Latest Odisha News

BREAKING NEWS

Browsing Category

ମନୋରଞ୍ଜନ

NCB ସ୍କାନରରେ ଦୀପିକାଙ୍କ ୩ କୋ-ଷ୍ଟାର, ନାଁର ପ୍ରଥମ ଅକ୍ଷର S-R-Aରୁ ଆରମ୍ଭ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କର ଯେତିକି ତଦନ୍ତ ଆଗଉଛି ସାମାନକୁ ଆସୁଛି ନୂଆ ନୂଆ ଏପିସୋଡ । ଦୀପିକା ପାଦୁକୋନଙ୍କୁ ପଚରାଉଚରା ପରେ ଏବେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ଅଛନ୍ତି ବଲିଉଡର ଆଉ କିଛି ସେଲିବ୍ରିଟି । ଚର୍ଚ୍ଚା ହେଉଛି ଦୀପିକାଙ୍କ ସହ…

ନିଜ ଅଭୁଲା ଦିନର କିଛି ଭିଡ଼ିଓ ଫ୍ୟାନ୍ସ ମାନଙ୍କ ସହ ସେୟାର କଲେ ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ତଥା ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍ ‘ଅନଫିନିସଡ଼' ନାମକ ଏକ ପୁସ୍ତକର ଟିଜର ସେୟାର କରିଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ବ୍ଲାଙ୍କ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ କ୍ୟାପସନ ରହିଛି "Something is coming...." ।…

ଆସୁଛି ‘ଅବତାର-୨’, ଶେଷ ହେଲା ସୁଟିଂ

ନୂଆଦିଲ୍ଲୀ: ଖୁବ୍‌ଶୀଘ୍ର ଆସୁଛି ବଲିଉଡର ବହୁ ପ୍ରତିକ୍ଷିତ ଫିଲ୍ମ ‘ଅବତାର’ର ସିକ୍ୱେଲ ପାର୍ଟ । ନିକଟରେ ‘ଅବତାର-୨’ର ସୁଟିଂ ଶେଷ ହୋଇଛି । ଏନେଇ ନିର୍ଦ୍ଦେଶ ଜେମ୍ସ କ୍ୟାମରୁନ୍ ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ ‘ଅବତାର-୩’ର ମଧ୍ୟ ସୁଟିଂ ପ୍ରାୟ ୯୫ ପ୍ରତିଶତ ସରିଯାଇଥିବା ସେ…

‘ଜରୁରତ’ରେ ଏକାଠି ନଜର ଆସିବେ ବାପା-ଝିଅ

ମୁମ୍ବାଇ: ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ବଲିଉଡର ସଟ୍‌ଗନ୍ ଶତ୍ରୁଘ୍ନ ସିହ୍ନା ଓ ସୋନାକ୍ଷୀ । ମ୍ୟୁଜିକ ଭିଡିଓ ଆଲବମ ‘ଜରୁରତ’ରେ ବାପା-ଝିଅଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଗୀତରେ ଶତ୍ରୁଘ୍ନ ସିହ୍ନାଙ୍କ ଦମଦାର ଭଏସ୍ ମଧ୍ୟ ଶୁଣିବାକୁ ମିଳିବ । ଏହି ଗୀତରେ ଡଃ.କିରନ…

[ଦେଖନ୍ତୁ ଭିଡ଼ିଓ] ବିଗ୍ ବସ୍-୧୪ ରେ ଚର୍ଚ୍ଚିତ ରାଧେ ମା’

ମୁମ୍ବାଇ: ‘ବିଗ୍ ବସ୍ ୧୪’ ରେ ଚର୍ଚ୍ଚିତ ରାଧେ ମା'। ନିର୍ମାତାମାନେ ଏହି ଶୋ ’ପାଇଁ ବିବାଦୀୟ ଗଡୱମ୍ୟାନ୍ ରାଧେ ମା ଆକା ସୁଖଭିନ୍ଦର କୌର। ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ପ୍ରଥମ ସେଲିବ୍ରେଟି ଅନୁସାରେ ରାଧେ ମା' ବିଗ୍ ବସ୍ ଘରେ ପ୍ରବେଶ କରିବେ । ଆହୁରି ମଧ୍ୟ ସେ ସବୁ…

ଅଧଘଣ୍ଟା ପାଇଁ ପ୍ରସାରିତ ହେବ ବିଗ୍ ବସ୍-୧୪ !

ନୂଆଦିଲ୍ଲୀ: ‘ବିଗ୍ ବସ୍-୧୪’ କେବଳ ଅଧ ଘଣ୍ଟା ପାଇଁ ପ୍ରସାରିତ ହେବ । ତେବେ ଏହା କେତେ ସତ କେତେ ମିଛ ଆସନ୍ତୁ ଜାଣିବା । ମାତ୍ର ଅଧଘଣ୍ଟା ପାଇଁ ଲୋକପ୍ରିୟ ରିୟାଲିଟି ସୋ ବିଗ୍ ବସ୍-୧୪ ପ୍ରସାରିତ ହେବା ନେଇ ଚର୍ଚ୍ଚା ହେଉଛି । ମାତ୍ର ଏହି ସୋ' ର ଦର୍ଶକ ତଥା ପ୍ରଶଂସକଙ୍କ ପାଇଁ ଆମେ ଜଣାଇ…

କଳାକାରଙ୍କ ପାଇଁ କାଳ ସାଜିଛି ମୁମ୍ବାଇ : ସୁଶାନ୍ତଙ୍କ ପରେ ବିହାରର ଆଉ ଏକ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ

ମୁମ୍ବାଇ: କଳାକାରଙ୍କ ପାଇଁ କାଳ ସାଜିଛି ମୁମ୍ବାଇ ଆଉ ବଲିଉଡ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କେସର ସମାଧାନ ହୋଇ ନ ଥିବା ବେଳେ ଆଉ ଜଣେ ବିହାର ଅଭିନେତା ଅକ୍ଷତ ଉତ୍କର୍ଷ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏପରିକି ପରିବାରବର୍ଗ ମଧ୍ୟ ଏହାକୁ ହତ୍ୟାକାଣ୍ଡ ବୋଲି କହିଛନ୍ତି…

ସୁଶାନ୍ତ ସିଂ ରାଜପୁତ ମୋତେ ପ୍ରତାରଣା କରିଛନ୍ତି: ସାରା ଅଲି ଖାନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କୁ ଡେଟ କରିଥିବା ସ୍ୱୀକାର କରିଥିବା ଅଭିନେତ୍ରୀ ସାରା ଅଲି ଖାନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କୁ କହିଛନ୍ତି ଯେ ତାଙ୍କ ସହ ସମ୍ପର୍କ ଥିବାବେଳେ ସ୍ୱର୍ଗତ ଅଭିନେତା ତାଙ୍କୁ ପ୍ରତାରଣା କରିଛନ୍ତି। PeepingMoon.com ର ଏକ ରିପୋର୍ଟ…

କୋର୍ଟରେ ଏନସିବିର ସତ୍ୟପାଠ: ରିୟା, ସୌଭିକ ଡ୍ରଗ୍ସ କାରୋବାରରେ ଲିପ୍ତ

ମୁମ୍ବାଇ: ରିୟା ଚକ୍ରବର୍ତି ଓ ତାଙ୍କ ଭାଇ ସୌଭିକ ଅଡୁଆରେ ପଡିଛନ୍ତି । ମଙ୍ଗଳବାର ଏନସିବି ବମ୍ବେ ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ରିୟା, ସୌଭିକ ଡ୍ରଗ୍ସ କାରୋବାରରେ ଲିପ୍ତ ଥିବା ସ୍ପଷ୍ଟ କରିଛି । ଏନସିବି ଜେନାଲ ଡାଇରେକ୍ଟର ସମୀର ୱାନଖେଡ ଦାଖଲ କରିଥିବା ଜବାବରେ ଉଲ୍ଲେଖ…

ସରକାର ଶୁଣିଲେଣି, ଘର ତିଆରି କରିଦେବେ ସୋନୁ ସୁଦ

ଉତ୍ତରପ୍ରଦେଶ: କରୋନା କାଳରେ ପ୍ରବାସୀଙ୍କ ସାହାରା ପାଲଟିଥିଲେ ବଲିଉଡ ଅଭିନେତା ସୋନୁ ସୁଦ । ତାଙ୍କ ଯୋଗୁ ହଜାର ହଜାର ପ୍ରବାସୀ ସୁରକ୍ଷିତ ଭାବରେ ଘରକୁ ଫେରିଥିଲେ । ଅସହାୟଙ୍କ ବନ୍ଧୁ ପାଲଟିଛନ୍ତି ସୋନୁ ସୁଦ । ଏବେ ଉତ୍ତରପ୍ରଦେଶରେ ଜଣେ ଗରିବ ଚାଷୀଙ୍କ ପାଇଁ ଘର ନିର୍ମାଣ କରିବାକୁ ଘୋଷଣା…