Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ସ୍ୱପ୍ନାଙ୍କ ମଥାର ସିନ୍ଦୁର

ନୂଆଦିଲ୍ଲୀ: ସ୍ୱପ୍ନା ଚୌଧୁରୀ ତାଙ୍କ ବାଙ୍ଗ ନୃତ୍ୟ ପାଇଁ ବେଶ୍‌ ଜଣାଶୁଣା। ସପନା ଚୌଧୁରୀ ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ପ୍ରୋଫେସନାଲ୍‌ ଲାଇଫ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ କରଭା ଚୌଥ୍‌ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହୋଇଥିଲା। କିନ୍ତୁ ତାଙ୍କର ଅନେକ…

ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେ

ମୁମ୍ବାଇ: ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଏବଂ ତାଙ୍କ ସହକର୍ମୀ ସୌରଭ କୁଶୱାଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ଅଭିଯୋଗ କରିଛନ୍ତି। ପୁନମ ପାଣ୍ଡେ ଅଭିଯୋଗ କରିଛନ୍ତି ଯେ ରାଜ କୁନ୍ଦ୍ରା ଏବଂ ତାଙ୍କ କମ୍ପାନୀ ତାଙ୍କ…

ଆସୁଛି କୁଲି ନମ୍ବର-୧, ଲିଡ୍ ରୋଲରେ ବରୁଣ ଓ ସାରା

ମୁମ୍ବାଇ: ସାରା ଅଲ୍ଲୀ ଖାନ୍ ଓ ବରୁଣ ଧାୱନଙ୍କ ଫିଲ୍ମ କୁଲି ନମ୍ବର-୧ ଖୁବ୍ ଶୀଘ୍ର ରିଲିଜ୍ ହେବାକୁ ଯାଉଛି । ଆମାଜନ୍ ପ୍ରାଇମରେ ଫିଲ୍ମ ରିଲିଜ୍ ହେବ । ଏଥିପାଇଁ ସାରା ଓ ବରୁଣ ଫିଲ୍ମର ପ୍ରମୋସନ ମଧ୍ୟ ଆରମ୍ଭ କରି ଦେଇଛନ୍ତି । ପ୍ରମୋସନ ପୂର୍ବରୁ ଦୁଇ ଜଣ ଭିଡିଓ କରି ଇନଷ୍ଟାଗ୍ରାମରେ ସେୟାର…

ଫିଲ୍ମ “ବ୍ରହ୍ମାସ୍ତ୍ର” ରିଲିଜ୍ କରିବାକୁ ମନା କଲେ କରନ୍ ଜୋହର !

ମୁମ୍ବାଇ: ପ୍ରଥମ ଥର ପାଇଁ ଫିଲ୍ମ ବ୍ରହ୍ମାସ୍ତ୍ରରେ ଏକାଠି ଆସୁଛନ୍ତି ରଣବୀର କାପୁର ଓ ଆଲିୟା ଭଟ୍ଟ । ଅୟାନ ମୁଖାର୍ଜିଙ୍କ ଏହି ଫିଲ୍ମରେ ମେଗାଷ୍ଟାର ଅମିତାଭ ବଚ୍ଚନ, ନାଗାର୍ଜୁନ, ଡିମ୍ପଲ୍ କପାଡିଆ ଓ ମୌନୀ ରୟଙ୍କ ଭଳି ଜଣାଶୁଣା କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ପୂର୍ବରୁ ଏହି…

୧୫୦ ମିଲିୟନ୍‌ ଭ୍ୟୁ ପାର୍‌ କଲା ଗୁରୁ ରାନ୍ଧୱା ଏବଂ ନୋରା ଫ‌ତେହିଙ୍କ ଗୀତ ‘ନାଚ ମେରୀ ରାନୀ’

ମୁମ୍ବାଇ: ଗାୟକ ଗୁରୁ ରାନ୍ଧୱାଙ୍କ ଗୀତ 'ନାଚ ମେରୀ ରାନୀ' ସୋସିଆଲ ମିଡିଆରେ ଲଗାତାର୍‌ ହିଟ୍‌ ହେଉଥିବା ଦେଖିବାକୁ ମିଳିଛି। ଏହି ଗୀତକୁ ଏପର୍ଯ୍ୟନ୍ତ ୟୁଟ୍ୟୁବରେ ୧୫୦ ମିଲିୟନରୁ ଅଧିକ ଥର ଦେଖାଯାଇଛି। ଏହି ଗୀତରେ ନୋରା ଫତେହି ଏବଂ ଗୁରୁ ରାନ୍ଧୱା ଏକାଠି ନାଚିଛନ୍ତି। ନୋରା ଫତେହି ଏବଂ…

ସମାଲୋଚନାର ଶିକାର ହେଲେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା !

ମୁମ୍ବାଇ: ଜୁନ୍ ୧୪ରେ ସୁଶାନ୍ତଙ୍କ ରହସ୍ୟମୟ ମୃତ୍ୟୁ ସମସ୍ତଙ୍କୁ ଚମକାଇଦେଇଥିଲା । ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଅନିଶ୍ଚିତତା ଘେରରେ ରହିଛି । ଅନ୍ୟପଟେ ରିଆ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଥର ଅଙ୍କିତା ଲୋଖଣ୍ଡେ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ । ହେଲେ ନିକଟରେ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା…

ଅଂଶଙ୍କ ସହ ଆସୁଛନ୍ତି ଧ୍ୱନି ଭାନୁଶାଲି !

ମୁମ୍ବାଇ: ଏମର୍ଜିଂ ସିଙ୍ଗର କମ୍ ପରଫର୍ମର୍ ଧ୍ୱନି ଭାନୁଶାଲୀ । ନିଜ କ୍ୟାରିଅରରେ ସଫଳତାର ସହ ଆଗେଇ ଚାଲିଥିବା ଏହି କଳାକାର ଆଗାମୀ ଦିନରେ ଆଉ ଏକ ନୂଆ ପ୍ରୋଜେକ୍ଟରେ ନଜର ଆସିବେ । ନୂଆ ପ୍ରୋଜେକ୍ଟର ଟାଇଟଲ ରିଭିଲ୍ କରିନଥିଲେ ବି ଏହାର ସୁଟିଂ ଆରମ୍ଭ ହୋଇଥିବା ନେଇ ଖୋଦ ଧ୍ୱନି ସୋସିଆଲ୍…

ବିବାହ ପରେ ପ୍ରଥମ ଥର ପାଇଁ ସୁଟିଂ ସେଟ୍‌କୁ ଫେରିଲେ ନେହା

ମୁମ୍ବାଇ: ଗାୟିକା ନେହା କକ୍କଡ ଅକ୍ଟୋବର ୨୪ ରେ ଗାୟକ ରୋହନପ୍ରୀତ ସିଂଙ୍କୁ ବିବାହ କରିଥିଲେ ଏବଂ ଏହା ପରେ ଦୁହେଁ ହନିମୁନ୍‌ ପାଇଁ ଦୁବାଇ ଯାଇଥିଲେ। ନେହା କକ୍କଡ ହନିମୁନ୍‌ରୁ ଫେରିବା ପରେ ଇଣ୍ଡିଆନ୍‌ ଆଇଡଲ୍‌ ସୁଟିଂ ସେଟ୍‌କୁ ଫେରିଛନ୍ତି। ସେ ସିଙ୍ଗିଙ୍ଗ୍‌ ରିଆଲିଟି ସୋ 'ଇଣ୍ଡିଆନ୍…

ଆରପାରିରେ ଅଭିନେତା ଆଶିଷ ରୟ

ମୁମ୍ବାଇ: ଦୀର୍ଘ ଦିନର ଅସୁସ୍ଥତା ପରେ ପ୍ରଖ୍ୟାତ ଚଳଚ୍ଚିତ୍ର ତଥା ଟିଭି ଅଭିନେତା ଆଶିଷ ରୟଙ୍କର ଆଜି ମୁମ୍ବାଇରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ଗତ କିଛି ବର୍ଷ ଧରି ସେ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ। ଗତ ତିନି ବର୍ଷ ଧରି ତାଙ୍କ ଡାଏଲିସିସ୍ ମଧ୍ୟ…

ନିଆରା ଅନ୍ଦାଜ୍‌ରେ ମାଲଦ୍ୱୀପରେ ଛୁଟି କଟାଉଛନ୍ତି ସୋନାକ୍ଷୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ମାଲଦ୍ୱୀପରେ ସମୟ ବିତାଉଛନ୍ତି। ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବା କାରଣରୁ ୧୮.୭ ନିୟୁତ ପ୍ରଶଂସକ ଇନଷ୍ଟାଗ୍ରାମରେ ତାଙ୍କୁ ଅନୁସରଣ କରନ୍ତି। ସୋନାକ୍ଷୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କିଛି ଫଟୋ ସେୟାର…