Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଡ୍ରଗ୍ସ ଲିଙ୍କ: ରେଡ୍ ପରେ ଅର୍ଜୁନ ରାମପାଲଙ୍କୁ NCBର ସମନ୍

ମୁମ୍ବାଇ: ଏନସିବି ତଥା ନାର୍କୋଟିକ୍ସ କଣ୍ଟେ୍ରାଲ ବ୍ୟୁରୋ ରାଡାରରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ । ଡ୍ରଗ୍ସ ଲିଙ୍କ ମାମଲାରେ ସୋମବାର ତଙ୍କ ଘର, ଅଫିସ ଆଦି ରେଡ୍ କରିବା ପରେ ତାଙ୍କୁ ସମନ୍ କରିଛି ଏନସିବି ।ବୁଧବାର ସୁଦ୍ଧା ଏନସିବି ଅଫିସରେ ହାଜର ହେବା ପାଇଁ ସମନ ହୋଇଛି । ରାମପାଲଙ୍କ…

ଟ୍ୱିଟରରେ ନାଁ ବଦଳାଇଲେ ଦୀପିକା ପାଦୁକୋନ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍ ନିଜ ଟ୍ୱିଟର ଆକାଉଣ୍ଟର ନାମ ବଦଳାଇ ‘ଶାନ୍ତିପ୍ରିୟା’ ରଖିଛନ୍ତି । କୁହାଯାଉଛି ଯେ ‘ଓମ୍ ଶାନ୍ତି ଓମ୍‌’ ଫିଲ୍ମର ୧୩ ବର୍ଷ ପୂର୍ତ୍ତି ଅବସରରେ ସେ ଏଭଳି କରିଛନ୍ତି । ଏପରିକି ଟ୍ୱିଟରର ନାମ ବଦଳାଇବା ସହ ଦୀପିକା ପ୍ରୋଫାଇଲ୍ ପିକ୍‌ଚର ମଧ୍ୟ…

ଫିରୋଜଙ୍କ ପରେ NCB ଜାଲରେ ଫସିଲେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡର ନାମୀ ପ୍ରଯୋଜକ ଫିରୋଜା ନାଦିଆଦୱାଲାଙ୍କ ପରେ ଏନ୍‌ସିବି ଜାଲରେ ଫସିଲେ ଅଭିନେତା ଅର୍ଜୁନ ରାମାପାଲ । ତାଙ୍କ ମୁମ୍ବାଇ ସ୍ଥିତ ଘରେ ଆଜି ଏନ୍‌ସିବି ଚଢ଼ାଉ କରିଛି । ଆଜି ସକାଳେ ଏନସିବି ଅଧିକାରୀ ଅର୍ଜୁନ ରାମପାଲଙ୍କ ଘରେ ପହଞ୍ଚି ଡ୍ରଗ୍ସ ଖୋଜୁଥିବା ନେଇ ସୂଚନା ମିଳିଛି।…

ପୁରୁଣା ଫଟୋ ସେୟାର୍‌ କରି ରିଷିଙ୍କୁ ମନେ ପକାଇଲେ ପିଙ୍କି ରୋଶନ୍‌

ନୂଆଦିଲ୍ଲୀ: ବଲିଉଡ୍‌ର ଭେଟେରାନ୍ ଅଭିନେତା ରିଷି କପୁରଙ୍କ ମୃତ୍ୟୁକୁ ଅନେକ ମାସ ବିତିଯାଇଥିଲେ ବି ସେ ଏବେ ବି ଲୋକଙ୍କ ହୃଦୟରେ ରହିଛନ୍ତି। ଆଜି ବି ଲୋକେ ତାଙ୍କୁ ମନେ ପକାଉଛନ୍ତି। ନିକଟରେ ହ୍ରିତିକ୍‌ ରୋଶନଙ୍କ ମା ପିଙ୍କି ରୋଶନ୍‌ ରିଷି କପୁରଙ୍କ ପୁରୁଣା ଫଟୋ ସେୟାର କରି 'ମିସ୍ ୟୁ…

ଖୁବ୍‌ ଶୀଘ୍ର ମ୍ୟୁଜିକ୍‌ ଭିଡିଓ ‘ସ୍ନାଇପର୍‌’ରେ ରକିଂ ଷ୍ଟାଇଲ୍‌ରେ ନଜର ଆସିବେ ଶାନ୍‌

ନୂଆଦିଲ୍ଲୀ: ଦିୱାଲୀର ବିଶେଷ ଉତ୍ସବରେ ବଲିଉଡର ପ୍ରସିଦ୍ଧ ଗାୟକ ଶାନ୍‌ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ନୂଆ ମ୍ୟୁଜିକ୍ ଭିଡିଓ ଆଲବମ୍ ଆଣିଛନ୍ତି। ଯାହାର ନାମ ହେଉଛି 'ସ୍ନାଇପର'। ନଭେମ୍ବର ୧୧ରେ ଶାନ୍‌ଙ୍କ ନୂଆ ମ୍ୟୁଜିକ୍ ଭିଡିଓ ରିଲିଜ୍ ହେବାକୁ ଯାଉଛି। ଏହି ମ୍ୟୁଜିକ୍ ଆଲବମ୍ ର ବିଶେଷ…

ସାଉଥ ମେଗାଷ୍ଟାର ଚିରଞ୍ଜୀବି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ସାଉଥ୍ ମେଗାଷ୍ଟାର ଚିରଞ୍ଜୀବି କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ କୋଭିଡ୍ ରିପୋର୍ଟ ଆସିଛି ପଜିଟିଭ୍ । ନିଜେ ସୋସିଆଲ୍ ମିଡିଆରେ ଏହି ସୂଚନା ଦେଇଛନ୍ତି ଚିରଞ୍ଜୀବି । ଏବେ ସେ ହୋମ୍ ଆଇସୋଲେସନରେ ଅଛନ୍ତି । ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଟ୍ୱିଟ କରି ସେ ଲେଖିଛନ୍ତି,…

କରଣଙ୍କୁ ପସନ୍ଦ ନଥିଲେ ଶାହାରୁଖ୍‌

ନୂଆଦିଲ୍ଲୀ: ସମସ୍ତେ ଜାଣନ୍ତି ଯେ ବଲିଉଡ୍‌ର ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ନିର୍ମାତା କରଣ ଜୋହର ଏବଂ ବଲିଉଡ୍‌ର କିଙ୍ଗ୍‌ ଖାନ୍‌ଙ୍କ ମଧ୍ୟରେ ନିବିଡ ସମ୍ପର୍କ ରହିଛି।  ଶାହାରୁଖ ଏବଂ କରଣଙ୍କ ବନ୍ଧୁତା ବିଷୟରେ ଆମେ ସମସ୍ତେ ଜାଣିଛନ୍ତି, କିନ୍ତୁ ଆପଣ ଜାଣନ୍ତି କି ଏପରି ଏକ ସମୟ ଥିଲା…

ସୀତା ଖୋଜୁଛନ୍ତି ଆଦି ପୁରୁଷ !

ତେଲେଙ୍ଗାନା: ଓମ୍ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେବ ବହୁ ପ୍ରତିକ୍ଷୀତ ଫିଲ୍ମ ଆଦି ପୁରୁଷ । ଏଥିରେ ସାଉଥ୍ ସୁପରଷ୍ଟାର ପ୍ରଭାସ୍ ଅଭିନୟ କରୁଥିଲାବେଳେ ହିନ୍ଦୀ ସମେତ ଅନ୍ୟ ତିନୋଟି ଭର୍ସନରେ ବି ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ । ଖବର ମିଳିଛି ଏହି ଫିଲ୍ମ ପାଇଁ ପ୍ରଭାସ୍…

ବିବାଦରେ ଥିଲା ଲକ୍ଷ୍ମୀ ବମ୍‌, ଚର୍ଚ୍ଚାରେ ଟ୍ୱିଙ୍କିଲ୍ ବମ୍

ମୁମ୍ବାଇ: କୌଣସି ଟ୍ରୋଲ୍‌କୁ ନେଇ ଟ୍ୱିଙ୍କିଲ ଖାନ୍ନା ଚତୁରତାର ସହ ଜବାବ ଦେବାରେ ବେଶ ମାହିର । ନିକଟରେ ଫିଲ୍ମ ଲକ୍ଷ୍ମୀ ବମ୍‌କୁ ନେଇ ଅକ୍ଷୟଙ୍କୁ ଅନେକ ଲୋକ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରିଥିଲେ । ଯାହାର ଜବାବ ଟ୍ୱିଙ୍କିଲ୍ ବେଶ ଭାବିଚିନ୍ତି ଦେଇ ଟ୍ରୋଲରଙ୍କ ମୁହଁ ବନ୍ଦ କରିଥିଲେ । ହେଲେ…

ଅନ୍‌ସ୍କ୍ରିନ ଚରିତ୍ରକୁ ନେଇ ମୁଁ ଖୁବ ସ୍ୱାର୍ଥୀ; ଦିବ୍ୟେନ୍ଦୁ ଶର୍ମା

ମୁମ୍ବାଇ: ଲକଡାଉନରେ ଠପ୍ ପଡିଥିଲା ଫିଲ୍ମ ଇଣ୍ଡଷ୍ଟ୍ରୀ । ହେଲେ ସେବେଠୁ ଜୋର ଧରିଛି ୱେବ୍ ସିରିଜ୍ ଟ୍ରେଣ୍ଡ । ଏହି ଧାରାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ଦିବ୍ୟେନ୍ଦୁ ଶର୍ମା । ୨୦୧୧ରେ ପ୍ୟାର୍ କା ପଂଚନାମା ଭଳି ଫିଲ୍ମରେ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ହେଲେ ଏବେ…