Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଆସନ୍ତୁ ଜାଣିବା ରିଲ ଲାଇଫରେ ବାପା, ପୁଅ ସହ ପ୍ରେମ କରିଥିବା ହିରୋଇନଙ୍କ ବିଷୟରେ..

ମୁମ୍ବାଇ: ବଲିଉଡ ଓ ରିଲ ଲାଇଫରେ ସବୁ କିଛି ସମ୍ଭବ । କାରଣ ଏଠାରେ ଗ୍ଲାମର ଓ ଅଭନିୟ ବିକ୍ରି ହୁଏ । ଆସନ୍ତୁ ଜାଣିବା ବଲିଉଡର ଏ ଭଳି କେତେକ ହିରୋଇନଙ୍କ ବିଷୟରେ ଯେଉଁମାନେ ହିରୋ ହୋଇଥିବା ବାପା ଏବଂ ତାଙ୍କ ପୁଅଙ୍କ ସହ ମଧ୍ୟ ରୋମାନ୍ସ କରିଛନ୍ତି । ଡିମ୍ପଲ କାପାଡିଆ: ଡିମ୍ପଲ କାପାଡିଆ ଓ…

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଅନୁଷ୍କାଙ୍କ ଶୀର୍ଷାସନ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ଅନୁଷ୍କା ଶର୍ମା ହେଡଷ୍ଟାଣ୍ଡ ଅର୍ଥାତ୍‌ ଶୀର୍ଷାସନ କରୁଥିବା ଦେଖିବାକୁ ମିଳିଛି ଏବଂ ପତି ବିରାଟ ମଧ୍ୟ ତାଙ୍କୁ ଏଥିରେ…

ବଚ୍ଚନ ପ୍ରେମରେ ପାଗଳ ଅଭିନେତ୍ରୀ ଜ୍ୟାକଲିନ୍

ମୁମ୍ବାଇ: ସତରେ ଯେମିତି ଅଭିନେତ୍ରୀ ଜାକଲିନ୍ ଫର୍ନାଣ୍ଡିଜ୍ ବଚ୍ଚନ ପ୍ରେମରେ ପାଗଳ ହୋଇଯାଇଛନ୍ତି । ତେବେ ଏଠି ଆମେ ଅମିତାଭ କି ଅଭିଷେକ ବଚ୍ଚନଙ୍କ କଥା ଲେଖିନୁ । ବରଂ ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ବଚ୍ଚନ ପାଣ୍ଡେ କଥା ଉଲ୍ଲେଖ କରିଛୁ । ସଜିଦ ନାଡିଆଡୱାଲାଙ୍କ ଆଗାମୀ ଆକ୍ସନ୍ କମଡି…

ସାଉଥ୍ ସୁପରଷ୍ଟାର ବିକ୍ରମ୍‌ଙ୍କୁ ବୋମାମାଡ ଧମକ !

ଚେନ୍ନାଇ: ରିଲ୍ ଲାଇଫ୍‌ରେ ବଡବଡ ବିସ୍ଫୋରଣ କରୁଥିବା ଅଭିନେତା ବିକ୍ରମ ଚିୟାଁଙ୍କୁ ମିଳିଛି ରିୟଲ୍ ଲାଇଫରେ ବୋମାମାଡ ଧମକ । ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରକୁ ବୋମାମାଡରେ ଉଡାଇଦେବା ଭଳି ଧମକ ଦେବା ପରେ ଚାଂଚଲ୍ୟ ଖେଳିଯାଇଛି । ଖବର ପାଇ ବିକ୍ରମଙ୍କ ଘରେ ପହଂଚି ପୋଲିସ ତଦନ୍ତ ଆରମ୍ଭ କରିଛି…

ଏକାଠି ଆସୁଛନ୍ତି ମନୋଜ ବାଜପାୟୀ, ନିନା ଓ ସାକ୍ଷୀ ତନୱର !

ମୁମ୍ବାଇ: ତିନି ପୁରୁଖା କଳାକାରଙ୍କୁ ନେଇ ସାମ୍ନାକୁ ଆସିବ ଥ୍ରୀଲର୍ ଫିଲ୍ମ "ଡାଏଲ୍‌- ୧୦୦" । ସୋନୀ ପିକ୍‌ଚର୍ସ ବ୍ୟାନର୍ ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ମନୋଜ ବାଜପାୟୀ, ନିନା ଗୁପ୍ତା ଓ ସାକ୍ଷୀ ତନୱରଙ୍କ ଭଳି ଜଣାଶୁଣା କଳାକାର ନଜର ଆସିବେ । Excited to announce my…

କେମିତି ଅଛନ୍ତି ବଲିଉଡର ସାମ୍‌ରି ?

ମୁମ୍ବାଇ: ଦିନ ଥିଲା ବଲିଉଡରେ ଗୋଟିଏ ପରେ ଗୋଟିଏ ହରର ଫିଲ୍ମ ରିଲିଜ ହେଉଥିଲା । ଖାସ କରି ରାମ୍‌ସେ ବ୍ରଦର୍ସଙ୍କ ପ୍ରଡକ୍ସନ ହାଉସ୍ ହରର ଫିଲ୍ମ ନିର୍ମାଣ କରି ଖୁବ ଟଙ୍କା ଛାପିଥିଲା । ସେହି ହରର୍ ଫିଲ୍ମ ସେକ୍ଟରରେ ସାମରୀ ନାମକ ଏକ କିର୍ଦାର ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟିଥିଲା । ଏହି…

୬୫ ବର୍ଷରେ ପଦାର୍ପଣ କଲେ ବଲିଉଡ୍‌ର ମେଲୋଡି କିଙ୍ଗ୍‌‌ ଉଦିତ ନାରାୟଣ

ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ଗାୟକ ଉଦିତ ନାରାୟଣଙ୍କର ଆଜି ୬୫ ତମ ଜନ୍ମଦିନ ପାଳନ କରୁଛନ୍ତି। ଉଦିତ ନାରାୟଣ ତାଙ୍କର ମେଲୋଡି ସ୍ୱର ଏବଂ ସବୁବେଳେ ହସୁଥିବା ଚେହେରା ଯୋଗୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ପରିଚୟ ସୃଷ୍ଟି କରିଛନ୍ତି। ଉଦିତ ନାରାୟଣ ଅମିତାଭ ବଚ୍ଚନ, ଶାହରୁଖ ଖାନ, ରାଜେଶ…

ଓସ୍କାର ବିଜେତା ଏ. ଆର୍ ରହମାନଙ୍କୁ ମିଳିଲା ଆଉ ଏକ ସମ୍ମାନ; ‘ବ୍ରେକ୍‌ଥ୍ରୋ ଇଣ୍ଡିଆ’ର ନୂତନ…

ନୂଆଦିଲ୍ଲୀ: ଓସ୍କାର ବିଜେତା ଏ. ଆର୍ ରହମାନଙ୍କୁ ଆନ୍ତର୍ଜାତୀୟ ସ୍ତରରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି। ସଂଗୀତ ଶିଳ୍ପକୁ ଏକ ଭିନ୍ନ ସ୍ତରକୁ ନେଇଥିବା ଏ. ଆର୍ ରହମାନ ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ ଆର୍ଟ ଦ୍ୱାରା 'ବ୍ରେକ୍‌ଥ୍ରୋ ଇଣ୍ଡିଆ'ର ରାଷ୍ଟ୍ରଦୂତ ଭାବରେ ମନୋନୀତ…

ବଲାଙ୍ଗିର ସୁନ୍ଦରୀ ଶୁଭଶ୍ରୀ ପିନ୍ଧିଲେ ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ମୁକୁଟ

ଭୁବନେଶ୍ୱର: ବଲାଙ୍ଗୀର ଝିଅ ଶୁଭଶ୍ରୀ ରାୟଗୁରୁ ଜିତିଲେ ଭିଏଲସିସି ଫେମିନା ମିସ୍ ଇଣ୍ଡିଆ ଓଡିଶା ୨୦୨୦ ଟାଇଟଲ। ଏହି ଟାଇଟଲ୍ ସହିତ ସେ VLCC ଫେମିନା ମିସ୍ ଇଣ୍ଡିଆର ଟପ୍ -୩୧ ରେ ସ୍ଥାନ ପାଇଛନ୍ତି । ଏବେ ସେ ଟପ୍ ୧୫ରେ ସ୍ଥାନ ପାଇବା ପାଇଁ ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ୩୦…

୧୬ ବର୍ଷ ପରେ ରିଲିଜ ହେବାକୁ ଯାଉଛି ଅଜୟ ଦେବଗନଙ୍କ ନାମ ଫିଲ୍ମ

ମୁମ୍ବାଇ: କରୋନା ଭାଇରସ ଯୋଗୁ ଟିଭି ଓ ଓଟିଟି ପ୍ଲାଟଫର୍ମର ଚାହିଦା ବଢ଼ିଯାଇଛି । ଏହାର ଫାଇଦା ଉଠାଇବାକୁ ଏବେ ସମସ୍ତେ ଚାହୁଁଛନ୍ତି । ଏଥିରେ ସାମିଲ ହୋଇଛନ୍ତି ଅନୀସ ବାଜମି । ସେ ୧୬ ବର୍ଷ ତଳେ ଅଜୟ ଦେବଗନଙ୍କୁ ନେଇ ବେନାମ ଫିଲ୍ମ ତିଆରି କରିଥିଲେ । ପରେ ସେ ଏହାର ଟାଇଟଲ ବଦଳାଇ ନାମ…