Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଏନ୍‌ସିବି ହାତରେ ଧରାପଡିଲା ରିୟାଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟବସାୟୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହେଲେ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀ । ପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବତ୍ତିୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ଗିରଫ କରିସାରିଛି । ଏବେ ଉଭୟଙ୍କୁ ଡ୍ରଗ୍ସ…

ସିଙ୍ଗର ଭାବେ ଡେବ୍ୟୁ କରିବେ ଟାଇଗର ସ୍ରଫ୍‌, ଆସନ୍ତା ୨୨ରେ ହେବ ଗୀତ ରିଲିଜ

ମୁମ୍ବାଇ: ସବୁ ବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ଥାନ୍ତି ଅଭିନେତା ଟାଇଗର ସ୍ରଫ୍‌, ତେବେ ଏବେ ତାଙ୍କ ପ୍ରତିଭାର ଆଉ ଏକ ନୂଆ ଦିଗ ଦେଖିବାକୁ ମିଳିବ । ସେ ଡେବ୍ୟୁ କରିବେ ସିଙ୍ଗର ଭାବରେ । ଆସନ୍ତା ୨୨ ତାରିଖରେ ଏହି ଗୀତ ‘ଅନବିଲିଭେବୁଲ’ ରିଲିଜ ହେବ । ଆଜି ସେ ଏହାର ଟିଜର ସୋସିଆଲ…

ଡ୍ରଗ୍ସ ନେଉଛନ୍ତି ସାରା-ରାକୁଲ ! ତଦନ୍ତ କରିବ ଏନ୍‌ସିବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଓ ଡ୍ରଗ୍ସ ଲିଙ୍କରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀକୁ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିସାରିଛି । ଏବେ ରିୟାଙ୍କ ପରେ ଡ୍ରଗ୍ସ ନେତା ମାମଲା ଅଭିନେତ୍ରୀ ସାରା ଅଲ୍ଲି ଖାନ ଓ ରାକୁଲ ପ୍ରିତ ସିଂହଙ୍କୁ ମଧ୍ୟ…

ଆରପାରିରେ ଅନୁରାଧା ପୋଡଓ୍ବାଲଙ୍କ ପୁଅ ଆଦିତ୍ୟ

ମୁମ୍ବାଇ: ପ୍ରଚ୍ଛଦପଟ ଗାୟିକା ଅନୁରାଧା ପୋଡଓ୍ବାଲଙ୍କ ପୁଅ ଆଦିତ୍ୟ ପୋଡଓ୍ବାଲଙ୍କ ଆଜି ସକାଳେ ମାତ୍ର ୩୫ ବର୍ଷ ବୟସରେ ଦେହାନ୍ତ ଘଟିଛି। ସେ କିଡନୀ ସମସ୍ୟାରେ ପିଡିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ କିଡନୀ ଫେଲ୍ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ମିଡ଼ିଆ…

ପରଲୋକରେ ଯାତ୍ରା କଳାକାର ଭିକୁ ସେଠ୍

ଚୌଦ୍ୱାର: ଆଉ ନାହାନ୍ତି ଶାଗୁଣା ବସିଛି ଡେଣା ମେଲାଇ ପାଇଁ ବେଶ୍ ନାଁ କରିଥିବା ଯାତ୍ରା ଭିଲିଆନ ଭିକୁ ସେଠ୍ ଓରଫ ମହେନ୍ଦ୍ର ଦାସ । ଆଜି ତାଙ୍କ ଚୌଦ୍ୱାର ସ୍ଥିତ ବାସଭବନରେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫…

ଶାର୍ଲିନ ଚୋପ୍ରାଙ୍କ ଚାଂଚଲ୍ୟକର ବୟାନ, ଫିଲ୍ମ ଇଣ୍ଡଷ୍ଟ୍ରି ପାର୍ଟିରେ ଟ୍ରେରେ ଡ୍ରଗ୍ସ ଦିଆଯାଉଥିଲା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ବଲିଉଡର ଅନେକ ଅକୁହା କାହାଣୀ ଖୋଲି ଦେଇ ଯାଇଛି । ନିଶା, ଯୌବନର କାରୋବାର ଓ ଟଙ୍କା ପାଇଁ ଏଠି ସବୁ କିଛି କରାଯାଉଥିଲା । ବଡ ନାମ ପଛରେ ଭୟଙ୍କର ଚେହେରା ସବୁ ଲୁଚି ରହିଥିବା ପ୍ରମାଣିତ ହେଉଛି । ଶନିବାର ବିବାଦୀୟ ମଡେଲର ଶାର୍ଲିନ ଚୋପ୍ରା…

ଡ୍ରଗ୍ସ ଲିଙ୍କ: ଏନସିବି ଜାଲରେ ଫସି ପାରନ୍ତି ସାରା ଅଲ୍ଲୀ ଖାନ, ରକୁଲ ପ୍ରିତ ସିଂହ ଓ ମୁକେଶ ଛାବ୍ରା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କ ମିଳିବା ପରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଖୋଳତାଡ କରୁଛି । ଏହି ଘଟଣାରେ ରିୟା ଚକ୍ରବର୍ତ୍ତି, ତାଙ୍କ ଭାଇ ସୌବିକ ଚକ୍ରବର୍ତ୍ତୀ, ହାଉସ୍ ମାନେଜର ଦୀପେଶ ସାୱନ୍ତ, ଗିରଫ ହୋଇଛି । ତେବେ ଜି ନ୍ୟୁଜର ରିପୋର୍ଟ…

ଅଫତାବ ଶିବଦାସାନୀ କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭନେତା ଅଫତାବ ଶିବଦାସାନୀ କରୋନା ପଜିଟିଭ ଥିବା ଜଣାପଡିଛନ୍ତି । ଅଫତାବ ସୋସିଆଲ ମିଡିଆରେ ଏ ସମ୍ପର୍କରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଥିଲେ । ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ମୁଁ ଫିଟ ଅଛି ଏବଂ…

କନଫର୍ମ: ବିଦ୍ୟୁତ ଜାମୱାଲ ପ୍ରେମରେ ପଡିଛନ୍ତି !

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଆକ୍ସନ ଅଭିନେତା ହେଲେ ବିଦ୍ୟୁତ ଜାମୱାଲ । ନିକଟରେ ରିଲିଜ ହୋଇଥିବା ଖୁଦା ହାଫିଜ ଫିଲ୍ମକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି । ଏହି ଅବସରରେ ବିଦ୍ୟୁତଙ୍କୁ ତାଙ୍କ ଲଭ ଲାଇଫ ସମ୍ପର୍କରେ ପଚରାଯାଇଥିଲା । ପ୍ରଥମ ଥର ପାଇଁ ସେ ପ୍ରେମରେ ପଡିଥିବା ସ୍ୱୀକାର…

କିଏ କହିଲା ? କଙ୍ଗନା ରଣାୱତ ଭଗତ ସିଂଙ୍କ ସହ ସମାସ୍କନ୍ଦ !

ମୁମ୍ବାଇ: ଜାରି ରହିଛି ଶିବସେନା ସହ କଙ୍ଗନାଙ୍କର ଖୁଲମଖୋଲା ଟକ୍କର । ପରେ କଙ୍ଗନାଙ୍କ ମୁମ୍ବାଇ ଅଫିସକୁ ମୁନିସିପାଲିଟି ଧ୍ୱସ୍ତ ବି କରିଥିଲା । ହେଲେ ଏବେ କଙ୍ଗନାଙ୍କୁ ସହିଦ ଭଗତ ସିଂଙ୍କ ସହ ତୁଳନା କରାଯାଇଛି । ଏହି ତୁଳନା କୌଣସି ସାଧାରଣ ଲୋକ ନୁହେଁ ବରଂ ଜଣେ ଜଣାଶୁଣା ଅଭିନେତା ସୋସିଆଲ…