜଣେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅଭିନେତ୍ରୀ ତ ଆଉ ଜଣେ ବିଶ୍ୱ କ୍ରିକେଟର ଅଭିନ୍ନ ଅଙ୍ଗ । ନିଜନିଜ କ୍ଷେତ୍ରରେ ଦୁହିଁଙ୍କ ଭୂମିକା ହିଁ ତାଙ୍କୁ ପାୱାର୍ କପଲ୍‌ର ଆଖ୍ୟା ଦେଇଛି ।…

ଆସନ୍ତୁ ଜାଣିବା ବଲିଉଡର ଏଭରଗ୍ରୀନ ହିରୋ ଦେବାନନ୍ଦଙ୍କ ଦୁଃଖଦ ପ୍ରେମ କାହାଣୀ ବିଷୟରେ..

ମୁମ୍ବାଇ:ବଲିଉଡର ଏଭରଗ୍ରୀନର ହୀରୋ ଦେବାନନ୍ଦଙ୍କ ଆଜି ଜନ୍ମଦିନ(୩ ଡିସେମ୍ବର)।ଅନେକ କାହାଣୀ ତାଙ୍କ ଜୀବନ ସହିତ ଜଡିତ ହୋଇ ରହିଛି । ତେବେ ସୁରିୟାଙ୍କ ପ୍ରେମକାହାଣୀ ତାଙ୍କ ଜୀବନର ସବୁଠାରୁ ଦୁଃଖଦ ଘଟଣା । ଦେବାନନ୍ଦ ଚର୍ଚ୍ଚିତ ହେବା ପୂର୍ବରୁ ସୁରିୟା ଫିଲ୍ମ ଇଣ୍ଡଷ୍ଟ୍ରିର ଦାମୀ ଓ ସଫଳ…

ମା’ ଏବଂ ବାପାଙ୍କ ସହ ମିଶି ଚକୋଲେଟ୍‌ ତିଆରି କରୁଛନ୍ତି ତୈମୁର୍‌ ; ଫଟୋ ଭ‌ାଇରାଲ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ କରୀନା କପୁର ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ  ତୈମୁର ଅନେକ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି। ତୈମୁର ଏବେ ପାଲାମପୁରରେ ତାଙ୍କ ପିତାମାତାଙ୍କ ସହ ଛୁଟି କଟାଉଛନ୍ତି। ଏହି ଛୁଟିଦିନର ଅନେକ ଫଟୋ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ସେ ବହୁତ ସୃଜନଶୀଳ…

ରିୟା ଚକ୍ରବର୍ତ୍ତୀଙ୍କ ଭାଇଙ୍କୁ ମିଳିଲା ଜାମିନ; ଦୀର୍ଘ ତିନି ମାସ ପରେ ଜେଲ୍‌ରୁ ବାହାରିବେ ଶୌଭିକ୍‌

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ଆଜି ଏନଡିପିଏସ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଦୀର୍ଘ ଦିନର ପଚରାଉଚରା ପରେ ଶୌଭିକ୍‌ଙ୍କୁ ଏନସିବି ଦ୍ୱାରା…

ୟୁଟ୍ୟୁବ୍‌ରେ ଭାଇରାଲ୍‌ ହେଉଛି କୃଷକ ଆନ୍ଦୋଳନକୁ ଆହୁରି ସଶକ୍ତ କରୁଥିବା ଏହି ପଞ୍ଜାବୀ ଗୀତ

ନୂଆଦିଲ୍ଲୀ: କୃଷକ ଆଇନ ବିରୋଧରେ କୃଷକଙ୍କ ପ୍ରଦର୍ଶନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହି ସମୟରେ, କୃଷକମାନେ ଏହି ଆନ୍ଦୋଳନକୁ ନୂତନ ଶକ୍ତି ଦେବା ପାଇଁ କାର୍ଯ୍ୟ କରୁଛନ୍ତି, ପଞ୍ଜାବୀ ଗାୟକମାନଙ୍କ ଦ୍ୱାରା ଗାଇଥିବା ଗୀତଗୁଡ଼ିକରେ କୃଷକ ଆଇନ ବିଷୟରେ ଅନେକ କଥା କୁହାଯାଇଛି ଯାହା…

‘ସର୍ଚ୍ଚ ଇଞ୍ଜିନ୍‌ ୟାହୁ ‘ ତାଲିକାରେ ସୁଶାନ୍ତ ସିଂ ରାଜପୁତ ପ୍ରଥମ; ପିଏମ୍‌ ମୋଦୀ ଦ୍ୱିତୀୟ

ନୂଆଦିଲ୍ଲୀ: ପ୍ରତିବର୍ଷ ପରି 'ସର୍ଚ୍ଚ ଇଞ୍ଜିନ୍ ୟାହୁ' ଚଳିତ ବର୍ଷ ଭାରତରେ ସର୍ବାଧିକ ଖୋଜା ଯାଇଥିବା ଲୋକଙ୍କ ତାଲିକା ପ୍ରକାଶ କରିଛି। କୁହାଯାଇଛି ଯେ ୨୦୨୦ ମସିହାରେ ଲୋକମାନେ ବଲିଉଡର ସବୁଠାରୁ ଦିବଂଗତ ତାରକା ସୁଶାନ୍ତ ସିଂ ରାଜପୁତଙ୍କୁ ଖୋଜିଥିବାବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଅଭିନେତ୍ରୀ…

ଅଭିନେତା ପୂର୍ବରୁ ୱେଟର୍‌ ଥିଲେ ବଲିଉଡ୍‌ର ଏହି ଲୋକପ୍ରିୟ କଳାକାର

ମୁମ୍ବାଇ: ବମନ୍ ଇରାନୀ ଚଳଚ୍ଚିତ୍ର ଜଗତରେ ସୁପରିଚିତ ଅଭିନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ସେ ସମସ୍ତ ପ୍ରକାର ଭୂମିକାରେ ନିଜକୁ ଫିଟ୍‌ କରିପାରନ୍ତି। ଅନେକ ଚଳଚ୍ଚିତ୍ରରେ ବମନ୍ ଇରାନୀ ତାଙ୍କ ଚରିତ୍ରକୁ ଏପରି ଢଙ୍ଗରେ ଅଭିନୟ କରିଛନ୍ତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି।…

କରୋନା ଆକ୍ରାନ୍ତ ହେଲେ ବଲିଉଡର ଏହି ଲୋକପ୍ରିୟ ଅଭିନେତା

ମୁମ୍ବାଇ: ବଲିଉଡରେ ଜଣଙ୍କ ପରେ ଜଣଙ୍କୁ ଆକ୍ରାନ୍ତ କରିଚାଲିଛି କରୋନା। ବିଗ୍-ବି ଠାରୁ ଆରମ୍ଭ କରି ଅନେକ ନମିଦାମୀ କଳାକାର କରୋନାର ଆକ୍ରାନ୍ତ ହେବା ପରେ ଏବେ ଆଉ ଜଣେ ଲୋକପ୍ରିୟ ଅଭିନେତା ଚିହ୍ନଟ ହୋଇଛନ୍ତି କୋଭିଡ ପଜିଟିଭ। ଅଭିନେତା ତଥା ଭାରତୀୟ ଜନତା ପାର୍ଟିର ସାଂସଦ ସନି ଦେଓଲ୍…

ଇର୍ଫାନ୍‌ଙ୍କ ମୃତ୍ୟୁ ପରେ ସାମ୍ନାକୁ ଆସିଲା ଏହି ତଥ୍ୟ

ମୁମ୍ବାଇ: ଅଭିନେତାଙ୍କୁ ବାଦ୍ ଦେଲେ ଫିଲ୍ମର କାହାଣୀ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖିବା କାଠିକର ପାଠ । ତେବେ ୨୦୧୨ରେ ନିର୍ଦ୍ଦେଶକ ସୁଜୋୟ ଘୋଷ ଫିଲ୍ମ କାହାନୀ ଜରିଆରେ ଦର୍ଶକଙ୍କୁ ସିନେମା ହଲ ସିଟ୍‌ରେ ବସାଇ ରଖିବାକୁ ସକ୍ଷମ ହୋଇଥିଲେ । ଏହି ଫିଲ୍ମର ସିକ୍ୱେଲ୍ ପାର୍ଟ କିନ୍ତୁ ଏତେଟା ସଫଳ…