Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଠାୱଲେଙ୍କ ‘ଆର୍‌ପିଆଇ’ରେ ଅଭିନେତ୍ରୀ ପାୟଲ ଘୋଷ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ପାୟଲ ଘୋଷ ଆରମ୍ଭ କରିଛନ୍ତି ନିଜ ରାଜନୈତିକ ଇନିଂସ୍ । ସେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ(ଆର୍‌ପିଆଇ)ରେ ଯୋଗଦେଇଛନ୍ତି । ସେ…

ଆସିଲା ‘ଫୌଜି’ର ଫାଷ୍ଟ ଲୁକ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାର ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛନ୍ତି ମଲ୍ଟିପ୍ଲେୟର୍ ଆକ୍ସନ୍ ଗେମ୍ ‘ଫୌଜି’। ଏନେଇ ଅକ୍ଷୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ‘ଫୌଜି’ର ଏକ ଟିଜର ଜାରି କରିଛନ୍ତି ।…

୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଅଭିନେତ୍ରୀ ମନ୍ଦିରା ବେଦୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀ ୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା ହୋଇଛନ୍ତି। ବାସ୍ତବରେ ମନ୍ଦିରା ବେଦୀ ଏବଂ ତାଙ୍କ ସ୍ୱାମୀ ରାଜ କୌଶଲ ଏକ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏହି ଶିଶୁଟିର ନାଁ ତାରା ବେଦୀ ରଖାଯାଇଛି। ମନ୍ଦିରା ସୋସିଆଲ ମିଡିଆ…

ଭିସା ପାଇଁ ବେନେଡିକ୍ଟ ଟେଲର୍‌ଙ୍କୁ ବିବାହ କରିଛନ୍ତି ରାଧିକା!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍‌ତେ ବଲିଉଡ୍‌ ପରେ ଓଟିଟି ପ୍ଲାଟଫର୍ମରେ ନିଜର ପରିଚୟ ପ୍ରତିଷ୍ଠା କରିପାରିଛନ୍ତି। ନିକଟରେ ରାଧିକା ଆପ୍‌ତେ ତାଙ୍କ ବିବାହକୁ ନେଇ ମଜାଳିଆ କଥା ସର୍ବସାଧାରଣଙ୍କ ସମ୍ମୁଖରେ ରଖିଛନ୍ତି। ରାଧିକା ଆପ୍‌ତେ କହିଛନ୍ତି ଯେ ସେ ଲଣ୍ଡନର ସଂଗୀତଜ୍ଞ…

ଖୁବ୍ ଶୀଘ୍ର ଆରମ୍ଭ ହେବ ଅପନେ-୨ ଫିଲ୍ମର ଶୁଟିଂ

ମୁମ୍ବାଇ: ୨୦୦୭ରେ ଧର୍ମେନ୍ଦ୍ର, ସନୀ ଦେଓଲ ଓ ବବି ଦେଓଲଙ୍କ ଅଭିନୀତ ଅପନେର ସିକ୍ୟୁଲ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଅପନେ-୨ର ଶୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଡାଇରେକ୍ଟର ଅନୀଲ ଶର୍ମା କହିଛନ୍ତି । ୧୩ ବର୍ଷ ପରେ ପୁନର୍ବାର ଦେଓଲ ପରିବାର ଏକତ୍ର ଗୋଟିଏ ଫିଲ୍ମରେ ଅଭିନୟ…

ବିଗ୍‌ ବିଙ୍କ ପିତାଙ୍କ ନାମିତ ପୋଲାଣ୍ଡର ଏକ ସହର; ଅମିତାଭ୍‌ କହିଲେ ଏହା ଭାରତ ପାଇଁ ଏକ ଗୌରବର ବିଷୟ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର ଅମିତାଭ ବଚ୍ଚନ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି। ଏହି ଚିତ୍ରରେ, କେହି ଜଣେ ତାଙ୍କ ହାତରେ ଏକ ବୋର୍ଡ ଧରିଛନ୍ତି, ଯେଉଁଥିରେ ସ୍କୋୟାର୍‌ ହରିବଂଶ ରାୟ ବଚ୍ଚନ ଏବଂ ଏହା ତଳେ ରୋକ୍ଲ ଲେଖା ହୋଇଛି। ତେବେ ଏ ହେଉଛି ଅମିତାଭ ବଚ୍ଚନଙ୍କ ପିତାଙ୍କ…

ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ବୀର୍‌ ଦୀ ୱେଡିଂ’ର ସିକ୍ୱେଲ ସୁଟିଂ

ନୂଆଦିଲ୍ଲୀ: ଶଶାଙ୍କ ଘୋଷଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବୀର୍‌ ଦୀ ୱେଡିଂ' ବିଭିନ୍ନ ମହଲରୁ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଚଳଚ୍ଚିତ୍ରର କାହାଣୀଠାରୁ ଆରମ୍ଭ କରି ଚରିତ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗ ଦର୍ଶକଙ୍କ ହୃଦୟ ଜିତିଥିଲା। ତେବେ ଏହାର  ସିକ୍ୱେଲ ନିର୍ମାଣକୁ ନେଇ ଦୀର୍ଘ ସମୟ ଧରି…

୪ ଜଣଙ୍କ ପାଇଁ ବଲିଉଡକୁ ଫେରିଲେ କରନ୍ ଜୋହର !

ମୁମ୍ବାଇ: ନିର୍ଦ୍ଦେଶକ ରାଜ ମେହେତାଙ୍କ ପ୍ରଥମ ନିର୍ଦ୍ଦେଶନାରେ ସୁପରହିଟ୍ ହୋଇଥିଲା କମେଡି ଫିଲ୍ମ ଗୁଡ୍ ନ୍ୟୁଜ୍ । ଫିଲ୍ମରେ ଦେଖିବାକୁ ମିଳିଥିଲା ଅକ୍ଷୟ କୁମାର, କରିନା କାପୁର ଖାନ, ଦିଲଜିତ୍ ଦୋସାଂଜ ଓ କିଆରା ଆଡଭାନୀଙ୍କ ଦମଦାର କମିକ୍ କେମିଷ୍ଟ୍ରୀ । ତେବେ ଆଗାମୀ ଦିନରେ ରାଜ ଆଉ ଏକ…

କଙ୍ଗନାଙ୍କ ଫ୍ଲାଇଟରେ ହଙ୍ଗାମା; ସାମ୍ବାଦିକଙ୍କ ଉପରେ ବ୍ୟାନ୍ ଲଗାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ସୁରକ୍ଷା ନିୟମ ଓ ସାମାଜିକ ଦୂରତା ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ୯ ସାମ୍ବାଦିକଙ୍କ ଉପରେ ୧୫ ଦିନ ପାଇଁ ବ୍ୟାନ୍ କରାଯାଇଛି । ସୂଚନାନୁଯାୟୀ ମହାରାଷ୍ଟ୍ର ସରକାର ସହ ବାଦ ବିବାଦରେ ଥିବା କଙ୍ଗନା ରାଣାୱତ ଗତ ସେପ୍ଟେମ୍ବର ୯…

ବିବାହ କରିବେ ‘କୁଛ କୁଛ ହୋତା ହୈ’ର ଛୋଟେ ସର୍ଦାର !

ମୁମ୍ବାଇ: ଫିଲ୍ମ 'କୁଛ କୁଛ ହୋତା ହୈ'ର ଏହି କ୍ୟୁଟ୍ ସର୍ଦ୍ଦାର । ଏହି କୁନି ଚରିତ୍ରଙ୍କୁ କିଏ ବା ନ ଜାଣେ । ହେଲେ ବୋଧ ହୁଏ ଏହି କ୍ୟୁଟ ସର୍ଦ୍ଦାରଙ୍କ ପ୍ରକୃତ ନାଁ ଅନେକଙ୍କୁ ଅଜଣା ଥିବ । ଦିନେ କୁନି କଳାକାର ଭାବେ ସମସ୍ତଙ୍କୁ ଏଣ୍ଟରଟେନ କରିଥିବା ଏହି ଚରିତ୍ର ଆଜି ବହୁତ ବଡ ହୋଇଗଲେଣି ।…