Latest Odisha News

BREAKING NEWS

Browsing Category

ମନୋରଞ୍ଜନ

‘ମନ ମୋର କାଗଜଗୁଡି’ର ମହୁରତ୍‌

ସୁମିତ୍ରା ଏଣ୍ଟରଟେନମେଣ୍ଟ ନିବେଦିତ ଓଡିଆ ଚଳଚ୍ଚିତ୍ର ‘ମନ ମୋର କାଗଜଗୁଡି’ର ମହୁରତ ହୋଇଯାଇଛି । ନିକୋପାର୍କ ନିକଟସ୍ଥ ସୁନାଦେଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମହୁରତ କ୍ଲାପ ଦେଇ ଚଳଚ୍ଚିତ୍ରର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ସହିତ…

ଅନ୍ଧବିଶ୍ୱାସ ଉପରେ ବିଶ୍ୱ‌ାସ ରଖୁଥିବା ବଲିଉଡ୍‌ ତାରକା

ଅନେକ ଲୋକ ନିଜ ଜୀବନରେ କିଛି ଭୟକୁ ଏଡ଼ାଇବା ପାଇଁ ଅନ୍ଧବିଶ୍ୱାସର ଶିକାର ହୁଅନ୍ତି। କାରଣ ସେମାନେ ଅନୁଭବ କରନ୍ତି ଯେ ଏପରି କରିବା ଦ୍ୱାରା ସେମାନଙ୍କ ଜୀବନରେ ନକାରାତ୍ମକ ଭାବନା ଦୂର ହୋଇଥାଏ। ଉଲ୍ଲେଖଥାଉ କି, ଏହି ଭୟ କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ, ବଲିଉଡ ତାରକାମାନେ ମଧ୍ୟ ଏଭଳି…

ନୱାଜୁଦ୍ଦିନ୍ ଓ ଏଲନାଜ ନୁରୁଜୀଙ୍କ ସଙ୍ଗୀନ ଯୋଡି !

ମୁମ୍ବାଇ: ବଲିଉଡର ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦିନ ସିଦ୍ଧିକି । ଅନ୍ୟପଟେ ସେକ୍ରେଡ୍ ଗେମ୍ସ ଫମ୍ ଅଭିନେତ୍ରୀ ଏଲନାଜ ନୁରୁଜୀ । ଦୁହେଁ ଦେଖାଇବେ ସଙ୍ଗୀନ କାରନାମା । ତେବେ ଏହି ଯୋଡି ପ୍ରଥମ ଥର ପାଇଁ ଅଭିନୟ କରିବାକୁ ଯାଉନାହାନ୍ତି । ପୂର୍ବରୁ ବି ଏହି ଯୋଡି ନିଜ ଦମ୍‌ଦାର କେମିଷ୍ଟ୍ରୀ ଏକ…

ମଲାଇକା-ଅର୍ଜୁନଙ୍କ ପ୍ରେମର ସାଇଡ଼ ଇଫେକ୍ଟ: ସଲମାନ ଓ ବୋନିଙ୍କ ସମ୍ପର୍କରେ ଆସିଲା ଫାଟ

ମୁମ୍ବାଇ: ବିଗତ କିଛିଦିନ ଧରି ବି-ଟାଉନରେ ଚର୍ଚ୍ଚାର ବିଷୟ ସାଜିଥିବା ହ୍ୟାଣ୍ଡସମ ହଙ୍କ ଅର୍ଜୁନ କପୁର ଓ ହଟ୍ ମମ ମଲାଇକା ଆରୋରାଙ୍କ ଲଭଷ୍ଟୋରୀକୁ ଖୁବଶୀଘ୍ର ମିଳିପାରେ ଏକ ପରିଚୟ । ଲାକମି ଫ୍ୟାଶନ ୱକ୍ ରେ ଦୁହେଁ ଏକାଠି ବସିଥିବାର ନଜର ଆସିଥିଲେ। ସେମାନଙ୍କ ସମ୍ପର୍କ ଚର୍ଚ୍ଚାର ବିଷୟ…

ଫେସ୍‌ବୁକ୍‌ରେ ବନ୍ଧୁତା କରି ଛୁରାମାଡ ଖାଇଲେ ଅଭିନେତ୍ରୀ !

ମୁମ୍ବାଇ: ମହଙ୍ଗା ପଡିଲା ଫେସ୍‌ବୁକରେ ବନ୍ଧୁତା । ପ୍ରେମ ନିବେଦନକୁ ନା ଓ ବିବାହକୁ ମନା କରିବାରୁ ଟେଲି ଅଭିନେତ୍ରୀଙ୍କୁ ଛୁରାମାଡ । ଛୁରାମାଡରେ ଅଚେତ ଅଭିନେତ୍ରୀ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ଫେରାର୍ ଅଛି । ସୋମବାର ଅଭିନେତ୍ରୀ ମାଲବୀ…

ଅଭିନେତା ପ୍ରଭାସ୍‌ଙ୍କ ଚିନ୍ତା ବଢାଇଲା ଇଟାଲୀ !

ତେଲେଙ୍ଗାନା: ବାହୁବଲି ଆକ୍ଟର ପ୍ରଭାସଙ୍କୁ ନିଜ ଫିଲ୍ମରେ ନେବା ପାଇଁ ସମସ୍ତ ଫିଲ୍ମ ମେକର ଆଗଭର । ବହୁ ଚେଷ୍ଟା କରି ଶେଷରେ ଫିଲ୍ମ ରାଧେ ଶ୍ୟାମ ପାଇଁ ତାଙ୍କୁ ସାଇନ୍ କରାଇଥିଲେ ନିର୍ଦ୍ଦେଶକ ରାଧା କ୍ରିଷ୍ଣ କୁମାର । ଇଟାଲୀରେ ଏହି ଫିଲ୍ମର ସୁଟିଂ ଚାଲୁଥିବାବେଳେ ପ୍ରେମ କାହାଣୀ ଉପରେ…

ସୋନୁ ସୁଦଙ୍କ ସହାୟତା ଉପରେ ଉଠିଲା ପ୍ରଶ୍ନ!

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ କାଳରେ ଅସହାୟଙ୍କୁ ସହାୟତା କରିବାରେ ଲାଗି ପଡିଛନ୍ତି । ଅନେକ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ଆଉ କେତେକ ତାଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଉ କେହି କେହି ତାଙ୍କ ସାହାଯ୍ୟକୁ ପିଆର୍ ଷ୍ଟଣ୍ଟ…

KBCରେ ସ୍ଥାନ ପାଇଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୁ ନେଇ ପ୍ରଶ୍ନ

ମୁମ୍ବାଇ: ଟିଭି ଦୁନିଆର ସବୁଠାରୁ ଲୋକପ୍ରିୟ ରିଆଲିଟି ସୋ କୌନ ବନେଗା କରୋଡପତିରେ ଓଡିଶାକୁ ନେଇ ଏକ ପ୍ରଶ୍ନ ସ୍ଥାନ ପାଇଛି । ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଏକ ବାଲୁକା କଳାକୁ ନେଇ ଏହି ପ୍ରଶ୍ନ ରହିଥିଲା । କେବିସି ହଟ ସିଟରେ ଥିଲେ ମାଇକ୍ରୋ ବାୟୋଲଜି ପ୍ରଫେସର…

ମେସିନରେ ଟଙ୍କା ଗଣିବେ ଖିଲାଡି ଷ୍ଟାର, ଅକ୍ଷୟଙ୍କୁ ଉପହାର ଦେଲେ କପିଲ ଶର୍ମା

ମୁମ୍ବାଇ: ଏଣିକି ମେସିନରେ ଟଙ୍କା ଗଣିବେ ଖିଲାଡି ଷ୍ଟାର । ତାଙ୍କ ପାଖରେ ଏତେ ଟଙ୍କା ଅଛି ଯେ, ତାକୁ ସହଜରେ ଗଣି ହେବ ନାହିଁ । ତେଣୁ ଟଙ୍କା ଗଣିବାକୁ ଅକ୍ଷୟଙ୍କୁ ଏକ ମେସିନ ଦେଇଛନ୍ତି କମେଡି କିଙ୍ଗ କପିଲ ଶର୍ମା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଆଉ ଏହି ଘଟଣା ଘଟିଛି…

କାଜଲ ଅଗ୍ରୱାଲଙ୍କ ‘ପ୍ରି-ୱେଡିଂ ଫେଷ୍ଟିଭ’!

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ କିଚ୍‌ଲୁଙ୍କୁ ବିବାହ କରିବେ । କିନ୍ତୁ ଏହା ପୂର୍ବରୁ ଆରମ୍ଭ ହୋଇଛି ତାଙ୍କର ଉତ୍ସବ । କାଜଲ ତାଙ୍କ ଇଂଷ୍ଟାଗ୍ରାମ୍‌ରେ ପ୍ରି-ୱେଡିଂ ଫେଷ୍ଟିଭର…