Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଦୁଲେ ରାପରଙ୍କ ସ୍ବପ୍ନ ପୂରା କଲେ ପ୍ରେମ ଆନନ୍ଦ

ଭୁବନେଶ୍ୱର: ଦୁଲେ ରାପରଙ୍କ ସ୍ବପ୍ନ ପୂରା କରିବାକୁ ଯାଉଛନ୍ତି ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। ନଭେମ୍ବର ୧୧ ତାରିଖରେ ଭୁବନେଶ୍ୱରରେ ଗୀତ ରେକର୍ଡ଼ିଂ ହେବ ବୋଲି ସୂଚନା ମିଳିଛି। ୟୁଟ୍ୟୁବ ସେନ୍ସେସନ ତଥା ଖପର ଘରର ରାପର ଭାବେ ପରିଚିତ କଳାହାଣ୍ଡିର ଦୁଲେଶ୍ଵର ତାଣ୍ଡି…

ଆମିର ଖାନଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବେ ଶାହରୁଖ !

ମୁମ୍ବାଇ: ବଲିଉଡର ମିଷ୍ଟର୍ ପରଫେକ୍ସନିଷ୍ଟ ଆମିର ଖାନ । ଶେଷଥର ପାଇଁ ଫିଲ୍ମ ଠଗ୍‌ସ୍ ଅଫ୍ ହିନ୍ଦୁସ୍ତାନରେ ନଜର ଆସିଥିଲେ । ଚଳିତବର୍ଷ ବି ଏହି ଅଭିନେତାଙ୍କ ଫିଲ୍ମ ଲାଲ୍ ସିଂ ଚଢା ଡିସେମ୍ବର ମାସରେ ରିଲିଜ୍ ହୋଇଥାନ୍ତା । ହେଲେ କରୋନା ମହାମାରୀ ପାଇଁ ଏହି ଫିଲ୍ମର ରିଲିଜ୍ ଡେଟ୍ ଆସନ୍ତା…

‘ଗଣପତ’: ଆସିଲା ଟାଇଗରଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: ଆସୁଛି ବଲିଉଡର ଆକ୍ସନ ହିରୋ ଟାଇଗର ସ୍ରଫଙ୍କ ଆଉ ଏକ ନୂଆ ଫିଲ୍ମ । ନିକଟରେ ହିଁ ସେ ତାଙ୍କ ନୂଆ ଫିଲ୍ମ ‘ଗଣପତ ପାର୍ଟ-୧’ର ଘୋଷଣା କରିଥିଲେ । ଏବଂ ଏହାର ମୋଶନ ପୋଷ୍ଟର ମଧ୍ୟ ରିଲିଜ ହୋଇଥିଲା । ଏବେ ଏହି ଫିଲ୍ମର ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ଟାଇଗରଙ୍କ ଫାଷ୍ଟ ଲୁକ୍…

ନିଜ ପ୍ରଚାର ପାଇଁ ୱେବ୍‌ସାଇଟ୍ ଲଂଚ କଲେ ଅଭିନେତ୍ରୀ ଜରିନ୍ ଖାନ !

ମୁମ୍ବାଇ: ଚଳିତବର୍ଷ ପରସ୍ପର ସହ ସମ୍ପର୍କ ରଖିବା ଲାଗି ଡିଜିଟାଲ୍ ଟେକ୍ନୋଲଜି ପ୍ରମୁଖ ଭୂମିକା ଗ୍ରହଣ କରିଛି । ଖାସ କରି କରୋନା ଲକ୍‌ଡାଉନ୍ ଭଳି ପରିସ୍ଥିତି ପାଇଁ ଡିଜିଟାଲାଇଜେସନ୍‌ରେ ବହୁ ଉନ୍ନତି ହୋଇଛି । ଏପରି ସ୍ଥିତିରେ ନିଜ ଫ୍ୟାନମାନଙ୍କ ସହ ଯୋଡି ହୋଇ ରହିବା ପାଇଁ ବଲିଉଡ…

ଅଭିନେତା ପ୍ରଭାସଙ୍କ ଫଟୋ ଭାଇରାଲ୍ !

ତେଲେଙ୍ଗାନା: ନିର୍ମାଣ ଓ ରିଲିଜ ପୂର୍ବରୁ ଦର୍ଶକଙ୍କ ନିକଟରେ ସତରେ ଯେମିତି ସୁପରହିଟ୍ ହୋଇସାରିଛି ଫିଲ୍ମ ଆଦି ପୁରୁଷ । ଅଗଷ୍ଟ ମାସରେ ଏହି ଫିଲ୍ମରେ ଅଭିନୟ କରିବା ନେଇ ପ୍ରଭାସ ସୋସିଆଲ୍ ମିଡିଆରେ ଲେଖିଥିଲେ । ଫିଲ୍ମରେ ସେ ପ୍ରଭୁ ରାମଙ୍କ ଅବତାରରେ ଆସୁଥିବାବେଳେ ସୋସିଆଲ୍ ମିଡିଆରେ…

ବଲିଉଡ ମୁହାଁ ହେଲେ ତନୁଶ୍ରୀ ଦତ୍ତା !

ମୁମ୍ବାଇ: ୨୦୧୮ରେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ତନୁଶ୍ରୀ ଦତ୍ତା । ଅଭିଯୋଗ ଥିଲା ୨୦୦୮ରେ ଫିଲ୍ମ ହର୍ନ ଓକେର ସୁଟିଂ ସେଟ୍‌ରେ ନାନା ପାଟେକର ତାଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ । ସେବେଠୁ ବଲିଉଡରେ ଆରମ୍ଭ ହୋଇଥିଲା ମି ଠୁ ଅଭିଯାନ । ଏହି ଘଟଣା ପରଠୁ…

୧୫ ନଭେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ସୁରଜ୍‌ ପେ ମଙ୍ଗଲ୍‌ ଭାରୀ’

ନୂଆଦିଲ୍ଲୀ: ମନୋଜ ବାଜପେୟୀ, ଦିଲଜିତ ଦୋସାଞ୍ଜ ଏବଂ ଫାତିମା ସାନା ଶେଖଙ୍କ 'ସୁରଜ୍‌ ପେ ମଙ୍ଗଲ ଭାରୀ' ଚଳଚ୍ଚିତ୍ର ନଭେମ୍ବର ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ଦିୱାଲୀରେ ଦେଶର ସିନେମା ହଲ୍‌ରେ ପ୍ରଦର୍ଶିତ ହେବ। ୯୦ ଦଶକର ପୃଷ୍ଠଭୂମି ଉପରେ ଆଧାରିତ ଏହି…

ଅକ୍ଷୟଙ୍କ ପରେ ଏବେ ମିଲିନ୍ଦ ସୋମାନ୍‌ଙ୍କ କିନ୍ନର ଅବତାର ଦେଖିବେ ଦର୍ଶକ!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ' ସୋମବାର ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରଟି କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛି। ତେବେ ଅଭିନେତା ମିଲିନ୍ଦ ସୋମାନ୍‌ ମଧ୍ୟ ଏବେ ଏହି ବିଷୟବସ୍ତୁ ପରି ଏକ ପ୍ରୋଜେକ୍ଟ ହାତେଇ ଥିବା ଜଣାପଡ଼ିଛି। ଏହି ନୁତନ…

ଗୋଟିଏ କବିତାରୁ ଆଶୁତୋଷଙ୍କ ପ୍ରେମରେ ପଡିଯାଇଥିଲେ ରେଣୁକା

ନୂଆଦିଲ୍ଲୀ: ଅଶୁତୋଷ ରାଣା ଏବଂ ରେଣୁକା ଶାହାନେଙ୍କ ଯୋଡି ବଲିଉଡ୍‌ ଚଳଚ୍ଚିତ୍ର ଜଗତର ଏକ ଲୋକପ୍ରିୟ ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ପ୍ରେମ କାହାଣୀ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଅଭିନେତା ଆଶୁତୋଷ ରାଣା ଅନେକ ଥର କହିଛନ୍ତି ଯେ ତାଙ୍କ ପତ୍ନୀଙ୍କ ହେତୁ ସେ ଚଳଚ୍ଚିତ୍ର ଜଗତରେ ଏତେ ସଫଳ…

ଶେହ୍‌ନାଜ୍‌ଙ୍କ ସହ ମସ୍ତି ମୁଡ୍‌ରେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ଚେହେରା ମଧ୍ୟରୁ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଅନ୍ୟତମ। ଆଗରୁ ଯେତିକି ପ୍ରଶଂସକଙ୍କୁ ସେ ନିଜ ଅଭିନୟ ବଳରେ ସାଉଁଟିପାରିଥିଲେ ବିଗ୍‌ବସ୍‌ ସିଜିନ୍‌-୧୩ ଜିତିଲା ପରେ ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ସଂଖ୍ୟା ଆହୁରି ବଢିଯାଇଛି। ନିଜର ଆକର୍ଷଣୀୟ ଫଟୋ ହେଉ…