Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅନ୍ଧାଧୁନକୁ ବଳିଗଲା ‘ଲୁଡୋ’ ଟ୍ରେଲର!!

ମୁମ୍ବାଇ: ଦୁଇ ବର୍ଷର ପରିଶ୍ରମ ପରେ ଅନୁରାଗ ବାସୁ ତାଙ୍କର ବହୁ ପ୍ରତିକ୍ଷୀତ ମଲ୍ଟି ଷ୍ଟାରର ଫିଲ୍ମ 'ଲୁଡୋ'ର ଟ୍ରେଲର ରିଲିଜ କରିଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିଷେକ ବଚ୍ଚନ, ପଙ୍କଜ ତ୍ରିପାଠୀ, ରାଜକୁମାର ରାଓ, ଆଦିତ୍ୟ ରୟ କାପୁର, ଫାତିମା ସାନା ଶେଖ, ସାନିଆ ମଲହୋତ୍ରା, ରୋହିତ ସରାଫ,…

ଦେଖନ୍ତୁ ଲିସା ହେଡନଙ୍କ ସର୍ଫିଂ ଅବତାର

ନୂଆଦିଲ୍ଲୀ: ଅଭିନେତ୍ରୀ ଲିସା ହେଡନଙ୍କର ରହିଛି କିଛି ନିଆରା ଅଭ୍ୟାସ । ସମୁଦ୍ର ଲହଡି ମଧ୍ୟରେ ସର୍ଫିଂ କରିବାକୁ ସେ ବହୁତ ଭଲପାଆନ୍ତି । ଏହିପରି କିଛି ଫଟୋ ଏବେ ଇଣ୍ଟରନେଟ ସାରା । ଲିସାଙ୍କୁ ଏକ ସ୍ୱିମ ସୁଟରେ ସର୍ଫିଂ କରୁଥିବାର ଦେଖିବାକୁ ମିଳିଛି । ସୋମବାର ଏକ ପୋଷ୍ଟରେ ଲିସା ହେଡନ୍…

ଆସୁଛି ଫିଲ୍ମ ସର୍କସ, ଅଦ୍ଭୁତ କିର୍ଦାରରେ ରଣବୀର ସିଂ !

ମୁମ୍ବାଇ: ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ସୂର୍ଯ୍ୟବଂଶୀର ରିଲିଜ ଡେଟ୍‌କୁ ଚାହିଁବସିଛନ୍ତି ନିର୍ଦ୍ଦେଶକ ରୋହିତ ସେଟ୍ଟି । ତେବେ ଏହି ଫିଲ୍ମଟି ରିଲିଜ ନ ହେଉଣୁ ଆଉ ଏକ ପ୍ରୋଜେକ୍ଟରେ ରୋହିତ ସାମିଲ ହୋଇଛନ୍ତି । ଏଥିରେ ଲିଡ୍ ରୋଲ୍‌ରେ ନଜର ଆସିବେ ରଣବୀର ସିଂ ।…

କାହିଁକି ଦୀର୍ଘ ଦିନ ଧରି ବିବାହ କଥା ଲୁଚାଇଥିଲେ ସନ୍ନି ଦେଓଲ୍….‌

ନୂଆଦିଲ୍ଲୀ: ଘାୟଲ, ସାଲାଖେଁ, ଦାମିନୀ ଏବଂ ଗଦର୍‌ ଭଳି ବଲିଉଡ୍‌କୁ ସୁପରହିଟ୍ ଚଳଚ୍ଚିତ୍ର ଦେଇଥିବା ଅଭିନେତା ସନ୍ନି ଦେଓଲ୍‌ଙ୍କ ଆଜି ଜନ୍ମଦିନ।  ସନ୍ନି ୧୯ ଅକ୍ଟୋବର ୧୯୫୬ରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ। ସନ୍ନି ନିଜର ସ୍ୱତନ୍ତ୍ର ଅଭିନୟ କଳାରେ ବଲିଉଡ୍‌ରେ ନିଜର ସ୍ଥାନ ସୃଷ୍ଟି…

କାହିଁକି ୟଶ ଚୋପ୍ରା ଥିଲେ ରୋମାନ୍ସର କିଙ୍ଗ୍?

ନୂଆଦିଲ୍ଲୀ: ୟଶ ଚୋପ୍ରା ବଲିଉଡକୁ ଅନେକ ସ୍ମରଣୀୟ ଚଳଚ୍ଚିତ୍ର ଦେଇଛନ୍ତି। ସେ ହିନ୍ଦୀ ସିନେମା ଭିତରେ ରୋମାନ୍ସର ଏକ ନୂତନ ସଂଜ୍ଞା ପ୍ରସ୍ତୁତ କରିଥିଲେ। ସମୟ ସହିତ ସେ ଦର୍ଶକଙ୍କ ପସନ୍ଦକୁ ମଧ୍ୟ ବୁଝିଥିଲେ ଏବଂ ଏହା ଉପରେ ଅଧିକ କାମ କରିଥିଲେ। ଏହାପରେ ସେ ଯେଉଁ ସବୁ ଚଳଚ୍ଚିତ୍ର ନିର୍ମାଣ…

ବ୍ରିଟେନ୍‌ରେ ଲାଗିବ ରାଜ୍‌ ଏବଂ ସିମ୍‌ରନ୍‌ଙ୍କ କାଂସ୍ୟ ପ୍ରତିମୂର୍ତ୍ତିି

ନୂଆଦିଲ୍ଲୀ: ଦୀର୍ଘ ୨୫ ବର୍ଷ ଧରି, ଚଳଚ୍ଚିତ୍ର ‘ଡିଡିଏଲ୍‌ଜେ’ର ମୁଖ୍ୟ ଚରିତ୍ର ରାଜ୍‌ ଏବଂ ସିମରନଙ୍କ ପ୍ରେମ କାହାଣୀ ସାରା ବିଶ୍ୱର ସିନେପ୍ରେମୀମାନଙ୍କ ହୃଦୟରେ ରାଜ୍‌ କରୁଛି। ରିଲିଜ୍ ହେବାର ୨୫ ବର୍ଷ ପୂରଣ ଅବସରରେ ଏହାର ସେଲିବ୍ରେସନ୍‌ କେବଳ ମୁମ୍ବାଇ ନୁହେଁ ଲଣ୍ଡନ୍‌ରେ ମଧ୍ୟ…

ଆରପାରିରେ ଅଭିନେତ୍ରୀ ଜରିନା ରୋଶନ୍‌

ନୂଆଦିଲ୍ଲୀ: ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ  ‘କୁମ୍‌କୁମ୍‌ ଭାଗ୍ୟ’ର ପ୍ରସିଦ୍ଧ ଚରିତ୍ର  'ଇନ୍ଦୁ ଦାଦି' ତଥା ଜରିନା ରୋଶନ ଖାନ୍‌ଙ୍କ ୫୪ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜରିନାଙ୍କ ବିୟୋଗରେ ତାଙ୍କ ସହ-ତାରକା…

ଦୁବାଇରେ କେମିତି ସମୟ କାଟୁଛନ୍ତି ବିରୁଷ୍କା; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଗର୍ଭବତୀ ଖବର ଆସିବା ପରେ ସେ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ସେ ଏହି ସମୟକୁ ବେଶ୍‌ ଉପଭୋଗ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ଏବେ ସେ ତାଙ୍କ ସ୍ୱାମୀ କ୍ରିକେଟର ବିରାଟ କୋହଲିଙ୍କ ସହ ଦୁବାଇରେ ଅଛନ୍ତି। ବିରାଟ ଆଇପିଏଲ୍…

ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ ଅର୍ଜୁନ ରାମପାଲଙ୍କ ଶାଳକ

ମୁମ୍ବାଇ: ଏନସିବି ରବିବାର ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଶାଳକ ଅଗିସିଲୋଅଶ ଡେମେଟ୍ରିଏଡେଶଙ୍କୁ ଡ୍ରଗ୍ସ ଲିଙ୍କରେ ଗିରଫ କରିଛି । ଡ୍ରଗ୍ସ ମାମଲାରେ ଏନସିବି କିଛି ଦିନ ନିରବ ରହିବା ପରେ ଏବେ ପୁଣି ଥରେ ସକ୍ରିୟ ହୋଇଛି । ଅକ୍ଟୋବର ୨୦ ତାରିଖ ପର‌୍ୟ୍ୟନ୍ତ  ଡେମେଟ୍ରିଏଡେଶଙ୍କୁ ନିଜ…

ଭଁସାଲୀଙ୍କ ବୈଜୁ ବାୱାରାରେ ଏକତ୍ର ହେବ ରଣବୀର, ଆଲିୟା, ଦୀପିକା !

ମୁମ୍ବାଇ: ବଲିଉଡର ସଫଳ ନିର୍ଦ୍ଦେଶକ ଭାବେ ପରିଗଣିତ ସଞ୍ଜୟ ଲୀଲା ଭଁସାଲି ଆଉ ଏକ ମେଗା ପ୍ରୋଜେକ୍ଟ ନେଇ ଆସୁଛନ୍ତି । ସେ ସୁପରହିଟ ଫିଲ୍ମ ବୈଜୁ ବାୱାରର ରିମେକ୍ କରିବେ । ତେବେ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ରିପୋର୍ଟ ମୁତାବକ ରଣବୀର କାପୁରଙ୍କ ସହ ସେ ଆଲିୟା ଭଟ୍ଟ ଓ ଦୀପିକା…