Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ପରିବାର ଛାଡି ଜଙ୍ଗଲକୁ ଯିବେ ବିଦ୍ୟା ବାଲାନ୍ !

ମୁମ୍ବାଇ: ଘଟଣା ମିଛ ନୁହେଁ । ସତକୁ ସତ ପରିବାର ଛାଡି ମଧ୍ୟପ୍ରଦେଶର ବାଲାଘାଟ ଜଙ୍ଗଲକୁ ପଳାଇବେ ଅଭିନେତ୍ରୀ ବିଦ୍ୟା ବାଲାନ୍ । ହେଲେ କାହିଁକି ? ଏହି ପ୍ରଶ୍ନରେ ଧନ୍ଦି ହେଉଛନ୍ତି ବିଦ୍ୟାଙ୍କ ଅଗଣିତ ଫ୍ୟାନ । କରୋନା କଟକଣାକୁ ନେଇ ଅତିଷ୍ଠ ହୋଇପଡିଥିଲେ ବିଦ୍ୟା ବାଲାନ୍ । ଲକଡାଉନ୍…

ଏକାଠି ଆସୁଛନ୍ତି ଫରାହ ଖାନ, ପ୍ରଭୁଦେବା ଓ ସାଉଥ୍ ଷ୍ଟାର୍ ରାମ ଚରଣ !

ମୁମ୍ବାଇ: ବି ଟାଉନ୍‌ରେ ହଲ୍‌ଚଲ୍ । ଖୁବଶୀଘ୍ର ଆସୁଛି ଏକ ହ୍ୟୁଜ୍ ବଜେଟ୍ ପ୍ରୋଜେକ୍ଟ । ଏକାଠି ଦର୍ଶକଙ୍କ ସାମ୍ନାକୁ ଆସିବେ କିଛି ଜଣାଶୁଣା ନିର୍ଦ୍ଦେଶକ ତଥା ଅଭିନେତା । ଯେଉଁଥିରେ ସାମିଲ ଅଛନ୍ତି ଫରାହ ଖାନ, ପ୍ରଭୁଦେବାଙ୍କ ଭଳି କୋରିଓଗ୍ରାଫର୍ ଓ ସାଉଥ୍ ସୁପରଷ୍ଟାର ରାମ ଚରଣ । ତେବେ…

ସୁଶାନ୍ତ ୫ ବର୍ଷରେ ଆୟ କରିଥିଲେ ୭୦ କୋଟି , ରିୟାଙ୍କ ପଛରେ ୫୫ ଲକ୍ଷ ଖର୍ଚ୍ଚ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତ୍ୟେକ ଦିନ ନୂତନ ତଥ୍ୟ ମିଳୁଛି । ଇଣ୍ଡିଆନ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁସାରେ ସୁଶାନ୍ତଙ୍କ ସମସ୍ତ ବ୍ୟାଙ୍କ ଖାତାକୁ ଅନୁଧ୍ୟାନ କରିବା ପରେ ଜଣାପଡିଥିଲା ସେ ୫ ବର୍ଷରେ ୭୦ କୋଟି ଟଙ୍କା ଆୟ କରିଥିଲେ । ଫରେନ୍ସିକ ଅଡିଟ…

ଭାଇରାଲ ହେଲା ପ୍ରଭାସ-ଅନୁଷ୍କାଙ୍କ ଏହି ଫଟୋ

ପ୍ରସିଦ୍ଧ ଦକ୍ଷିଣ ସୁପରଷ୍ଟାର ଅନୁଷ୍କା ଶେଟ୍ଟୀ ନିକଟରେ ଟ୍ୱିଟରରେ ଡେବ୍ୟୁ କରିଛନ୍ତି ଏବଂ ତାଙ୍କ ଅନୁଗାମୀମାନେ ପ୍ରାୟ ଏକ ମିଲିୟନରେ ପହଞ୍ଚିଲାଣି । ସୁପରହିଟ ସିନେମା ବାହୁବଳୀରେ 'ଦେବସେନା'ଙ୍କ ଭୂମିକା ପରେ ଏହି ଅଭିନେତ୍ରୀ ଅତୁଳନୀୟ ଲୋକପ୍ରିୟତା ହାସଲ କରିଛନ୍ତି। ଦକ୍ଷିଣ…

ଟାଟ୍ଟୁ ଆର୍ଟିଷ୍ଟ ପାଲଟିଲେ ବଲିଉଡ ସୁପରଷ୍ଟାରଙ୍କ ଝିଅ !

ମୁମ୍ବାଇ: ନେପୋଟିଜମକୁ ନା କହିଲେ ବଲିଉଡର ଜଣେ ସୁପରଷ୍ଟାରଙ୍କ ଲାଡଲି । ଅଭିନେତ୍ରୀ ବଦଳରେ ଟାଟ୍ଟୁ ଆର୍ଟିଷ୍ଟ ହେବାକୁ ପସନ୍ଦ କଲେ । ତେବେ ଏ କଥା ଆମେ କହୁନୁ ବରଂ ଖୋଦ ଆମିର ଖାନଙ୍କ ଝିଅ ସୋସିଆଲ ମିଡିଆରେ ଜଣାଇଛନ୍ତି । View this post on…

ମହଙ୍ଗା ପଡିପାରେ ଏହି ସେଲିବ୍ରିଟିଙ୍କୁ ୱେବରେ ସର୍ଚ୍ଚ କରିବା !

ନୂଆଦିଲ୍ଲୀ: ଆମେରିକୀୟ ଗ୍ଲୋବାଲ ସିକ୍ୟୁରିଟି ସଫ୍ଟୱେୟାର କମ୍ପାନୀ McAfee । ନିକଟରେ ଏହି କମ୍ପାନୀ ଏକ ରିସର୍ଚ୍ଚ କରିଥିଲା । ଏହି ରିସର୍ଚ୍ଚରେ ଜଣାପଡିଛି ଫୁଟବଲର ଖ୍ରୀଷ୍ଟିଆନୋ ରୋନାଲ୍ଡୋ ଓ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ସମେତ ଅନ୍ୟ କିଛି ସେଲିବ୍ରିଟିଙ୍କୁ ଭାରତରେ ୱେବରେ…

ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ଡାକରା, ‘ଡିସେମ୍ବର ୧୦ରେ ହାଜର ହୁଅ’

ଭୁବନେଶ୍ୱର: ବର୍ଷାଙ୍କୁ ଦିଲ୍ଲୀ କୋର୍ଟଙ୍କ ନୋଟିସ । ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲରେ ବର୍ଷାଙ୍କୁ ଦିଲ୍ଲୀ ପଟିଆଲା ହାଉସକୋର୍ଟ ନୋଟିସ ପଠାଇଛନ୍ତି । ଡିସେମ୍ବର ୧୦ରେ ହାଜର ହେବାକୁ କୋର୍ଟ ନୋଟିସ୍ ଜାରି କରିଛନ୍ତି । ବର୍ଷାଙ୍କୁ ନୋଟିସ…

ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍‌ କରୁଛି ଟମ୍‌ କ୍ରୁଜ୍‌ଙ୍କ ଅଭୁତପୂର୍ବ ଷ୍ଟଣ୍ଟ୍‌ ପ୍ରଦର୍ଶନ

ନୂଆଦିଲ୍ଲୀ: ଟମ୍‌‌ କ୍ରୁଜ୍‌ ଆଜିକାଲି ‘ମିଶନ୍‌ ଇମ୍ପସିବଲ୍‌ ୭’ ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ଫିଲ୍ମ ସହ ଜଡ଼ିତ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ବର୍ତ୍ତମାନ ଟମ୍‌ଙ୍କ ଏକ ନୂଆ ଭିଡିଓ ସାମ୍‌ନାକୁ ଆସିଛି। ଏହି ଭିଡିଓରେ ସେ ଏକ ହାଇ ସ୍ପିଡ୍‌ରେ ଚାଲୁଥିବା…

ରିୟାଙ୍କୁ ମିଳିଲା ଜାମିନ, ଜେଲ୍‌ରେ ରହିବେ ସୌଭିକ

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଲା ବେଲ୍ । ବମ୍ବେ ହାଇକୋର୍ଟରୁ ରିୟାଙ୍କୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ୧ ଲକ୍ଷ ଟଙ୍କା ମୁଚାଲିକା ଏବଂ ପାସପୋର୍ଟ ଜବତ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେ ବିନା ଅନୁମତିରେ ମୁମ୍ବାଇରୁ ବାହାରକୁ ଯାଇପାରିବେ ନାହିଁ ବୋଲି…

ବିଦେଶୀ ଅଭିନେତ୍ରୀଙ୍କ ଦେଶୀ ଛୁଙ୍କ; ବିଦେଶରୁ ଆସି ବଲିଉଡ୍‌ରେ ନାଁ କରିଥିବା ଅଭିନେତ୍ରୀ ସମ୍ପର୍କରେ..

ମୁମ୍ବାଇ: ଅନେକ ବିଦେଶୀ ଅଭିନେତ୍ରୀ ଧୀରେ ଧୀରେ ବଲିଉଡ୍ ଜଗତରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବିଦେଶୀ ଅଭିନେତ୍ରୀ ଯେଉଁମାନେ ବହୁ ଖ୍ୟାତି ଅର୍ଜନ କରିଛନ୍ତି ଏବଂ ଯାହାର ଗଣନା ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ରହିଛି। କାଟ୍ରିନା କୈଫ୍‌ ଏହି ତାଲିକାରେ ପ୍ରଥମ…