Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପଞ୍ଜାବର ଷ୍ଟେଟ୍‌ ଆଇକନ୍‌ ହେଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦ୍ୱାରା ବଲିଉଡ୍‌ ଅ‌ଭିନେତା ସୋନୁ ସୁଦ ପଞ୍ଜାବର ଷ୍ଟେଟ୍‌ ଆଇକନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ସୋନୁ ସୁଦ୍‌ଙ୍କୁ ଏବେ ପଞ୍ଜାବରେ ନିର୍ବାଚନ ସହ ଜଡିତ ସଚେତନତା ପ୍ରସାରରେ ଦେଖିବାକୁ ମିଳିବ। ତାଙ୍କ ନିଯୁକ୍ତି ସମ୍ପର୍କରେ ସୋମବାର ନିର୍ବାଚନ ଆୟୋଗ ଏକ ଚିଠି…

ଟୁଥ ବ୍ରଶରେ ନିଜ ଜୋତା ସଫା କରୁଛନ୍ତି ବିରାଟ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଅନୁଷ୍କା

ଭୁବନେଶ୍ୱର: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ବର୍ତ୍ତମାନ ଦୁବାଇରେ ଅଛନ୍ତି। ନିକଟରେ ଅନୁଷ୍କା ଅନ୍ୟ କ୍ରିକେଟରଙ୍କ ସହ ମିଶି ବିରାଟଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ଏହାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଥିଲା। ନିକଟରେ ଅନୁଷ୍କା ସୋସିଆଲ ମିଡିଆରେ ବିରାଟଙ୍କ ଏକ ସୁନ୍ଦର ଫଟୋ ପୋଷ୍ଟ…

ଏବେ କଣ କରୁଛନ୍ତି ବଲିଉଡ୍‌ର ଦାମିନୀ?

ନୂଆଦିଲ୍ଲୀ: ୮୦ ଏବଂ ୯୦ ଦଶକରେ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ମୀନାକ୍ଷୀ ସେଶାଦ୍ରୀ। ଆଜି ସେ ତାଙ୍କ ୫୭ତମ ଜନ୍ମଦିନ ପାଳନ କରୁଛନ୍ତି। ମୀନାକ୍ଷୀ ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ଏକରୁ ଅଧିକ ଚଳଚ୍ଚିତ୍ର ଭେଟି ଦେଇଛନ୍ତି ଏବଂ ତାଙ୍କ ଅଭିନୟରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର…

ନାତୁଣୀ ଆରାଧ୍ୟାଙ୍କୁ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ବିଗ୍‌ ବି

ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଜନ୍ମଦିନ। ଆରାଧ୍ୟା ଏବେ ୯ ବର୍ଷର ହୋଇଯାଇଛନ୍ତି। ଆରାଧ୍ୟା ୨୦୧୧ ମସିହାରେ ନଭେମ୍ବର ୧୬ରେ ଜନ୍ମଗ୍ରହଣ କରିଥିଲେ। ବେବି ଆରାଧ୍ୟାଙ୍କ ଜନ୍ମଦିନରେ ବଚ୍ଚନ ପରିବାର…

୩୫ ବର୍ଷରେ ପଦାର୍ପଣ କଲେ ଅଭିନେତା ଆଦିତ୍ୟ ରୟ କପୁର

ନୂଆଦିଲ୍ଲୀ: ଆଜି ବଲିଉଡ ଅଭିନେତା ଆଦିତ୍ୟ ରୟ କପୁରଙ୍କ ୩୫ତମ ଜନ୍ମଦିନ। ୩୫ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଏହି ଅଭିନେତା ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଏକ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିଛନ୍ତି। ୨୦୧୩ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ଆଶିକୀ-୨' ତାଙ୍କୁ ଚଳଚ୍ଚିତ୍ର…

ମହାନଦୀରେ ବୁଡି ଯିବା ଘଟଣା; ସତ ମାନିଲେ ଅମ୍ଳାନଙ୍କ ପତ୍ନୀ, କଣ କହିଲେ ଜାଣନ୍ତୁ

କଟକ: ଗତକାଲି ଠାରୁ ଚର୍ଚ୍ଚାରେ ଅଛନ୍ତି ଓଲିଉଡ୍ ଅଭିନେତା ଅମ୍ଳାନ ଦାସଙ୍କ ପତ୍ନୀ ଭୂମିକା।ସେ ଗତକାଲି ମହାନଦୀରେ ପଡ଼ିଯାଇଥିଲେ ଓ ପର ମୁହୂର୍ତ୍ତରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଏହା ଏକ ଦୁର୍ଘଟଣା ନା ଆତ୍ମହତ୍ୟା ଉଦ୍ୟମ ସେ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମୁଁହ ଖୋଲିଛନ୍ତି…

ପ୍ରେମିକକୁ ବାଏବାଏ କହିଲେ ଟାଇଗରଙ୍କ ଭଉଣୀ

ମୁମ୍ବାଇ: ଟାଇଗରଙ୍କ ଭଉଣୀ, ଜ୍ୟାକି ସ୍ରଫଙ୍କ ଲାଡଲି କ୍ରିଷ୍ଣା ସ୍ରଫ୍ । ବେଶ କିଛିବର୍ଷ ଧରି କ୍ରିଷ୍ଣାଙ୍କର ବାସ୍କେଟ ବଲ୍ ଖେଳାଳି ଇବାନ୍ ହେମ୍ସଙ୍କ ସହ ପ୍ରେମ ସଂପର୍କ ରହିଥିଲା । ହେଲେ ନିକଟରେ ଖୋଦ କ୍ରିଷ୍ଣା ସୋସିଆଲ ମିଡିଆରେ ତାଙ୍କ ସଂପର୍କ ଛିନ୍ନ କରିଥିବା ଏକ ଲମ୍ବା ଚଉଡା ପୋଷ୍ଟ…

‘ବେଲାସୁରୁ’ର ବିଶ୍ୱନାଥଙ୍କୁ ମୁଁ ଭୁଲିପାରିବି ନାହିଁ: ଅକ୍ଷୟ ପରିଜା

ଭୁବନେଶ୍ୱର: ଦାଦା ସାହେବ ଫାଲକେ ସମ୍ମାନ ଓ ପଦ୍ମଭୂଷଣରେ ସମ୍ମାନିିତ ସୌମିତ୍ର ଚାଟ୍ଟାର୍ଜୀ ହେଉଛନ୍ତି ଜଣେ କିମ୍ବଦନ୍ତୀ ବ୍ୟକ୍ତିତ୍ୱ। ତାଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ମୋ ଜୀବନର ଏକ ବଡ ସଫଳତା ଥିଲା ବୋଲି କହିଛନ୍ତି ଅକ୍ଷୟ ପରିଜା। ସେ ସ୍ୱପ୍ନ ‘ବେଲାସୁରୁ’ ଜରିଆରେ ସାକାର…

ଆସୁଛି ଓଡିଆ ଆକ୍ସନ୍ ଥ୍ରୀଲର ଫିଲ୍ମ “ଗୁରୁଦେବ”

ଭୁବନେଶ୍ୱର: କରୋନା ମହାମାରୀ ପରେ ଧୀରେଧୀରେ ସକ୍ରିୟ ହେଲାଣି ଓଲିଉଡ ଇଣ୍ଡଷ୍ଟ୍ରୀ । ଅଭିନେତା, ଅଭିନେତ୍ରୀ ଓ ନିର୍ଦ୍ଦେଶକଙ୍କ ସମେତ ପ୍ରଯୋଜକ ବି ଫିଲ୍ମ ନିର୍ମାଣ କରିବାକୁ ଅଣ୍ଟା ଭିଡିଲେଣି । ଆଗାମୀ ଦିନରେ ଖୁବଶୀଘ୍ର ନବାଗତ ନାୟକ ଦେବାନନ୍ଦଙ୍କୁ ନେଇ ରିଲିଜ୍ ହେବ ଆକ୍ସନ ଥ୍ରୀଲର ଫିଲ୍ମ…

ମୋ ପୁଅ ଗାୟକ ନ ହେଉ; ସୋନୁ ନିଗମ୍ !

ମୁମ୍ବାଇ: ଭାରତର ଜଣାଶୁଣା ଗାୟକ ସୋନୁ ନିଗମ । କେବଳ ହିନ୍ଦୀ ନୁହେଁ ବରଂ କନ୍ନଡ, ତାମିଲ, ବେଙ୍ଗଲି, ଗୁଜରାଟି ଓ ଓଡିଆ ଭାଷାରେ ବି ସେ ଅନେକ ସୁପରହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଖାସ କରି ଓଡିଆ ଗୀତ ଭାବେ ପୁଚୁକି ଗାଲି ଆଜି ବି ଦର୍ଶକଙ୍କ ଗହଣରେ ଲୋକପ୍ରିୟ ତାଲିକାରେ ରହିଛି ।…