Latest Odisha News

BREAKING NEWS

Browsing Category

ମନୋରଞ୍ଜନ

ଅଜିତ ଦାଶଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

ଭୁୁବନେଶ୍ୱର: ଓଲିଉଡର ବର୍ଷିଆନ୍ ଅଭିନେତା ଅଜିତ ଦାଶଙ୍କ ଆଜି ପରଲୋକ ହୋଇଛି । ୭୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ…

ମନେ ରହିବେ ହାକିମ ବାବୁ…

ଭୁବନେଶ୍ୱର: କିଏ କହୁଥିଲା ହାକିମ ବାବୁ ତ ଆଉ କିଏ ସରପଂଚ ବାବୁ । ଓଲିଉଡକୁ ଭେଟି ଦେଇଥିଲେ କପାଳ ଲିଖନ ଓ ସିନ୍ଦୁର ବିନ୍ଦୁ ଭଳି କାଳଜୟୀ ସିନେମା । ଜଣେ ମଂଚ ଅଭିନେତା, ନିର୍ଦ୍ଦେଶକ, ନାଟ୍ୟଗୁରୁ ଏବଂ ଜଣାଶୁଣା ଓଡ଼ିଆ ନାଟ୍ୟକାର ଅଜିତ ଦାଶ । ମଂଚ ଅଭିନୟ ଶିକ୍ଷାନୁଷ୍ଠାନ, ଅଭିନୟ ଜାଗୃତ…

ଓଲିଉଡର ବର୍ଷିୟାନ ଅଭିନେତା ଅଜିତ ଦାଶଙ୍କ ପରଲୋକ

ଭୁବନେଶ୍ୱର: ଓଲିଉଡର ବରିଷ୍ଠ ଅଭିନେତା ଅଜିତ ଦାସ ଆଉ ନାହାଁନ୍ତି । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଆଜି ତାଙ୍କର ଦେହାନ୍ତ ହୋଇଛି । ୭୧ ବର୍ଷିୟ ଅଜିତ ଦାସ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ଥିଲେ । ଏଥିସହ ତାଙ୍କର ଅନ୍ୟାନ୍ୟ ରୋଗ ମଧ୍ୟ ଥିଲା । ହସପିଟାଲରେ ତାଙ୍କର ଚିକିତ୍ସା ଜାରି…

KBCରେ ୫ କୋଟି ଜିତି ପଶ୍ଟାତାପ କରୁଛନ୍ତି ସୁଶୀଲ କୁମାର !

ବିହାର: କୌନ ବନେଗା କରୋଡପତି ଭଳି ସୁପରହିଟ୍ କୁଇଜ୍ ସୋ'ରେ ଚହଳ ଖେଳାଇଥିଲେ ସୁଶୀଲ କୁମାର । ୫କୋଟି ଭଳି ମୋଟା ଅଙ୍କର ଅର୍ଥରାଶି ଜିତି ସେ ଆଜି ପର୍ଯ୍ୟନ୍ତ କେବିସିରେ ରେକର୍ଡଧାରୀଙ୍କ ତାଲିକାରେ ଆଗୁଆ ରହିଛନ୍ତି । ହେଲେ ଏବେ ସେ ପଶ୍ଚାତାପ କରୁଥିବା ନେଇ ଖୋଦ ନିଜେ ପ୍ରକାଶ କରିଛନ୍ତି ।…

ପ୍ରଯୋଜନାକୁ ଓହ୍ଲାଇଲେ ଓଲିଉଡର ଡ୍ରିମ୍ ଗାର୍ଲ ପ୍ରିୟା ଚୌଧୁରୀ

ଭୁବନେଶ୍ୱର: ବହୁ ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି ଅଭିନେତ୍ରୀ ପ୍ରିୟା ଚୌଧୁରୀ । ପ୍ରିୟା ପୁଣି ଥରେ ନାୟିକା ଭାବେ ଆସୁଛନ୍ତି , ଏଥି ସହ ସେ ଫିଲ୍ମର ପ୍ରଯୋଜନା ବି କରିବେ । ଗତ ୭ ତାରିଖରେ ଏହି ଫିଲ୍ମର ମହୁରତ ହୋଇଛି । ଫିଲ୍ମରେ ପ୍ରିୟାଙ୍କ ବିପକ୍ଷରେ ନାୟକ ଅଛନ୍ତି ବବି…

କିଙ୍ଗ ଖାଁଙ୍କ ଆଗାମୀ ଫିଲ୍ମର ନାମ ସନକୀ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ଦୀର୍ଘ ଦିନ ଅପେକ୍ଷା କରିବା ପରେ ଏବେ ତାମିଲ ନିର୍ଦ୍ଦେଶକ ଅତଲୀଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ରାଜି ହୋଇଛନ୍ତି । ସନକୀ ନାମକ ଏହି ଫିଲ୍ମରେ ଶାହାରୁଖଙ୍କ ଦୀପିକା ପାଦୁକୋନ ଅଭିନୟ କରିବେ । ପୂର୍ବରୁ ଏହି ଯୋଡି ଓମ ଶାନ୍ତି ଓମ ଓ ଚେନ୍ନାଇ…

‘ବାପାଙ୍କ ଅନୁରୋଧ ପାଇଁ କଙ୍ଗନାଙ୍କୁ ମିଳିଛି ୱାଇ ପ୍ଲସ ସୁରକ୍ଷା’

ନୂଆଦିଲ୍ଳୀ: ବିବାଦୀୟ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ନିକଟରେ ତାଙ୍କୁ ମିଳିଛି ୱାଇ-କ୍ୟାଟେଗୋରୀ ସୁରକ୍ଷା । ତେବେ ଏହି ସୁରକ୍ଷା ତାଙ୍କୁ ତାଙ୍କ ବାପାଙ୍କ ଅନୁରୋଧ କ୍ରମେ ଦିଆଯାଇଥିବା କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି.ମିଷନ ରେଡ୍ଡୀ କହିଛନ୍ତି । ସେ କହିଛନ୍ତି ଯେ କଙ୍ଗନାଙ୍କ…

ଯାତ୍ରା ଅଭିନେତା ମହେନ୍ଦ୍ର ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପ୍ରଖ୍ୟାତ ଜଲିଉଡ କଳାକାର ମହେନ୍ଦ୍ର ଦାସ ଓରଫ ଭିକୁ ସେଠ୍‌ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ବିଶିଷ୍ଟ ଯାତ୍ରା ଅଭିନେତା ମହେନ୍ଦ୍ର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ଓଡ଼ିଆ ଯାତ୍ରା ଜଗତ ପାଇଁ ଏକ ଅପୂରଣୀୟ…

ଏନ୍‌ସିବି ହାତରେ ଧରାପଡିଲା ରିୟାଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟବସାୟୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗିରଫ ହେଲେ ଆଉ ଜଣେ ଡ୍ରଗ୍ସ ବ୍ୟବସାୟୀ । ପୂର୍ବରୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରିୟା ଚକ୍ରବତ୍ତିୀ ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଏନ୍‌ସିବି ଗିରଫ କରିସାରିଛି । ଏବେ ଉଭୟଙ୍କୁ ଡ୍ରଗ୍ସ…

ସିଙ୍ଗର ଭାବେ ଡେବ୍ୟୁ କରିବେ ଟାଇଗର ସ୍ରଫ୍‌, ଆସନ୍ତା ୨୨ରେ ହେବ ଗୀତ ରିଲିଜ

ମୁମ୍ବାଇ: ସବୁ ବେଳେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ଥାନ୍ତି ଅଭିନେତା ଟାଇଗର ସ୍ରଫ୍‌, ତେବେ ଏବେ ତାଙ୍କ ପ୍ରତିଭାର ଆଉ ଏକ ନୂଆ ଦିଗ ଦେଖିବାକୁ ମିଳିବ । ସେ ଡେବ୍ୟୁ କରିବେ ସିଙ୍ଗର ଭାବରେ । ଆସନ୍ତା ୨୨ ତାରିଖରେ ଏହି ଗୀତ ‘ଅନବିଲିଭେବୁଲ’ ରିଲିଜ ହେବ । ଆଜି ସେ ଏହାର ଟିଜର ସୋସିଆଲ…