Latest Odisha News

BREAKING NEWS

Browsing Category

ମନୋରଞ୍ଜନ

୧୦୧ ବର୍ଷ ବୟସରେ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମାର୍ଜ ଚାମ୍ପିଅନ୍‌ଙ୍କ ପରଲୋକ

ନୂଆଦିଲ୍ଲୀ: ପ୍ରସିଦ୍ଧ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ମାର୍ଜ ଚାମ୍ପିଅନ୍‌ଙ୍କର ଲସ୍‌ ଏଞ୍ଜେଲସରେ ୧୦୧ ବର୍ଷ ବୟସରେ ପରଲୋକ ହୋଇଛି। ମାର୍ଜ ୱାଲ୍ଟ ଡିଜ୍‌ନି ପ୍ରସିଦ୍ଧ ସ୍ନୋ ହ୍ୱାଇଟ୍‌ ଏବଂ ସେଭେନ୍ ଡ୍ବାର୍ଫସ୍‌ରେ ଜଣେ ମଡେଲ୍ ଥିଲେ। ମାର୍ଜ ଏବଂ ଆମେରିକାନ୍‌ ଆକ୍ଟର ଗୋଭର୍‌ଙ୍କ…

ଫିଲ୍ମ ଆଦିପୁରୁଷ, ବନ୍ଧୁତାରେ ତିକ୍ତତା ନା ରାବଣ ଚରିତ୍ରକୁ ନାପସନ୍ଦ ?

ମୁମ୍ବାଇ: ଚଳିତବର୍ଷ ଏକମାତ୍ର ଫିଲ୍ମ ତାନାଜୀ ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ବନ୍ଧୁ ତଥା ନିର୍ଦ୍ଦେଶ ଓମ୍ ରାଉତଙ୍କ ଫିଲ୍ମରେ ତାନାଜୀ ଭାବେ ନଜର ଆସିଥିଲେ ଅଜୟ ଦେବଗନ୍ । ହେଲେ ଓମ୍‌ଙ୍କ ନିର୍ଦ୍ଦେଶନାରେ ଦ୍ୱିତୀୟ ଫିଲ୍ମ ଆଦିପୁରୁଷରେ ଅଭିନୟ ପାଇଁ କିନ୍ତୁ ଅଜୟ ମନା କରିଥିଲେ । ତେବେ ଏହା…

ସଫଳ ହେବ କି ଶାହରୁଖ‌ଙ୍କ ୨୦୨୧ ଫର୍ମୁଲା ?

ମୁମ୍ବାଇ: ଦୁଇବର୍ଷର ବ୍ୟବଧାନ ପରେ ବଡ ପରଦାକୁ ଫେରିବା ଲାଗି ସଜବାଜ ହେଉଛନ୍ତି କିଙ୍ଗଖାନ୍ । ହାତରେ ରହିଛି ଦୁଇଦୁଇଟି ପ୍ରୋଜେକ୍ଟ । ଗୋଟିଏ ବଲିଉଡ ତ ଆଉ ଗୋଟିଏ ସାଉଥ୍ ଫିଲ୍ମ । ବେଶ ଭାବିଚିନ୍ତି ସାଇନ୍ କରିଛନ୍ତି ବଲିଉଡର ବାଦଶାହ । ଦୀପିକା ଓ ଜନ୍ ଆବ୍ରାହାମ୍ ଷ୍ଟାରର ଫିଲ୍ମ ପଠାନରେ…

ଦୁର୍ଗା ପୂଜା ପେଣ୍ଡାଲ୍‌ରେ ଶୋଭା ପାଇଲା ସୋନୁଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: କରୋନା ଭଳି ଜଟିଳ ସମୟରେ ଅଭିନେତା ସୋନୁ ସୁଦ୍‌ ଅସହାୟ ଲୋକଙ୍କ ପାଇଁ ସାହାରା ହୋଇପାରିଛନ୍ତି। କରୋନା ଅବଧିରେ ପ୍ରବାସୀ ଶ୍ରମିକମାନଙ୍କୁ ତାଙ୍କ ଉଦାର ଭାବନା ଏବଂ ସହାୟତାର ହାତ ବଢ଼ାଇଥିବା ହେତୁ ସେ ଲୋକଙ୍କ ଦୃଷ୍ଟିରେ ଭଗବାନ ସାଜିପାରିଛନ୍ତି। ସମସ୍ୟା ଯେତେ ବଡ ହେଉ ନା…

ପୁଣି ଅଡୁଆରେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡୁଆ ବଢିବାରେ ଲାଗିଛି। ବାନ୍ଦ୍ରା କୋର୍ଟ ପରେ ତାଙ୍କ ବିରୋଧରେ ଅନ୍ଧେରି କୋର୍ଟରେ ପୁଣି ଥରେ ଅଭିଯୋଗ ହୋଇଛି। ବୃତ୍ତି ଅନୁଯାୟୀ ଜଣେ ଓକିଲ କାଶିଫ୍‌ ଅଲ୍ଲୀ ଖାନ୍‌ କଙ୍ଗନାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। କଙ୍ଗନା ନିଜ ଟ୍ୱିଟ୍…

‘ଲକ୍ଷ୍ମୀ ବମ୍’‌ ଚଳଚ୍ଚିତ୍ରର ନାଁ ପରିବର୍ତ୍ତନକୁ ନେଇ ହିନ୍ଦୁ ସେନାର ଦାବି

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ ବମ୍' ବିଷୟରେ ଅନେକ ଚର୍ଚ୍ଚା ଲାଗି ରହିଛି। ଦେଶର ଅନେକ ସଂସ୍ଥା ଏହି ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି। କାହାକୁ ଫିଲ୍ମ ଟାଇଟଲ୍‌କୁ ନେଇ ସମସ୍ୟା ହେଉଛି ଆଉ କାହାକୁ ଫିଲ୍ମର ବିଷୟବସ୍ତୁକୁ ନେଇ ସମସ୍ୟା…

ଇଦ୍‌ରେ ମୁକ୍ତିଲାଭ କରିବ ସଲମାନ୍‌ଙ୍କ ‘ରାଧେ- ୟୋର୍‌ ମୋଷ୍ଟ୍‌ ୱାଣ୍ଟେଡ୍ ଭାଇ’‌!

ନୂଆଦିଲ୍ଲୀ: ସୂଚନାନୁସାରେ, ସଲମାନ୍‌ ଖାନ୍‌ଙ୍କ ଅଭିନୀତ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର 'ରାଧେ ଦ ମୋଷ୍ଟ ୱାଣ୍ଟେଡ୍‌' ଆସନ୍ତା ବର୍ଷ ଇଦ୍ ଅବସରରେ ମୁକ୍ତିଲାଭ କରିବ। ଏହି ଫିଲ୍ମ ମେ ୧୨ ତାରିଖରେ ରିଲିଜ କରାଯିବାର ଯୋଜନା ରହିଛି। ରିପୋର୍ଟ ଅନୁଯାୟୀ, ଏହା ପୂର୍ବରୁ ଫିଲ୍ମଟି ଆସନ୍ତା…

ଅଭିନେତା ହ୍ରିତିକ୍‌ ରୋଶନଙ୍କ ମା’ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ମା’ ପିଙ୍କି ରୋଶନ କରୋନା ସଂକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସେ ପତି ରାକେଶ ରୋଶନଙ୍କ ସହିତ ସଙ୍ଗରୋଧରେ ରହୁଛନ୍ତି। ତେବେ ସେ ନିଜକୁ ସବୁବେଳେ ଫିଟ୍‌ ରଖୁଥିବାରୁ ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ…

ପୁଣି ଜିତିଲା ସୋସିଆଲ ସାଇଟ, କ୍ଷମା ମାଗିଲା ଇରୋସ ନାଓ : କଙ୍ଗନା କହିଲେ ପର୍ଣ୍ଣର ପେଣ୍ଠସ୍ଥଳୀ ପାଲଟିଛି ଓଟିଟି

ନୂଆଦିଲ୍ଲୀ: ନବରାତ୍ରୀ ତଥା ଦୁର୍ଗା ପୂଜାର ଗାରିମାକୁ କ୍ଷୁର୍ଣ୍ଣ କରିଛି ଇରୋସ ନାଓ । ସୋସିଆଲ ସାଇଟରେ ଦ୍ୱିଅର୍ଥବୋଧକ ସ୍ଲୋଗାନ ଦେଇ ଶସ୍ତା ଲୋକପ୍ରିୟତା ଆପଣାଇ ଲକ୍ଷ୍ୟରେ ଥିବା ଏହି କମ୍ପାନୀକୁ କିନ୍ତୁ ଜନସାଧାରଣ ସୋସିଆଲ ସାଇଟରେ କଡା ଜବାବ ଦେଇଛନ୍ତି । ଶେଷର ନିଜ ଭୁଲ ବୁଝି ଇରୋସ ନାଓ…

[ଭିଡିଓ] ୟୁ-ଟ୍ୟୁବକୁ ପୁଣି ଫେରିଲେ ଧିନ୍‌ଚାକ୍ ପୂଜା

ନୂଆଦିଲ୍ଲୀ: କଳ୍ପନାଠାରୁ ଅଧିକ ଭୟାଭହ ସାବ୍ୟସ୍ତ ହୋଇଛି ବର୍ଷ ୨୦୨୦ । ତେବେ କରୋନା ମହାମାରୀ ପରେ ଏବେ ଆଉ ଏକ ମହାମାରୀ ସୋସିଆଲ ମିଡିଆରେ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଧିନ୍‌ଚାକ୍ ପୂଜାଙ୍କ ଭିଡିଓଟି ବହୁ ପୂର୍ବରୁ ରିଲିଜ୍ ହୋଇଥିଲେ ବି ଏବେ ଚର୍ଚ୍ଚାକୁ ଆସିଛି । ନୂଆ ଭିଡିଓର…