Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଇଡି ଅନୁସନ୍ଧାନରେ ଗୁରୁତ୍ୱପୂର୍ଣ୍ଣ ପ୍ରକାଶ; ଫିଲ୍ମ ‘ରାବ୍‌ତା’ ପାଇଁ ସୁଶାନ୍ତ ନେଇଥିଲେ ୧୭ କୋଟି

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପୁଣି ଜୋରଦାର ତଦନ୍ତ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ, ସୁଶାନ୍ତଙ୍କୁ ଦିଆଯାଇଥିବା କୋଟି କୋଟି ଟଙ୍କାର ଦେୟ ବିଷୟରେ ଇଡି ସୂଚନା ପାଇଛି। ସୂଚନାନୁସାରେ ସୁଶାନ୍ତଙ୍କୁ ତାଙ୍କର ଗୋଟିଏ ଚଳଚ୍ଚିତ୍ର ପାଇଁ…

ଶାହାରୁଖ୍‌ଙ୍କ ଘରେ ରହିବାକୁ ଚାହୁଁଛନ୍ତି କି? ଗୋଟିଏ ରାତି ପାଇଁ ମିଳୁଛି ଏହି ସୁଯୋଗ; ଜାଣନ୍ତୁ କିପରି ପାଇବେ ଏହି…

ନୂଆଦିଲ୍ଲୀ: ଶାହାରୁଖ ଖାନ ଏବଂ ଗୌରୀ ଖାନ ସେମାନଙ୍କ ଦିଲ୍ଲୀସ୍ଥିତ ଘରକୁ ବହୁତ ଭଲ ପାଆନ୍ତି ଯେଉଁଥିପାଇଁ ଏହି ଦମ୍ପତି ବର୍ତ୍ତମାନ ପ୍ରଶଂସକଙ୍କ ସହ ନିଜ ଘର ସେୟାର୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଶଂସକମାନଙ୍କୁ ଏଥିରେ ରହିବାକୁ ସୁଯୋଗ ଦେବା ପାଇଁ ଶାହରୁଖ-ଗୌରୀ ଏୟାରବିଏନ୍‌ବି…

ଧର୍ମା ପ୍ରଡକ୍ସନକୁ ମିଳିଲା ନୋଟିସ୍

ମୁମ୍ବାଇ: କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ପୁଣି ବିବାଦରେ। ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ମଧୁର ଭଣ୍ଡାରକର ଏହି ପ୍ରଡକ୍ସନ ହାଉସକୁ ନୋଟିସ୍ ଜାରି କରିଛନ୍ତି।। ସୂଚନା ଅନୁଯାୟୀ ତାଙ୍କର ଏକ ସିରିଜର ନାମ ଓ କରନ ଜୋହରଙ୍କ ୱେବ୍ ସିରିଜର ନାମ ପାଖପାଖି ଏକସମାନ ରହିଛି। ଏମିତିକି…

ନିଆରା ଅନ୍ଦାଜରେ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାପ ଗୀତ ଗାଇଲେ ବିଧାୟକ ସୁର ରାଉତରାୟ। ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ନିଜର ବେଫିକର ଅନ୍ଦାଜ଼, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି…

ପୁଣି ଥରେ ରାଧେ ମୋହନ ହେବେ ସଲମାନ, ଆସିବ ‘ତେରେ ନାମ୍’ର ସିକ୍ବେଲ !

୨୦୦୩ ମସିହାରେ ରିଲିଜ୍ ହୋଇଥିବା ସଲମାନ ଖାନଙ୍କ ମୁଭି ‘ତେରେ ନାମ୍’ ସୁପର ଡୁପର ହିଟ୍ ହୋଇଥିଲା । ଏଥିରେ ରାଧେ ମୋହନ ଭୂମିକାରେ ନଜର ଆସିଥିଲେ ସଲମାନ । ଲମ୍ବା ଲମ୍ବା କେଶ ସହ ସଲମାନଙ୍କ ଲୁକକୁ ଲୋକେ ପସନ୍ଦ କରିଥିଲେ । ଫିଲ୍ମ ବମ୍ପର କଲେକ୍ସନ କରିଥିଲା । ଦେଶର ବିଭିନ୍ନ ସ୍ଥାନରେ ଲମ୍ବା…

ବାଇକପ୍ରେମୀ ଜନ ଆବ୍ରାହାମ

ମୁମ୍ବାଇ:ବଲିଉଡର ହ୍ୟାଣ୍ଡସମ ହିରୋ ଜନ ଆବ୍ରାହାମ ଜଣେ ବାଇକପ୍ରେମୀ ଅଟନ୍ତି । ସେ ବିଭିନ୍ନ ଦାମୀ ଓ ଅତ୍ୟାଧୁନିକ ବାଇକ କିଣିବାର ସଉକ ରଖିଥାନ୍ତି । ଏବେ ସେ ସୋସିଆଲ ସାଇଟରେ ତାଙ୍କ ବାଇକ କଲେକ୍ସନ ଶେୟାର କରିଛନ୍ତି । ଯାହା କି ଯୁବ ପିଢ଼ୀଙ୍କୁ ବେଶ୍ ପସନ୍ଦ ଆସୁଛି । ଏବେ ସୁଦ୍ଧା ୫ ଲକ୍ଷରୁ…

ଫିଜିଓଥେରାପିଷ୍ଟଙ୍କୁ ବିବାହ କରିଛନ୍ତି ପ୍ରଭୁଦେବା !

ମୁମ୍ବାଇ: ବେଶ କିଛି ଦିନ ଧରି ଚର୍ଚ୍ଚା ଚାଲିଥିଲା ନିଜ ଭାଣିଜୀକୁ ବିବାହ କରିବେ ଅଭିନେତା ତଥା ନିର୍ଦ୍ଦେଶକ ପ୍ରଭୁଦେବା । ହେଲେ ଏବେ ଯାହା ଜଣାପଡୁଛି ଖୋଦ ପ୍ରଭୁଦେବା ଏହି କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଶୁଣିବାକୁ ମିଳିଛି ପ୍ରଭୁଦେବା କୁଆଡେ ଚଳିତବର୍ଷ ସେପ୍ଟେମ୍ବର ମାସରେ…

ରାପର୍ ହେବେ ସୁର ରାଉତରାୟ…

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ରାଜନେତା ସୁରେଶ ରାଉତ ରାୟ ଓରଫ ସୁର ଭାଇନା। କିଛି ନା କିଛି କାରଣକୁ ନେଇ ସବୁବେଳେ ଚର୍ଚ୍ଚାର ପରିଧି ମଧ୍ୟରେ ରହି ଆସୁଛନ୍ତି । ନିଜର ରକଠୋକ କଥା ପାଇଁ ଜନସାଧାରଣଙ୍କ ପ୍ରିୟ ପାଲଟିଥିବା ସୁରନାନା ପୁଣି ଥରେ ଚର୍ଚ୍ଚାକୁ ଟାଣି ହୋଇ ଆସିଛନ୍ତି। ମାତ୍ର…

ଘରୁ ମିଳିଲା ଲୋକପ୍ରିୟ ଆମେରିକାନ୍ ଗାୟକ ବବି ବ୍ରାଉନଙ୍କ ୨୮ ବର୍ଷର ପୁତ୍ରର ମୃତ ଦେହ

ଲସ ଆଞ୍ଜେଲ୍ସ: ଆମେରିକାର ଲୋକପ୍ରିୟ ଗାୟକ ବବି ବ୍ରାଉନ (୫୧ ବର୍ଷ)ଙ୍କ ପୁତ୍ର ଜୁନିୟର ବ୍ରାଉନଙ୍କ ମୃତ ଦେହ ବାସ ଭବନରୁ ମିଳିଛି । ସ୍ଥାନୀୟ ସମୟ ଅନୁସାରେ ଦ୍ୱିପ୍ରହର ୧ଟା୫୦ ବେଳେ ୨୮ ବର୍ଷୀୟ ବବି ଜୁନିୟରଙ୍କ ମୃତ ଦେହ ଘରୁ ମିଳିଥିଲା । ସେ ବବି ବ୍ରାଉନ ଓ କିମ୍ ବୋର୍ଡଙ୍କ ପୁତ୍ର ଥିଲେ ।…

ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍

ଭାଇଜାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର । ସୁପରଷ୍ଟାର ସଲମାନ୍ ଖାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ବିଗ୍ ବସ୍ ଓ୍ୱିକେଣ୍ଡ କି ୱାରରେ ତାଙ୍କୁ ଦେଖିବାକୁ ମିଳିବ । ବିଗ୍ ବସ୍ ସୁଟିଂ କରୁଥିବା ସଲମାନଙ୍କ ଡ୍ରାଇଭର ଓ ଦୁଇ ଜଣ ଷ୍ଟାଫ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।…