Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପାପାଙ୍କ ସହ ଖ୍ରୀଷ୍ଟମାସ ଟ୍ରି ସଜେଇବାରେ ବ୍ୟସ୍ତ କୁନି ଝିଅ ଇନାୟା

ମୁମ୍ବାଇ: ଆଗକୁ ଆସୁଛି ଖ୍ରୀଷ୍ଟମାସ। ସେଥିପାଇଁ ଏବେଠୁ ସଜବାଜ ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ଖ୍ରୀଷ୍ଟମାସକୁ ନେଇ ଅଭିନେତ୍ରୀ ସୋହା ଅଲି ଖାନ ଏକ ସୁନ୍ଦର ଫଟୋ ସେୟାର୍‌ କରିଛନ୍ତି। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି ଏବଂ ଏହାର ଶ୍ରେୟ ସେ ତାଙ୍କ ସ୍ୱାମୀ କୁନାଲ ଖେମୁ ଏବଂ ତାଙ୍କ ଝିଅ…

ଆନ୍ଦୋଳନରେ ସାମିଲ୍‌ ଚାଷୀଙ୍କ ପାଇଁ ୧ କୋଟି ଦାନ କଲେ ଦିଲଜିତ

ନୂଆଦିଲ୍ଲୀ: ଦିଲ୍ଲୀର ଆନ୍ଦୋଳନକାରୀ ଚାଷୀଙ୍କୁ ଶୀତରୁ ରକ୍ଷା କରିବା ପାଇଁ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ ଏକ କୋଟି ଟଙ୍କା ଦାନ କରିଛନ୍ତି। ଏହି ଟଙ୍କାରେ ଚାଷୀଙ୍କୁ ଗରମ ପୋଷାକ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଶୀତରେ ପଞ୍ଜାବର କୃଷକ ଏବଂ ବୟସ୍କ ବ୍ୟକ୍ତିମାନେ…

ଫେରୁଛନ୍ତି ରାନୁ ମଣ୍ଡଳ…

ପଶ୍ଚିମବଙ୍ଗ: ରାନୁ ମଣ୍ଡଳ । ଅନେକ ହୁଏ ତ ଏହି ଚେହେରା କିମ୍ବା ନାଁକୁ ଭୁଲିନଥିବେ । ପଶ୍ଚିମବଙ୍ଗ ରାଣାଘାଟ ରେଳବାଇ ପ୍ଲାଟଫର୍ମରେ ଗୀତ ଗାଇ ଏହି ମହିଳା ଜଣକ ରାତାରାତି ଇଣ୍ଟରନେଟ୍ ଷ୍ଟାର ପାଲଟିଥିଲେ । ଏପରିକି ହିମେଶ ରେଶମିୟାଁଙ୍କ ନିର୍ଦ୍ଦେଶନାରେ ଗୀତ ବି ଗାଇଥିଲେ । ଦର୍ଶକଙ୍କୁ…

କୃଷକଙ୍କ ସମର୍ଥନରେ ମୁହଁ ଖୋଲିଲେ ଅଭିନେତା ରିତେଶ

ନୂଆଦିଲ୍ଲୀ: କୃଷି ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଦେଶରେ କୃଷକ ଆନ୍ଦୋଳନ ଉପରେ ଅନେକ ସେଲିବ୍ରେଟିମାନେ ନିଜର ମତାମତ ଦେଉଛନ୍ତି। କଙ୍ଗନା ରାନାୱତ ଏବଂ ଦିଲଜିତ ଦୋସଞ୍ଜଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ତୀବ୍ର ବିତର୍କ କରିଛନ୍ତି। ଅନେକ ସେଲିବ୍ରେଟି କୃଷକ ଆନ୍ଦୋଳନକୁ ଦୃଢ…

“କୌନ ବନେଗା କରୋଡପତି” ଏକ୍ସପର୍ଟ ସାଜିବେ ଆନନ୍ଦ କୁମାର

ମୁମ୍ବାଇ: ସୁପର୍ ୩୦ର ପ୍ରତିଷ୍ଠାତା ତଥା ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାର । ଖୁବଶୀଘ୍ର ଆନନ୍ଦ 'କୌନ ବନେଗା କରୋଡପତି' (KBC) ଭଳି ପପୁଲାର ରିୟାଲିଟି ସୋ'ରେ ଏକ୍ସପର୍ଟ ଭୂମିକାରେ ନଜର ଆସିବେ । ଆସନ୍ତା ସୋମବାର ଦିନ ପ୍ରସାରିତ ହେବାକୁ ଥିବା ଏପିସୋଡରେ ଆନନ୍ଦ କୁମାରଙ୍କୁ ଦର୍ଶକ ଦେଖିବାକୁ…

ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି ‘ନେଟଫ୍ଲିକ୍ସ’; ଦୁଇ ଦିନ ପାଇଁ ‘ନେଟଫ୍ଲିକ୍ସ’…

ନୂଆଦିଲ୍ଲୀ: ଅନଲାଇନ୍ ଷ୍ଟ୍ରିମିଂ ଆପ୍ ନେଟଫ୍ଲିକ୍ସ ଲୋକମାନଙ୍କୁ ଏହାର ପ୍ଲାଟଫର୍ମରେ ଉପଲବ୍ଧ ବିଷୟବସ୍ତୁକୁ ଏହି ସପ୍ତାହ ଶେଷରେ ଅର୍ଥାତ୍‌ (୫-୬ ଡିସେମ୍ବର) ମାଗଣାରେ ଦେଖିବାର ସୁଯୋଗ ଦେଇଛି, ଯାହାକୁ କମ୍ପାନୀ ନେଟଫ୍ଲିକ୍ସ ଷ୍ଟ୍ରିମ୍‌ଫେଷ୍ଟର ନାମ ଦେଇଛି। ଡିସେମ୍ବର ୫ ଏବଂ ୬ରେ,…

ନିଜର ଶୋ’ ଆରମ୍ଭ କରୁଛନ୍ତି ମହାଭାରତର ‘ଭୀଷ୍ମ’

ନୂଆଦିଲ୍ଲୀ: 'ଦି କପିଲ ଶର୍ମା ଶୋ'କୁ ଅଶ୍ଳୀଳ ବୋଲି ବର୍ଣ୍ଣନା କରିଥିବା ଅଭିନେତା ମୁକେଶ ଖାନ୍ନା ନିଜର ଶୋ' ଆରମ୍ଭ କରିଛନ୍ତି। ଯାହା 'ଦି କପିଲ ଶର୍ମା ଶୋ’ର ଟାଇଟଲ ସହିତ ମେଳ ଖାଉଛି। ଯେଉଁଥିରେ ସେ ମହାଭାରତର ଅନୁଭୂତି ବାଣ୍ଟୁଥିବା ନଜର ଆସୁଛନ୍ତି। ଏହି ଶୋ’ରେ ସେ ମହାଭାରତ ପରି…

କ’ଣ କରୁଛନ୍ତି ‘କଭି ଖୁସୀ କଭି ଗମ’ର କ୍ରିସ୍ ?

ମୁମ୍ବାଇ: ବଡ ପରଦାରେ ଏହି କୁନି କଳାକାର କ୍ରିସ୍ ବାବେ ପରିଚିତ । କ୍ରିସ୍‌ଙ୍କ ପ୍ରକୃତ ନାଁ ହେଉଛି ଜିବ୍ରାନ୍ ଖାନ୍ । ଶାହରୁଖ ଓ କାଜୋଲଙ୍କ ପୁଅ ଭାବେ ସେ କଭି ଖୁସୀ କଭ ଗମ୍‌ରେ ଦର୍ଶକଙ୍କ ନିକଟରେ ଲୋକପ୍ରିୟ ହୋଇପାରିଲେ । ହେଲେ ସେ ସମୟରେ ଶିଶୁ କଳାକାର ଏବେ ଖୁବ ବଡ ହୋଇଗଲେଣି । ଗତ…

କଙ୍ଗନାଙ୍କୁ ମୀକା ସିଂଙ୍କ ପରାମର୍ଶ; ଦେଶପ୍ରେମ ସେତିକି ଥାଉ; ଅଭିନୟ ପ୍ରତି ଧ୍ୟାନ ଦିଅ

ନୂଆଦିଲ୍ଲୀ: ଯେବେଠାରୁ ଅଭିନେତ୍ରୀ କଙ୍ଗନା ରାଣାୱତ କୃଷକ ଆନ୍ଦୋଳନ ବିଷୟରେ ଟୁଇଟ୍ କରିବା ଆରମ୍ଭ କରିଛନ୍ତି, ସେବେଠାରୁ କଙ୍ଗନାଙ୍କ ବିରୋଧରେ ପ୍ରତିବାଦର ସ୍ୱର ଶୁଣିବାକୁ ମିଳୁଛି। ଏହାପୂର୍ବରୁ, କଙ୍ଗନା ଏବଂ ଦିଲଜିତ ଦୋସାଞ୍ଜଙ୍କ ମଧ୍ୟରେ ଦେଖାଯାଉଥିବା ଏହି ବାକ୍‌ ଯୁଦ୍ଧ ମଧ୍ୟରେ ଆହୁରି…

ରେଷ୍ଟୁରାଂଟ ଖୋଲିଲେ ଶିଳ୍ପା ସେଟ୍ଟୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ଫିଲ୍ମ ଦୁନିଆରେ ବିଶେଷ ସକ୍ରିୟ ନ ଥିଲେ ମଧ୍ୟ ଅନ୍ୟ କାରଣ ନେଇ ଚର୍ଚ୍ଚାକୁ ଆସିଥାନ୍ତି । ପରିଣତ ବୟସରେ ଯୋଗ ଏବଂ ସୁନ୍ଦର ସ୍ୱାସ୍ଥ୍ୟ ନେଇ ସେ ପ୍ରଶଂସାର ପାତ୍ର ହେଉଛନ୍ତି । ଏବେ ଶିଳ୍ପା ମୁମ୍ବାଇର ବାନ୍ଦ୍ରା ଅଂଚଳରେ ଏକ ଭବ୍ୟ…