Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ବିବାହ କରିବେ ‘କୁଛ କୁଛ ହୋତା ହୈ’ର ଛୋଟେ ସର୍ଦାର !

ମୁମ୍ବାଇ: ଫିଲ୍ମ 'କୁଛ କୁଛ ହୋତା ହୈ'ର ଏହି କ୍ୟୁଟ୍ ସର୍ଦ୍ଦାର । ଏହି କୁନି ଚରିତ୍ରଙ୍କୁ କିଏ ବା ନ ଜାଣେ । ହେଲେ ବୋଧ ହୁଏ ଏହି କ୍ୟୁଟ ସର୍ଦ୍ଦାରଙ୍କ ପ୍ରକୃତ ନାଁ ଅନେକଙ୍କୁ ଅଜଣା ଥିବ । ଦିନେ କୁନି କଳାକାର ଭାବେ ସମସ୍ତଙ୍କୁ ଏଣ୍ଟରଟେନ କରିଥିବା ଏହି ଚରିତ୍ର ଆଜି ବହୁତ ବଡ ହୋଇଗଲେଣି ।…

ସ୍ୱପ୍ନର ଘର କିଣିଲେ ହ୍ରିତିକ୍‌; ଘରର ମୂଲ୍ୟ ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ମୁମ୍ବାଇର ଜୁହୁ-ଭର୍ସୋଭା ଲିଙ୍କ ରୋଡରେ ଦୁଇଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ସ୍ୱପ୍ନର ଘରକୁ ଅପେକ୍ଷା କରିଥିବା ହ୍ରିତିକ ୯୭.୫୦ କୋଟି ଟଙ୍କା ଦେଇ ଏହି ଆପାର୍ଟମେଣ୍ଟ କିଣିଛନ୍ତି। ରିପୋର୍ଟ ଅନୁଯାୟୀ,…

‘RGV MISSING’ରେ ରାମ ଗୋପାଲ ବର୍ମା !

ତେଲେଙ୍ଗାନା: ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ଓରଫ RGV । ବିବାଦୀୟ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଏହି ନିର୍ଦ୍ଦେଶକ ଶେଷରେ ଅଭିନୟ ଦୁନିଆରେ ପାଦ ଥାପିଛନ୍ତି । ପ୍ରଥମ ଥର ପାଇଁ ସେ ଏକ ଟଲିଉଡ୍ ଫିଲ୍ମରେ ଅଭିନୟ କରିବେ । ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲାବେଳେ ଟାଇଟଲ୍…

ସୋସିଆଲ୍ ମିଡିଆରେ ଭାବବିହ୍ୱଳ ପୋଷ୍ଟ କଲେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଏଯାବତ୍ ସ୍ପଷ୍ଟ ହୋଇପାରି ନାହିଁ । ଏଭଳି ସମୟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତି ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି । ସୁଶାନ୍ତଙ୍କୁ ନ୍ୟାୟ ପାଇଁ ସେ ଆଜିବି ଆଶା ରଖିଛନ୍ତି ବୋଲି ପ୍ରକାଶ…

ମିର୍ଜାପୁର ସାଂସଦଙ୍କ ଦାବି ‘ମିର୍ଜାପୁର-୨’କୁ ବ୍ୟାନ୍‌ କରାଯାଉ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲା ସାଂସଦ ଅନୁପ୍ରିୟା ପଟେଲ ୱେବ୍ ସିରିଜ୍ 'ମିର୍ଜାପୁର ୨'କୁ ନିଷିଦ୍ଧ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହାଦ୍ୱାରା ଜାତିଗତ ଘୃଣା ବ୍ୟାପୁଛି। ସାଂସଦ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ନିକଟରେ ଆମାଜନ୍‌ ପ୍ରାଇମରେ ମୁକ୍ତିଲାଭ…

ଶାହାରୁଖ୍‌ ଏବଂ ଗୌରୀଙ୍କ ବିବାହକୁ ପୂରିଲା ୨୯ ବର୍ଷ; ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ ନିଜର ନିଖୁଣ ଅଭିନୟ ବଳରେ ଦଶନ୍ଧି ଧରି ଲୋକଙ୍କ ହୃଦୟରେ ରାଜ୍‌ କରିଆସୁଛନ୍ତି। ତେବେ ଆଜି ହେଉଛି ଶାହାରୁଖ ଖାନଙ୍କ ଏବଂ ପତ୍ନୀ ଗୌରୀ ଖାନ୍‌ଙ୍କର ୨୯ତମ ବିବାହ ବାର୍ଷିକୀ। ଶାହାରୁଖ ଏବଂ ଗୌରୀଙ୍କ ବିବାହ ୨୫ ଅକ୍ଟୋବର ୧୯୯୧ରେ…

ଜୁନିୟର୍ ଏନ୍‌ଟିଆର୍‌ ପିନ୍ଧିଥିବା‌ ମୁସଲିମ୍‌ ଟୋପିକୁ ନେଇ ତେଜିଲା ବିବାଦ; ବିରୋଧ ପ୍ରଦର୍ଶନ କଲେ ଆଦିବାସୀ…

ନୂଆଦିଲ୍ଲୀ: ନିର୍ଦ୍ଦେଶକ ଏସ୍ଏସ୍‌ ରାଜାମୌଲିଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆର୍‌ଆର୍‌ଆର୍‌'ର ଟିଜର ଦୁଇ ଦିନ ପୂର୍ବରୁ ରିଲିଜ୍‌ ହୋଇଛି। ଏଥିରେ ଜୁନିଅର ଏନ୍‌ଟିଆର୍‌ଙ୍କ‌ ଚରିତ୍ର ଉନ୍ମୋଚନ ହୋଇଛି। ଏଥିରେ ସେ ଆଦିବାସୀ କିମ୍ବଦନ୍ତୀ କୋମାରାମ ଭୀମଙ୍କ ଭୂମିକାରେ ଅଭିନୟ…

କଙ୍ଗନାଙ୍କ ସହିତ କାମ କରିବା ଏକ ଯନ୍ତ୍ରଣାଦାୟକ ଅନୁଭୂତି ଥିଲା; ହନ୍‌ସଲ୍‌ ମେହେଟ୍ଟା

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ହନ୍‌ସଲ୍‌‌ ମେହେଟ୍ଟା ୨୦୧୭ ରେ କଙ୍ଗନା ରାନାୱତଙ୍କ ସହ ଫିଲ୍ମ 'ସିମରନ୍' ନିର୍ମାଣ କରିଥିଲେ। ଫିଲ୍ମଟି ରିଲିଜ ସମୟରେ ଅନେକ ବିବାଦ ଦେଖାଦେଇଥିଲା। ଚଳଚ୍ଚିତ୍ର ନିର୍ମାଣ ବିଷୟରେ ହନ୍‌ସଲ୍‌‌ ମେହେଟ୍ଟା ପ୍ରକାଶ କରିଛନ୍ତି ଯେ ଏହି ଚଳଚ୍ଚିତ୍ରରେ…

ବୟସର ବୋଲ ମାନୁନି ବଲିଉଡ, ଚାଲିଛି ନିଜଠୁ ସାନ ପୁଅଙ୍କୁ ବିବାହ ଟ୍ରେଣ୍ଡ

ବିବାହ ବନ୍ଧନରେ ଆବଦ୍ଧ ହେଲେ ନେହା କକ୍କର । ଆଜି ସେ ପଂଜାବୀ ସିଙ୍ଗର ରୋହନ ପ୍ରୀତଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ରୋହନ ନେହାଙ୍କଠାରୁ ସାତ ବର୍ଷ ସାନ । କେବଳ ନେହା ନୁହେଁ ଅନେକ ସେଲିବ୍ରିଟି ଏପରି ଅଛନ୍ତି ଯେ କି ନିଜ ବୟସଠାରୁ ସାନ ପୁଅ ବା ପୁଅମାନେ ନିଜ ବୟସଠାରୁ…

[ଭିଡିଓ] ସତ ପ୍ରମାଣିତ ହେଲା #NehuDaVyah

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ଲିଷ୍ଟରେ ଥିଲା #NehuDaVyah । ବିବାହ କରିବେ ସିଙ୍ଗର ନେହା କକ୍କର ! ସତରେ କ'ଣ ବିବାହ କରିବେ ନେହା ? ନେହାଙ୍କ ବିବାହ ଖବର ସତ ନା ମ୍ୟୁଜିକ ଭିଡିଓ ପ୍ରମୋଶନ ? କିଛି ଏପରି ହେଡ୍ ଲାଇନ୍‌କୁ ନେଇ ଅନେକ ଟିଭି ଚ୍ୟାନେଲ, ନ୍ୟୁଜ୍ ପେପର ଓ ଡିଜିଟାଲ୍…