Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ମୁମ୍ବାଇ ଛାଡିଲେ କଙ୍ଗନା

ମୁମ୍ବାଇ: ଶେଷରେ ମୁମ୍ବାଇ ଛାଡିଲେ ବଲିଉଡ କଂଟ୍ରଭର୍ସି କୁଇନ୍ କଙ୍ଗନା । ମନଦୁଃଖରେ ସେ ଆଜି ନିଜ ହୋମ ଟାଉନ୍ ମନାଲୀକୁ ଫେରିଛନ୍ତି । ଯେଉଁଠି ତାଙ୍କ ପରିବାର ରହନ୍ତି । ତେବେ ମୁମ୍ବାଇ ଛାଡିବା ପୂର୍ବରୁ ସେ ଏକ ଟ୍ୱିଟ୍ କରିଛନ୍ତି । ଏଥିରେ ସେ ଭାରାକ୍ରାନ୍ତ ମନରେ ମୁମ୍ବାଇ ଛାଡି…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ୬ ଡ୍ରଗ୍ସ ବେପାରୀଙ୍କୁ ଗିରଫ କଲା ଏନସିବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ଏହି ମାମଲାରେ ରବିବାର ଦିନ ମୁମ୍ବାଇରୁ ଆଉ ୬ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ଏନସିବି। ନ୍ୟୁଜ ୧୮ର ରିପୋର୍ଟ ମୁତାବକ ଏହି ୬ ଜଣ ଅଭିଯୁକ୍ତଙ୍କ…

ଏଥର Alexaରେ ଅମିତାଭ ବଚ୍ଚନଙ୍କ ଭଏସ୍ ‌!

ନୂଆଦିଲ୍ଲୀ: ଏଥର ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ଭଏସ୍‌ରେ ଉପଲବ୍ସ ହେବ ଆଲେକ୍ସ । ପ୍ରଥମଥର ପାଇଁ ସେଲିବ୍ରିଟି ଭଏସ୍‌ରେ ବଜାରକୁ ଆସିବ ଭଏସ୍ କମାଣ୍ଡ ଆଲେକ୍ସା । ବଲିଉଡ ଅଭିନେତା ଅମିତାଭ ବଚ୍ଚନ Amazon ସହ ପାର୍ଟନରଶିପ୍ କରିଛନ୍ତି। ଏହି ପାର୍ଟନରଶିପ୍ ଅନୁସାରେ ଭାରତରେ ପ୍ରଥମ ଥର…

ପଞ୍ଚଭୂତରେ ଲୀନ ହେଲେ କିମ୍ବଦନ୍ତୀ ଅଭିନେତା ଅଜିତ ଦାସ

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ଓଡ଼ିଆ ସିନେ ଜଗତର ଖ୍ୟାତନାମା ଅଭିନେତା ଅଜିତ ଦାସ। ଭୁବନେଶ୍ବର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିବା ସୂଚନା ମିଳିଛି । ଗାର୍ଡ ଅଫ ଅନର୍ ସହ ଅଜିତଙ୍କୁ ବିଦାୟ ଦିଆଯାଇଛି । ଅଜିତଙ୍କ ବଡ଼ ଝିଅ ତାଙ୍କୁ ମୁଖାଗ୍ନି…

କରନ ଜୋହରଙ୍କ ୨୦୧୯ ପାର୍ଟିର ଭିଡିଓ ଯାଂଚ କରିବ ଏନସିବି !

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ କେସ୍ ଏବେ ସମ୍ପୂର୍ଣ୍ଣ ଭାବେ ଡ୍ରଗ୍ସ ଆଧାରିତ ହୋଇ ପଡିଛି । ପୂର୍ବରୁ ଏହା କେବଳ ନେପୋଟିଜିମ ଓ ମୁଭି ମାଫିଆଙ୍କ ଷଡଯନ୍ତ୍ର ବୋଲି ଜଣା ପଡୁଥିଲା । ରିୟା ଚକ୍ରବର୍ତିଙ୍କୁ ଜେରା କରିବା ପରେ ଅନେକ ଅଭିନେତା ଏନସିବି ସ୍କାନରକୁ…

ଆସନ୍ତୁ ଜାଣିବା ଦକ୍ଷିଣ ଭାରତର ଅଭିନେତ୍ରୀ ସାମାନ୍ଥା ସୁସ୍ଥ ରହିବା ପାଇଁ ପ୍ରତ୍ୟେକ ଦିନ କଣ କରନ୍ତି ?

ଚେନ୍ନାଇ: ଦକ୍ଷିଣ ଭାରତ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ହେଲେ ସାମନ୍ଥା ଅକ୍କିନେନ୍ନି । ଏବେ ନିକଟରେ ସେ ନିଜକୁ ଫିଟ ରଖିବା ପାଇଁ ପ୍ରତ୍ୟେକ ଦିନ ସୂର୍ଯ୍ୟ ନମସ୍କାର କରନ୍ତି ବୋଲି କହିଛନ୍ତି । ତାହା ପୁଣି ଥରେ ଦୁଇ ଥର ନୁହେଁ ୧୦୮ ଥର । ସୋସିଆଲ ସାଇଟରେ ସେ ଫଟୋ ସହ କ୍ୟାପଶନ ଶେୟାର କରିବା…

ଡ୍ରଗ୍ସ ସ୍କାନରରେ ନାହାଁନ୍ତି କେହି ବଲିଉଡ ସେଲିବ୍ରିଟି: ଏନସିବି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ବଲିଉଡ ସେଲିବ୍ରିଟିଙ୍କ ନାମ ଉଠୁଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି)। ଏହା ପୂର୍ବରୁ ରିୟାଙ୍କୁ ଜେରା ବେଳେ ସେ ବଲିଉଡର ନାମୀଦାମୀ ୨୫ ସେଲିବ୍ରିଟିଙ୍କ ନାମ ନେଇଥିଲେ । ଏପରିକି ସେମାନଙ୍କର ଡ୍ରଗ୍ସ ଲିଙ୍କ ଥିବା…

ମଲାଇକା କହିଲେ, ‘ଯୌବନ ଯିବା ପୂର୍ବରୁ ଭ୍ୟାକସିନ୍ ଆଣ’

ମୁମ୍ବାଇ: ଚିନ୍ତାରେ ବଲିଉଡର ମୁନ୍ନି । ସେ କରୋନା ସଂକ୍ରମଣ ଶିକାର ହେବା ପରେ ତାଙ୍କ ଅଭିନେତ୍ରୀ ମଲାଇକା ଅରୋରାଙ୍କ ବଢ଼ିଚାଲିଛି ଚିନ୍ତା। କରୋନା ଲାଗି ତାଙ୍କ ଯୌବନ ଚାଲିଯାଉଛି । କିଏ କୋଭିଡ ଭ୍ୟାକ୍‌ସିନ୍ ତିଆରି କରିଦିଅ, ନହେଲେ ଯୌବନ ଚାଲିଯିବ ବୋଲି ମଲାଇକା କହିଛନ୍ତି । ସେ ନିଜ…

ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ମାଗିଲେ କଙ୍ଗନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଢ଼ୁଛି ଦିନକୁ ଦିନ ବିବାଦ । ଶିବସେନା ଓ କଙ୍ଗନାଙକ୍ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଏହାରି ଭିତରେ କଙ୍ଗନା ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କୁ ଭେଟିଛନ୍ତି । ବିଏମସି ଦ୍ବାରା ତାଙ୍କ ଅଫିସ ଭଙ୍ଗାରୁଜା ହେବା ନେଇ…

ସୁଶାନ୍ତ ସିଂ ରାଜପୁତଙ୍କ ସହ ଏହି ଝିଅ କିଏ ?

ମୁମ୍ବାଇ: ସାରା ଦେଶରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ନାରାବାଜି ଚାଲିଛି । ଜୁନ୍ ୧୪ରେ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ ସୁଶାନ୍ତ । ସେବେଠୁ ନୋପୋଟିଜିମ୍ ଓ ମାନସିକ ଅସୁସ୍ଥତା ମଧ୍ୟରେ ଏକ ତର୍କବିତର୍କ ଚାଲିଆସିଛି । କରନ ଜୋହର, ଆଲିୟା ଭଟ୍ଟ ଓ ସୋନମ କାପୁରଙ୍କ ଭଳି ବଲିଉଡ ଷ୍ଟାର ଏବେ…