Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମୁମ୍ବାଇ ଛାଡିବେ ବେବୋ ଓ ସୈଫ ଅଲ୍ଲି ଖାନ୍ !

ମୁମ୍ବାଇ: ଦ୍ୱିତୀୟ ପୁତ୍ର କିମ୍ବା କନ୍ୟା ସନ୍ତାନ ପାଇଁ କରିନା ଓ ସୈଫ୍ ବେଶ ଉତ୍ସାହିତ ଅଛନ୍ତି । ତେବେ ଏହି ଉତ୍ସାହରେ ଏକ ନୂଆ ଟୁଇଷ୍ଟ ଆଣିଛନ୍ତି ଖୋଦ ସୈଫ୍ ଅଲ୍ଲି ଖାନ । ଏକ ସାକ୍ଷାତକାରରେ ସେ ମୁମ୍ବାଇ ଛାଡିବା କଥା କହିବା ପରେ ବଲିଉଡରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।…

ହଲିଉଡ୍‌ ମୁଭିରେ ରୁଚି ରଖୁଥିବା ଦର୍ଶକଙ୍କ ପାଇଁ ବଡ଼ ଝଟ୍‌କା; ମିଶିଲେ ୟୁନିଭର୍ସାଲ ପିକ୍ଚର୍ସ ଏବଂ ୱାର୍ଣ୍ଣର…

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ପାଦନ କମ୍ପାନୀ ୟୁନିଭର୍ସାଲ ପିକ୍ଚର୍ସ ଦେଶରେ ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ ୱାର୍ଣ୍ଣର ବ୍ରୋସ୍‌ ଏଥିପାଇଁ ସହାୟତାର ହାତ ବଢ଼ାଇଛି। ବର୍ତ୍ତମାନ ଦେଶ ତଥା ବିଦେଶରେ ଏହି ଦୁଇଟି ଷ୍ଟୁଡିଓ ଏକତ୍ର ସେମାନଙ୍କ ବ୍ୟବସାୟ ଚଳାଇବ। ଦୁହେଁ…

ବୁସାନ୍ ଅନ୍ତର୍ରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେଲା ପ୍ରକାଶ ଝାଙ୍କ ଅଭିନୀତ ସିନେମା ‘ମଟୋ କୀ…

ନୂଆଦିଲ୍ଲୀ: ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଅଭିନୀତ ଚଳଚ୍ଚିତ୍ର 'ମଟୋ କୀ ସାଇକଲ୍‌'କୁ ନେଇ ଏହାର ନିର୍ଦ୍ଦେଶକ ଏମ୍‌ ଗାନି ବେଶ୍‌ ଉତ୍ସାହିତ ଅଛନ୍ତି। ଏହା ଏମ୍‌ ଗାନିଙ୍କ ପ୍ରଥମ ଚଳଚ୍ଚିତ୍ର। ଏମ୍‌ ଗାନି କହିଛନ୍ତି ଯେ ଚଳଚ୍ଚିତ୍ରର କାହାଣୀ ଦୈନନ୍ଦିନ ଲୋକଙ୍କ ଗତିବିଧି ଉପରେ ଆଧାରିତ,…

ଆଗାମୀ ଫିଲ୍ମ ପାଇଁ ସଜବାଜ ହେଲେଣି ଜ୍ୟାକ୍‌ଲିନ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ ସମ୍ୟକ୍‌ ସୂଚନା ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଯୋଗ କରୁଥିବା ନଜର ଆସିଛନ୍ତି। ଏହା ସହିତ…

ପୁଣି ଚର୍ଚ୍ଚାରେ ସୋନୁ; ଏକ ବର୍ଷର ଶିଶୁକୁ ସହାୟତାର ହାତ ବଢାଇଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱୟଂ ଭଗବ‌ାନ ସାଜିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏଥର ଅଭିନେତା ସୋନୁ ସୁଦ୍‌ ମୁମ୍ବାଇରେ ରହୁଥିବା ଗୋଟିଏ ଛୋଟ ଶିଶୁଟିକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଲକଡାଉନ୍ ସମୟରେ…

ହାନିକାରକ ନୁହେଁ ବଲିଉଡ: ସନ୍ନି ଲିଓନି

ମୁମ୍ବାଇ: ଗୋଟିଏ ସମୟରେ ବଲିଉଡରେ ନେପୋଟିଜମର ଝଡ଼ ଉଠିଥିବା ବେଳେ ଅଭିନେତ୍ରୀ ସନ୍ନି ଲିଓନି ବଲିଉଡ ତାଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିବା ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସନ୍ନି ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ…

ପୁଣି ମହେଶ ଭଟ୍ଟଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ !

ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଛନ୍ଦି ହୋଇଥିବା ମହେଶ ଭଟ୍ଟ ଆଉ ଏକ ଅଭିଯୋଗକୁ ନେଇ ଚିନ୍ତାରେ ପଡିଛନ୍ତି । ବଲିଉଡର ଜଣେ ଅଭିନେତ୍ରୀ ତାଙ୍କ ବିରୋଧରେ ଆଣିଛନ୍ତି ନିର୍ଯ୍ୟାତନା ଅଭିଯୋଗ । ଏକ ଭିଡିଓ ଜରିଆରେ ଅଭିନେତ୍ରୀ ଜଣକ ଅଭିଯୋଗ କରିଥିଲାବେଳେ ସୋସିଆଲ ମିଡିଆରେ ଏହା ଭାଇରାଲ୍…

ଜର୍ମାନୀରେ କାହିଁକି ଡେରା ପକାଇଛନ୍ତି ପ୍ରିୟଙ୍କା ଚୋପ୍ରା ?

ଭୁବନେଶ୍ୱର: ପ୍ରଥମେ ମଡେଲିଂ ଦୁନିଆ, ପରେ ବଲିଉଡ ଇଣ୍ଡଷ୍ଟ୍ରୀ ଆଉ ଏବେ ହଲିଉଡ ହେଭେନ୍‌ରେ ଘୁରି ବୁଲୁଛନ୍ତି ପ୍ରିୟଙ୍କା ଚୋପ୍ରା । ବେଶ କିଛି ଦିନ ଧରି ଜର୍ମାନୀର ବର୍ଲିନରେ ପ୍ରିୟଙ୍କା ନିଜ ପରିବାର ସହ ବୁଲୁଥିବା ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ହେଲେ ଛୁଟି ମନାଇବା ପାଇଁ…

ହାପି ବାର୍ଥ ଡେ ପ୍ରଭାସ

ନୂଆଦିଲ୍ଲୀ: ଆଜି ହେଉଛି 'ବାହୁବଲୀ' ଅର୍ଥାତ୍‌ ପ୍ରଭାସଙ୍କ ଜନ୍ମଦିନ। ୧୯୭୯ ମସିହା ଅକ୍ଟୋବର ୨୩ରେ ପ୍ରଭାସଙ୍କ ଜନ୍ମ। ସେ ୪୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସେ ତେଲୁଗୁ ଚଳଚ୍ଚିତ୍ର ଜଗତ ସହିତ ବଲିଉଡ୍‌ରେ ମଧ୍ୟ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛନ୍ତି। ଦେଶ ବିଦେଶ ତାଙ୍କର…

ବଲିଉଡରେ ଅଲ୍‌-ରାଉଣ୍ଡର ହେବାକୁ ଚାହୁଁଛନ୍ତି କାର୍ତ୍ତିକ !

ମୁମ୍ବାଇ: ସୋନୁ କେ ଟିଟୁ କି ସ୍ୱିଟି ହେଉ କି ପ୍ୟାର୍ କି ପଂଚନାମା । ବଡ ପରଦାରେ ଲୋକେ କାର୍ତ୍ତିକଙ୍କୁ ପସନ୍ଦ କରିବା ପରଠାରୁ ତାଙ୍କ ଚାହିଦା ଆକାଶଛୁଆଁ । ତାଜା ସ୍ଥିତିରେ ଏହି ଅଭିନେତାଙ୍କ ହାତରେ ଅଧା ଡଜନ ଭଳି ଫିଲ୍ମ ରହିଛି । ଏତିକି ଫିଲ୍ମର ସୁଟିଂ ନସରୁଣୁ ତାଙ୍କ ପାଖକୁ ଏକ ଥ୍ରୀଲର୍…