Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଭଁସାଲୀଙ୍କ ବୈଜୁ ବାୱାରାରେ ଏକତ୍ର ହେବ ରଣବୀର, ଆଲିୟା, ଦୀପିକା !

ମୁମ୍ବାଇ: ବଲିଉଡର ସଫଳ ନିର୍ଦ୍ଦେଶକ ଭାବେ ପରିଗଣିତ ସଞ୍ଜୟ ଲୀଲା ଭଁସାଲି ଆଉ ଏକ ମେଗା ପ୍ରୋଜେକ୍ଟ ନେଇ ଆସୁଛନ୍ତି । ସେ ସୁପରହିଟ ଫିଲ୍ମ ବୈଜୁ ବାୱାରର ରିମେକ୍ କରିବେ । ତେବେ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ରିପୋର୍ଟ ମୁତାବକ ରଣବୀର କାପୁରଙ୍କ ସହ ସେ ଆଲିୟା ଭଟ୍ଟ ଓ ଦୀପିକା…

ପାକିସ୍ତାନ ଛାଡିବେ ଟିକଟକ ଷ୍ଟାର ଜନ୍ନତ ମିର୍ଜା

ଲାହୋର: ପାକିସ୍ତାନର ଲୋକପ୍ରିୟ ଟିକଟକ ଷ୍ଟାର ଜନ୍ନତ ମିର୍ଜା ପାକିସ୍ତାନ ଛାଡିବା ପାଇଁ ନିଷ୍ପତି ନେଇଛନ୍ତି । ଭାରତକୁ ଅନୁସରଣ କରି ପାକିସ୍ତାନ ମଧ୍ୟ ଦେଶରେ ଟିକଟକକୁ ବ୍ୟାନ କରିଛି । ୨୨ ବର୍ଷୀୟା ଜନ୍ନତ ଏହା ଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ତାଙ୍କର ୧୦ ମିଲିୟନ ଫଲୋର୍ସ…

କଙ୍ଗନା ରଣାୱତଙ୍କୁ ଓଡିଶା ଆଇନଜୀବୀଙ୍କ ଦୁଷ୍କର୍ମ ଧମକ!

ଭୁବନେଶ୍ୱର: ନିଜ ବୟାନ ପାଇଁ ସବୁବେଳେ ବିବାଦ ଘେରରେ ରହୁଥିବା ବିବାଦୀୟ କୁଇନ୍ କଙ୍ଗନା ରଣାୱତଙ୍କୁ ଜଣେ ଆଇନଜୀବୀ ଦୁଷ୍କର୍ମ ଧମକ ଦେଇଥିବା ନେଇ ଚର୍ଚ୍ଚା ହେଉଛି । ସୂଚନାନୁଯାୟୀ ନବରାତ୍ରୀ ଅବସରରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ସୋସିଆଲ୍ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ…

ପୁରୁଣା ଅନ୍ଦାଜରେ ଫେରିଲେ ଶିଳ୍ପା ସେଟ୍ଟୀ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ପୁଣି ସିନେ ଜଗତକୁ ଫେରିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ମନାଲିରେ ଆଗାମୀ ଫିଲ୍ମ 'ହଙ୍ଗାମା ୨' ପାଇଁ ସୁଟିଂ କରୁଥିବା ଶିଳ୍ପା ସେଟ୍ଟୀ ରବିବାର ଦିନ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଭିଡିଓରେ ଅଭିନେତ୍ରୀ କିଛି ଜିଲାପି ଖାଉଥିବା ଦେଖିବାକୁ…

ଶମ୍ମି କାପୁର-ଗୀତା ବାଲୀଙ୍କ ପ୍ରେମ କାହାଣୀ, ବିବାହ ସମୟରେ ସିନ୍ଦୁର ନ ଥିବାରୁ କଣ କଲେ ୟାହୁ ବୟ

ମୁମ୍ବାଇ: ଶମ୍ମି କାପୁର ତଥା ୟାହୁ ବୟଙ୍କ ପ୍ରେମ କାହାଣୀ ବିଷୟରେ ଆସନ୍ତୁ ଜାଣିବା । ସେ ସମୟର ଏହି ଲୋକପ୍ରିୟ କଳାକାର ତାଙ୍କ ମନ ଅଭିନେତ୍ରୀ ଗୀତା ବାଲୀଙ୍କୁ ଦେଇଥିଲେ । ବାରମ୍ବାର ସେ ଏ ନେଇ ଗୀତାଙ୍କୁ କହୁଥିଲେ ସେ ଏଡାଇ ଦେଉଥିଲେ । ଥରେ ଭାବପ୍ରବଣ ହୋଇ ଶମ୍ମି ଯେତେବେଳେ କହିଲେ ଗୀତା…

ରିଲିଜ୍‌ ହେଲା ‘ବୁର୍ଜ ଖଲିଫା’ ସଙ୍ଗ୍‌; ଏକ ଘଣ୍ଟାରେ ଚାରି ଲକ୍ଷ ଭ୍ୟୁ ପାର୍‌

ମୁମ୍ବାଇ: ପ୍ରଶଂସକମାନଙ୍କ ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଉତ୍ସାହର ସହିତ ଅପେକ୍ଷା କରିଥିବା ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍’ର ଗୀତ ଶେଷରେ ମୁକ୍ତିଲାଭ କରିଛି। 'ବୁର୍ଜ ଖଲିଫା' ଗୀତ ରିଲିଜ ହେବାର ଏକ ଘଣ୍ଟା ମଧ୍ୟରେ ଏହା ଚାରି ଲକ୍ଷରୁ ଅଧିକ…

ଅଙ୍କିତାଙ୍କ ବିରୁଦ୍ଧରେ ମାନହାନି ମକଦ୍ଦମା କରିବେ ରିୟା !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାର ଛାନ୍‌ଭିନ୍‌ କରୁ କରୁ ବଲିଉଡ୍‌ ସହିତ ଡ୍ରଗ୍ସ ଲିଙ୍କ୍ ମାମଲାର ଗୁମର ଫିଟିଥିଲା। ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କ୍ରାଇମ ବ୍ୟୁରୋ ସେପ୍ଟେମ୍ବର ୮ ତାରିଖରେ  ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା। ନିକଟରେ ତାଙ୍କୁ ବମ୍ବେ ହାଇକୋର୍ଟ ଜାମିନ…

‘ବଧାଇ ଦୋ’ରେ ଏକାଠି ନଜର ଆସିବେ ରାଜ୍‌ ଏବଂ ଭୂମି

ନୂଆଦିଲ୍ଲୀ: ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର 'ବଧାଇ ହୋ'କୁ ଆଜି ଦୁଇ ବର୍ଷ ପୂରିଛି। ଏହି ଅବସରରେ ଅଭିନେତ୍ରୀ ଭୂମି ପେଡନେକର ନିଜ ଇନଷ୍ଟାଗ୍ରାମରେ ଚଳଚ୍ଚିତ୍ର 'ବଧାଇ ହୋ'ର ଦ୍ୱିତୀୟ ସ୍ୱିକେଲ୍‌ 'ବଧାଇ ଦୋ' ସମ୍ବନ୍ଧୀୟ କିଛି ତଥ୍ୟ ପ୍ରକାଶ କରିଛନ୍ତି। ଏହା ସହିତ ସେ ରାଜକୁମାର…

ସଦ୍‌ଗୁରୁ ଜାଗି ବାସୁଦେବ ଏବଂ ହଲିଉଡ୍‌ ତାରକା ୱିଲ୍‌ ସ୍ମିଥ୍‌ଙ୍କ ସ୍ୱତନ୍ତ୍ର ସାକ୍ଷାତକାର ବେଳର ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ହଲିଉଡ୍‌ର ଜଗତର ଭାରତ ପ୍ରେମ ଅନେକ ସମୟରେ ଦେଖିବାକୁ ମିଳିଥାଏ। ହଲିଉଡ୍‌ର ଅନେକ ବଡ ତାରକା ଭାରତକୁ ଆସି ଏଠାରେ ଭାରତୀୟ ପରମ୍ପରା ସହିତ ଯୋଡି ହୋଇଛନ୍ତି। ତେବେ ନିକଟରେ ସେହିଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ବାସ୍ତବରେ, ହଲିଉଡ୍ ତାରକା ୱିଲ୍ ସ୍ମିଥ୍ ଇଶା…

ପୁଣି ପାୟଲଙ୍କର ଏକ ଚମତ୍କାରୀ ଦାବି; ଅନୁରାଗ ଏବଂ ମୋ ବିଷୟରେ ସବୁ ଜାଣନ୍ତି ଇର୍‌ଫାନ୍‌

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ସେ ସୋସିଆଲ ମିଡିଆରେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ସେ କ୍ରମାଗତ ଭାବରେ ଟ୍ୱିଟ୍ କରି ଅନେକ ଚମତ୍କାରୀ ଦାବି କରି ଚଳଚ୍ଚିତ୍ର…