Latest Odisha News

BREAKING NEWS

Browsing Category

ମନୋରଞ୍ଜନ

କଙ୍ଗନାଙ୍କ ନାଁରେ ପୁଣି ମାମଲା

ମୁମ୍ବାଇ: ଦିନକୁ ଦିନ ବଢ଼ୁଛି କଙ୍ଗନାଙ୍କ ବିବାଦ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ଲାଗିଛି । କଙ୍ଗନା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତିଜନକ ଟିପ୍ପଣୀ କରିଛନ୍ତି । ଏନେଇ ଆଜି କଙ୍ଗନାଙ୍କ ନାଁରେ ମୁମ୍ବାଇର ବିକ୍ରୋଲି…

ଏନଏସଡିର ମୁଖ୍ୟ ହେଲେ ଅଭିନେତା ପରେଶ ରାୱଲ

ନୂଆଦିଲ୍ଲୀ : ଅଭିନେତା ପରେଶ ରାୱଲ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି) ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନିଯୁକ୍ତି ଦେଇଥିବା କେନ୍ଦ୍ର ପର୍ପ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଟ୍ୱିଟ କରି ଜଣାଇଛନ୍ତି । ଏହା ଦ୍ୱାରା ବହୁ…

ବିଗ୍‌ବସ୍‌ରେ ବିବାଦ, ସୋ’ ଛାଡିଲେ ନିଆ ଶର୍ମା !

ମୁମ୍ବାଇ: ଛୋଟ ପରଦାକୁ ଆସିନି । କରୋନା ପାଇଁ ସାମାନ୍ୟ ବିଳମ୍ବ ହେଉଛି । ହେଲେ ବି ଚର୍ଚ୍ଚାର ଶୀର୍ଷରେ ରହିଛି ବିଗ୍‌ବସ୍ । ସିଜିନ-୧୪ରେ ଦେଖିବାକୁ ମିଳିବ ନିଶ୍ଚିତ ଭାବେ କିଛି ନୂଆ । ସାମ୍ନାକୁ ପ୍ରମୋ ଆସିବା ପରେ ଏହି ବିବାଦୀୟ ସୋ'କୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢିବାରେ ଲାଗିଛି ।…

୨୦୨୦ରେ କେତେ ସମ୍ପତ୍ତିର ମାଲିକାଣୀ କଙ୍ଗନା ରଣାୱତ ?

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଫେମ୍ ତଥା ପଙ୍ଗା ଗାର୍ଲ କଙ୍ଗନା ରଣାୱତ । ସୁଶାନ୍ତଙ୍କ ମାମଲାରେ ବଲିଉଡକୁ ଲଗାତାର ଟାର୍ଗେଟ୍ କରିବା ପରେ ମୁମ୍ବାଇକୁ ପିଓକେ କହି ଚର୍ଚ୍ଚାରେ ଅଛନ୍ତି । ସିଧାସଳଖ ମହାରାଷ୍ଟ୍ର ସରକାର ସହ ମୁହାଁମୁହିଁ ହୋଇଥିଲେ ବି ଥମିନି କଙ୍ଗନାଙ୍କ ଦମ୍ଭ । ନିକଟରେ…

ବିୟୋନ୍ସେ ଶର୍ମା ଯାୟେଗୀ ବନାମ୍ ରଷୋଡେ ମୈଁ କୌନ ଥା !

ମୁମ୍ବାଇ: ତାଜା ସ୍ଥିତିରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ ନିମ୍ନଗାମୀ ହୋଇଛି । ହେଲେ କରୋନା ପାଇଁ ନୁହେଁ ବରଂ ଶସ୍ତା ଗୀତ ପାଇଁ । ୯୦ଦଶକରେ ଶେଷଥର ପାଇଁ କିଛିଟା ଭଲ ଗୀତ ଦର୍ଶକଙ୍କ ସାମ୍ନାକୁ ଆସିଥିଲା । ହେଲେ ବର୍ତ୍ତମାନର ଗୀତଗୁଡିକ ବିଷୟରେ କିଛି ନ କହିଲେ ଭଲ । ଫିଲ୍ମ ଖାଲି ପିଲିରେ…

“ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ମୁଁ କେବେ କହିନାହିଁ “: ଅଙ୍କିତା ଲୋଖଣ୍ଡେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେ କହିଛନ୍ତି ଯେ, ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଯାଇଥିବା ସେ କେବେ ଦାବି କରି ନାହାଁନ୍ତି କିନ୍ତୁ ତାଙ୍କ ବନ୍ଧୁ ସୁଶାନ୍ତ ଏବଂ ତାଙ୍କ ପରିବାର ପାଇଁ ନ୍ୟାୟ ଚାହୁଁଛନ୍ତି।…

ଚଳଚ୍ଚିତ୍ର ନିର୍ମାତା ସାରଦା ପ୍ରସାଦ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ତଥା ଗୀତିକାର ସାରଦା ପ୍ରସାଦ ନାୟକ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି । ସେ ଟ୍ୱିଟରରେ ଲେଖିଛନ୍ତି, ‘ତାଙ୍କ ଦେହାନ୍ତ ଓଡିଆ ସିନେମା ଜଗତରେ ଗୋଟିଏ ଯୁଗରେ ଅବସାନ ଘଟାଇଛି । ‘ଲକ୍ଷ୍‌ମୀ’, ‘କା’, ‘ସ୍ତ୍ରୀ’,…

ଗୋଟିଏ ଜେଲରେ ରିୟା ଓ ଇନ୍ଦ୍ରାଣୀ ମୁଖାର୍ଜୀ, ବାଇକୁଲା ଜେଲ୍ ବିଷୟରେ ଜାଣନ୍ତୁ

ମୁମ୍ୱାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ଡ୍ରଗ୍ସ ଲିଙ୍କରେ ଗିରଫ ରିୟା ଚକ୍ରବର୍ତ୍ତୀ ଏବେ ବାଇକୁଲା ଜେଲରେ ଦିନ କାଟୁଛନ୍ତି । ସେହି ଜେଲରେ ରହୁଛନ୍ତି ଇନ୍ଦ୍ରାଣୀ ମୁଖାର୍ଜୀ । ବହୁ ଚର୍ଚ୍ଚିତ ସିନା ବୋରା ହତ୍ୟାକାଣ୍ଡର ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ । ନିଜ ଝିଅ ସିନା ବୋରାଙ୍କୁ…

ଅନୁଭବ ମହାନ୍ତିଙ୍କ ସପକ୍ଷରେ ବାହାରିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ବିଚ୍ଛେଦକୁ ନେଇ ବାକବିତର୍କ ଲାଗି ରହିଛି । ଏଭଳି ସମୟରେ ଅନୁଭବଙ୍କ ସପୋର୍ଟରେ ବାହାରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।…

ବିବାଦ ପରେ ଘରୁ ବାହାରିଲେ ବର୍ଷା !

କଟକ: ଓଲିଉଡ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ବିବାଦ ପରେ ପ୍ରଥମ ଥର ପାଇଁ ଘରୁ ବାହାରକୁ ବାହାରିଛନ୍ତି ବର୍ଷା । କଟକ ନନ୍ଦିସାହି ଶାଶୁଘରୁ ସୁରକ୍ଷାକର୍ମୀଙ୍କ ସହ ବାହାରକୁ ଯାଇଛନ୍ତି । ସମ୍ପର୍କିୟଙ୍କ ସହ କାର୍‌ରେ ସେ…